2 Corinthians 4 (SNT)
1 ପର୍ମେସର୍ ତାର୍ ଜିବନ୍ ଦୁକାଇକରି ଆମ୍କେ ଏ ସେବାକାମ୍ ଦେଲାଆଚେ । ସେଟାର୍ପାଇ, ଆମେ ବପୁ ନଇଲା ଲକର୍ ପାରା କାମ୍ କରୁନାଇ । 2 ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ । 3 ଜଦି ଆମେ ଜାନାଇବା ସୁବ୍କବର୍ ନ ବୁଜ୍ବା ଲକ୍ ଆଚତ୍, ସେନ୍ତାର୍ ଆଲେ ସେମନ୍ସେ ଆଜିଜାଇରଇବା ଲକ୍ । 4 ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । 5 କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି । 6 ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ । 7 ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ । 8 ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ । 9 ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ । 10 ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି । 11 ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ । 12 ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା । 13 ସାସ୍ତରେ ଲେକା ଅଇଲାପାରା “ ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି ”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି । 14 କାଇକେ ବଇଲେ ଆମେ ଜାନିଆଚୁ ପର୍ମେସର୍ ଜେ କି ମାପ୍ରୁ ଜିସୁକେ ଜିବନ୍ କରି ଉଟାଇଲା, ସେ ଆମ୍କେ ମିସା ମାପ୍ରୁ ଜିସୁର୍ ସଙ୍ଗ୍ ଉଟାଇସି । ଆରି ତମର୍ ସଙ୍ଗ୍ ଆମ୍କେ ମିସା ପର୍ମେସରର୍ ମୁଆଟେ ନେଇସି । 15 ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ । 16 ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି । 17 କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । 18 ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।
In Other Versions
2 Corinthians 4 in the ANGEFD
2 Corinthians 4 in the ANTPNG2D
2 Corinthians 4 in the AS21
2 Corinthians 4 in the BAGH
2 Corinthians 4 in the BBPNG
2 Corinthians 4 in the BBT1E
2 Corinthians 4 in the BDS
2 Corinthians 4 in the BEV
2 Corinthians 4 in the BHAD
2 Corinthians 4 in the BIB
2 Corinthians 4 in the BLPT
2 Corinthians 4 in the BNT
2 Corinthians 4 in the BNTABOOT
2 Corinthians 4 in the BNTLV
2 Corinthians 4 in the BOATCB
2 Corinthians 4 in the BOATCB2
2 Corinthians 4 in the BOBCV
2 Corinthians 4 in the BOCNT
2 Corinthians 4 in the BOECS
2 Corinthians 4 in the BOGWICC
2 Corinthians 4 in the BOHCB
2 Corinthians 4 in the BOHCV
2 Corinthians 4 in the BOHLNT
2 Corinthians 4 in the BOHNTLTAL
2 Corinthians 4 in the BOICB
2 Corinthians 4 in the BOILNTAP
2 Corinthians 4 in the BOITCV
2 Corinthians 4 in the BOKCV
2 Corinthians 4 in the BOKCV2
2 Corinthians 4 in the BOKHWOG
2 Corinthians 4 in the BOKSSV
2 Corinthians 4 in the BOLCB
2 Corinthians 4 in the BOLCB2
2 Corinthians 4 in the BOMCV
2 Corinthians 4 in the BONAV
2 Corinthians 4 in the BONCB
2 Corinthians 4 in the BONLT
2 Corinthians 4 in the BONUT2
2 Corinthians 4 in the BOPLNT
2 Corinthians 4 in the BOSCB
2 Corinthians 4 in the BOSNC
2 Corinthians 4 in the BOTLNT
2 Corinthians 4 in the BOVCB
2 Corinthians 4 in the BOYCB
2 Corinthians 4 in the BPBB
2 Corinthians 4 in the BPH
2 Corinthians 4 in the BSB
2 Corinthians 4 in the CCB
2 Corinthians 4 in the CUV
2 Corinthians 4 in the CUVS
2 Corinthians 4 in the DBT
2 Corinthians 4 in the DGDNT
2 Corinthians 4 in the DHNT
2 Corinthians 4 in the DNT
2 Corinthians 4 in the ELBE
2 Corinthians 4 in the EMTV
2 Corinthians 4 in the ESV
2 Corinthians 4 in the FBV
2 Corinthians 4 in the FEB
2 Corinthians 4 in the GGMNT
2 Corinthians 4 in the GNT
2 Corinthians 4 in the HARY
2 Corinthians 4 in the HNT
2 Corinthians 4 in the IRVA
2 Corinthians 4 in the IRVB
2 Corinthians 4 in the IRVG
2 Corinthians 4 in the IRVH
2 Corinthians 4 in the IRVK
2 Corinthians 4 in the IRVM
2 Corinthians 4 in the IRVM2
2 Corinthians 4 in the IRVO
2 Corinthians 4 in the IRVP
2 Corinthians 4 in the IRVT
2 Corinthians 4 in the IRVT2
2 Corinthians 4 in the IRVU
2 Corinthians 4 in the ISVN
2 Corinthians 4 in the JSNT
2 Corinthians 4 in the KAPI
2 Corinthians 4 in the KBT1ETNIK
2 Corinthians 4 in the KBV
2 Corinthians 4 in the KJV
2 Corinthians 4 in the KNFD
2 Corinthians 4 in the LBA
2 Corinthians 4 in the LBLA
2 Corinthians 4 in the LNT
2 Corinthians 4 in the LSV
2 Corinthians 4 in the MAAL
2 Corinthians 4 in the MBV
2 Corinthians 4 in the MBV2
2 Corinthians 4 in the MHNT
2 Corinthians 4 in the MKNFD
2 Corinthians 4 in the MNG
2 Corinthians 4 in the MNT
2 Corinthians 4 in the MNT2
2 Corinthians 4 in the MRS1T
2 Corinthians 4 in the NAA
2 Corinthians 4 in the NASB
2 Corinthians 4 in the NBLA
2 Corinthians 4 in the NBS
2 Corinthians 4 in the NBVTP
2 Corinthians 4 in the NET2
2 Corinthians 4 in the NIV11
2 Corinthians 4 in the NNT
2 Corinthians 4 in the NNT2
2 Corinthians 4 in the NNT3
2 Corinthians 4 in the PDDPT
2 Corinthians 4 in the PFNT
2 Corinthians 4 in the RMNT
2 Corinthians 4 in the SBIAS
2 Corinthians 4 in the SBIBS
2 Corinthians 4 in the SBIBS2
2 Corinthians 4 in the SBICS
2 Corinthians 4 in the SBIDS
2 Corinthians 4 in the SBIGS
2 Corinthians 4 in the SBIHS
2 Corinthians 4 in the SBIIS
2 Corinthians 4 in the SBIIS2
2 Corinthians 4 in the SBIIS3
2 Corinthians 4 in the SBIKS
2 Corinthians 4 in the SBIKS2
2 Corinthians 4 in the SBIMS
2 Corinthians 4 in the SBIOS
2 Corinthians 4 in the SBIPS
2 Corinthians 4 in the SBISS
2 Corinthians 4 in the SBITS
2 Corinthians 4 in the SBITS2
2 Corinthians 4 in the SBITS3
2 Corinthians 4 in the SBITS4
2 Corinthians 4 in the SBIUS
2 Corinthians 4 in the SBIVS
2 Corinthians 4 in the SBT
2 Corinthians 4 in the SBT1E
2 Corinthians 4 in the SCHL
2 Corinthians 4 in the SUSU
2 Corinthians 4 in the SUSU2
2 Corinthians 4 in the SYNO
2 Corinthians 4 in the TBIAOTANT
2 Corinthians 4 in the TBT1E
2 Corinthians 4 in the TBT1E2
2 Corinthians 4 in the TFTIP
2 Corinthians 4 in the TFTU
2 Corinthians 4 in the TGNTATF3T
2 Corinthians 4 in the THAI
2 Corinthians 4 in the TNFD
2 Corinthians 4 in the TNT
2 Corinthians 4 in the TNTIK
2 Corinthians 4 in the TNTIL
2 Corinthians 4 in the TNTIN
2 Corinthians 4 in the TNTIP
2 Corinthians 4 in the TNTIZ
2 Corinthians 4 in the TOMA
2 Corinthians 4 in the TTENT
2 Corinthians 4 in the UBG
2 Corinthians 4 in the UGV
2 Corinthians 4 in the UGV2
2 Corinthians 4 in the UGV3
2 Corinthians 4 in the VBL
2 Corinthians 4 in the VDCC
2 Corinthians 4 in the YALU
2 Corinthians 4 in the YAPE
2 Corinthians 4 in the YBVTP
2 Corinthians 4 in the ZBP