2 Corinthians 9 (SNT)
1 ଜିଉଦାଦେସେ ରଇବା ପର୍ମେସରର୍ ଲକ୍ମନ୍କେ ଦାନ୍ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍କେ ଆରି ମୁଇ ନ ଲେକି । 2 କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ । 3 ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ । 4 ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ । 5 ତେବେ ମୁଇ ବାବ୍ଲି, ଏ ବାଇବଇନିମନ୍, ମୁଇ ଜିବା ଆଗ୍ତୁ ସେମନ୍ ଜାଇକରି ଜନ୍ ଦାନ୍ ତମେ ଦେବୁ ବଲି କଇତେରଇଲାସ୍, ସେଟା ଜମାଇକରି ସଙ୍ଗଇବାକେ ସେମନ୍କେ ବାବୁଜିଆ କର୍ବି । ଜଦି ଆମେ ସେନ୍ତାରି କର୍ବୁ ବଇଲେ, ଦାନ୍ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍ରତ୍ ଅଇରଇସି । ଆରି ସେଟା ତମେ ନିଜେ ମନ୍ କରି ଦେଲାସ୍ । ବାଦିଅ କଲାକେ ଦିଆସ୍ ନାଇ ବଲି ଜାନାପଡ୍ସି । 6 ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି । 7 ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି । 8 ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି । 9 ସାସ୍ତର୍ କଇଲାପାରାଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରିତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ । 10 ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି । 11 ସେ ତମ୍କେ ସାଉକାର୍ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । 12 ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି । 13 ତମେ କର୍ବା ଏ ନିକ କାମ୍ ଦେକିକରି ଲକ୍ମନ୍ ପର୍ମେସର୍କେ ମଇମା କର୍ବାଇ । କାଇକେବଇଲେ ବିସ୍ବାସ୍ କରିରଇବା କିରିସ୍ଟର୍ ସୁବ୍କବର୍ ତମେ ମାନ୍ଲାସ୍ନି । ଆରି ସେମନ୍କେ ଆରି ବିନ୍ଲକ୍ମନ୍କେ ମିସା ଜବର୍ ଦେଲାସ୍ନି । 14 ପର୍ମେସର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଇଲାର୍ପାଇ ସେମନ୍ ବେସି ଆଲାଦ୍ ଅଇକରି ତମର୍ପାଇ ପାର୍ତନା କର୍ବାଇ । 15 ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।
In Other Versions
2 Corinthians 9 in the ANGEFD
2 Corinthians 9 in the ANTPNG2D
2 Corinthians 9 in the AS21
2 Corinthians 9 in the BAGH
2 Corinthians 9 in the BBPNG
2 Corinthians 9 in the BBT1E
2 Corinthians 9 in the BDS
2 Corinthians 9 in the BEV
2 Corinthians 9 in the BHAD
2 Corinthians 9 in the BIB
2 Corinthians 9 in the BLPT
2 Corinthians 9 in the BNT
2 Corinthians 9 in the BNTABOOT
2 Corinthians 9 in the BNTLV
2 Corinthians 9 in the BOATCB
2 Corinthians 9 in the BOATCB2
2 Corinthians 9 in the BOBCV
2 Corinthians 9 in the BOCNT
2 Corinthians 9 in the BOECS
2 Corinthians 9 in the BOGWICC
2 Corinthians 9 in the BOHCB
2 Corinthians 9 in the BOHCV
2 Corinthians 9 in the BOHLNT
2 Corinthians 9 in the BOHNTLTAL
2 Corinthians 9 in the BOICB
2 Corinthians 9 in the BOILNTAP
2 Corinthians 9 in the BOITCV
2 Corinthians 9 in the BOKCV
2 Corinthians 9 in the BOKCV2
2 Corinthians 9 in the BOKHWOG
2 Corinthians 9 in the BOKSSV
2 Corinthians 9 in the BOLCB
2 Corinthians 9 in the BOLCB2
2 Corinthians 9 in the BOMCV
2 Corinthians 9 in the BONAV
2 Corinthians 9 in the BONCB
2 Corinthians 9 in the BONLT
2 Corinthians 9 in the BONUT2
2 Corinthians 9 in the BOPLNT
2 Corinthians 9 in the BOSCB
2 Corinthians 9 in the BOSNC
2 Corinthians 9 in the BOTLNT
2 Corinthians 9 in the BOVCB
2 Corinthians 9 in the BOYCB
2 Corinthians 9 in the BPBB
2 Corinthians 9 in the BPH
2 Corinthians 9 in the BSB
2 Corinthians 9 in the CCB
2 Corinthians 9 in the CUV
2 Corinthians 9 in the CUVS
2 Corinthians 9 in the DBT
2 Corinthians 9 in the DGDNT
2 Corinthians 9 in the DHNT
2 Corinthians 9 in the DNT
2 Corinthians 9 in the ELBE
2 Corinthians 9 in the EMTV
2 Corinthians 9 in the ESV
2 Corinthians 9 in the FBV
2 Corinthians 9 in the FEB
2 Corinthians 9 in the GGMNT
2 Corinthians 9 in the GNT
2 Corinthians 9 in the HARY
2 Corinthians 9 in the HNT
2 Corinthians 9 in the IRVA
2 Corinthians 9 in the IRVB
2 Corinthians 9 in the IRVG
2 Corinthians 9 in the IRVH
2 Corinthians 9 in the IRVK
2 Corinthians 9 in the IRVM
2 Corinthians 9 in the IRVM2
2 Corinthians 9 in the IRVO
2 Corinthians 9 in the IRVP
2 Corinthians 9 in the IRVT
2 Corinthians 9 in the IRVT2
2 Corinthians 9 in the IRVU
2 Corinthians 9 in the ISVN
2 Corinthians 9 in the JSNT
2 Corinthians 9 in the KAPI
2 Corinthians 9 in the KBT1ETNIK
2 Corinthians 9 in the KBV
2 Corinthians 9 in the KJV
2 Corinthians 9 in the KNFD
2 Corinthians 9 in the LBA
2 Corinthians 9 in the LBLA
2 Corinthians 9 in the LNT
2 Corinthians 9 in the LSV
2 Corinthians 9 in the MAAL
2 Corinthians 9 in the MBV
2 Corinthians 9 in the MBV2
2 Corinthians 9 in the MHNT
2 Corinthians 9 in the MKNFD
2 Corinthians 9 in the MNG
2 Corinthians 9 in the MNT
2 Corinthians 9 in the MNT2
2 Corinthians 9 in the MRS1T
2 Corinthians 9 in the NAA
2 Corinthians 9 in the NASB
2 Corinthians 9 in the NBLA
2 Corinthians 9 in the NBS
2 Corinthians 9 in the NBVTP
2 Corinthians 9 in the NET2
2 Corinthians 9 in the NIV11
2 Corinthians 9 in the NNT
2 Corinthians 9 in the NNT2
2 Corinthians 9 in the NNT3
2 Corinthians 9 in the PDDPT
2 Corinthians 9 in the PFNT
2 Corinthians 9 in the RMNT
2 Corinthians 9 in the SBIAS
2 Corinthians 9 in the SBIBS
2 Corinthians 9 in the SBIBS2
2 Corinthians 9 in the SBICS
2 Corinthians 9 in the SBIDS
2 Corinthians 9 in the SBIGS
2 Corinthians 9 in the SBIHS
2 Corinthians 9 in the SBIIS
2 Corinthians 9 in the SBIIS2
2 Corinthians 9 in the SBIIS3
2 Corinthians 9 in the SBIKS
2 Corinthians 9 in the SBIKS2
2 Corinthians 9 in the SBIMS
2 Corinthians 9 in the SBIOS
2 Corinthians 9 in the SBIPS
2 Corinthians 9 in the SBISS
2 Corinthians 9 in the SBITS
2 Corinthians 9 in the SBITS2
2 Corinthians 9 in the SBITS3
2 Corinthians 9 in the SBITS4
2 Corinthians 9 in the SBIUS
2 Corinthians 9 in the SBIVS
2 Corinthians 9 in the SBT
2 Corinthians 9 in the SBT1E
2 Corinthians 9 in the SCHL
2 Corinthians 9 in the SUSU
2 Corinthians 9 in the SUSU2
2 Corinthians 9 in the SYNO
2 Corinthians 9 in the TBIAOTANT
2 Corinthians 9 in the TBT1E
2 Corinthians 9 in the TBT1E2
2 Corinthians 9 in the TFTIP
2 Corinthians 9 in the TFTU
2 Corinthians 9 in the TGNTATF3T
2 Corinthians 9 in the THAI
2 Corinthians 9 in the TNFD
2 Corinthians 9 in the TNT
2 Corinthians 9 in the TNTIK
2 Corinthians 9 in the TNTIL
2 Corinthians 9 in the TNTIN
2 Corinthians 9 in the TNTIP
2 Corinthians 9 in the TNTIZ
2 Corinthians 9 in the TOMA
2 Corinthians 9 in the TTENT
2 Corinthians 9 in the UBG
2 Corinthians 9 in the UGV
2 Corinthians 9 in the UGV2
2 Corinthians 9 in the UGV3
2 Corinthians 9 in the VBL
2 Corinthians 9 in the VDCC
2 Corinthians 9 in the YALU
2 Corinthians 9 in the YAPE
2 Corinthians 9 in the YBVTP
2 Corinthians 9 in the ZBP