2 Peter 1 (SNT)
1 ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି ।ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ ।। 2 ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ । 3 ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ । 4 ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା । 5 ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, 6 ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, 7 ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା । 8 ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା । 9 ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ । 10 ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । 11 ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି । 12 ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି । 13 ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ । 14 ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ । 15 ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା । 16 ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ । 17 ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।” 18 ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ । 19 ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି । 20 ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ । 21 କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।
In Other Versions
2 Peter 1 in the ANGEFD
2 Peter 1 in the ANTPNG2D
2 Peter 1 in the AS21
2 Peter 1 in the BAGH
2 Peter 1 in the BBPNG
2 Peter 1 in the BBT1E
2 Peter 1 in the BDS
2 Peter 1 in the BEV
2 Peter 1 in the BHAD
2 Peter 1 in the BIB
2 Peter 1 in the BLPT
2 Peter 1 in the BNT
2 Peter 1 in the BNTABOOT
2 Peter 1 in the BNTLV
2 Peter 1 in the BOATCB
2 Peter 1 in the BOATCB2
2 Peter 1 in the BOBCV
2 Peter 1 in the BOCNT
2 Peter 1 in the BOECS
2 Peter 1 in the BOGWICC
2 Peter 1 in the BOHCB
2 Peter 1 in the BOHCV
2 Peter 1 in the BOHLNT
2 Peter 1 in the BOHNTLTAL
2 Peter 1 in the BOICB
2 Peter 1 in the BOILNTAP
2 Peter 1 in the BOITCV
2 Peter 1 in the BOKCV
2 Peter 1 in the BOKCV2
2 Peter 1 in the BOKHWOG
2 Peter 1 in the BOKSSV
2 Peter 1 in the BOLCB
2 Peter 1 in the BOLCB2
2 Peter 1 in the BOMCV
2 Peter 1 in the BONAV
2 Peter 1 in the BONCB
2 Peter 1 in the BONLT
2 Peter 1 in the BONUT2
2 Peter 1 in the BOPLNT
2 Peter 1 in the BOSCB
2 Peter 1 in the BOSNC
2 Peter 1 in the BOTLNT
2 Peter 1 in the BOVCB
2 Peter 1 in the BOYCB
2 Peter 1 in the BPBB
2 Peter 1 in the BPH
2 Peter 1 in the BSB
2 Peter 1 in the CCB
2 Peter 1 in the CUV
2 Peter 1 in the CUVS
2 Peter 1 in the DBT
2 Peter 1 in the DGDNT
2 Peter 1 in the DHNT
2 Peter 1 in the DNT
2 Peter 1 in the ELBE
2 Peter 1 in the EMTV
2 Peter 1 in the ESV
2 Peter 1 in the FBV
2 Peter 1 in the FEB
2 Peter 1 in the GGMNT
2 Peter 1 in the GNT
2 Peter 1 in the HARY
2 Peter 1 in the HNT
2 Peter 1 in the IRVA
2 Peter 1 in the IRVB
2 Peter 1 in the IRVG
2 Peter 1 in the IRVH
2 Peter 1 in the IRVK
2 Peter 1 in the IRVM
2 Peter 1 in the IRVM2
2 Peter 1 in the IRVO
2 Peter 1 in the IRVP
2 Peter 1 in the IRVT
2 Peter 1 in the IRVT2
2 Peter 1 in the IRVU
2 Peter 1 in the ISVN
2 Peter 1 in the JSNT
2 Peter 1 in the KAPI
2 Peter 1 in the KBT1ETNIK
2 Peter 1 in the KBV
2 Peter 1 in the KJV
2 Peter 1 in the KNFD
2 Peter 1 in the LBA
2 Peter 1 in the LBLA
2 Peter 1 in the LNT
2 Peter 1 in the LSV
2 Peter 1 in the MAAL
2 Peter 1 in the MBV
2 Peter 1 in the MBV2
2 Peter 1 in the MHNT
2 Peter 1 in the MKNFD
2 Peter 1 in the MNG
2 Peter 1 in the MNT
2 Peter 1 in the MNT2
2 Peter 1 in the MRS1T
2 Peter 1 in the NAA
2 Peter 1 in the NASB
2 Peter 1 in the NBLA
2 Peter 1 in the NBS
2 Peter 1 in the NBVTP
2 Peter 1 in the NET2
2 Peter 1 in the NIV11
2 Peter 1 in the NNT
2 Peter 1 in the NNT2
2 Peter 1 in the NNT3
2 Peter 1 in the PDDPT
2 Peter 1 in the PFNT
2 Peter 1 in the RMNT
2 Peter 1 in the SBIAS
2 Peter 1 in the SBIBS
2 Peter 1 in the SBIBS2
2 Peter 1 in the SBICS
2 Peter 1 in the SBIDS
2 Peter 1 in the SBIGS
2 Peter 1 in the SBIHS
2 Peter 1 in the SBIIS
2 Peter 1 in the SBIIS2
2 Peter 1 in the SBIIS3
2 Peter 1 in the SBIKS
2 Peter 1 in the SBIKS2
2 Peter 1 in the SBIMS
2 Peter 1 in the SBIOS
2 Peter 1 in the SBIPS
2 Peter 1 in the SBISS
2 Peter 1 in the SBITS
2 Peter 1 in the SBITS2
2 Peter 1 in the SBITS3
2 Peter 1 in the SBITS4
2 Peter 1 in the SBIUS
2 Peter 1 in the SBIVS
2 Peter 1 in the SBT
2 Peter 1 in the SBT1E
2 Peter 1 in the SCHL
2 Peter 1 in the SUSU
2 Peter 1 in the SUSU2
2 Peter 1 in the SYNO
2 Peter 1 in the TBIAOTANT
2 Peter 1 in the TBT1E
2 Peter 1 in the TBT1E2
2 Peter 1 in the TFTIP
2 Peter 1 in the TFTU
2 Peter 1 in the TGNTATF3T
2 Peter 1 in the THAI
2 Peter 1 in the TNFD
2 Peter 1 in the TNT
2 Peter 1 in the TNTIK
2 Peter 1 in the TNTIL
2 Peter 1 in the TNTIN
2 Peter 1 in the TNTIP
2 Peter 1 in the TNTIZ
2 Peter 1 in the TOMA
2 Peter 1 in the TTENT
2 Peter 1 in the UBG
2 Peter 1 in the UGV
2 Peter 1 in the UGV2
2 Peter 1 in the UGV3
2 Peter 1 in the VBL
2 Peter 1 in the VDCC
2 Peter 1 in the YALU
2 Peter 1 in the YAPE
2 Peter 1 in the YBVTP
2 Peter 1 in the ZBP