Ephesians 2 (SNT)
1 ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ । 2 ସେବେଲେ ଜଗତର୍ ସତ୍ ନଇଲା ବାଟେ ଇଣ୍ଡ୍ତେରଇଲାସ୍ ଆରି ଆକାସର୍, ଗାଗଡ୍ ଦାରି ନ ରଇବା, ସାସନ୍କାରିଆର୍ ତଲେ ରଇଲାସ୍ । ସେ ସାସନ୍କାରିଆ ଏବେ ପର୍ମେସରର୍ ଆଦେସ୍ ନ ମାନ୍ବା ଲକ୍ମନ୍କେ ସାସନ୍ କଲାନି । 3 ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ । 4 ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, 5 ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ । 6 ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଆମ୍କେ ଉଟାଇଲା ଆଚେ, ଆରି ତାର୍ ସଙ୍ଗ୍ ଗଟେକ୍ ଅଇବାର୍ ଲାଗି, ସରଗ୍ ଉପ୍ରେ ସାସନ୍ କର୍ବାପାଇ ବଲିକରି, ତାର୍ ସଙ୍ଗ୍ ବସାଇଲା ଆଚେ । 7 ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି । 8 କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି,। ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ । 9 ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ । 10 ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା । 11 ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ । 12 ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ । 13 ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ । 14 କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ । 15 ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ । 16 ସେ କୁର୍ସେ ମଲାର୍ପାଇ ବଲି ତାକର୍ ତାକର୍ ବିତ୍ରେ ସତ୍ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍ ଗାଗଡ୍ ପାରା କଲାଆଚେ । ଆରି ସେମନ୍କେ ପର୍ମେସରର୍ ଲଗେ ବାଉଡାଇ ଆନ୍ଲାଆଚେ । 17 ସେଟାର୍ ପାଇ କିରିସ୍ଟ ଆଇଲା ଆରି ପର୍ମେସର୍ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍ମନ୍କେ ଆରି ତାର୍ ଲଗର୍ ଜିଉଦିମନ୍କେ ସୁବ୍କବର୍ ସୁନାଇଲା । 18 କିରିସ୍ଟର୍ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍ ଗଟେକ୍ ଆତ୍ମାଇ, ବାବାର୍ ମୁଆଟେ ଆସି ପାର୍ଲୁ । 19 ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । 20 ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ । 21 ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ । 22 କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।
In Other Versions
Ephesians 2 in the ANGEFD
Ephesians 2 in the ANTPNG2D
Ephesians 2 in the AS21
Ephesians 2 in the BAGH
Ephesians 2 in the BBPNG
Ephesians 2 in the BBT1E
Ephesians 2 in the BDS
Ephesians 2 in the BEV
Ephesians 2 in the BHAD
Ephesians 2 in the BIB
Ephesians 2 in the BLPT
Ephesians 2 in the BNT
Ephesians 2 in the BNTABOOT
Ephesians 2 in the BNTLV
Ephesians 2 in the BOATCB
Ephesians 2 in the BOATCB2
Ephesians 2 in the BOBCV
Ephesians 2 in the BOCNT
Ephesians 2 in the BOECS
Ephesians 2 in the BOGWICC
Ephesians 2 in the BOHCB
Ephesians 2 in the BOHCV
Ephesians 2 in the BOHLNT
Ephesians 2 in the BOHNTLTAL
Ephesians 2 in the BOICB
Ephesians 2 in the BOILNTAP
Ephesians 2 in the BOITCV
Ephesians 2 in the BOKCV
Ephesians 2 in the BOKCV2
Ephesians 2 in the BOKHWOG
Ephesians 2 in the BOKSSV
Ephesians 2 in the BOLCB
Ephesians 2 in the BOLCB2
Ephesians 2 in the BOMCV
Ephesians 2 in the BONAV
Ephesians 2 in the BONCB
Ephesians 2 in the BONLT
Ephesians 2 in the BONUT2
Ephesians 2 in the BOPLNT
Ephesians 2 in the BOSCB
Ephesians 2 in the BOSNC
Ephesians 2 in the BOTLNT
Ephesians 2 in the BOVCB
Ephesians 2 in the BOYCB
Ephesians 2 in the BPBB
Ephesians 2 in the BPH
Ephesians 2 in the BSB
Ephesians 2 in the CCB
Ephesians 2 in the CUV
Ephesians 2 in the CUVS
Ephesians 2 in the DBT
Ephesians 2 in the DGDNT
Ephesians 2 in the DHNT
Ephesians 2 in the DNT
Ephesians 2 in the ELBE
Ephesians 2 in the EMTV
Ephesians 2 in the ESV
Ephesians 2 in the FBV
Ephesians 2 in the FEB
Ephesians 2 in the GGMNT
Ephesians 2 in the GNT
Ephesians 2 in the HARY
Ephesians 2 in the HNT
Ephesians 2 in the IRVA
Ephesians 2 in the IRVB
Ephesians 2 in the IRVG
Ephesians 2 in the IRVH
Ephesians 2 in the IRVK
Ephesians 2 in the IRVM
Ephesians 2 in the IRVM2
Ephesians 2 in the IRVO
Ephesians 2 in the IRVP
Ephesians 2 in the IRVT
Ephesians 2 in the IRVT2
Ephesians 2 in the IRVU
Ephesians 2 in the ISVN
Ephesians 2 in the JSNT
Ephesians 2 in the KAPI
Ephesians 2 in the KBT1ETNIK
Ephesians 2 in the KBV
Ephesians 2 in the KJV
Ephesians 2 in the KNFD
Ephesians 2 in the LBA
Ephesians 2 in the LBLA
Ephesians 2 in the LNT
Ephesians 2 in the LSV
Ephesians 2 in the MAAL
Ephesians 2 in the MBV
Ephesians 2 in the MBV2
Ephesians 2 in the MHNT
Ephesians 2 in the MKNFD
Ephesians 2 in the MNG
Ephesians 2 in the MNT
Ephesians 2 in the MNT2
Ephesians 2 in the MRS1T
Ephesians 2 in the NAA
Ephesians 2 in the NASB
Ephesians 2 in the NBLA
Ephesians 2 in the NBS
Ephesians 2 in the NBVTP
Ephesians 2 in the NET2
Ephesians 2 in the NIV11
Ephesians 2 in the NNT
Ephesians 2 in the NNT2
Ephesians 2 in the NNT3
Ephesians 2 in the PDDPT
Ephesians 2 in the PFNT
Ephesians 2 in the RMNT
Ephesians 2 in the SBIAS
Ephesians 2 in the SBIBS
Ephesians 2 in the SBIBS2
Ephesians 2 in the SBICS
Ephesians 2 in the SBIDS
Ephesians 2 in the SBIGS
Ephesians 2 in the SBIHS
Ephesians 2 in the SBIIS
Ephesians 2 in the SBIIS2
Ephesians 2 in the SBIIS3
Ephesians 2 in the SBIKS
Ephesians 2 in the SBIKS2
Ephesians 2 in the SBIMS
Ephesians 2 in the SBIOS
Ephesians 2 in the SBIPS
Ephesians 2 in the SBISS
Ephesians 2 in the SBITS
Ephesians 2 in the SBITS2
Ephesians 2 in the SBITS3
Ephesians 2 in the SBITS4
Ephesians 2 in the SBIUS
Ephesians 2 in the SBIVS
Ephesians 2 in the SBT
Ephesians 2 in the SBT1E
Ephesians 2 in the SCHL
Ephesians 2 in the SUSU
Ephesians 2 in the SUSU2
Ephesians 2 in the SYNO
Ephesians 2 in the TBIAOTANT
Ephesians 2 in the TBT1E
Ephesians 2 in the TBT1E2
Ephesians 2 in the TFTIP
Ephesians 2 in the TFTU
Ephesians 2 in the TGNTATF3T
Ephesians 2 in the THAI
Ephesians 2 in the TNFD
Ephesians 2 in the TNT
Ephesians 2 in the TNTIK
Ephesians 2 in the TNTIL
Ephesians 2 in the TNTIN
Ephesians 2 in the TNTIP
Ephesians 2 in the TNTIZ
Ephesians 2 in the TOMA
Ephesians 2 in the TTENT
Ephesians 2 in the UBG
Ephesians 2 in the UGV
Ephesians 2 in the UGV2
Ephesians 2 in the UGV3
Ephesians 2 in the VBL
Ephesians 2 in the VDCC
Ephesians 2 in the YALU
Ephesians 2 in the YAPE
Ephesians 2 in the YBVTP
Ephesians 2 in the ZBP