James 4 (SNT)
1 ତମର୍ ବିତ୍ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍ ମନ୍ବିତ୍ରେ ଡସିରଇବା କାରାପ୍ ମନ୍କଲାଟା ଉଟିକରି ତମର୍ ବିତ୍ରେ ଜୁଜ୍ଲାନି, ଏଟାର୍ ଲାଗି ଏନ୍ତାରି ଅଇଲାନି । ସେଟାର୍ପାଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ସଙ୍ଗ୍ ଲାଗ୍ଲାସ୍ନି । 2 କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି । 3 ତମେ ମାଙ୍ଗ୍ତେରଇସା, ମାତର୍ ସେ ତମ୍କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍ କର୍ବାକେ ମାଙ୍ଗ୍ଲାସ୍ନି । ସୁକେ ରଇକରି ସାଇସାର୍ଦା ସଙ୍ଗ୍ ରଇବୁ ବଲି ମାଙ୍ଗ୍ଲାସ୍ନି । 4 ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି । 5 ତମେ ଦରମ୍ ସାସ୍ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍ଲାସ୍ନି କି ? ପର୍ମେସର୍ ଜନ୍ ଆତ୍ମାକେ ଆମର୍ ବିତ୍ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍କେ ପୁରାପୁରୁନ୍ ଅଦିକାର୍ କର୍ବାକେ ମନ୍ କଲାନି । 6 ମାତର୍ ପର୍ମେସର୍ ଜିବନ୍ ଦୁକାଇଲାଟା, ତାର୍ତେଇଅନି ଅଦିକ୍ ବପୁଆଚେ । ସେଟାର୍ପାଇ ସାସ୍ତର୍ କଇଲାନି, ଆଁକ୍ରିଆମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ସୁଆଲେ ରଇବା ଲକ୍କେ ତାର୍ ଜିବନ୍ ଦୁକାଇ, ଦୟା କର୍ସି । 7 ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି । 8 ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା । 9 ତମର୍ ପାପର୍ଲାଗି ମାରିଚପି ଅଇକରି କାନ୍ଦ୍ତେରୁଆ । ନ ଆଁସିକରି କାନ୍ଦ୍ତେରୁଆ, ସାର୍ଦା ନ ଅଇକରି ଦୁକେ ରୁଆ । 10 ମାପ୍ରୁର୍ ମୁଆଟେ ନିଜେ ନିଜେ ସର୍ପିଉଆ, ସେ ତମ୍କେ ଉଟାଇସି । 11 ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି । 12 ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ? 13 ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ । 14 ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି । 15 ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ । 16 ମାତର୍ ତମେ ସେନ୍ତାରି କରାସ୍ ନାଇ । ଆଁକ୍ରିଆମନ୍ ଆରି ବଡ୍ପନ୍ କାତା କଉଁମନ୍ । ଏନ୍ତାରି ବଡ୍ପନ୍ କାତା କଇବାଟା ବୁଲ୍ଆଚେ । 17 ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।
In Other Versions
James 4 in the ANGEFD
James 4 in the ANTPNG2D
James 4 in the AS21
James 4 in the BAGH
James 4 in the BBPNG
James 4 in the BBT1E
James 4 in the BDS
James 4 in the BEV
James 4 in the BHAD
James 4 in the BIB
James 4 in the BLPT
James 4 in the BNT
James 4 in the BNTABOOT
James 4 in the BNTLV
James 4 in the BOATCB
James 4 in the BOATCB2
James 4 in the BOBCV
James 4 in the BOCNT
James 4 in the BOECS
James 4 in the BOGWICC
James 4 in the BOHCB
James 4 in the BOHCV
James 4 in the BOHLNT
James 4 in the BOHNTLTAL
James 4 in the BOICB
James 4 in the BOILNTAP
James 4 in the BOITCV
James 4 in the BOKCV
James 4 in the BOKCV2
James 4 in the BOKHWOG
James 4 in the BOKSSV
James 4 in the BOLCB
James 4 in the BOLCB2
James 4 in the BOMCV
James 4 in the BONAV
James 4 in the BONCB
James 4 in the BONLT
James 4 in the BONUT2
James 4 in the BOPLNT
James 4 in the BOSCB
James 4 in the BOSNC
James 4 in the BOTLNT
James 4 in the BOVCB
James 4 in the BOYCB
James 4 in the BPBB
James 4 in the BPH
James 4 in the BSB
James 4 in the CCB
James 4 in the CUV
James 4 in the CUVS
James 4 in the DBT
James 4 in the DGDNT
James 4 in the DHNT
James 4 in the DNT
James 4 in the ELBE
James 4 in the EMTV
James 4 in the ESV
James 4 in the FBV
James 4 in the FEB
James 4 in the GGMNT
James 4 in the GNT
James 4 in the HARY
James 4 in the HNT
James 4 in the IRVA
James 4 in the IRVB
James 4 in the IRVG
James 4 in the IRVH
James 4 in the IRVK
James 4 in the IRVM
James 4 in the IRVM2
James 4 in the IRVO
James 4 in the IRVP
James 4 in the IRVT
James 4 in the IRVT2
James 4 in the IRVU
James 4 in the ISVN
James 4 in the JSNT
James 4 in the KAPI
James 4 in the KBT1ETNIK
James 4 in the KBV
James 4 in the KJV
James 4 in the KNFD
James 4 in the LBA
James 4 in the LBLA
James 4 in the LNT
James 4 in the LSV
James 4 in the MAAL
James 4 in the MBV
James 4 in the MBV2
James 4 in the MHNT
James 4 in the MKNFD
James 4 in the MNG
James 4 in the MNT
James 4 in the MNT2
James 4 in the MRS1T
James 4 in the NAA
James 4 in the NASB
James 4 in the NBLA
James 4 in the NBS
James 4 in the NBVTP
James 4 in the NET2
James 4 in the NIV11
James 4 in the NNT
James 4 in the NNT2
James 4 in the NNT3
James 4 in the PDDPT
James 4 in the PFNT
James 4 in the RMNT
James 4 in the SBIAS
James 4 in the SBIBS
James 4 in the SBIBS2
James 4 in the SBICS
James 4 in the SBIDS
James 4 in the SBIGS
James 4 in the SBIHS
James 4 in the SBIIS
James 4 in the SBIIS2
James 4 in the SBIIS3
James 4 in the SBIKS
James 4 in the SBIKS2
James 4 in the SBIMS
James 4 in the SBIOS
James 4 in the SBIPS
James 4 in the SBISS
James 4 in the SBITS
James 4 in the SBITS2
James 4 in the SBITS3
James 4 in the SBITS4
James 4 in the SBIUS
James 4 in the SBIVS
James 4 in the SBT
James 4 in the SBT1E
James 4 in the SCHL
James 4 in the SUSU
James 4 in the SUSU2
James 4 in the SYNO
James 4 in the TBIAOTANT
James 4 in the TBT1E
James 4 in the TBT1E2
James 4 in the TFTIP
James 4 in the TFTU
James 4 in the TGNTATF3T
James 4 in the THAI
James 4 in the TNFD
James 4 in the TNT
James 4 in the TNTIK
James 4 in the TNTIL
James 4 in the TNTIN
James 4 in the TNTIP
James 4 in the TNTIZ
James 4 in the TOMA
James 4 in the TTENT
James 4 in the UBG
James 4 in the UGV
James 4 in the UGV2
James 4 in the UGV3
James 4 in the VBL
James 4 in the VDCC
James 4 in the YALU
James 4 in the YAPE
James 4 in the YBVTP
James 4 in the ZBP