Luke 15 (SNT)

1 ଦିନେକ୍‌ ଜିସୁ କଇବା କାତା ସୁନ୍‌ବାକେ ସିସ୍‌ତୁ ମାଙ୍ଗ୍‌ବା ଲକ୍‌ମନ୍‌ ଆରି ଏନ୍ତି ବେସି ପାପିଲକ୍‌ମନ୍‌ ତାର୍‌ ଲଗେ ଆଇତେ ରଇଲାଇ । 2 ତେଇ ପାରୁସି ଲକ୍‌ମନ୍‌ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‌, ଏଟା ଦେକି ତାର୍‌ ବିରଦେ ଏନ୍ତି କଇବାର୍‌ ବସ୍‌ଲାଇ । “ଏ ଲକ୍‌କେ ଦେକା, ସେ ପାପି ଲକ୍‌ମନର୍‌ ସଙ୍ଗ୍‌ ମଇତର୍‌ ପାରା ଅଇ ତାକର୍‌ ସଙ୍ଗ୍‌ ମିସ୍‌ତେ କାଇଲାନି ।” 3 ସେଟାର୍‌ ପାଇ ଜିସୁ ସେମନ୍‌କେ ଏ ଉଦାଅରନ୍‌ କଇଲା । 4 “ଜଦି ତମର୍‌ ବିତ୍‌ରେ ଗଟେକ୍‌ ଲକର୍‌ ସଏଟା ମେଣ୍ଡା ରଇସି ଆରି ସେ ବିତ୍‌ରେଅନି ଗଟେକ୍‌ ଆଜିଜାଇସି ବଇଲେ ତମେ କାଇଟା କର୍‌ସା ? ସେ ନବେ ନଅଟା ମେଣ୍ଡାମନ୍‌କେ ଚାରତ୍‌ବଲି ଚାଡିଦେଇ, ଆଜିଗାଲା ଗଟେକ୍‌ ମେଣ୍ଡା ମିଲ୍‌ବାଜାକ ନ କଜାସ୍‌ କି ? 5 ଆରି ଜେଡେବଲ୍‌ ସେ ମେଣ୍ଡା ମିଲାଇସି, ବେସି ସାର୍‌ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା । 6 ତମେ ଗରେ କେଟ୍‌ଲା ପଚେ, ତମର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗର୍‌ ଲକ୍‌କେ ଡାକିକରି ‘ମର ସଙ୍ଗ୍‌ ସାର୍‌ଦା କରା, କାଇକେବଇଲେ ମର୍‌ ଆଜିଗାଲା ମେଣ୍ଡା ମିଲ୍‌ଲା’ ବଲି କଇସା । 7 ସେନ୍ତାରି ମୁଇ ତମ୍‌କେ କଇଲିନି, ‘ଆମେ ପାପି ଲକ୍‌ମନ୍‌ ନଉଁ’ ବଲି ବାବ୍‌ତେରଇବା ନବେ ନଅଟା ଦରମ୍‌ ଲକ୍‌ମନ୍‌ ରଇଲେମିସା ଗଟେକ୍‌ ପାପି ଲକ୍‌ ନିଜେ ‘ମୁଇ ଗଟେକ୍‌ ପାପି’ ବଲି ଏତାଇସି । ପଚେ ମନ୍‌ବାଦ୍‌ଲାଇ କରି ପର୍‌ମେସରର୍‌ ଲଗେ ଆଇସି । ସେ ନବେ ନଅଟା ଦରମ୍‌ ଲକ୍‌ମନର୍‌ତେଇ ଅନି ଏ ଗଟେକ୍‌ ଲକର୍‌ ପାଇ ସର୍‌ଗେ ଅଦିକ୍‌ ସାର୍‌ଦା କର୍‌ବାଇ ।” 8 ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍‌ କାତାନି ସେମନ୍‌କେ କଇଲା, “ଜଦି ଗଟେକ୍‌ ମାଇଜିର୍‌ ଦସ୍‌ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍‌ ଅଦ୍‌ଲି ଆଜିଗାଲେ ସେ କାଇଟା କର୍‌ସି ? ସେ ବତି ଲାଗାଇ ଗୁଲାଇ ଗର୍‌ ସେଟା ନ ମିଲ୍‌ବାଜାକ ବାଡାନ୍‌ ଚୁଡାନ୍‌ କରି କଜ୍‍ସି । 9 ଆରି ସେଟା ମିଲ୍‌ଲା ଦାପ୍‌ରେ ତାର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗେ ରଇଲା ଲକ୍‌ମନ୍‌କେ କଇସି ‘ତମେ ମର୍‌ସଙ୍ଗ୍‌ ସାର୍‌ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍‌ଲି ଡାବୁ ମକେ ମିଲ୍‌ଲା ଆଚେ’ । 10 ମୁଇ ତମ୍‌କେ କଇଲିନି, ସେନ୍ତିସେ ଗଟେକ୍‌ ପାପି ଲକ୍‌ ମାପ୍‌ରୁର୍‌ତେଇ ମନ୍‌ବାଦ୍‌ଲାଇସି ବଇଲେ, ପର୍‌ମେସରର୍‌ ଦୁତ୍‌ମନ୍‌ ବେସି ସାର୍‌ଦା କର୍‌ବାଇ ।” 11 ଏ କାତା ବୁଜାଇ ଦେବାକେ ଜିସୁ ସେମନ୍‌କେ ଆରି ଗଟେକ୍‌ କାତାନି କଇଲା । ଗଟେକ୍‌ ଲକ୍‌କେ ଦୁଇଟା ପିଲାମନ୍‌ ରଇଲାଇ । 12 ଦିନେକ୍‌ ସାନ୍‌ ପଅ ତାର୍‌ ବାବାକେ କଇଲା, “ଏ ବାବା ତର୍‌ ଦନ୍‌ ମର୍‌ବାଗେ ଜେତ୍‌କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍‌ ପାଇ ତାର୍‌ ବାବା ତାର୍‌ ଦନ୍‌ ଦୁଇବାଗ୍‌ କରି ତାର୍‌ ପିଲାମନ୍‌କେ ଦେଲା । 13 ଅଲପ୍‌ ଦିନ୍‌ ଗାଲା ପଚେ ସାନ୍‌ ପିଲା ତାର୍‌ ବାଗର୍‌ ସବୁ ଦନ୍‌ ବିକିଦେଇ ମିଲ୍‌ଲା ଡାବୁ ଟୁଲିଆଇ ଗଟେକ୍‌ ଦୁର୍‌ ଦେସେ ଉଟିଗାଲା । ଆରି ତାର୍‌ ସବୁ ଡାବୁ ନିଜେ ମନ୍‌କଲା ଇସାବେ କର୍‌ଚ କଲା । 14 ତାର୍‌ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍‌ ଗୁଲାଇ ବାଟେ ମର୍‌ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍‌ଲଗେ ଡାବୁ ନ ରଇଲା । 15 ତେବେ ସେ ଗଡେ ଗଟେକ୍‌ ଲକର୍‌ ଗରେ କୁଲି ମିଲ୍‌ସି କାଇକି ବଲି କାମ୍‌ କଜ୍‌ବାର୍‌ ଗାଲା । ସେ ଲକ୍‌ ତାକେ ଗୁସ୍‌ରି ଚାରାଇବା କାମ୍‌ ଦେଲା । 16 ଆରି ତାକେ ବେସି ବୁକ୍‌ ଲାଗ୍‌ତେ ରଇଲା । ତାକେ ଗୁସ୍‌ରିମନର୍‌ କାଦି କାଇବାକେ ମନ୍‌ଲାଗ୍‌ଲା ମାତର୍‌ ସେ କାଦି ମିସା ଦେଅତ୍‌ ନାଇ । 17 ସେବେଲେ ତାକେ ଚେତ୍‌ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍‌ଲା । ମର୍‌ ବାବାର୍‌ ଗରେତା କାମ୍‌ କର୍‌ବା ଗତିଦାଙ୍ଗ୍‌ଡାମନର୍‌ କେତେ କାଦି ଉବ୍‌ରି ଗାଲାନି । ମାତର୍‌ ମୁଇ ଇତି ବୁକେ ମରିଜିବିବେ । 18 ସେଟାର୍‌ପାଇ ମୁଇ ଏ ଜାଗା ଚାଡିକରି ମର୍‌ ବାବାର୍‌ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍‌ମେସର୍‌ ଆରି ତର୍‌ ବିରଦେ ପାପ୍‌ କରିଆଚି । 19 ମୁଇ ଆରି ତର୍‌ ପିଲା ଅଇବାର୍‌ ଅଦିକାର୍‌ ନାଇ ଆରି ତର୍‌ ଗତିଦାଙ୍ଗ୍‌ଡାମନର୍‌ ବିତ୍‌ରେ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇ ରଇବି” ବଲି କଇବି । 20 ଆରି ସେ ଜାଗା ଚାଡି ବାବାର୍‌ ଲଗେ ଜିବାକେ ବାରଇଲା ।ମାତର୍‌ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍‌ଲା । ତାକେ ଦେକି ବେସି କଲିକରମ୍‌ ଅଇ, ତାର୍‌ ଲଗେ ପାଲାଇ ଆସି ପାଟାଲିକରି ଚୁମ୍‍ଲା । 21 ସେ ପିଲା ତାର୍‌ ବାବାକେ କଇଲା, “ଏ ବାବା ମୁଇ ପର୍‌ମେସରର୍‌ ବିରଦେ ଆରି ତର୍‌ ବିରଦେ ପାପ୍‌ କଲିଆଚି ସେଟାର୍‌ପାଇ ତର୍‌ ପିଲା ଅଇବାର୍‌ ମର୍‌ ଅଦିକାର୍‌ ନାଇ ।” 22 ମାତର୍‌ ତାର୍‌ ବାବା ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ତମେ ବେଗି ଜାଇକରି ସବୁର୍‌ଟାନେଅନି ନିମାନ୍‌ ଚକାପଚିଆ ତାକେ ପିନ୍ଦାଇଦିଆସ୍‌ । ଆରି ତାର୍‌ ଆଙ୍ଗ୍‍ଟି ମୁନ୍ଦି ପିନ୍ଦାଆ । ତାର୍‌ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍‌ ।” 23 ଆରି ତାର୍‍ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ଆମର୍‌ତେଇ ରଇଲା ସବୁର୍‌ଟାନେଅନି ଗଟେକ୍‌ ଗାଗଡ୍‌ ର‍ଇବା ପସୁ ଆନି ମାରା, ଆରି ଆମେ ସାର୍‌ଦା ଅଇକରି ବଜି କରୁ । 24 କାଇକେ ବଇଲେ ମର୍‌ ପିଲା ମରିଜାଇରଇଲା, ଆରି ଏବେ ଜିବନ୍‌ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍‌ଲା ଆଚେ ।” ସେଟାର୍‌ପାଇ ସେମନ୍‌ ବଜି କର୍‌ବାର୍‌ ବସ୍‌ଲାଇ । 25 ସେ ବେଲା ତାର୍‌ ବଡ୍‌ ପଅ ତାସ୍‌ପଦାଇ ରଇଲା । ସେ ବାଉଡି କରି ଗର୍‌ ଲଗେ ଆଇବା ବେଲାଇ ବାଜାବାଇଦ୍‌ କରି ନାଟ୍‍ଗିତ୍‌ କର୍‌ବାଟା ସୁନ୍‌ଲା । 26 ସେ ଗଟେକ୍‌ ଗତିଦାଙ୍ଗ୍‌ଡାକେ ଡାକିକରି ପାଚାର୍‌ଲା, “ଇତି କାଇଟା ଅଇଲାନି ?” 27 ଗତିଦାଙ୍ଗ୍‌ଡା ତାକେ କଇଲା, “ତର୍‌ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍‌ ବାବା, ତର୍‌ ବାଇ ଜର୍‌ଦୁକା ନ ଅଇ ଜିବନ୍‌ଅଇ ଆଇଲାକେ ଗଟେକ୍‌ ଗାଗଡ୍‌ ପସୁକେ ମାର୍‌ଲା ଆଚେ ।” 28 ଏ କାତା ସୁନି ବଡ୍‌ ପଅ ବେସି ରିସା ଅଇଗାଲା । ସେ ଗର୍‌ ବିତ୍‌ରେ ପୁରେ ମିସା ନାଇ । ମାତର୍‌ ତାର୍‌ ବାବା ବଡ୍‌ ପଅର୍‌ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍‌ ଦାର୍‌ଲା । 29 ମାତର୍‌ ବଡ୍‌ ପଅ ତାର୍‌ ବାବାକେ କଇଲା, “ଦେକ୍‌, ମୁଇ ଏତେକ୍‌ ବରସ୍‌ ଜାକ ଗଟେକ୍‍ ଗତିଦାଙ୍ଗ୍‌ଡା ପାରା ତର୍‌ ସେବା କଲିନି ଆରି ତର୍‌ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍‌ ? ମର୍‌ ମଇତର୍‌ମନର୍‌ ସଙ୍ଗ୍‌ ବଜି କରା ବଲି ଗଟେକ୍‌ ସାନ୍‌ଟା ପସୁ ମିସା ଦେଉସ୍‌ ନାଇ । 30 ମାତର୍‌ ତର୍‌ ଏ ସାନ୍‌ ପଅ ସବୁ ଦନ୍‌ ଦାରିଜାଇ ବେସିଆମନ୍‌କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍‌ ପାଇ ଗଟେକ୍‌ ଗାଗଡ୍‌ଟା ପସୁକେ ମାର୍‌ଲୁସ୍‌ !” 31 ସେବେଲେ ତାର୍‌ ବାବା ବଡ୍‌ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍‌ ସଙ୍ଗ୍‌ ରଇଲୁସ୍‌ନି ଆରି ମର୍‌ ଜେତ୍‌କି ଦନ୍‌ ଆଚେ ସେଟା ସବୁ ତର୍‌ଟାସେ । 32 ମାତର୍‌ ତର୍‌ ବାଇ ମରିଜାଇରଇଲା । ଏବେ ସେ ଜିବନ୍‌ ଅଇଆଚେ ସେ ଆଜିଜାଇରଇଲା ମାତର୍‌ ଏବେ ମିଲ୍‌ଲା ଆଚେ । ସେଟାର୍‌ପାଇ ଆମେ ସାର୍‌ଦା କର୍‌ବାର୍‌ ରଇଲା ।”

In Other Versions

Luke 15 in the ANGEFD

Luke 15 in the ANTPNG2D

Luke 15 in the AS21

Luke 15 in the BAGH

Luke 15 in the BBPNG

Luke 15 in the BBT1E

Luke 15 in the BDS

Luke 15 in the BEV

Luke 15 in the BHAD

Luke 15 in the BIB

Luke 15 in the BLPT

Luke 15 in the BNT

Luke 15 in the BNTABOOT

Luke 15 in the BNTLV

Luke 15 in the BOATCB

Luke 15 in the BOATCB2

Luke 15 in the BOBCV

Luke 15 in the BOCNT

Luke 15 in the BOECS

Luke 15 in the BOGWICC

Luke 15 in the BOHCB

Luke 15 in the BOHCV

Luke 15 in the BOHLNT

Luke 15 in the BOHNTLTAL

Luke 15 in the BOICB

Luke 15 in the BOILNTAP

Luke 15 in the BOITCV

Luke 15 in the BOKCV

Luke 15 in the BOKCV2

Luke 15 in the BOKHWOG

Luke 15 in the BOKSSV

Luke 15 in the BOLCB

Luke 15 in the BOLCB2

Luke 15 in the BOMCV

Luke 15 in the BONAV

Luke 15 in the BONCB

Luke 15 in the BONLT

Luke 15 in the BONUT2

Luke 15 in the BOPLNT

Luke 15 in the BOSCB

Luke 15 in the BOSNC

Luke 15 in the BOTLNT

Luke 15 in the BOVCB

Luke 15 in the BOYCB

Luke 15 in the BPBB

Luke 15 in the BPH

Luke 15 in the BSB

Luke 15 in the CCB

Luke 15 in the CUV

Luke 15 in the CUVS

Luke 15 in the DBT

Luke 15 in the DGDNT

Luke 15 in the DHNT

Luke 15 in the DNT

Luke 15 in the ELBE

Luke 15 in the EMTV

Luke 15 in the ESV

Luke 15 in the FBV

Luke 15 in the FEB

Luke 15 in the GGMNT

Luke 15 in the GNT

Luke 15 in the HARY

Luke 15 in the HNT

Luke 15 in the IRVA

Luke 15 in the IRVB

Luke 15 in the IRVG

Luke 15 in the IRVH

Luke 15 in the IRVK

Luke 15 in the IRVM

Luke 15 in the IRVM2

Luke 15 in the IRVO

Luke 15 in the IRVP

Luke 15 in the IRVT

Luke 15 in the IRVT2

Luke 15 in the IRVU

Luke 15 in the ISVN

Luke 15 in the JSNT

Luke 15 in the KAPI

Luke 15 in the KBT1ETNIK

Luke 15 in the KBV

Luke 15 in the KJV

Luke 15 in the KNFD

Luke 15 in the LBA

Luke 15 in the LBLA

Luke 15 in the LNT

Luke 15 in the LSV

Luke 15 in the MAAL

Luke 15 in the MBV

Luke 15 in the MBV2

Luke 15 in the MHNT

Luke 15 in the MKNFD

Luke 15 in the MNG

Luke 15 in the MNT

Luke 15 in the MNT2

Luke 15 in the MRS1T

Luke 15 in the NAA

Luke 15 in the NASB

Luke 15 in the NBLA

Luke 15 in the NBS

Luke 15 in the NBVTP

Luke 15 in the NET2

Luke 15 in the NIV11

Luke 15 in the NNT

Luke 15 in the NNT2

Luke 15 in the NNT3

Luke 15 in the PDDPT

Luke 15 in the PFNT

Luke 15 in the RMNT

Luke 15 in the SBIAS

Luke 15 in the SBIBS

Luke 15 in the SBIBS2

Luke 15 in the SBICS

Luke 15 in the SBIDS

Luke 15 in the SBIGS

Luke 15 in the SBIHS

Luke 15 in the SBIIS

Luke 15 in the SBIIS2

Luke 15 in the SBIIS3

Luke 15 in the SBIKS

Luke 15 in the SBIKS2

Luke 15 in the SBIMS

Luke 15 in the SBIOS

Luke 15 in the SBIPS

Luke 15 in the SBISS

Luke 15 in the SBITS

Luke 15 in the SBITS2

Luke 15 in the SBITS3

Luke 15 in the SBITS4

Luke 15 in the SBIUS

Luke 15 in the SBIVS

Luke 15 in the SBT

Luke 15 in the SBT1E

Luke 15 in the SCHL

Luke 15 in the SUSU

Luke 15 in the SUSU2

Luke 15 in the SYNO

Luke 15 in the TBIAOTANT

Luke 15 in the TBT1E

Luke 15 in the TBT1E2

Luke 15 in the TFTIP

Luke 15 in the TFTU

Luke 15 in the TGNTATF3T

Luke 15 in the THAI

Luke 15 in the TNFD

Luke 15 in the TNT

Luke 15 in the TNTIK

Luke 15 in the TNTIL

Luke 15 in the TNTIN

Luke 15 in the TNTIP

Luke 15 in the TNTIZ

Luke 15 in the TOMA

Luke 15 in the TTENT

Luke 15 in the UBG

Luke 15 in the UGV

Luke 15 in the UGV2

Luke 15 in the UGV3

Luke 15 in the VBL

Luke 15 in the VDCC

Luke 15 in the YALU

Luke 15 in the YAPE

Luke 15 in the YBVTP

Luke 15 in the ZBP