Matthew 24 (SNT)

1 ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍‌ମନ୍‌ ମନ୍ଦିର୍‌ ପିଣ୍ଡା ଦୁଆରେ ରଇବା ବଡ୍‌ ବଡ୍‌ ପାକ୍‌ନା ବାଟେ ଦେକାଇଲାଇ । 2 ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍‌ଲାସ୍‌ନି । ମୁଇ ତମ୍‌କେ ସତ୍‌ କଇଲିନି ଏ ମନ୍ଦିରର୍‌ ଗଟେକ୍‌ ମିସା ପାକ୍‌ନା ତାର୍‌ ଜାଗାଇ ନ ରଏ । ସବୁଜାକ ଅଦ୍‌ରି ବିଲିଜାଇସି ।” 3 ଜିସୁ ଜିତ୍‌ ନାଉଁର୍‌ ଡଙ୍ଗର୍‌ ଉପ୍‌ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍‌ମନ୍‌ ଆସି ତାକେ ପାଚାର୍‌ଲାଇ, “ଏ ସବୁଜାକ କେବ୍‌କେ ଅଇସି ଆମ୍‌କେ କୁଆ କାଇ ଗଟ୍‍ନା ଗଟ୍‌ଲେ ଆମେ ଜାନିପାର୍‌ବୁ ଜେ ତମର୍‌ ଆଇବା ବେଲା ଅଇଲାନି ଆରି ଏ ଜୁଗ୍‌ ସେସ୍‌ ଅଇସି ବଲି ?”। 4 ଜିସୁ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ଜେନ୍ତିକି କେ ମିସା ତମ୍‌କେ ନ ନାଡାଅତ୍‌ । 5 କେତେ କେତେ ଲକ୍‌ମନ୍‌ ମର୍‌ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍‌ଟ ମସିଅ ।’ ସେମନ୍‌ ଏନ୍ତାର୍‌ କଇ କେତେ କେତେ ଲକ୍‌ମନ୍‌କେ ନାଡାଇବାଇ । 6 ତମର୍‌ ଲଗେ ଅଇତେ ରଇବା ଜୁଇଦର୍‌ କିଲ୍‌ବିଲ୍‌ ଅଇବାଟା ସୁନ୍‌ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍‌ କବର୍‌ ଜାନ୍‌ସା । ମାତର୍‌ ଡରାନାଇ, ବାଇଦରେ ଏନ୍ତି ଗଟ୍‍ନା ଅଇସି । ମାତର୍‌ ଏଟାର୍‌ ଅରତ୍‌ ନଏଁ ଜେ, ଜୁଗ୍‌କାଲ୍‌ କେଟିଗାଲା । 7 ଦେସ୍‌ ଦେସ୍‌ ବିତ୍‌ରେ ଜୁଇଦ୍‌ ଅଇସି, ଗଟେକ୍‌ ରାଇଜ୍‌ ଆରି ଗଟେକ୍‌ ରାଇଜ୍‌ ଉପ୍‌ରେ ଜୁଇଦ୍‌ କର୍‌ସି । ସବୁ ବାଟେ ମର୍‌ଡି ଆରି ଦର୍‌ତନି ଚୁଲ୍‌ବୁଲ୍‌ସି । 8 ମାତର୍‌ ଏଟାମନ୍‌ ସବୁ ମାଇଜିମନର୍‌ ଆତ୍‌ଗଡ୍‌ ସୁକ୍‌ଅଇବା ବେଲେ ପର୍‌ତୁମ୍‌ ପର୍‌ତୁମ୍‌ ଅଇବା ଦୁକାସୁକା ପାରା । 9 ତମେ ଦାରାଇ ଅଇ ମାଡ୍‌ କାଇବାକେ ଆରି ମରନର୍‌ ଡଣ୍ଡ୍‌ ପାଇବାକେ ସର୍‌ପି ଅଇସା । ତମେ ମକେ ବିସ୍‌ବାସ୍‌ କଲାର୍‍ ପାଇ ବଲି ସବୁ ଲକ୍‌ ଗିନ୍‌ କର୍‌ବାଇ । 10 ସେଡ୍‌କିବେଲେ କେତେ କେତେ ଲକ୍‌ ତାକର୍‌ ବିସ୍‌ବାସ୍‌ ଆରାଇବାଇ, ତାକର୍‌ ତାକର୍‌ ବିତ୍‌ରେ ଗିନ୍‌ ଅଇକରି ତାକର୍‌ ତାକର୍‌ ବିତ୍‌ରେ ବିସ୍‌ବାସେ ବିସ୍‌ ଦିଆ ଦିଇ ଅଇବାଇ । 11 ସେବେଲେ କେତେ କେତେକ୍‌ ଟକାବଣ୍ଡା ବବିସତ୍‌ବକ୍‌ତା ଆସିକରି ଲକ୍‌ମନ୍‌କେ ନାଡାଇବାଇ । 12 ଏନ୍ତାରି ଅଇ ପାପ୍‌ ଅଦିକ୍‌ ଅଦିକ୍‌ ଅଇସି ଆରି ପର୍‌ମେସର୍‌ ପାଇରଇବା ଲକ୍‌ମନର୍‌ ଆଲାଦ୍‌ ସିତଲ୍‌ ଅଇଜାଇସି । 13 ମାତର୍‌ ଜେ ସାରାସାରି ଜାକ ମୁର୍‌ଚିକରି ରଇସି, ସେ ମୁକ୍‌ତି ପାଇସି । 14 ରାଇଜର୍‌ ସବୁ ବାସାର୍‌ ଲକ୍‌ମନର୍‌ ଲଗେ, ମାପ୍‌ରୁର୍‌ ସାକିଦେବାକେ ଦୁନିଆର୍‌ ଗୁଲାଇବାଟେ ତାର୍‌ କାତା ସୁନାଇବାଇ । ତାର୍‌ପଚେ ସେ ଜୁଗ୍‌ ସାର୍‌ସି ।” 15 ଦାନିଏଲ୍‌ ବବିସତ୍‌ବକ୍‌ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍‌ ଦିନ୍‌ ତମେ ଆରି ତରେକ୍‌ ଦେକ୍‌ସା । ସେଟା ସୁକଲ୍‌ ଜାଗାକେ ଅସୁକଲ୍‌ କରିଦେଇସି । ଇତିର୍‌ ଅରତ୍‌ କାଇଟା, ପଡ୍‌ଲା ଲକ୍‌ ବୁଜା । 16 ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ । 17 ଜନ୍‌ ଲକ୍‌ମନ୍‌ ଚାଉନି ଉପ୍‌ରେ ରଇବାଇ, ସେମନ୍‌ ଗର୍‌ବିତ୍‌ରର୍‌ ଜିନିସ୍‌ ପତର୍‌ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍‌ । 18 ଜନ୍‌ ଲକ୍‌ମନ୍‌ ପଦାଇ ଜାଇତେ ରଇବାଇ, ସେମନ୍‌ ତାକର୍‌ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍‌ । 19 ସେଡ୍‌କିବେଲେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ପିଲାକେ ଦୁଦ୍‌ କୁଆଇତେ ରଇବା ମାମନର୍‌ ଦସା କେଡେ ଇନସ୍‌ତା ଅଇସି । 20 ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅ । ସେଟାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେ ରୁଆ, ଜେନ୍ତାରି କି ସିତ୍‌ମାସେ ନଇଲେ ବିସ୍‌ରାମ୍‌ବାରେ ତମ୍‌କେ ପାଲାଇବାକେ ନ ପଡେ । 21 ସେବେଲେ ଜନ୍‌ ଦୁକ୍‌ ପାଇବାକେ ପଡ୍‌ସି, ଦୁନିଆ ତିଆର୍‌ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍‌ଟତେଇଅନି ଅଦିକ୍‌ ଅଇଜାଇସି । ସେନ୍ତାରି ଦୁକ୍‌ ଆଗ୍‌କେ ଆରି କେବେ ନ ଆସେ । 22 ମାତର୍‌ ପର୍‌ମେସର୍‌ ଦୁକର୍‌ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍‌ ସେ ବାଚିରଇବା ଲକ୍‌ମନ୍‌କେ ଜିଆଇବାପାଇ ପର୍‌ମେସର୍‌ ସେ ବେଲା ଉନାକରି ଦେଇଆଚେ । 23 ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ । 24 କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍‌ବକ୍‌ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍‌ ସେବେଲେ ଦେକାଇଅଇବାଇ । ସେମନ୍‌ କାବା ଅଇଜିବା କାମ୍‌ମନ୍‌ ଦେକାଇ ପର୍‌ମେସର୍‌ ବାଚି ରଇବା ଲକ୍‌ମନ୍‌କେ ମିସା ନାଡାଇବାଇ । 25 ଦେକା, ସେ ବେଲା ନ ଆଇବା, ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି । 26 “ଦେକା, ଜଦି ଲକ୍‌ମନ୍‌ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍‌ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍‌କେ ବିସ୍‌ବାସ୍‌ କରା ନାଇ । 27 ଉଦିଆନ୍‌ ଦିଗେଅନି ବୁଡ୍‌ତି ଦିନ୍‌ ଜାକ ଜେନ୍ତାରି ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରି ଅଇକରିସେ ନର୍‌ପିଲା ମୁଇ ଆଇବି ।” 28 “ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।” 29 ସେ ଦୁକର୍‌ବେଲା ସାର୍‌ବା ବେଲେ, ବେଲ୍‌ ଜାଉଁଲି ଜାଇସି, ଜନ୍‌ ଆରି ଉଜଲ୍‌ ନ ଡିସାଏ, ବାଦ୍‌ଲେଅନି ତାରାମନ୍‌ ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ଦେବାଟାମନ୍‌ ସବୁ ବାଟ୍‌ ବାନା ଅଇଜିବାଇ । 30 ତାର୍‌ ପଚେ ନରପିଲା ମୁଇ ବାଦ୍‌ଲେ ଆଇବାଟା ଦେକ୍‌ସା । ଆରି ଡାକ୍‌ପୁଟାଅଇ ପାନି ବାଦ୍‌ଲେ ବପୁ ସଙ୍ଗ୍‍ ଆଇବାଟା ଦେକି ଦର୍‍ତନିର୍‍ ଲକ୍‌ମନ୍‌ କାନ୍ଦାବୁବା ଅଇଜିବାଇ । 31 ବଡ୍‌ ମଇରି ବାଜ୍‌ସି । ଆରି ଗୁଲାଇ ସରଗର୍‌ ଗଟେକ୍‌ କନେ ଅନି ବିନ୍‌ ବିନ୍‌ କନେ ରଇବା ମର୍‌ ବାବା ବାଚି ରଇବା ଲକ୍‌ମନ୍‌କେ ଟୁଲିଆଇବାକେ ମୁନୁସ୍‌ ପିଲା ମୁଇ ମର୍‌ ଦୁତ୍‌ମନ୍‌କେ ପାଟାଇବି । 32 ଡୁମ୍‌ରି ଗଚେଅନି ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା । 33 ସମାନ୍‍ ସେନ୍ତାର୍‌ସେ ଏ ସବୁ ଜାକ ଅଇବାଟା ଦେକ୍‌ଲେ, ସାରାସାରି ଦିନ୍‌କାଲ୍‌ ଆରାମ୍‌ ଅଇଲା ବଲି ତମେ ଜାନା । 34 “ ଏତାଇରୁଆ, ମୁଇ ସତ୍‌ କଇଲିନି, ଏବେ ଜିବନ୍‌ ରଇଲା ଲକ୍‌ମନର୍‌ ବିତ୍‌ରେଅନି ସବୁ ଲକ୍‌ ମର୍‌ବା ଆଗ୍‌ତୁ, ଏସବୁ ବିସଇ ଗଟ୍‌ସି । 35 ସରଗ୍‌ ଆରି ମଚ୍‌ପୁର୍‌ କୁରୁପ୍‌ନାସ୍‌ ଅଇଜାଇସି, ମାତର୍‌ ମର୍‌ ସବୁ ବାକିଅ କେବେ ମିଚ୍‌ ନ ଅଏ । 36 “ସେ ଦିନ୍‌, ସେ ବେଲା କେବେ ଆଇସି, କେ କଇନାପାରତ୍‌ । ପର୍‌ମେସରର୍‌ ପିଲା ମୁଇ ମିସା କି ସରଗର୍‌ ଦୁତ୍‌ମନ୍‌ ମିସା ସେ କାତା ନାଜାନତ୍‌, ବାବା ପର୍‌ମେସର୍‌ ଆକା ଜାନିଆଚେ । 37 ନଅର୍‌ ବେଲେ ଜେନ୍ତାରି ଗଟିରଇଲା, ସମାନ୍‍ ସେନ୍ତାରିସେ ନର୍‌ପିଲା ମୁଇ ଆଇବା ବେଲା ମିସା । 38 ପୁର୍‌ତିବି ଉପ୍‌ରେ ପାନି ବର୍‌ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍‌ବା ଜାକ, ଲକ୍‌ମନ୍‌ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ । 39 ପାନିତେଇ ସେମନ୍‌ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍‌ପିଲା ମୁଇ ଆଇବା ବେଲେ ସମାନ୍‍ ସେନ୍ତାରି ଅଇସି । 40 ସେ ବେଲାଇ ପଦାଇ ପାଇଟି କର୍‌ତେ ରଇବା ଦୁଇ ଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ବାଚ୍‌ବାଇ ଆରି ଗଟେକ୍‌ ଲକ୍‌କେ ଚାଡିଦେବାଇ । 41 ଗର୍‌ତେରଇବା ଦୁଇଟା ମାଇଜି ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ବାଚି ଅଇସି ଆରି ଗଟେକ୍‌ ଲକ୍‌ ରଇଜାଇସି । 42 ସେନ୍ତି ବଇଲେ ତମେ ଜାଗ୍‌ରତ୍‌ ଅଇ ରୁଆ, କାଇକେ ବଇଲେ ତମର୍‌ ମାପ୍‌ରୁ କେଡେବେଲା ଆଇସି, ତମେ ନାଜାନାସ୍‌ । 43 କେଡେବଲ୍‌ ଚର୍‌ ପୁର୍‌ସି ବଲି ଜାନିରଇଲେ, ଗର୍‌ ସାଉକାର୍‌ ଜାଗ୍‌ରତ୍‌ ରଇ ଚର୍‌କେ ଗରେ ପୁର୍‌ବାକେ ନ ଦେଏ । 44 ତମେ ମିସା ସବୁବେଲେ ଜାଗ୍‌ରତ୍‌ ରଇକରି ତିଆର୍‌ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍‌ପିଲା ମୁଇ ଉଟିଆଇବି । 45 “ସେନ୍ତି ବଇଲେ କେ ତେବେ ନିମାନ୍‌ ଆରି ବୁଦି ରଇବା ଦାଙ୍ଗ୍‌ଡା ? ଜାର୍‌ ଉପ୍‌ରେ ସାଉକାର୍‌ ବିନ୍‌ ଦାଙ୍ଗ୍‌ଡାମନର୍‌ ଟିକ୍‌ ବେଲାଇ, କାଇବା କାଦି ଦେବା ଦାଇତ୍‌ ଦେଇରଇସି । 46 ସାଉକାର୍‌ ବାଉଡି ଆଇଲା ବେଲେ ସେ ଦାଙ୍ଗ୍‌ଡା ଜଦି ଟିକ୍‌ ସଙ୍ଗ୍‍ କାମ୍‌ କରିରଇସି ବଇଲେ, ତାର୍‌ କେଡେକ୍‌ ନିକ କରମ୍‌ ! 47 ମୁଇ ସତ୍‌ କଇଲିନି, ସେନ୍ତାରି ଦାଙ୍ଗ୍‌ଡାକେ ସାଉକାର୍‌ ଗଟେକ୍‌ ଦିନେ ତାର୍‌ ସବୁ ଦନ୍‌ ସଁପତିର୍‌ ଦାଇତ୍‌ ଦେଇ ଦେଇସି । 48 ମାତର୍‌ ସେ ଦାଙ୍ଗ୍‌ଡା ଜଦି ‘ସାଉକାର୍‌ ନ ଆସେତା’ ବଲି ବାବ୍‌ସି ଆରି 49 ବିନ୍‌ ଦାଙ୍ଗ୍‌ଡାମନ୍‌କେ ମାର୍‌ପିଟ୍‌ କରି ମଦୁଆମନର୍‌ ସଙ୍ଗ୍‌ କିଆପିଆ କର୍‌ତେ ରଇସି, 50 ସେ ଜାଗ୍‌ରତ୍‌ ନ ରଇଲା ବେଲେ ଆରି ଜନ୍‌ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍‌ ବାଉଡିଆଇସି । 51 ତାକେ ସେଡ୍‌କି ବେଲେ କଣ୍ଡ୍‌ କଣ୍ଡ୍‌ କରି କାଟି ଦେଇସି । ସେ ନାଡାଉମନର୍‌ ଦସାର୍‌ ଡଣ୍ଡ୍‌ ପାଇସି । ଆରି ସାରାସାରି ଦାଁତ୍‌ କାତ୍‌ରି ମାର୍‌ଚପ୍‌ ଅଇ କାନ୍ଦ୍‌ସି ।”

In Other Versions

Matthew 24 in the ANGEFD

Matthew 24 in the ANTPNG2D

Matthew 24 in the AS21

Matthew 24 in the BAGH

Matthew 24 in the BBPNG

Matthew 24 in the BBT1E

Matthew 24 in the BDS

Matthew 24 in the BEV

Matthew 24 in the BHAD

Matthew 24 in the BIB

Matthew 24 in the BLPT

Matthew 24 in the BNT

Matthew 24 in the BNTABOOT

Matthew 24 in the BNTLV

Matthew 24 in the BOATCB

Matthew 24 in the BOATCB2

Matthew 24 in the BOBCV

Matthew 24 in the BOCNT

Matthew 24 in the BOECS

Matthew 24 in the BOGWICC

Matthew 24 in the BOHCB

Matthew 24 in the BOHCV

Matthew 24 in the BOHLNT

Matthew 24 in the BOHNTLTAL

Matthew 24 in the BOICB

Matthew 24 in the BOILNTAP

Matthew 24 in the BOITCV

Matthew 24 in the BOKCV

Matthew 24 in the BOKCV2

Matthew 24 in the BOKHWOG

Matthew 24 in the BOKSSV

Matthew 24 in the BOLCB

Matthew 24 in the BOLCB2

Matthew 24 in the BOMCV

Matthew 24 in the BONAV

Matthew 24 in the BONCB

Matthew 24 in the BONLT

Matthew 24 in the BONUT2

Matthew 24 in the BOPLNT

Matthew 24 in the BOSCB

Matthew 24 in the BOSNC

Matthew 24 in the BOTLNT

Matthew 24 in the BOVCB

Matthew 24 in the BOYCB

Matthew 24 in the BPBB

Matthew 24 in the BPH

Matthew 24 in the BSB

Matthew 24 in the CCB

Matthew 24 in the CUV

Matthew 24 in the CUVS

Matthew 24 in the DBT

Matthew 24 in the DGDNT

Matthew 24 in the DHNT

Matthew 24 in the DNT

Matthew 24 in the ELBE

Matthew 24 in the EMTV

Matthew 24 in the ESV

Matthew 24 in the FBV

Matthew 24 in the FEB

Matthew 24 in the GGMNT

Matthew 24 in the GNT

Matthew 24 in the HARY

Matthew 24 in the HNT

Matthew 24 in the IRVA

Matthew 24 in the IRVB

Matthew 24 in the IRVG

Matthew 24 in the IRVH

Matthew 24 in the IRVK

Matthew 24 in the IRVM

Matthew 24 in the IRVM2

Matthew 24 in the IRVO

Matthew 24 in the IRVP

Matthew 24 in the IRVT

Matthew 24 in the IRVT2

Matthew 24 in the IRVU

Matthew 24 in the ISVN

Matthew 24 in the JSNT

Matthew 24 in the KAPI

Matthew 24 in the KBT1ETNIK

Matthew 24 in the KBV

Matthew 24 in the KJV

Matthew 24 in the KNFD

Matthew 24 in the LBA

Matthew 24 in the LBLA

Matthew 24 in the LNT

Matthew 24 in the LSV

Matthew 24 in the MAAL

Matthew 24 in the MBV

Matthew 24 in the MBV2

Matthew 24 in the MHNT

Matthew 24 in the MKNFD

Matthew 24 in the MNG

Matthew 24 in the MNT

Matthew 24 in the MNT2

Matthew 24 in the MRS1T

Matthew 24 in the NAA

Matthew 24 in the NASB

Matthew 24 in the NBLA

Matthew 24 in the NBS

Matthew 24 in the NBVTP

Matthew 24 in the NET2

Matthew 24 in the NIV11

Matthew 24 in the NNT

Matthew 24 in the NNT2

Matthew 24 in the NNT3

Matthew 24 in the PDDPT

Matthew 24 in the PFNT

Matthew 24 in the RMNT

Matthew 24 in the SBIAS

Matthew 24 in the SBIBS

Matthew 24 in the SBIBS2

Matthew 24 in the SBICS

Matthew 24 in the SBIDS

Matthew 24 in the SBIGS

Matthew 24 in the SBIHS

Matthew 24 in the SBIIS

Matthew 24 in the SBIIS2

Matthew 24 in the SBIIS3

Matthew 24 in the SBIKS

Matthew 24 in the SBIKS2

Matthew 24 in the SBIMS

Matthew 24 in the SBIOS

Matthew 24 in the SBIPS

Matthew 24 in the SBISS

Matthew 24 in the SBITS

Matthew 24 in the SBITS2

Matthew 24 in the SBITS3

Matthew 24 in the SBITS4

Matthew 24 in the SBIUS

Matthew 24 in the SBIVS

Matthew 24 in the SBT

Matthew 24 in the SBT1E

Matthew 24 in the SCHL

Matthew 24 in the SUSU

Matthew 24 in the SUSU2

Matthew 24 in the SYNO

Matthew 24 in the TBIAOTANT

Matthew 24 in the TBT1E

Matthew 24 in the TBT1E2

Matthew 24 in the TFTIP

Matthew 24 in the TFTU

Matthew 24 in the TGNTATF3T

Matthew 24 in the THAI

Matthew 24 in the TNFD

Matthew 24 in the TNT

Matthew 24 in the TNTIK

Matthew 24 in the TNTIL

Matthew 24 in the TNTIN

Matthew 24 in the TNTIP

Matthew 24 in the TNTIZ

Matthew 24 in the TOMA

Matthew 24 in the TTENT

Matthew 24 in the UBG

Matthew 24 in the UGV

Matthew 24 in the UGV2

Matthew 24 in the UGV3

Matthew 24 in the VBL

Matthew 24 in the VDCC

Matthew 24 in the YALU

Matthew 24 in the YAPE

Matthew 24 in the YBVTP

Matthew 24 in the ZBP