Romans 10 (SNT)

1 ଏ ବାଇବଇନିମନ୍‌, ମର୍‌ ନିଜର୍‌ ଲକ୍‌ ମୁକ୍‌ତି ପାଅତ୍‌ ବଲି ମୁଇ ବେସି ମନ୍‍ କଲିନି । ଆରି ଏଟାର୍‌ପାଇ ମୁଇ ସବୁବେଲେ ପର୍‌ମେସର୍‌କେ ପାର୍‌ତନା କଲିନି । 2 ସେମନ୍‌ ପରମେସର୍‌କେ ପୁରାପୁରୁନ୍‌ ବିସ୍‌ବାସ୍‌ କଲାଇନି । ମାତର୍‌ ତାକେ କେନ୍ତାରି ସାର୍‌ଦା କରାଇବାର୍‌ ଆଚେ, ସେଟା ନାଜାନତ୍‌ । 3 ଲକ୍‌ମନ୍‌କେ ନିଜର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ, ପରମେସର୍‌ ଜନ୍‌ ଜଜ୍‌ନା କଲା, ସେଟା ସେମନ୍‌ ନିଚ୍‌ଲାଇ । ମାତର୍‌ ନିଜେ ଜଜ୍‌ନା ତିଆର୍‌ କରି, ନିୟମର୍‌ ବାଟେ ଇଣ୍ଡ୍‌ଲାଇ । 4 କିରିସ୍‌ଟ ଆଇଲାତେଇଅନି ନିୟମ୍‌ ମାନ୍‌ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍‌ବାସ୍‌ କଲେ, ମୁନୁସ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇ ଅଇସି । 5 ନିୟମ୍‌ ମାନ୍‌ବାତେଇଅନି ଦରମ୍‍ଲକ୍‌ ଅଇବା ବିସଇ ମସା ଲେକ୍‌ଲା ଆଚେ । ଜଦି ଜନ୍‌ ଲକ୍‌ମନ୍‌ ନିୟମର୍‌ ସବୁଜାକ ଆଦେସ୍‌ ମାନ୍‌ବାଇ, ସେମନ୍‌ ବଁଚ୍‌ବାଇ । 6 ମାତର୍‌ ଲକ୍‌ମନ୍‌ ବିସ୍‌ବାସ୍‌କରି ପର୍‌ମେସରର୍‌ ମୁଆଟେ ଦରମ୍‌ ବଲାଇଅଇବାଇ, ସେ ବିସଇ ସାସ୍‌ତରେ ଏନ୍ତି ଲେକାଆଚେ, କେ ସର୍‌ଗେ ଜାଇକରି କିରିସ୍‌ଟକେ ଉତ୍‌ରାଇ ଆନ୍‍ସି ? ବଲି ମନେ ମନେ କଇ ଉଆନାଇ । 7 ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍‌ଟକେ ମଲାଟାନେଅନି ଆରିତରେକ୍‌ ଉଟାଇ ଆନ୍‌ସି ? 8 କାଇକେବଇଲେ ସାସ୍‌ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍‌ କବର୍‌ ତମର୍‌ ଲଗେ, ତମର୍‌ ଟଣ୍ଡେ ଆରି ମନେ ଆଚେ ।” ବିସ୍‌ବାସ୍‌ ବିସଇର୍‍ ଏ କବର୍‌ସେ ଆମେ ଜାନାଇଲୁନି । 9 ଜଦି ଉଁ, କିରିସ୍‌ଟସେ ମାପ୍‌ରୁ ବଲି କଇଲାସ୍‌ନି ଆରି ଉଁ, ପରମେସର୍‌ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍‌ବାସ୍‌ କଲାସ୍‌ନି, ସେନ୍ତାର୍‌ ଆଲେ ତମେ ମୁକ୍‌ତି ପାଇସା । 10 ଆମର୍‌ ବିସ୍‌ବାସର୍‌ ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ ବଲି ଏଜ୍‌ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍‌ତି ପାଇଆଚୁ । 11 ସାସ୍‌ତର୍‌ ଇସାବେ, “କେ ମିସା ତାକେ ବିସ୍‌ବାସ୍‌ କର୍‌ସି, ସେ ବିସ୍‌ବାସ୍‌ କରି କେବେ ଲାଜ୍‌ ନ ଅଏ ।” 12 କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍‌ ବିତ୍‌ରେ କାଇ ସାନ୍‌ ବଡ୍‌ ନାଇ । ସେଟାର୍‌ ପାଇ ସବୁ ଲକର୍‌ ତା ଗଟେକ୍‌ ମାପ୍‌ରୁ, ଆରି ଜେତ୍‌କି ଲକ୍‌ ତାକେ ପାର୍‌ତନା କର୍‌ବାଇ ସେ ସବୁ ଲକ୍‌କେ ମଙ୍ଗଲ୍‌ କର୍‌ସି । 13 କାଇକେବଇଲେ “ଜେ ମିସା ମାପ୍‌ରୁର୍‌ ନାଉଁ ଦାରି ପାର୍‌ତନା କର୍‌ସି, ସେ ମୁକ୍‌ତି ପାଇସି ।” 14 ମାତର୍‌ ସେମନ୍‌ ତାକେ ବିସ୍‌ବାସ୍‌ ନ କଲେ, କେନ୍ତି ତାର୍‌ ନାଉଁ ଦାରି ପାର୍‌ତନା କର୍‌ବାଇ ? ଆରି ତାର୍‌ ବିସଇର୍‍ ସୁବ୍‌କବର୍‌ ନ ସୁନିରଇଲେ କେନ୍ତି ବିସ୍‌ବାସ୍‌ କର୍‌ବାଇ ? ଆରି ସେମନ୍‌କେ କବର୍‌ ନ ସୁନାଇଲେ, କେନ୍ତି ସୁନ୍‌ବାଇ ? 15 ଆରି କବର୍‌ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍‌ତରେ ଲେକା ଆଚେ “ସୁବ୍‌କବର୍‌ ଜାନାଉମନ୍‌ ଆଇବାଟା, କେଡେ ସାର୍‌ଦାର୍‌ କାତା !” 16 ମାତର୍‌ ସୁବ୍‌କବର୍‌ ଜାନାଇବାଟାନେ ସବୁ ଲକ୍‌ ମାନତ୍‌ ନାଇ । ସେଟାର୍‌ ପାଇ ଜିସାଇୟ ଲେକ୍‌ଲା ଆଚେ, “ଏ ମାପ୍‌ରୁ, ଆମେ କଇଲା କାତା ସୁନିକରି କେ ବିସ୍‌ବାସ୍‌ କରତ୍‌ନାଇ ।” 17 ତେବର୍‌ପାଇ ସୁବ୍‌କବର୍‌ ସୁନ୍‌ବାଟାନେଅନି ବିସ୍‌ବାସ୍‌ ଅଇସି । ଆରି କିରିସ୍‌ଟକେ ଜାନାଇବାଟା ସେ ସୁବ୍‌କବର୍‌ । 18 ମାତର୍‌ ମୁଇ ପାଚାର୍‌ଲିନି ଇସ୍‌ରାଏଲର୍‌ ଲକ୍‌ମନ୍‌ କାଇ, ସେ କବର୍‌ ସୁନତ୍‌ ନାଇ କି ? ବାଇଦରେ ସୁନିଆଚତ୍‌, କାଇକେବଇଲେ ଲେକାଆଚେ,“ଜାନାଉମନର୍‌ ସବଦ୍‌ ଗୁଲାଇ ଜଗତ୍‌ ଡାବିଅଇଗାଲା ଆଚେ, ସେମନର୍‌ କାତା ରାଇଜ୍‍ ଚିଡ୍‌ଲା ଜାକ କେଟ୍‌ଲା ଆଚେ ।” 19 ଆରି ତରେକ୍‌ ମୁଇ ପାଚାର୍‌ଲିନି, ଇସ୍‌ରାଏଲର୍‌ ଲକ୍‌ମନ୍‌ ସେଟା ନିକସଙ୍ଗ୍‌ ବୁଜତ୍‌ ନାଇ କି ? ଉଁ ବୁଜିଆଚତ୍‌ । କାଇକେବଇଲେ ବେସି ବରସ୍‌ ଆଗ୍‌ତୁ ମସା ଉତର୍‌ଦେଇ ଲେକ୍‌ଲା ଆଚେ,ଗଟେକ୍‍ ନାଜାନ୍‌ଲା ଜାତିକେ ସାଇଜ କରିମର୍‌ ଲକ୍‌ମନ୍‌କେ ଇଁସା କରାଇବି ।ସେନ୍ତି ଗଟେକ୍‌ ବକୁଆ ଜାତିର୍‌ ଲକ୍‌କେ ଦୟାକରିମୁଇ ସେମନ୍‍କେ ରିସା କରାଇବି । 20 ଜିସାଇଅ ଆରି ମିସା ଡାଟ୍‌ସଙ୍ଗ୍‍ କଇଲା ଆଚେ,“ଜନ୍‌ ଲକ୍‌ମନ୍‌ ମକେ ନ କଜ୍‌ତେରଇଲାଇ,ସେମନ୍‌ ମକେ ବେଟ୍‌ ପାଇଲାଇ,ଜନ୍‌ ଲକ୍‌ମନ୍‌ ମର୍‌ ବିସଇ ନ ପାଚାର୍‌ତେ ରଇଲାଇ,ମୁଇ ନିଜେ ସେମନ୍‌କେ ଦେକାଇଅଇଲି ।” 21 ମାତର୍‌ ପର୍‌ମେସର୍‌ ଇସ୍‌ରାଏଲର୍‍ ବିସଇ କଇଲାନି, “ଗୁଲାଇଦିନ୍‌ ସେମନ୍‌କେ ଡାକି ନେବାକେ ଆତ୍‌ ଲାମାଇଲି, ମାତର୍‌ ସେମନ୍‌ ମକେ ନ ମାନିକରି ବିରଦ୍‌ କଲାଇ ।”

In Other Versions

Romans 10 in the ANGEFD

Romans 10 in the ANTPNG2D

Romans 10 in the AS21

Romans 10 in the BAGH

Romans 10 in the BBPNG

Romans 10 in the BBT1E

Romans 10 in the BDS

Romans 10 in the BEV

Romans 10 in the BHAD

Romans 10 in the BIB

Romans 10 in the BLPT

Romans 10 in the BNT

Romans 10 in the BNTABOOT

Romans 10 in the BNTLV

Romans 10 in the BOATCB

Romans 10 in the BOATCB2

Romans 10 in the BOBCV

Romans 10 in the BOCNT

Romans 10 in the BOECS

Romans 10 in the BOGWICC

Romans 10 in the BOHCB

Romans 10 in the BOHCV

Romans 10 in the BOHLNT

Romans 10 in the BOHNTLTAL

Romans 10 in the BOICB

Romans 10 in the BOILNTAP

Romans 10 in the BOITCV

Romans 10 in the BOKCV

Romans 10 in the BOKCV2

Romans 10 in the BOKHWOG

Romans 10 in the BOKSSV

Romans 10 in the BOLCB

Romans 10 in the BOLCB2

Romans 10 in the BOMCV

Romans 10 in the BONAV

Romans 10 in the BONCB

Romans 10 in the BONLT

Romans 10 in the BONUT2

Romans 10 in the BOPLNT

Romans 10 in the BOSCB

Romans 10 in the BOSNC

Romans 10 in the BOTLNT

Romans 10 in the BOVCB

Romans 10 in the BOYCB

Romans 10 in the BPBB

Romans 10 in the BPH

Romans 10 in the BSB

Romans 10 in the CCB

Romans 10 in the CUV

Romans 10 in the CUVS

Romans 10 in the DBT

Romans 10 in the DGDNT

Romans 10 in the DHNT

Romans 10 in the DNT

Romans 10 in the ELBE

Romans 10 in the EMTV

Romans 10 in the ESV

Romans 10 in the FBV

Romans 10 in the FEB

Romans 10 in the GGMNT

Romans 10 in the GNT

Romans 10 in the HARY

Romans 10 in the HNT

Romans 10 in the IRVA

Romans 10 in the IRVB

Romans 10 in the IRVG

Romans 10 in the IRVH

Romans 10 in the IRVK

Romans 10 in the IRVM

Romans 10 in the IRVM2

Romans 10 in the IRVO

Romans 10 in the IRVP

Romans 10 in the IRVT

Romans 10 in the IRVT2

Romans 10 in the IRVU

Romans 10 in the ISVN

Romans 10 in the JSNT

Romans 10 in the KAPI

Romans 10 in the KBT1ETNIK

Romans 10 in the KBV

Romans 10 in the KJV

Romans 10 in the KNFD

Romans 10 in the LBA

Romans 10 in the LBLA

Romans 10 in the LNT

Romans 10 in the LSV

Romans 10 in the MAAL

Romans 10 in the MBV

Romans 10 in the MBV2

Romans 10 in the MHNT

Romans 10 in the MKNFD

Romans 10 in the MNG

Romans 10 in the MNT

Romans 10 in the MNT2

Romans 10 in the MRS1T

Romans 10 in the NAA

Romans 10 in the NASB

Romans 10 in the NBLA

Romans 10 in the NBS

Romans 10 in the NBVTP

Romans 10 in the NET2

Romans 10 in the NIV11

Romans 10 in the NNT

Romans 10 in the NNT2

Romans 10 in the NNT3

Romans 10 in the PDDPT

Romans 10 in the PFNT

Romans 10 in the RMNT

Romans 10 in the SBIAS

Romans 10 in the SBIBS

Romans 10 in the SBIBS2

Romans 10 in the SBICS

Romans 10 in the SBIDS

Romans 10 in the SBIGS

Romans 10 in the SBIHS

Romans 10 in the SBIIS

Romans 10 in the SBIIS2

Romans 10 in the SBIIS3

Romans 10 in the SBIKS

Romans 10 in the SBIKS2

Romans 10 in the SBIMS

Romans 10 in the SBIOS

Romans 10 in the SBIPS

Romans 10 in the SBISS

Romans 10 in the SBITS

Romans 10 in the SBITS2

Romans 10 in the SBITS3

Romans 10 in the SBITS4

Romans 10 in the SBIUS

Romans 10 in the SBIVS

Romans 10 in the SBT

Romans 10 in the SBT1E

Romans 10 in the SCHL

Romans 10 in the SUSU

Romans 10 in the SUSU2

Romans 10 in the SYNO

Romans 10 in the TBIAOTANT

Romans 10 in the TBT1E

Romans 10 in the TBT1E2

Romans 10 in the TFTIP

Romans 10 in the TFTU

Romans 10 in the TGNTATF3T

Romans 10 in the THAI

Romans 10 in the TNFD

Romans 10 in the TNT

Romans 10 in the TNTIK

Romans 10 in the TNTIL

Romans 10 in the TNTIN

Romans 10 in the TNTIP

Romans 10 in the TNTIZ

Romans 10 in the TOMA

Romans 10 in the TTENT

Romans 10 in the UBG

Romans 10 in the UGV

Romans 10 in the UGV2

Romans 10 in the UGV3

Romans 10 in the VBL

Romans 10 in the VDCC

Romans 10 in the YALU

Romans 10 in the YAPE

Romans 10 in the YBVTP

Romans 10 in the ZBP