1 Chronicles 18 (IRVO)
1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଓ ତହିଁର ଉପନଗରସକଳ ହରଣ କଲେ। 2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। 3 ଆହୁରି ସୋବାର ରାଜା ହଦଦେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍ ପର୍ଯ୍ୟନ୍ତ ପରାସ୍ତ କଲେ। 4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ; 5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦଦେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ। 6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ। 7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ। 8 ପୁଣି, ଦାଉଦ ହଦଦେଷରର ଅଧିକାରସ୍ଥ ଟିଭତ୍ ଓ କୂନ୍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ। 9 ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍ର ରାଜା ତୟି ଶୁଣନ୍ତେ, 10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ପାଇଁ ଓ ହଦଦେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା। 11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। 12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା। 13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ। 14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ। 15 ପୁଣି, ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ ଥିଲା। 16 ପୁଣି, ଅହୀଟୂବ୍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍ ଯାଜକ ଥିଲେ; ଆଉ, ଶାବ୍ଶା ଲେଖକ ଥିଲା। 17 ପୁଣି, ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।
In Other Versions
1 Chronicles 18 in the ANGEFD
1 Chronicles 18 in the ANTPNG2D
1 Chronicles 18 in the AS21
1 Chronicles 18 in the BAGH
1 Chronicles 18 in the BBPNG
1 Chronicles 18 in the BBT1E
1 Chronicles 18 in the BDS
1 Chronicles 18 in the BEV
1 Chronicles 18 in the BHAD
1 Chronicles 18 in the BIB
1 Chronicles 18 in the BLPT
1 Chronicles 18 in the BNT
1 Chronicles 18 in the BNTABOOT
1 Chronicles 18 in the BNTLV
1 Chronicles 18 in the BOATCB
1 Chronicles 18 in the BOATCB2
1 Chronicles 18 in the BOBCV
1 Chronicles 18 in the BOCNT
1 Chronicles 18 in the BOECS
1 Chronicles 18 in the BOGWICC
1 Chronicles 18 in the BOHCB
1 Chronicles 18 in the BOHCV
1 Chronicles 18 in the BOHLNT
1 Chronicles 18 in the BOHNTLTAL
1 Chronicles 18 in the BOICB
1 Chronicles 18 in the BOILNTAP
1 Chronicles 18 in the BOITCV
1 Chronicles 18 in the BOKCV
1 Chronicles 18 in the BOKCV2
1 Chronicles 18 in the BOKHWOG
1 Chronicles 18 in the BOKSSV
1 Chronicles 18 in the BOLCB
1 Chronicles 18 in the BOLCB2
1 Chronicles 18 in the BOMCV
1 Chronicles 18 in the BONAV
1 Chronicles 18 in the BONCB
1 Chronicles 18 in the BONLT
1 Chronicles 18 in the BONUT2
1 Chronicles 18 in the BOPLNT
1 Chronicles 18 in the BOSCB
1 Chronicles 18 in the BOSNC
1 Chronicles 18 in the BOTLNT
1 Chronicles 18 in the BOVCB
1 Chronicles 18 in the BOYCB
1 Chronicles 18 in the BPBB
1 Chronicles 18 in the BPH
1 Chronicles 18 in the BSB
1 Chronicles 18 in the CCB
1 Chronicles 18 in the CUV
1 Chronicles 18 in the CUVS
1 Chronicles 18 in the DBT
1 Chronicles 18 in the DGDNT
1 Chronicles 18 in the DHNT
1 Chronicles 18 in the DNT
1 Chronicles 18 in the ELBE
1 Chronicles 18 in the EMTV
1 Chronicles 18 in the ESV
1 Chronicles 18 in the FBV
1 Chronicles 18 in the FEB
1 Chronicles 18 in the GGMNT
1 Chronicles 18 in the GNT
1 Chronicles 18 in the HARY
1 Chronicles 18 in the HNT
1 Chronicles 18 in the IRVA
1 Chronicles 18 in the IRVB
1 Chronicles 18 in the IRVG
1 Chronicles 18 in the IRVH
1 Chronicles 18 in the IRVK
1 Chronicles 18 in the IRVM
1 Chronicles 18 in the IRVM2
1 Chronicles 18 in the IRVP
1 Chronicles 18 in the IRVT
1 Chronicles 18 in the IRVT2
1 Chronicles 18 in the IRVU
1 Chronicles 18 in the ISVN
1 Chronicles 18 in the JSNT
1 Chronicles 18 in the KAPI
1 Chronicles 18 in the KBT1ETNIK
1 Chronicles 18 in the KBV
1 Chronicles 18 in the KJV
1 Chronicles 18 in the KNFD
1 Chronicles 18 in the LBA
1 Chronicles 18 in the LBLA
1 Chronicles 18 in the LNT
1 Chronicles 18 in the LSV
1 Chronicles 18 in the MAAL
1 Chronicles 18 in the MBV
1 Chronicles 18 in the MBV2
1 Chronicles 18 in the MHNT
1 Chronicles 18 in the MKNFD
1 Chronicles 18 in the MNG
1 Chronicles 18 in the MNT
1 Chronicles 18 in the MNT2
1 Chronicles 18 in the MRS1T
1 Chronicles 18 in the NAA
1 Chronicles 18 in the NASB
1 Chronicles 18 in the NBLA
1 Chronicles 18 in the NBS
1 Chronicles 18 in the NBVTP
1 Chronicles 18 in the NET2
1 Chronicles 18 in the NIV11
1 Chronicles 18 in the NNT
1 Chronicles 18 in the NNT2
1 Chronicles 18 in the NNT3
1 Chronicles 18 in the PDDPT
1 Chronicles 18 in the PFNT
1 Chronicles 18 in the RMNT
1 Chronicles 18 in the SBIAS
1 Chronicles 18 in the SBIBS
1 Chronicles 18 in the SBIBS2
1 Chronicles 18 in the SBICS
1 Chronicles 18 in the SBIDS
1 Chronicles 18 in the SBIGS
1 Chronicles 18 in the SBIHS
1 Chronicles 18 in the SBIIS
1 Chronicles 18 in the SBIIS2
1 Chronicles 18 in the SBIIS3
1 Chronicles 18 in the SBIKS
1 Chronicles 18 in the SBIKS2
1 Chronicles 18 in the SBIMS
1 Chronicles 18 in the SBIOS
1 Chronicles 18 in the SBIPS
1 Chronicles 18 in the SBISS
1 Chronicles 18 in the SBITS
1 Chronicles 18 in the SBITS2
1 Chronicles 18 in the SBITS3
1 Chronicles 18 in the SBITS4
1 Chronicles 18 in the SBIUS
1 Chronicles 18 in the SBIVS
1 Chronicles 18 in the SBT
1 Chronicles 18 in the SBT1E
1 Chronicles 18 in the SCHL
1 Chronicles 18 in the SNT
1 Chronicles 18 in the SUSU
1 Chronicles 18 in the SUSU2
1 Chronicles 18 in the SYNO
1 Chronicles 18 in the TBIAOTANT
1 Chronicles 18 in the TBT1E
1 Chronicles 18 in the TBT1E2
1 Chronicles 18 in the TFTIP
1 Chronicles 18 in the TFTU
1 Chronicles 18 in the TGNTATF3T
1 Chronicles 18 in the THAI
1 Chronicles 18 in the TNFD
1 Chronicles 18 in the TNT
1 Chronicles 18 in the TNTIK
1 Chronicles 18 in the TNTIL
1 Chronicles 18 in the TNTIN
1 Chronicles 18 in the TNTIP
1 Chronicles 18 in the TNTIZ
1 Chronicles 18 in the TOMA
1 Chronicles 18 in the TTENT
1 Chronicles 18 in the UBG
1 Chronicles 18 in the UGV
1 Chronicles 18 in the UGV2
1 Chronicles 18 in the UGV3
1 Chronicles 18 in the VBL
1 Chronicles 18 in the VDCC
1 Chronicles 18 in the YALU
1 Chronicles 18 in the YAPE
1 Chronicles 18 in the YBVTP
1 Chronicles 18 in the ZBP