Jeremiah 12 (IRVO)
1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ;ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି;ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ?ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି? 2 ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନେ ବଦ୍ଧମୂଳ ହୋଇଅଛନ୍ତି;ସେମାନେ ବଢ଼ନ୍ତି, ହଁ, ସେମାନେ ଫଳ ଫଳନ୍ତି;ତୁମ୍ଭେ ସେମାନଙ୍କ ମୁଖର ନିକଟରେ ଓ ସେମାନଙ୍କ ଅନ୍ତଃକରଣରୁ ଦୂରରେ ଅଛ। 3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ; ତୁମ୍ଭେ ମୋତେ ଦେଖୁଅଛ ଓ ତୁମ୍ଭ ପ୍ରତି ମୋର ମନ କିପରି, ତାହା ପରୀକ୍ଷା କରୁଅଛ;ତୁମ୍ଭେ ସେମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ଆଣଓ ହତ୍ୟା ଦିନର ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖ। 4 କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ?ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି;କାରଣ ଲୋକମାନେ କହିଲେ, “ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।” 5 “ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି,ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ?ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ,ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ? 6 କାରଣ ତୁମ୍ଭର ଭାଇମାନେ ଓ ପିତୃବଂଶ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି;ସେମାନେ ତୁମ୍ଭ ପଛେ ପଛେ ଉଚ୍ଚରେ ଡାକ ପକାଇଅଛନ୍ତି;ସେମାନେ ତୁମ୍ଭକୁ ମିଷ୍ଟ କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ।” 7 “ଆମ୍ଭେ ଆପଣା ଗୃହ ତ୍ୟାଗ କରିଅଛୁ, ଆମ୍ଭେ ଆପଣା ଅଧିକାର ଛାଡ଼ି ଦେଇଅଛୁ;ଆମ୍ଭେ ଆପଣା ପ୍ରାଣର ପ୍ରିୟତମାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ। 8 ଆମ୍ଭର ଅଧିକାର ଆମ୍ଭ ପ୍ରତି ଅରଣ୍ୟସ୍ଥ ସିଂହ ପରି ହୋଇଅଛି;ସେ ଆମ୍ଭ ବିରୁଦ୍ଧରେ ହୁଙ୍କାର କରିଅଛି; ଏଥିପାଇଁ ଆମ୍ଭେ ତାହାକୁ ଘୃଣା କରିଅଛୁ। 9 ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ,ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି?ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ। 10 ଅନେକ ପଲରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି,ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି,ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି। 11 ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି;ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି;କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି। 12 ଧ୍ୱଂସକାରୀମାନେ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରିସକଳର ଉପରକୁ ଆସିଅଛନ୍ତି;କାରଣ ସଦାପ୍ରଭୁଙ୍କ ଖଡ୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି;କୌଣସି ପ୍ରାଣୀର ଶାନ୍ତି ନାହିଁ। 13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି,ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ;ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେଆପଣା ଫଳ ବିଷୟରେ ଲଜ୍ଜିତ ହେବ।” 14 ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା-ବଂଶକୁ ଉତ୍ପାଟନ କରିବା। 15 ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକୁ ପୁନର୍ବାର ଆଣିବା। 16 ଆଉ, ସେମାନେ ଯେପରି ବାଲ୍ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେପରି ସଦାପ୍ରଭୁ ଜୀବିତ ବୋଲି, ଆମ୍ଭ ନାମରେ ଶପଥ କରିବା ପାଇଁ ଯଦି ଆମ୍ଭ ଲୋକମାନଙ୍କର ଆଚରଣ ଯତ୍ନପୂର୍ବକ ଶିଖିବେ, ତେବେ ସେମାନେ ଆମ୍ଭ ଲୋକମାନଙ୍କ ମଧ୍ୟରେ ସ୍ଥାପିତ ହେବେ। 17 ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା, ଏହା ସଦାପ୍ରଭୁ କହନ୍ତି।”
In Other Versions
Jeremiah 12 in the ANGEFD
Jeremiah 12 in the ANTPNG2D
Jeremiah 12 in the AS21
Jeremiah 12 in the BAGH
Jeremiah 12 in the BBPNG
Jeremiah 12 in the BBT1E
Jeremiah 12 in the BDS
Jeremiah 12 in the BEV
Jeremiah 12 in the BHAD
Jeremiah 12 in the BIB
Jeremiah 12 in the BLPT
Jeremiah 12 in the BNT
Jeremiah 12 in the BNTABOOT
Jeremiah 12 in the BNTLV
Jeremiah 12 in the BOATCB
Jeremiah 12 in the BOATCB2
Jeremiah 12 in the BOBCV
Jeremiah 12 in the BOCNT
Jeremiah 12 in the BOECS
Jeremiah 12 in the BOGWICC
Jeremiah 12 in the BOHCB
Jeremiah 12 in the BOHCV
Jeremiah 12 in the BOHLNT
Jeremiah 12 in the BOHNTLTAL
Jeremiah 12 in the BOICB
Jeremiah 12 in the BOILNTAP
Jeremiah 12 in the BOITCV
Jeremiah 12 in the BOKCV
Jeremiah 12 in the BOKCV2
Jeremiah 12 in the BOKHWOG
Jeremiah 12 in the BOKSSV
Jeremiah 12 in the BOLCB
Jeremiah 12 in the BOLCB2
Jeremiah 12 in the BOMCV
Jeremiah 12 in the BONAV
Jeremiah 12 in the BONCB
Jeremiah 12 in the BONLT
Jeremiah 12 in the BONUT2
Jeremiah 12 in the BOPLNT
Jeremiah 12 in the BOSCB
Jeremiah 12 in the BOSNC
Jeremiah 12 in the BOTLNT
Jeremiah 12 in the BOVCB
Jeremiah 12 in the BOYCB
Jeremiah 12 in the BPBB
Jeremiah 12 in the BPH
Jeremiah 12 in the BSB
Jeremiah 12 in the CCB
Jeremiah 12 in the CUV
Jeremiah 12 in the CUVS
Jeremiah 12 in the DBT
Jeremiah 12 in the DGDNT
Jeremiah 12 in the DHNT
Jeremiah 12 in the DNT
Jeremiah 12 in the ELBE
Jeremiah 12 in the EMTV
Jeremiah 12 in the ESV
Jeremiah 12 in the FBV
Jeremiah 12 in the FEB
Jeremiah 12 in the GGMNT
Jeremiah 12 in the GNT
Jeremiah 12 in the HARY
Jeremiah 12 in the HNT
Jeremiah 12 in the IRVA
Jeremiah 12 in the IRVB
Jeremiah 12 in the IRVG
Jeremiah 12 in the IRVH
Jeremiah 12 in the IRVK
Jeremiah 12 in the IRVM
Jeremiah 12 in the IRVM2
Jeremiah 12 in the IRVP
Jeremiah 12 in the IRVT
Jeremiah 12 in the IRVT2
Jeremiah 12 in the IRVU
Jeremiah 12 in the ISVN
Jeremiah 12 in the JSNT
Jeremiah 12 in the KAPI
Jeremiah 12 in the KBT1ETNIK
Jeremiah 12 in the KBV
Jeremiah 12 in the KJV
Jeremiah 12 in the KNFD
Jeremiah 12 in the LBA
Jeremiah 12 in the LBLA
Jeremiah 12 in the LNT
Jeremiah 12 in the LSV
Jeremiah 12 in the MAAL
Jeremiah 12 in the MBV
Jeremiah 12 in the MBV2
Jeremiah 12 in the MHNT
Jeremiah 12 in the MKNFD
Jeremiah 12 in the MNG
Jeremiah 12 in the MNT
Jeremiah 12 in the MNT2
Jeremiah 12 in the MRS1T
Jeremiah 12 in the NAA
Jeremiah 12 in the NASB
Jeremiah 12 in the NBLA
Jeremiah 12 in the NBS
Jeremiah 12 in the NBVTP
Jeremiah 12 in the NET2
Jeremiah 12 in the NIV11
Jeremiah 12 in the NNT
Jeremiah 12 in the NNT2
Jeremiah 12 in the NNT3
Jeremiah 12 in the PDDPT
Jeremiah 12 in the PFNT
Jeremiah 12 in the RMNT
Jeremiah 12 in the SBIAS
Jeremiah 12 in the SBIBS
Jeremiah 12 in the SBIBS2
Jeremiah 12 in the SBICS
Jeremiah 12 in the SBIDS
Jeremiah 12 in the SBIGS
Jeremiah 12 in the SBIHS
Jeremiah 12 in the SBIIS
Jeremiah 12 in the SBIIS2
Jeremiah 12 in the SBIIS3
Jeremiah 12 in the SBIKS
Jeremiah 12 in the SBIKS2
Jeremiah 12 in the SBIMS
Jeremiah 12 in the SBIOS
Jeremiah 12 in the SBIPS
Jeremiah 12 in the SBISS
Jeremiah 12 in the SBITS
Jeremiah 12 in the SBITS2
Jeremiah 12 in the SBITS3
Jeremiah 12 in the SBITS4
Jeremiah 12 in the SBIUS
Jeremiah 12 in the SBIVS
Jeremiah 12 in the SBT
Jeremiah 12 in the SBT1E
Jeremiah 12 in the SCHL
Jeremiah 12 in the SNT
Jeremiah 12 in the SUSU
Jeremiah 12 in the SUSU2
Jeremiah 12 in the SYNO
Jeremiah 12 in the TBIAOTANT
Jeremiah 12 in the TBT1E
Jeremiah 12 in the TBT1E2
Jeremiah 12 in the TFTIP
Jeremiah 12 in the TFTU
Jeremiah 12 in the TGNTATF3T
Jeremiah 12 in the THAI
Jeremiah 12 in the TNFD
Jeremiah 12 in the TNT
Jeremiah 12 in the TNTIK
Jeremiah 12 in the TNTIL
Jeremiah 12 in the TNTIN
Jeremiah 12 in the TNTIP
Jeremiah 12 in the TNTIZ
Jeremiah 12 in the TOMA
Jeremiah 12 in the TTENT
Jeremiah 12 in the UBG
Jeremiah 12 in the UGV
Jeremiah 12 in the UGV2
Jeremiah 12 in the UGV3
Jeremiah 12 in the VBL
Jeremiah 12 in the VDCC
Jeremiah 12 in the YALU
Jeremiah 12 in the YAPE
Jeremiah 12 in the YBVTP
Jeremiah 12 in the ZBP