Micah 1 (IRVO)
1 ଯିହୁଦା ଦେଶୀୟ ଯୋଥମ୍, ଆହସ୍ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ। 2 ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ;ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର;ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ। 3 କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତିଓ ସେ ଓହ୍ଲାଇ ଆସିପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ। 4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ,ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେଓ ତଳଭୂମିସକଳ ବିଦୀର୍ଣ୍ଣ ହେବ। 5 କାରଣ ଯାକୁବର ଆଜ୍ଞାଲଙ୍ଘନଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି।ଯାକୁବର ଆଜ୍ଞାଲଙ୍ଘନ କଅଣ?ତାହା କି ଶମରୀୟା ନୁହେଁ?ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣସେହି ସବୁ କି ଯିରୂଶାଲମ ନୁହେଁ? 6 ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପିଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା;ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇତହିଁର ଭିତ୍ତିମୂଳ ଅନାବୃତ କରିବା। 7 ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ,ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା;କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛିଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ। 8 ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା,ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା।ଆମ୍ଭେ ଶୃଗାଳ ପରି ବିଳାପ କରିବାଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା। 9 କାରଣ ତାହାର କ୍ଷତ ଅଚିକିତ୍ସ୍ୟଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି;ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର,ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି। 10 ଗାଥ୍ ନଗରରେ ଏ କଥା ଜଣାଅ ନାହିଁ,ଆଦୌ ରୋଦନ କର ନାହିଁ;ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ। 11 ହେ ଶାଫୀର ନିବାସିନୀ,ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ;ସାନନ ନିବାସିନୀ ବାହାର ହୋଇ ଆସି ନାହିଁ;ବେଥ୍-ସେଲର ବିଳାପତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ। 12 କାରଣ ମାରୋତ୍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ;ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି। 13 ହେ ଲାଖୀଶ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ;ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା;କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା। 14 ଏଥିପାଇଁ ତୁମ୍ଭେ ମୋରେଷତ୍ ଗାଥ୍କୁ ବିଦାୟକାଳୀନ ଦାନ ଦେବଅକଷୀବ୍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ; 15 ଆହୁରି, ହେ ମାରେଶା ଗ୍ରାମର ନିବାସିନୀ,ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା;ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ। 16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେମସ୍ତକ ମୁଣ୍ଡନ କରଓ କେଶ କାଟି ପକାଅ;ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର;କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।
In Other Versions
Micah 1 in the ANGEFD
Micah 1 in the ANTPNG2D
Micah 1 in the AS21
Micah 1 in the BAGH
Micah 1 in the BBPNG
Micah 1 in the BBT1E
Micah 1 in the BDS
Micah 1 in the BEV
Micah 1 in the BHAD
Micah 1 in the BIB
Micah 1 in the BLPT
Micah 1 in the BNT
Micah 1 in the BNTABOOT
Micah 1 in the BNTLV
Micah 1 in the BOATCB
Micah 1 in the BOATCB2
Micah 1 in the BOBCV
Micah 1 in the BOCNT
Micah 1 in the BOECS
Micah 1 in the BOGWICC
Micah 1 in the BOHCB
Micah 1 in the BOHCV
Micah 1 in the BOHLNT
Micah 1 in the BOHNTLTAL
Micah 1 in the BOICB
Micah 1 in the BOILNTAP
Micah 1 in the BOITCV
Micah 1 in the BOKCV
Micah 1 in the BOKCV2
Micah 1 in the BOKHWOG
Micah 1 in the BOKSSV
Micah 1 in the BOLCB
Micah 1 in the BOLCB2
Micah 1 in the BOMCV
Micah 1 in the BONAV
Micah 1 in the BONCB
Micah 1 in the BONLT
Micah 1 in the BONUT2
Micah 1 in the BOPLNT
Micah 1 in the BOSCB
Micah 1 in the BOSNC
Micah 1 in the BOTLNT
Micah 1 in the BOVCB
Micah 1 in the BOYCB
Micah 1 in the BPBB
Micah 1 in the BPH
Micah 1 in the BSB
Micah 1 in the CCB
Micah 1 in the CUV
Micah 1 in the CUVS
Micah 1 in the DBT
Micah 1 in the DGDNT
Micah 1 in the DHNT
Micah 1 in the DNT
Micah 1 in the ELBE
Micah 1 in the EMTV
Micah 1 in the ESV
Micah 1 in the FBV
Micah 1 in the FEB
Micah 1 in the GGMNT
Micah 1 in the GNT
Micah 1 in the HARY
Micah 1 in the HNT
Micah 1 in the IRVA
Micah 1 in the IRVB
Micah 1 in the IRVG
Micah 1 in the IRVH
Micah 1 in the IRVK
Micah 1 in the IRVM
Micah 1 in the IRVM2
Micah 1 in the IRVP
Micah 1 in the IRVT
Micah 1 in the IRVT2
Micah 1 in the IRVU
Micah 1 in the ISVN
Micah 1 in the JSNT
Micah 1 in the KAPI
Micah 1 in the KBT1ETNIK
Micah 1 in the KBV
Micah 1 in the KJV
Micah 1 in the KNFD
Micah 1 in the LBA
Micah 1 in the LBLA
Micah 1 in the LNT
Micah 1 in the LSV
Micah 1 in the MAAL
Micah 1 in the MBV
Micah 1 in the MBV2
Micah 1 in the MHNT
Micah 1 in the MKNFD
Micah 1 in the MNG
Micah 1 in the MNT
Micah 1 in the MNT2
Micah 1 in the MRS1T
Micah 1 in the NAA
Micah 1 in the NASB
Micah 1 in the NBLA
Micah 1 in the NBS
Micah 1 in the NBVTP
Micah 1 in the NET2
Micah 1 in the NIV11
Micah 1 in the NNT
Micah 1 in the NNT2
Micah 1 in the NNT3
Micah 1 in the PDDPT
Micah 1 in the PFNT
Micah 1 in the RMNT
Micah 1 in the SBIAS
Micah 1 in the SBIBS
Micah 1 in the SBIBS2
Micah 1 in the SBICS
Micah 1 in the SBIDS
Micah 1 in the SBIGS
Micah 1 in the SBIHS
Micah 1 in the SBIIS
Micah 1 in the SBIIS2
Micah 1 in the SBIIS3
Micah 1 in the SBIKS
Micah 1 in the SBIKS2
Micah 1 in the SBIMS
Micah 1 in the SBIOS
Micah 1 in the SBIPS
Micah 1 in the SBISS
Micah 1 in the SBITS
Micah 1 in the SBITS2
Micah 1 in the SBITS3
Micah 1 in the SBITS4
Micah 1 in the SBIUS
Micah 1 in the SBIVS
Micah 1 in the SBT
Micah 1 in the SBT1E
Micah 1 in the SCHL
Micah 1 in the SNT
Micah 1 in the SUSU
Micah 1 in the SUSU2
Micah 1 in the SYNO
Micah 1 in the TBIAOTANT
Micah 1 in the TBT1E
Micah 1 in the TBT1E2
Micah 1 in the TFTIP
Micah 1 in the TFTU
Micah 1 in the TGNTATF3T
Micah 1 in the THAI
Micah 1 in the TNFD
Micah 1 in the TNT
Micah 1 in the TNTIK
Micah 1 in the TNTIL
Micah 1 in the TNTIN
Micah 1 in the TNTIP
Micah 1 in the TNTIZ
Micah 1 in the TOMA
Micah 1 in the TTENT
Micah 1 in the UBG
Micah 1 in the UGV
Micah 1 in the UGV2
Micah 1 in the UGV3
Micah 1 in the VBL
Micah 1 in the VDCC
Micah 1 in the YALU
Micah 1 in the YAPE
Micah 1 in the YBVTP
Micah 1 in the ZBP