Psalms 9 (IRVO)
undefined ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ। 1 ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି;ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି। 2 ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି;ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 3 ମୋହର ଶତ୍ରୁମାନେ ଫେରିଯିବା ବେଳେତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି। 4 କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ;ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ। 5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ,ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ। 6 ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି,ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି;ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି। 7 ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ;ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି। 8 ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ,ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ। 9 ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ।ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ; 10 ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ;କାରଣ ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ। 11 ସିୟୋନ ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର;ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର। 12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି;ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ। 13 ହେ ସଦାପ୍ରଭୋ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା,ମୋʼ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର। 14 ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି।ସିୟୋନ କନ୍ୟାର ନଗର-ଦ୍ୱାରରେମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି। 15 ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି;ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି। 16 ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି;ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି। [ହିଗାୟୋନ୍, ସେଲା] 17 ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି,ସେମାନେ ସମସ୍ତେ ପାତାଳକୁ ଚାଲିଯିବେ। 18 କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବାଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ। 19 ହେ ସଦାପ୍ରଭୋ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ;ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ। 20 ହେ ସଦାପ୍ରଭୋ, ସେମାନଙ୍କୁ ଭୟଗ୍ରସ୍ତ କର;ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। [ସେଲା]
In Other Versions
Psalms 9 in the ANGEFD
Psalms 9 in the ANTPNG2D
Psalms 9 in the AS21
Psalms 9 in the BAGH
Psalms 9 in the BBPNG
Psalms 9 in the BBT1E
Psalms 9 in the BDS
Psalms 9 in the BEV
Psalms 9 in the BHAD
Psalms 9 in the BIB
Psalms 9 in the BLPT
Psalms 9 in the BNT
Psalms 9 in the BNTABOOT
Psalms 9 in the BNTLV
Psalms 9 in the BOATCB
Psalms 9 in the BOATCB2
Psalms 9 in the BOBCV
Psalms 9 in the BOCNT
Psalms 9 in the BOECS
Psalms 9 in the BOGWICC
Psalms 9 in the BOHCB
Psalms 9 in the BOHCV
Psalms 9 in the BOHLNT
Psalms 9 in the BOHNTLTAL
Psalms 9 in the BOICB
Psalms 9 in the BOILNTAP
Psalms 9 in the BOITCV
Psalms 9 in the BOKCV
Psalms 9 in the BOKCV2
Psalms 9 in the BOKHWOG
Psalms 9 in the BOKSSV
Psalms 9 in the BOLCB
Psalms 9 in the BOLCB2
Psalms 9 in the BOMCV
Psalms 9 in the BONAV
Psalms 9 in the BONCB
Psalms 9 in the BONLT
Psalms 9 in the BONUT2
Psalms 9 in the BOPLNT
Psalms 9 in the BOSCB
Psalms 9 in the BOSNC
Psalms 9 in the BOTLNT
Psalms 9 in the BOVCB
Psalms 9 in the BOYCB
Psalms 9 in the BPBB
Psalms 9 in the BPH
Psalms 9 in the BSB
Psalms 9 in the CCB
Psalms 9 in the CUV
Psalms 9 in the CUVS
Psalms 9 in the DBT
Psalms 9 in the DGDNT
Psalms 9 in the DHNT
Psalms 9 in the DNT
Psalms 9 in the ELBE
Psalms 9 in the EMTV
Psalms 9 in the ESV
Psalms 9 in the FBV
Psalms 9 in the FEB
Psalms 9 in the GGMNT
Psalms 9 in the GNT
Psalms 9 in the HARY
Psalms 9 in the HNT
Psalms 9 in the IRVA
Psalms 9 in the IRVB
Psalms 9 in the IRVG
Psalms 9 in the IRVH
Psalms 9 in the IRVK
Psalms 9 in the IRVM
Psalms 9 in the IRVM2
Psalms 9 in the IRVP
Psalms 9 in the IRVT
Psalms 9 in the IRVT2
Psalms 9 in the IRVU
Psalms 9 in the ISVN
Psalms 9 in the JSNT
Psalms 9 in the KAPI
Psalms 9 in the KBT1ETNIK
Psalms 9 in the KBV
Psalms 9 in the KJV
Psalms 9 in the KNFD
Psalms 9 in the LBA
Psalms 9 in the LBLA
Psalms 9 in the LNT
Psalms 9 in the LSV
Psalms 9 in the MAAL
Psalms 9 in the MBV
Psalms 9 in the MBV2
Psalms 9 in the MHNT
Psalms 9 in the MKNFD
Psalms 9 in the MNG
Psalms 9 in the MNT
Psalms 9 in the MNT2
Psalms 9 in the MRS1T
Psalms 9 in the NAA
Psalms 9 in the NASB
Psalms 9 in the NBLA
Psalms 9 in the NBS
Psalms 9 in the NBVTP
Psalms 9 in the NET2
Psalms 9 in the NIV11
Psalms 9 in the NNT
Psalms 9 in the NNT2
Psalms 9 in the NNT3
Psalms 9 in the PDDPT
Psalms 9 in the PFNT
Psalms 9 in the RMNT
Psalms 9 in the SBIAS
Psalms 9 in the SBIBS
Psalms 9 in the SBIBS2
Psalms 9 in the SBICS
Psalms 9 in the SBIDS
Psalms 9 in the SBIGS
Psalms 9 in the SBIHS
Psalms 9 in the SBIIS
Psalms 9 in the SBIIS2
Psalms 9 in the SBIIS3
Psalms 9 in the SBIKS
Psalms 9 in the SBIKS2
Psalms 9 in the SBIMS
Psalms 9 in the SBIOS
Psalms 9 in the SBIPS
Psalms 9 in the SBISS
Psalms 9 in the SBITS
Psalms 9 in the SBITS2
Psalms 9 in the SBITS3
Psalms 9 in the SBITS4
Psalms 9 in the SBIUS
Psalms 9 in the SBIVS
Psalms 9 in the SBT
Psalms 9 in the SBT1E
Psalms 9 in the SCHL
Psalms 9 in the SNT
Psalms 9 in the SUSU
Psalms 9 in the SUSU2
Psalms 9 in the SYNO
Psalms 9 in the TBIAOTANT
Psalms 9 in the TBT1E
Psalms 9 in the TBT1E2
Psalms 9 in the TFTIP
Psalms 9 in the TFTU
Psalms 9 in the TGNTATF3T
Psalms 9 in the THAI
Psalms 9 in the TNFD
Psalms 9 in the TNT
Psalms 9 in the TNTIK
Psalms 9 in the TNTIL
Psalms 9 in the TNTIN
Psalms 9 in the TNTIP
Psalms 9 in the TNTIZ
Psalms 9 in the TOMA
Psalms 9 in the TTENT
Psalms 9 in the UBG
Psalms 9 in the UGV
Psalms 9 in the UGV2
Psalms 9 in the UGV3
Psalms 9 in the VBL
Psalms 9 in the VDCC
Psalms 9 in the YALU
Psalms 9 in the YAPE
Psalms 9 in the YBVTP
Psalms 9 in the ZBP