Zechariah 9 (IRVO)
1 ହଦ୍ରକ୍ ଦେଶ ପ୍ରତି ଓ ଦମ୍ମେଶକ ତହିଁର ବିଶ୍ରାମ-ସ୍ଥାନ ପ୍ରତି ସଦାପ୍ରଭୁଙ୍କର ବାକ୍ୟ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ ବଂଶର ଦୃଷ୍ଟି ସଦାପ୍ରଭୁଙ୍କ ପ୍ରତି ଅଛି। 2 ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ। 3 ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା। 4 ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ। 5 ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟନ୍ତ ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ। 6 ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 7 ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦନ୍ତ ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ ଓ ଇକ୍ରୋଣ ଯିବୂଷୀୟ ତୁଲ୍ୟ ହେବ। 8 ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ୱଚକ୍ଷୁରେ ଦେଖିଅଛୁ। 9 ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର!ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି;ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ;ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 10 ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ। 11 ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ। 12 ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ। 13 କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା। 14 ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ। 15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ। 16 ପୁଣି, ସେହି ଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଆପଣା ଲୋକମାନଙ୍କୁ ପଲ ସ୍ୱରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତର ସ୍ୱରୂପ ତାହାଙ୍କ ଦେଶର ଊର୍ଦ୍ଧ୍ୱରେ ଉତ୍ଥାପିତ ହେବେ। 17 ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।
In Other Versions
Zechariah 9 in the ANGEFD
Zechariah 9 in the ANTPNG2D
Zechariah 9 in the AS21
Zechariah 9 in the BAGH
Zechariah 9 in the BBPNG
Zechariah 9 in the BBT1E
Zechariah 9 in the BDS
Zechariah 9 in the BEV
Zechariah 9 in the BHAD
Zechariah 9 in the BIB
Zechariah 9 in the BLPT
Zechariah 9 in the BNT
Zechariah 9 in the BNTABOOT
Zechariah 9 in the BNTLV
Zechariah 9 in the BOATCB
Zechariah 9 in the BOATCB2
Zechariah 9 in the BOBCV
Zechariah 9 in the BOCNT
Zechariah 9 in the BOECS
Zechariah 9 in the BOGWICC
Zechariah 9 in the BOHCB
Zechariah 9 in the BOHCV
Zechariah 9 in the BOHLNT
Zechariah 9 in the BOHNTLTAL
Zechariah 9 in the BOICB
Zechariah 9 in the BOILNTAP
Zechariah 9 in the BOITCV
Zechariah 9 in the BOKCV
Zechariah 9 in the BOKCV2
Zechariah 9 in the BOKHWOG
Zechariah 9 in the BOKSSV
Zechariah 9 in the BOLCB
Zechariah 9 in the BOLCB2
Zechariah 9 in the BOMCV
Zechariah 9 in the BONAV
Zechariah 9 in the BONCB
Zechariah 9 in the BONLT
Zechariah 9 in the BONUT2
Zechariah 9 in the BOPLNT
Zechariah 9 in the BOSCB
Zechariah 9 in the BOSNC
Zechariah 9 in the BOTLNT
Zechariah 9 in the BOVCB
Zechariah 9 in the BOYCB
Zechariah 9 in the BPBB
Zechariah 9 in the BPH
Zechariah 9 in the BSB
Zechariah 9 in the CCB
Zechariah 9 in the CUV
Zechariah 9 in the CUVS
Zechariah 9 in the DBT
Zechariah 9 in the DGDNT
Zechariah 9 in the DHNT
Zechariah 9 in the DNT
Zechariah 9 in the ELBE
Zechariah 9 in the EMTV
Zechariah 9 in the ESV
Zechariah 9 in the FBV
Zechariah 9 in the FEB
Zechariah 9 in the GGMNT
Zechariah 9 in the GNT
Zechariah 9 in the HARY
Zechariah 9 in the HNT
Zechariah 9 in the IRVA
Zechariah 9 in the IRVB
Zechariah 9 in the IRVG
Zechariah 9 in the IRVH
Zechariah 9 in the IRVK
Zechariah 9 in the IRVM
Zechariah 9 in the IRVM2
Zechariah 9 in the IRVP
Zechariah 9 in the IRVT
Zechariah 9 in the IRVT2
Zechariah 9 in the IRVU
Zechariah 9 in the ISVN
Zechariah 9 in the JSNT
Zechariah 9 in the KAPI
Zechariah 9 in the KBT1ETNIK
Zechariah 9 in the KBV
Zechariah 9 in the KJV
Zechariah 9 in the KNFD
Zechariah 9 in the LBA
Zechariah 9 in the LBLA
Zechariah 9 in the LNT
Zechariah 9 in the LSV
Zechariah 9 in the MAAL
Zechariah 9 in the MBV
Zechariah 9 in the MBV2
Zechariah 9 in the MHNT
Zechariah 9 in the MKNFD
Zechariah 9 in the MNG
Zechariah 9 in the MNT
Zechariah 9 in the MNT2
Zechariah 9 in the MRS1T
Zechariah 9 in the NAA
Zechariah 9 in the NASB
Zechariah 9 in the NBLA
Zechariah 9 in the NBS
Zechariah 9 in the NBVTP
Zechariah 9 in the NET2
Zechariah 9 in the NIV11
Zechariah 9 in the NNT
Zechariah 9 in the NNT2
Zechariah 9 in the NNT3
Zechariah 9 in the PDDPT
Zechariah 9 in the PFNT
Zechariah 9 in the RMNT
Zechariah 9 in the SBIAS
Zechariah 9 in the SBIBS
Zechariah 9 in the SBIBS2
Zechariah 9 in the SBICS
Zechariah 9 in the SBIDS
Zechariah 9 in the SBIGS
Zechariah 9 in the SBIHS
Zechariah 9 in the SBIIS
Zechariah 9 in the SBIIS2
Zechariah 9 in the SBIIS3
Zechariah 9 in the SBIKS
Zechariah 9 in the SBIKS2
Zechariah 9 in the SBIMS
Zechariah 9 in the SBIOS
Zechariah 9 in the SBIPS
Zechariah 9 in the SBISS
Zechariah 9 in the SBITS
Zechariah 9 in the SBITS2
Zechariah 9 in the SBITS3
Zechariah 9 in the SBITS4
Zechariah 9 in the SBIUS
Zechariah 9 in the SBIVS
Zechariah 9 in the SBT
Zechariah 9 in the SBT1E
Zechariah 9 in the SCHL
Zechariah 9 in the SNT
Zechariah 9 in the SUSU
Zechariah 9 in the SUSU2
Zechariah 9 in the SYNO
Zechariah 9 in the TBIAOTANT
Zechariah 9 in the TBT1E
Zechariah 9 in the TBT1E2
Zechariah 9 in the TFTIP
Zechariah 9 in the TFTU
Zechariah 9 in the TGNTATF3T
Zechariah 9 in the THAI
Zechariah 9 in the TNFD
Zechariah 9 in the TNT
Zechariah 9 in the TNTIK
Zechariah 9 in the TNTIL
Zechariah 9 in the TNTIN
Zechariah 9 in the TNTIP
Zechariah 9 in the TNTIZ
Zechariah 9 in the TOMA
Zechariah 9 in the TTENT
Zechariah 9 in the UBG
Zechariah 9 in the UGV
Zechariah 9 in the UGV2
Zechariah 9 in the UGV3
Zechariah 9 in the VBL
Zechariah 9 in the VDCC
Zechariah 9 in the YALU
Zechariah 9 in the YAPE
Zechariah 9 in the YBVTP
Zechariah 9 in the ZBP