1 Corinthians 15 (SNT)

1 ଏ ବାଇବଇନିମନ୍‌, ମୁଇ ତମର୍‌ ଲଗେ ଜନ୍‌ ସୁବ୍‍କବର୍‌ ଜାନାଇରଇଲି ସେଟା ତମ୍‌କେ ଏତାଇଦେବି ବଲି ମନ୍‍ କଲିନି । ସେଟା ତମେ ମାନି ରଇଲାସ୍‌ ଆରି ତେଇସେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ । 2 ଜଦି ଏ ସୁସମାଚାର୍‌ ତମେ ଡାଟ୍‌ ସଙ୍ଗ୍‌ ଦାରିରଇସା, ତେବେ ଉଦାର୍‌ ପାଇସା, ନଇଲେ ତମେ ବେକାର୍‌ ବିସ୍‌ବାସି ଅଇ ଆଚାସ୍‍ । 3 କାଇକେବଇଲେ ଜନ୍‌ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍‌ ସିକିଆ ତମ୍‌କେ ସିକାଇ ରଇଲି । ସାସ୍‌ତର୍‌ ଇସାବେ କିରିସ୍‌ଟ ଆମର୍‌ ପାପ୍‌ କେମା ଅଇବାକେ ମରିଗାଲା । 4 ତାକେ ତପିରଇଲାଇଜେ, ସାସ୍‌ତର୍‌ ଇସାବେ ତିନ୍‌ଦିନ୍‌ ନ ଅଇତେ ତାକେ ପର୍‌ମେସର୍‌ ଜିବନ୍‌ କରି ଉଟାଇଲା । 5 ସେ ପିତର୍‌ ଆରି ତାର୍‌ ବାର୍‌ଟା ପେରିତ୍‌ ସିସ୍‌ମନ୍‌କେ ଦର୍‌ସନ୍‌ଦେଲା । 6 ତାର୍‌ ପଚେ ତର୍‌ ସଙ୍ଗ୍‍ ଜାଇତେରଇବା ଏକାତର୍‌ ପାଁଚ୍‌ସଅ ଲଗେଅନି ଅଦିକ୍‌ ବାଇମନ୍‌କେ ଦର୍‌ସନ୍‌ ଦେଲା । ସେମନର୍‌ ବିତ୍‌ରେ ଅନି କେତେଲକ୍‌ ମରିଗାଲାଇ ଆରି ବେସି ଲକ୍‌ ଆଜିକେ ଜାକ ଜିବନ୍‌ ଆଚତ୍‌ । 7 ତାର୍‌ପଚେ ସେ ଜାକୁବ୍‍କେ ଆରି ସବୁ ପେରିତ୍‌ମନ୍‌କେ ଦର୍‌ସନ୍‌ ଦେଲା । 8 ସେ ଦର୍‌ସନ୍‌ ଦେଲା ଲକ୍‌ମନର୍‌ ବିତ୍‌ରେ ସାରାସାରି ମୁଇ ରଇଲି । ସବୁର୍‌ ପଚେ, ଦିନ୍‌ ନ କେଟ୍‌ତେ, ଜନମ୍‌ ଅଇଲା ପିଲା ପାରା ମକେ ମିସା ଦର୍‌ସନ୍‌ ଦେଲା । 9 ସବୁ ପେରିତ୍‌ ସିସ୍‌ମନର୍‌ ବିତ୍‌ରେ ଅନି ମୁଇସେ ସାନ୍‌ । ପେରିତ୍‌ ବଲି ଡାକାଇ ଅଇବାକେ ମର୍‌ ଅଦିକାର୍‍ ନାଇ । କାଇକେବଇଲେ ପର୍‌ମେସରର୍‌ ମଣ୍ଡ୍‌ଲିର୍‌ ବିସ୍‌ବାସିମନ୍‌କେ ମୁଇ କସ୍‌ଟ ଦେଇତେ ରଇଲି । 10 ଅଇଲେ ମିସା, ପର୍‌ମେସରର୍‌ ଜିବନ୍‌ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍‌ ଜିବନ୍‌ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍‌ଲାନି । କାଇକେବଇଲେ ମର୍‌ ସଙ୍ଗର୍‌ ପେରିତ୍‌ ମନର୍‌ଟାନେଅନି ମୁଇ ଅଦିକ୍‌ କାମ୍‌ କରିଆଚି । ମାତର୍‌ ସେଟା ମର୍‌ ନିଜର୍‌ ବପୁସଙ୍ଗ୍‍ ନାଇ, ପର୍‌ମେସର୍‌ ଜିବନ୍‌ ଦୁକାଇ ମକେ ସାଇଜ କଲା । 11 ଅଇଲେ ମିସା ମୁଇ ସୁବ୍‍କବର୍‌ ଜାନାଇଲେ କି ସେମନ୍‌ ଜାନାଇଲେ ମିସା କିଚି ବିନ୍‌ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍‌ ବିସଇସେ । ସେଟା ତମେ ବିସ୍‌ବାସ୍‌ କରିଆଚାସ୍‌ । 12 ଜଦି କିରିସ୍‌ଟକେ ପର୍‍ମେସର୍‍ ମଲାତେଇଅନି ଜିବନ୍‌ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍‌ ବିତ୍‌ରେ କେତେଲକ୍‌, ମଲା ଲକ୍‌ମନର୍‌, ଆରି ତରେକ୍‌ ଜିବନ୍‌ ଅଇବାଟା ନଏଁ, ବଲି କଇଲାସ୍‌ନି ? 13 ମଲା ଲକ୍‌ମନ୍‌ ଆରିତରେକ୍‌ ଜିବନ୍‌ ନ ଅଇବାଟା ଜଦି ସତ୍‌, ତେବେ କିରିସ୍‌ଟକେ ମିସା ଜିବନ୍‌ କରାଇ ଉଟାଏ ନାଇ । 14 ଆରି, ଜଦି କିରିସ୍‌ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍‌ବାସ୍‌ କର୍‌ବାଟା ମିସା ଚୁଚାଇସେ । 15 ସେତ୍‌କିସେ ନଏଁ, ଆମେ ପର୍‌ମେସରର୍‌ ବିସଇର୍‍ ମିଚ୍‌ ସାକି ଦେଇତେରଇଲୁ ବଲି ଜାନାପଡ୍‌ସି । କାଇକେବଇଲେ ଆମେ କିରିସ୍‌ଟକେ ଜିବନ୍‌ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍‌ ମଲାଲକ୍‌ ଜିବନ୍‌ ଅଇ ନ ଉଟତ୍‌, ସେଟା ଜଦି ସତ୍‌, ସେନ୍ତାର୍‌ଆଲେ ପର୍‌ମେସର୍‌ କିରିସ୍‌ଟକେ ଜିବନ୍‌ କରାଇ ଉଟାଏ ନାଇ । 16 ଜଦି ମଲା ଲକ୍‌ମନ୍‌କେ ନ ଉଟାଏ, ତେବେ, କିରିସ୍‌ଟକେ ମିସା ଉଟାଏ ନାଇ । 17 ଜଦି କିରିସ୍‌ଟକେ ଉଟାଏ ନାଇ, ତେବେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍‌ ନିଜର୍‌ ପାପେ ଆଚାସ୍‌ । 18 ସେନ୍ତାରିସେ ଜନ୍‌ ଲକ୍‌ କିରିସ୍‌ଟକେ ବିସ୍‌ବାସ୍‌ କରି ମରିଗାଲାଇ ଆଚତ୍‌, ସେମନ୍‍ ରକିଆ ଅଅତ୍‌ ନାଇ, ମାତର୍‌ ନସ୍‌ଟ ଅଇଆଚତ୍‌ । 19 ଜଦି କିରିସ୍‌ଟର୍‌ ଟାନେ ଆମର୍‌ ଆସା କରିରଇବାଟା ଏ ଜଗତର୍‌ ଜିବନ୍‌ ସଙ୍ଗ୍ ସାର୍‌ସି, ତେବେ ସବୁଲକର୍‌ ତେଇଅନି ଆମର୍‌ କେଡେକ୍‌ କାକୁର୍‌ତିର୍‌ କରମ୍‌ । 20 ମାତର୍‌ କିରିସ୍‌ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍‌ ଆରି ଏନ୍ତାରିସେ ସବୁ ମଲା ଲକ୍‌ମନ୍‌କେ ପର୍‌ମେସର୍‌ ଜିବନ୍‌ କରି ଉଟାଇସି, ଏଟା ଆମେ ଜାନୁ । 21 କାଇକେବଇଲେ ଗଟେକ୍‌ ଲକର୍‌ ଲାଗି ଗୁଲାଇ ଲକ୍‌ ମର୍‌ବାର୍‌ଆଚେ । ସେନ୍ତାରିସେ ଗଟେକ୍‌ ଲକର୍‌ ଲାଗି ଗୁଲାଇ ଲକ୍‌କେ ମଲାତେଇଅନି ଉଟାଅଇସି । 22 ଜେନ୍ତି ଆଦମର୍‌ ବଁସେଅନି ଆଇଲା ଲକ୍‌ମନ୍‌ ମର୍‌ବାଇ, ସେନ୍ତାରିସେ କିରିସ୍‌ଟର୍‍ତେଇ ରଇଲା ସବୁଲକ୍‌ ଜିବନ୍‌ ଅଇ ଉଟ୍‌ବାଇ । 23 ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌ ଆଗାପଚା ଇସାବେ ଉଟ୍‌ବାଇ । ପର୍‌ତୁମ୍‌ କିରିସ୍‌ଟ ତାର୍‌ପଚେ ସେ ଆଇବା ଦିନେ ଜେତ୍‌କି ଲକ୍‌ ସବୁ ତାର୍‌ଲଗେ ରଇଲାଇ । 24 ତାର୍‌ପଚେ ଜୁଗର୍‌ ସାରାସାରି ଦିନ୍‌ କେଟ୍‌ସି । ସେଡ୍‌କିବେଲେ ସବୁ ସାସନ୍‌କାରିଆମନ୍‌କେ, ଅଦିକାର୍‌ ଆରି ବପୁ ରଇଲା ଲକ୍‌ମନ୍‌କେ ସେ ଆରାଇସି ଆରି ବାବା ପର୍‌ମେସର୍‌କେ ସେ ରାଇଜ୍‌ ସର୍‌ପି ଦେଇସି । 25 କାଇକେବଇଲେ ପର୍‌ମେସର୍‌ ତାର୍‌ ସବୁ ସତ୍‌ରୁମନ୍‌କେ ଆରାଇ, ତାର୍‌ ପାଦ୍‌ତଲେ ଆନ୍‌ବାଜାକ କିରିସ୍‌ଟ ସାସନ୍‌ କର୍‌ବାର୍‌ ଆଚେ । 26 ସାରାସାରି ପଚେ ସତ୍‌ରୁମନ୍‌ ମିସା ଆରିଜିବାଇ । 27 ଜେନ୍ତି କି ସାସ୍‌ତରେ ଲେକା ଅଇଲାଆଚେ, ପର୍‌ମେସର୍‌ ସବୁ ବିସଇ ତାର୍‌ ପାଦ୍‌ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍‌ଟର୍‌ ତଲିଆ କରି ସଙ୍ଗଇଆଚେ । 28 ସବୁ ବିସଇ କିରିସଟର୍‌ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍‌ଟ ଜେ କି ପଅ, ସେ ପର୍‌ମେସରର୍‌ ତଲିଆ ଅଇ ରଇସି । ସବୁ ବିସଇ ପର୍‌ମେସର୍‌ ତାର୍‌ ତଲିଆ କରି ସଙ୍ଗଇଆଚେ ଆରି ପର୍‌ମେସର୍‌ ପୁରାପୁରୁନ୍‌ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି । 29 ମଲାଲକ୍‌କେ ଆରିତରେକ୍‌ ନ ଉଟାଏ, ଜଦି ଏଟା କେନ୍ତାର୍‌ ଜେ ମଲା ଲକ୍‌ମନର୍‌ ପାଇ ତାର୍‌ ମଇତର୍‍ମନ୍‌ ଡୁବନ୍‌ ନେଲାଇନି ? ତେବେ ସେମନ୍‌କେ କାଇଟା ମିଲ୍‌ସି ? ଜଦି ମଲାଲକ୍‌ମନ୍‌କେ ନ ଉଟାଅତ୍‌, ସେନ୍ତାର୍‌ ଆଲେ କାଇକେ ଏମନ୍‌ ମଲା ଲକ୍‌ମନର୍‌ପାଇ ଡୁବନ୍‌ ନେଲାଇନି ? 30 ଆରି ଆମେ ମିସା କାଇକେ ସବୁ ବେଲେ ଆମର୍‌ ଜିବନ୍‌ ବିପଦେ ପାକାଇତେ ରଇବୁ ? 31 ଏ ମର୍‌ ବାଇବଇନିମନ୍‌ ଦିନ୍‌କେ ଦିନ୍‌, ଲକ୍‌ମନ୍‌ ମକେ ମରାଇବାକେ ଚେସ୍‌ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍‌ଟାନେ ମର୍‌ ଜନ୍‌ ବଡ୍‌ପନ୍‌ ଆଚେ, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଟାନେ ଆମର୍‌ ଜିବନ୍‌ ମିସିରଇଲାଜେ ମୁଇ କଇଲିନି । 32 ଏପିସି ସଅରେ ମୁଇ ବେସି କସ୍‌ଟ ପାଇଲି । କାଇକେବଇଲେ ଜନ୍‌ ଲକ୍‌ମନ୍‌ ମକେ ବିରଦ୍‌ କଲାଇ, ସେମନର୍‌ ସଙ୍ଗ୍‍ ଡଙ୍ଗ୍‌ରେ ରଇବା ପସୁମନର୍‌ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍‌ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍‌କେ କାଇ ଲାବ୍‌ ମିଲ୍‌ଲା ? ଜଦି ମଲା ଲକ୍‌ମନ୍‌କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍‌ବାର୍‌ ଅଇସିବେ ।” 33 ନାଡାଇ ଉଆନାଇ, କାରାପ୍‌ ଲକ୍‌ମନର୍‌ ସଙ୍ଗ୍‌, ସାଙ୍ଗ ଅଇଲେ ସେମନ୍‌ ତମର୍‌ ନିକ ଚଲାଚଲ୍‌ତି କର୍‌ବାଟା ନସାଇ ଦେବାଇ । 34 ଟିକ୍‌ସଙ୍ଗ୍‌ ଚିନ୍ତା କରା । ତମର୍‌ ପାପର୍‍ ଚଲାଚଲ୍‌ତି କର୍‌ବାଟା ଚାଡିଦିଆସ୍‌ । କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା କେତେକ୍‌ ଲକ୍‌ ତମର୍‌ ବିତ୍‌ରେ ଆଚତ୍‌ । ଏଟା ମୁଇ ତମ୍‌କେ ଲାଜ୍‌ କରାଇବାକେ କଇଲିନି । 35 କେତେଲକ୍‌ ପାଚାର୍‌ବାଇ, “ମଲା ଲକ୍‌ମନ୍‌କେ କେ ଜିବନ୍‌ ଦେଇ ଉଟାଇସି ? ଆରି ସେମନର୍‌ ଗାଗଡ୍‌ କେନ୍ତାର୍‌ ରଇସି ?” ଜେ ଏନ୍ତାରି ପର୍‌ସନ୍‌ ପାଚାର୍‌ସି, ସେ ବକୁଆଟା । 36 ତମେ ଜାନାସ୍‌ । ଜେଡେବେଲେ ଗଟେକ୍‌ ମୁଞ୍ଜି ରପା ଅଇସି, ମୁଞ୍ଜିର୍‌ ଉପ୍‌ରର୍‌ ଚପା କୁଇଜାଇସି, ମାତର୍‌ ବିତ୍‌ରର୍‌ଟା ଆଁକର୍‌ସି । 37 ଜେଡେବେଲେ ଗଟେକ୍‌ ମୁଞ୍ଜି ରପା ଅଇସି, ସେଟା ଦାନ୍‌ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍‌ । 38 ପର୍‌ମେସର୍‌ ନିଜର୍‌ ମନ୍‍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍‌ରି ଗଚ୍‌ ଅ, ବଲି ଟିକ୍‌ କଲା । ଆରି ସେ ବିନ୍‌ ବିନ୍‌ ରକାମର୍‌ ମୁଞ୍ଜି ବଡ୍‌ବାକେ ଦେଲା, ଜେନ୍ତିକି ଗଟେକ୍‌ ଗଟେକ୍‌କେ ତାର୍‌ ଗାଗଡର୍‌ ରୁପ୍‌ ବାଦ୍‌ଲାଇସି । 39 ଜିବନ୍‌ ରଇବା ସବୁ ଗାଗଡ୍‌ ସମାନ୍‌ ନଏଁ । ଲକ୍‌ମନ୍‌କେ ଗଟେକ୍‌ ରକାମ୍‌ ଗାଗଡ୍‌, ପସୁ ଚଡଇ ଆରି ମାଚ୍‌ମନ୍‌କେ ବିନ୍‌ ବିନ୍‌ ରକାମ୍‌ ଗାଗଡ୍‌ ଆଚେ । 40 ସେନ୍ତିସେ ସର୍‌ଗେ ରଇବାଟାମନ୍‌ ଆରି ଦର୍‌ତନି ରଇବାଟାମନ୍‌ ଆଚତ୍‌ । ଜେନ୍ତିକି ସର୍‌ଗେ ରଇବାଟାମନର୍‌ ସୁନ୍ଦର୍‌ ଗଟେକ୍‌ ରକାମ୍‌, ଦର୍‌ତନି ରଇବାଟାମନର୍‌ ବିନ୍‌ ବିନ୍‌ ରକାମ୍‌ । 41 ବେଲ୍‌ ତାର୍‌ ନିଜର୍‌ ଇସାବେ ସୁନ୍ଦର୍‌ ଆଚେ । ସେନ୍ତାରିସେ ଜନ୍‌ ତାରାମନ୍‌ ମିସା ନିଜର୍‌ ନିଜର୍‌ ଇସାବେ ସୁନ୍ଦର୍‌ ଆଚତ୍‌ । 42 ସେନ୍ତାରିସେ ଆମର୍‌ ଗାଗଡ୍‌ ଆରି ଜନ୍‌ ଗାଗଡ୍‌ ପର୍‌ମେସର୍‌ ଉଟାଇସି, ଦୁଇଟାଜାକ ବିନ୍‌ ଆଚେ । କାଇକେବଇଲେ ଆମର୍‌ ଗାଗଡ୍‌ ଏବେ ମରିକରି କୁଇଜାଇସି । ମାତର୍‌ ଜନ୍‌ ଗାଗଡ୍‌ ପର୍‌ମେସର୍‌ ଉଟାଇସି, ସେଟା କେବେ ନ ମରେ । 43 ସେଟା ତପ୍‌ଲାବେଲେ ଦୁର୍‌ବଲ୍‌ ଅଇ ସୁନ୍ଦର୍‌ ନ ରଏ । ମାତର୍‌ ଉଟାଇଲାବେଲେ ସୁନ୍ଦର୍‌ ରଇକରି ଡାଁଟ୍‌ ରଇସି । 44 ତପ୍‌ଲା ବେଲେ ଅବ୍‌କା ଗାଗଡ୍‌, ମାତର୍‌ ଉଟାଇଲାବେଲେ ଆତ୍‌ମାର୍‌ ଗାଗଡ୍‌ ଅଇସି । ଅବ୍‌କା ଗାଗଡ୍‌ ଆଚେ ବଇଲେ ଆତ୍‌ମାର୍‌ ଗାଗଡ୍‌ ମିସା ରଇବାର୍‌ ଆଚେ । 45 ଜେନ୍ତାରିକି ଲେକା ଅଇଲାଆଚେ, ପର୍‌ତୁମ୍‌ ମୁନୁସ୍‌ ଜେ କି ଆଦମ୍‌, ତାକେ ତିଆର୍‌ କରି ଜିବନ୍‌ ଦେଇରଇଲା, ମାତର୍‌ ସାରାସାରିପଚର୍‍ ଆଦମ୍‌ ନ ସାର୍‌ବା ଜିବନ୍‌ ଦେବା ଆତ୍‌ମା ଅଇଲା । 46 ମାତର୍‌ ଆତ୍‌ମାର୍‍ ଗାଗଡ୍‌ ପର୍‌ତୁମ୍‌ ନ ଆସେ । ଚୁଚାଇ ଗାଗଡ୍‌ ଆଇସି, ତାର୍‌ପଚେ ଆତ୍‌ମାର୍‍ ଗାଗଡ୍‌ । 47 ପର୍‌ତୁମ୍‌ ଆଦମ୍‌ ମାଟିସଙ୍ଗ୍‌ ତିଆର୍‌ ଅଇ ଏ ଦର୍‌ତନି ଆଇଲା । ମାତର୍‌ ପଚର୍‌ ଆଦମ୍‌ ସର୍‌ଗେ ଅନି ଆଇଲା । 48 ଜନ୍‌ ଲକ୍‌ମନ୍‌ ଏ ଦର୍‌ତନିର୍‌, ସେମନ୍‌ ଜେ କି ମାଟି ସଙ୍ଗ୍‌ ତିଆର୍‌ ଅଇରଇଲା, ତାର୍‌ପାରା । ଆରି ଜନ୍‌ ଲକ୍‌ ସର୍‌ଗର୍‌, ଜେ କି ସର୍‌ଗେ ଅନି ଆଇଲା, ତାର୍‌ପାରା । 49 ଜେନ୍ତିକି ଆମେ ଜନ୍‌ଲକ୍‌ ମାଟିସଙ୍ଗ୍‌ ତିଆର୍‌ ଅଇରଇଲା, ତାର୍‌ ବାନିମୁର୍‌ତି ଆଚୁ, ସେନ୍ତାରିସେ ଜେ ସର୍‌ଗେଅନି ଆଇଲା ତାର୍‌ ପାରା ବାନିମୁର୍‌ତି ଦାର୍‌ବୁ । 50 ଏ ବାଇବଇନିମନ୍‌, ମୁଇ କଇବା ଅରତ୍‌ ଅଇଲାନି ବନି ମାଉଁସ୍‌ ରଇବା ଗାଗଡ୍‌ ପର୍‌ମେସରର୍‌ ରାଇଜେ ମିସିନାପାରତ୍‌ । ଆରି ଜନ୍‌ ଗାଗଡ୍‌ ମର୍‌ବାଇ, ସେମନ୍‌କେ ନ ସାର୍‌ବା ଜିବନ୍‌ ଦେଇ ନଏଁ । 51 ସୁନା, ମୁଇ ତମ୍‌କେ ଗଟେକ୍‌ ଆଗ୍‌ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍‌ ନ ମରୁ, ମାତର୍‌ ଆମର୍‌ ଗାଗଡ୍‌ ସବୁ ବାଦ୍‌ଲି ଜାଇସି । 52 ଗଟେକ୍‌ ଲକ୍‌ ଆଁକି ମିଟ୍‌କା ମାର୍‌ଲା ବିତ୍‌ରେ ସେଟା ଗଟ୍‌ସି । ସାରାସାରିର୍‌ ମଇରି ବାଜ୍‌ଲା ବେଲେ ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ସେମନ୍‌ ଆରି କେବେ ମିସା ନ ମରତ୍‌ ଆରି ଆମେ ସବୁ ବଦ୍‌ଲି ଜିବୁ । 53 କାଇକେବଇଲେ ଆମର୍‌ ଏ ମର୍‌ବା ଗାଗଡ୍‌ ନ ମର୍‌ବା ଗାଗଡ୍‌ ଅଇ ବାଦ୍‌ଲିଜାଇସି । 54 ସେଟା ଅଇଲାବେଲେ ଜନ୍‌ଟା କି ସାସ୍‌ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍‌ ଅଇସି ମରନ୍‌ ଆରିଜାଇକରି, ଜିତ୍‌ବାଟା ପୁରାପୁରୁନ୍‌ ଅଇଲା । 55 ତେବେ ଆମେ କଇ ପାର୍‌ବୁ,ଅଇରେ ମରନ୍‌ ! ତୁଇ କେନେ ଜିତ୍‌ଲୁସ୍‌ ?ଅଇରେ ମରନ୍‌ ! କେନେ ତର୍‌ ବପୁ ? 56 ଆମର୍‌ ପାପେଅନି ଆମ୍‌କେ ବାଦ୍‌ବା ବପୁ ମରନ୍‌ ପାଇଲା ଆଚେ । ଆରି ପର୍‌ମେସରର୍‌ ନିୟମ୍‌ ନ ମାନ୍‌ଲାତେଇଅନି ପାପ୍‌ ବପୁ ପାଇସି । 57 ମାତର୍‌ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ କଲା କାମେଅନି ପାପ୍‌କେ ଆରି ମରନ୍‌କେ ଆରାଇବା ବପୁ ସେ ଆମ୍‌କେ ଦେଲାଆଚେ । 58 ସେଟାର୍‌ପାଇ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ଡାଁଟ୍‌ ଅଇକରି ରୁଆ । ମାପ୍‌ରୁ ଜିସୁକିରିସ୍‌ଟର୍‌ ସେବା କାମ୍‌ ଆବଡ୍‌ ଅଇକରି କରା । କାଇକେବଇଲେ ତମେ ଜାନାସ୍‌, ତାର୍‌ପାଇ ଜନ୍‌ କାମ୍‌ ସବୁ କର୍‌ସା, ସେଟା ସବୁ ଲଡାକେ ଆଇସି ।

In Other Versions

1 Corinthians 15 in the ANGEFD

1 Corinthians 15 in the ANTPNG2D

1 Corinthians 15 in the AS21

1 Corinthians 15 in the BAGH

1 Corinthians 15 in the BBPNG

1 Corinthians 15 in the BBT1E

1 Corinthians 15 in the BDS

1 Corinthians 15 in the BEV

1 Corinthians 15 in the BHAD

1 Corinthians 15 in the BIB

1 Corinthians 15 in the BLPT

1 Corinthians 15 in the BNT

1 Corinthians 15 in the BNTABOOT

1 Corinthians 15 in the BNTLV

1 Corinthians 15 in the BOATCB

1 Corinthians 15 in the BOATCB2

1 Corinthians 15 in the BOBCV

1 Corinthians 15 in the BOCNT

1 Corinthians 15 in the BOECS

1 Corinthians 15 in the BOGWICC

1 Corinthians 15 in the BOHCB

1 Corinthians 15 in the BOHCV

1 Corinthians 15 in the BOHLNT

1 Corinthians 15 in the BOHNTLTAL

1 Corinthians 15 in the BOICB

1 Corinthians 15 in the BOILNTAP

1 Corinthians 15 in the BOITCV

1 Corinthians 15 in the BOKCV

1 Corinthians 15 in the BOKCV2

1 Corinthians 15 in the BOKHWOG

1 Corinthians 15 in the BOKSSV

1 Corinthians 15 in the BOLCB

1 Corinthians 15 in the BOLCB2

1 Corinthians 15 in the BOMCV

1 Corinthians 15 in the BONAV

1 Corinthians 15 in the BONCB

1 Corinthians 15 in the BONLT

1 Corinthians 15 in the BONUT2

1 Corinthians 15 in the BOPLNT

1 Corinthians 15 in the BOSCB

1 Corinthians 15 in the BOSNC

1 Corinthians 15 in the BOTLNT

1 Corinthians 15 in the BOVCB

1 Corinthians 15 in the BOYCB

1 Corinthians 15 in the BPBB

1 Corinthians 15 in the BPH

1 Corinthians 15 in the BSB

1 Corinthians 15 in the CCB

1 Corinthians 15 in the CUV

1 Corinthians 15 in the CUVS

1 Corinthians 15 in the DBT

1 Corinthians 15 in the DGDNT

1 Corinthians 15 in the DHNT

1 Corinthians 15 in the DNT

1 Corinthians 15 in the ELBE

1 Corinthians 15 in the EMTV

1 Corinthians 15 in the ESV

1 Corinthians 15 in the FBV

1 Corinthians 15 in the FEB

1 Corinthians 15 in the GGMNT

1 Corinthians 15 in the GNT

1 Corinthians 15 in the HARY

1 Corinthians 15 in the HNT

1 Corinthians 15 in the IRVA

1 Corinthians 15 in the IRVB

1 Corinthians 15 in the IRVG

1 Corinthians 15 in the IRVH

1 Corinthians 15 in the IRVK

1 Corinthians 15 in the IRVM

1 Corinthians 15 in the IRVM2

1 Corinthians 15 in the IRVO

1 Corinthians 15 in the IRVP

1 Corinthians 15 in the IRVT

1 Corinthians 15 in the IRVT2

1 Corinthians 15 in the IRVU

1 Corinthians 15 in the ISVN

1 Corinthians 15 in the JSNT

1 Corinthians 15 in the KAPI

1 Corinthians 15 in the KBT1ETNIK

1 Corinthians 15 in the KBV

1 Corinthians 15 in the KJV

1 Corinthians 15 in the KNFD

1 Corinthians 15 in the LBA

1 Corinthians 15 in the LBLA

1 Corinthians 15 in the LNT

1 Corinthians 15 in the LSV

1 Corinthians 15 in the MAAL

1 Corinthians 15 in the MBV

1 Corinthians 15 in the MBV2

1 Corinthians 15 in the MHNT

1 Corinthians 15 in the MKNFD

1 Corinthians 15 in the MNG

1 Corinthians 15 in the MNT

1 Corinthians 15 in the MNT2

1 Corinthians 15 in the MRS1T

1 Corinthians 15 in the NAA

1 Corinthians 15 in the NASB

1 Corinthians 15 in the NBLA

1 Corinthians 15 in the NBS

1 Corinthians 15 in the NBVTP

1 Corinthians 15 in the NET2

1 Corinthians 15 in the NIV11

1 Corinthians 15 in the NNT

1 Corinthians 15 in the NNT2

1 Corinthians 15 in the NNT3

1 Corinthians 15 in the PDDPT

1 Corinthians 15 in the PFNT

1 Corinthians 15 in the RMNT

1 Corinthians 15 in the SBIAS

1 Corinthians 15 in the SBIBS

1 Corinthians 15 in the SBIBS2

1 Corinthians 15 in the SBICS

1 Corinthians 15 in the SBIDS

1 Corinthians 15 in the SBIGS

1 Corinthians 15 in the SBIHS

1 Corinthians 15 in the SBIIS

1 Corinthians 15 in the SBIIS2

1 Corinthians 15 in the SBIIS3

1 Corinthians 15 in the SBIKS

1 Corinthians 15 in the SBIKS2

1 Corinthians 15 in the SBIMS

1 Corinthians 15 in the SBIOS

1 Corinthians 15 in the SBIPS

1 Corinthians 15 in the SBISS

1 Corinthians 15 in the SBITS

1 Corinthians 15 in the SBITS2

1 Corinthians 15 in the SBITS3

1 Corinthians 15 in the SBITS4

1 Corinthians 15 in the SBIUS

1 Corinthians 15 in the SBIVS

1 Corinthians 15 in the SBT

1 Corinthians 15 in the SBT1E

1 Corinthians 15 in the SCHL

1 Corinthians 15 in the SUSU

1 Corinthians 15 in the SUSU2

1 Corinthians 15 in the SYNO

1 Corinthians 15 in the TBIAOTANT

1 Corinthians 15 in the TBT1E

1 Corinthians 15 in the TBT1E2

1 Corinthians 15 in the TFTIP

1 Corinthians 15 in the TFTU

1 Corinthians 15 in the TGNTATF3T

1 Corinthians 15 in the THAI

1 Corinthians 15 in the TNFD

1 Corinthians 15 in the TNT

1 Corinthians 15 in the TNTIK

1 Corinthians 15 in the TNTIL

1 Corinthians 15 in the TNTIN

1 Corinthians 15 in the TNTIP

1 Corinthians 15 in the TNTIZ

1 Corinthians 15 in the TOMA

1 Corinthians 15 in the TTENT

1 Corinthians 15 in the UBG

1 Corinthians 15 in the UGV

1 Corinthians 15 in the UGV2

1 Corinthians 15 in the UGV3

1 Corinthians 15 in the VBL

1 Corinthians 15 in the VDCC

1 Corinthians 15 in the YALU

1 Corinthians 15 in the YAPE

1 Corinthians 15 in the YBVTP

1 Corinthians 15 in the ZBP