1 Corinthians 4 (SNT)
1 ତେବେ ତମେ ଆମ୍କେ କିରିସ୍ଟର୍ ସେବା କରୁମନ୍ ବଲି ନାମ୍ବାର୍ ଆଚେ । ଆରି ପର୍ମେସର୍ ଆମ୍କେ ଟିକିନିକି ସତ୍ ବିସଇର୍ ବାଣ୍ଡାର୍ଗରିଆର୍ ଦାଇତ୍ ଦେଲାଆଚେ । 2 ଆରି ସେନ୍ତାରି ଦାଇତ୍ ନେଇରଇବା ସେବାକରୁମନ୍ ସତ୍ ବାବେ କାମ୍ କର୍ବାର୍ ଆଚେ । 3 ମାତର୍ ତମର୍ ବିତ୍ରେ କେତେକ୍ ଲକ୍ କି, ବିନ୍ ଲକ୍ କେ ମିସା ମର୍ କାମ୍ ଦେକି ମକେ ବିଚାର୍ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍ ବିଚାର୍ନା ନ କରି । 4 କାଇକେବଇଲେ ମୁଇ ନିଜର୍ ବିରୁଦେ କାଇ ଦସ୍ କଲାଟା ମର୍ ମନ୍ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍ ନ କଲା ଲକ୍ ବଲି କଇନଏ । ମାତର୍ ଜେ ମକେ ବିଚାର୍ କର୍ସି, ସେ ମାପ୍ରୁ । 5 ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ । 6 ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ । 7 କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ । 8 ତମ୍କେ ଦର୍କାର୍ ରଇଲା ସବୁ ବିସଇ ମିଲାଇ ଆଚାସ୍ କି ? ତମେ କାଇ ସାଉକାର୍ ଅଇସାରି ଆଚାସ୍ କି ? ଗଟେକ୍ ଗଟେକ୍ ରାଜା ଅଇଜାଇଆଚାସ୍ କି ? ଏଲେ ମିସା ଆମେ ଅଇ ନାପାର୍ଲୁନି । ସତଇସେ ତମେ ରାଜାଅଇତାସ୍ କି ? ସେନ୍ତାର୍ଆଲେ, ଆମେ ମିସା ତମର୍ ସଙ୍ଗ୍ ରଇ କାମ୍ କର୍ତୁ । 9 ମାତର୍ ମୁଇ ବାବ୍ଲିନି ପର୍ମେସର୍ ଆମର୍ ପାରା ପେରିତ୍ମନ୍କେ ଦାଡିର୍ ସାରାସାରି ଜାଗା ଦେଲାଆଚେ । ଜଗତର୍ ସବୁ ଲକ୍ ଆରି ସର୍ଗର୍ ଦୁତ୍ମନ୍ ଦେକ୍ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍ମନ୍କେ ମରାଇବାକେ ନେଲାପାରା ଆଚୁ । 10 ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ । 11 ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି । 12 ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି । 13 ନିନ୍ଦା ପାଇଲେ, ଆଲାଦର୍ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍ କାଚ୍ରା ପାରା ଅଇଆଚୁ । ଲକ୍ମନ୍ ଆମ୍କେ ଆଣ୍ଡି ଦଇରଇବା ମୁର୍କି ପାନିପାରା ଦେକ୍ଲାଇନି । 14 ମୁଇ ତମ୍କେ ଲାଜ୍ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍ ତମ୍କେ ମର୍ ଆଲାଦର୍ ପିଲାଟକି ବଲି ଏତାଇ କରି ଚେତ୍ନା ଦେବାକେ, ଏ ସବୁ ଲେକ୍ଲିନି । 15 କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି । 16 ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା । 17 ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି । 18 ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍ ବିତ୍ରର୍ କେତେ ଲକ୍ ବଡ୍ପନ୍ ଅଇଆଚାସ୍ । 19 ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି । 20 ପରମେସରର୍ ରାଇଜ୍, ଅବ୍କା କାତା ଅଇବା ବିସଇ ନଏଁ, ମାତର୍ ବପୁର୍ ସଙ୍ଗ୍ ରଇବା ବିସଇ । 21 ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି ?
In Other Versions
1 Corinthians 4 in the ANGEFD
1 Corinthians 4 in the ANTPNG2D
1 Corinthians 4 in the AS21
1 Corinthians 4 in the BAGH
1 Corinthians 4 in the BBPNG
1 Corinthians 4 in the BBT1E
1 Corinthians 4 in the BDS
1 Corinthians 4 in the BEV
1 Corinthians 4 in the BHAD
1 Corinthians 4 in the BIB
1 Corinthians 4 in the BLPT
1 Corinthians 4 in the BNT
1 Corinthians 4 in the BNTABOOT
1 Corinthians 4 in the BNTLV
1 Corinthians 4 in the BOATCB
1 Corinthians 4 in the BOATCB2
1 Corinthians 4 in the BOBCV
1 Corinthians 4 in the BOCNT
1 Corinthians 4 in the BOECS
1 Corinthians 4 in the BOGWICC
1 Corinthians 4 in the BOHCB
1 Corinthians 4 in the BOHCV
1 Corinthians 4 in the BOHLNT
1 Corinthians 4 in the BOHNTLTAL
1 Corinthians 4 in the BOICB
1 Corinthians 4 in the BOILNTAP
1 Corinthians 4 in the BOITCV
1 Corinthians 4 in the BOKCV
1 Corinthians 4 in the BOKCV2
1 Corinthians 4 in the BOKHWOG
1 Corinthians 4 in the BOKSSV
1 Corinthians 4 in the BOLCB
1 Corinthians 4 in the BOLCB2
1 Corinthians 4 in the BOMCV
1 Corinthians 4 in the BONAV
1 Corinthians 4 in the BONCB
1 Corinthians 4 in the BONLT
1 Corinthians 4 in the BONUT2
1 Corinthians 4 in the BOPLNT
1 Corinthians 4 in the BOSCB
1 Corinthians 4 in the BOSNC
1 Corinthians 4 in the BOTLNT
1 Corinthians 4 in the BOVCB
1 Corinthians 4 in the BOYCB
1 Corinthians 4 in the BPBB
1 Corinthians 4 in the BPH
1 Corinthians 4 in the BSB
1 Corinthians 4 in the CCB
1 Corinthians 4 in the CUV
1 Corinthians 4 in the CUVS
1 Corinthians 4 in the DBT
1 Corinthians 4 in the DGDNT
1 Corinthians 4 in the DHNT
1 Corinthians 4 in the DNT
1 Corinthians 4 in the ELBE
1 Corinthians 4 in the EMTV
1 Corinthians 4 in the ESV
1 Corinthians 4 in the FBV
1 Corinthians 4 in the FEB
1 Corinthians 4 in the GGMNT
1 Corinthians 4 in the GNT
1 Corinthians 4 in the HARY
1 Corinthians 4 in the HNT
1 Corinthians 4 in the IRVA
1 Corinthians 4 in the IRVB
1 Corinthians 4 in the IRVG
1 Corinthians 4 in the IRVH
1 Corinthians 4 in the IRVK
1 Corinthians 4 in the IRVM
1 Corinthians 4 in the IRVM2
1 Corinthians 4 in the IRVO
1 Corinthians 4 in the IRVP
1 Corinthians 4 in the IRVT
1 Corinthians 4 in the IRVT2
1 Corinthians 4 in the IRVU
1 Corinthians 4 in the ISVN
1 Corinthians 4 in the JSNT
1 Corinthians 4 in the KAPI
1 Corinthians 4 in the KBT1ETNIK
1 Corinthians 4 in the KBV
1 Corinthians 4 in the KJV
1 Corinthians 4 in the KNFD
1 Corinthians 4 in the LBA
1 Corinthians 4 in the LBLA
1 Corinthians 4 in the LNT
1 Corinthians 4 in the LSV
1 Corinthians 4 in the MAAL
1 Corinthians 4 in the MBV
1 Corinthians 4 in the MBV2
1 Corinthians 4 in the MHNT
1 Corinthians 4 in the MKNFD
1 Corinthians 4 in the MNG
1 Corinthians 4 in the MNT
1 Corinthians 4 in the MNT2
1 Corinthians 4 in the MRS1T
1 Corinthians 4 in the NAA
1 Corinthians 4 in the NASB
1 Corinthians 4 in the NBLA
1 Corinthians 4 in the NBS
1 Corinthians 4 in the NBVTP
1 Corinthians 4 in the NET2
1 Corinthians 4 in the NIV11
1 Corinthians 4 in the NNT
1 Corinthians 4 in the NNT2
1 Corinthians 4 in the NNT3
1 Corinthians 4 in the PDDPT
1 Corinthians 4 in the PFNT
1 Corinthians 4 in the RMNT
1 Corinthians 4 in the SBIAS
1 Corinthians 4 in the SBIBS
1 Corinthians 4 in the SBIBS2
1 Corinthians 4 in the SBICS
1 Corinthians 4 in the SBIDS
1 Corinthians 4 in the SBIGS
1 Corinthians 4 in the SBIHS
1 Corinthians 4 in the SBIIS
1 Corinthians 4 in the SBIIS2
1 Corinthians 4 in the SBIIS3
1 Corinthians 4 in the SBIKS
1 Corinthians 4 in the SBIKS2
1 Corinthians 4 in the SBIMS
1 Corinthians 4 in the SBIOS
1 Corinthians 4 in the SBIPS
1 Corinthians 4 in the SBISS
1 Corinthians 4 in the SBITS
1 Corinthians 4 in the SBITS2
1 Corinthians 4 in the SBITS3
1 Corinthians 4 in the SBITS4
1 Corinthians 4 in the SBIUS
1 Corinthians 4 in the SBIVS
1 Corinthians 4 in the SBT
1 Corinthians 4 in the SBT1E
1 Corinthians 4 in the SCHL
1 Corinthians 4 in the SUSU
1 Corinthians 4 in the SUSU2
1 Corinthians 4 in the SYNO
1 Corinthians 4 in the TBIAOTANT
1 Corinthians 4 in the TBT1E
1 Corinthians 4 in the TBT1E2
1 Corinthians 4 in the TFTIP
1 Corinthians 4 in the TFTU
1 Corinthians 4 in the TGNTATF3T
1 Corinthians 4 in the THAI
1 Corinthians 4 in the TNFD
1 Corinthians 4 in the TNT
1 Corinthians 4 in the TNTIK
1 Corinthians 4 in the TNTIL
1 Corinthians 4 in the TNTIN
1 Corinthians 4 in the TNTIP
1 Corinthians 4 in the TNTIZ
1 Corinthians 4 in the TOMA
1 Corinthians 4 in the TTENT
1 Corinthians 4 in the UBG
1 Corinthians 4 in the UGV
1 Corinthians 4 in the UGV2
1 Corinthians 4 in the UGV3
1 Corinthians 4 in the VBL
1 Corinthians 4 in the VDCC
1 Corinthians 4 in the YALU
1 Corinthians 4 in the YAPE
1 Corinthians 4 in the YBVTP
1 Corinthians 4 in the ZBP