1 John 5 (SNT)

1 ଜେ କି ଜିସୁକେ ମସିଅ ବଲି ବିସ୍‌ବାସ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା । ଆରି ଜେ କି ବାବାକେ ଆଲାଦ୍‌ କର୍‌ସି, ସେ ତାର୍‌ ପିଲାକେ ମିସା ଆଲାଦ୍‌ କର୍‌ସି । 2 ପର୍‌ମେସରର୍‌ ପିଲାମନ୍‌କେ ଆମେ ଆଲାଦ୍‌ କଲୁନି ବଲି ଏନ୍ତାରି ଜାନିଅଇସି । ପର୍‌ମେସର୍‌କେ ଆଲାଦ୍‌ କରି ଆରି ତାର୍‌ ଆଦେସ୍‌ ମିସା ମାନିକରି । 3 ଆମେ ଜଦି ସତଇସେ ପର୍‌ମେସର୍‌କେ ଆଲାଦ୍‌ କଲେ, ତାର୍‌ ଆଦେସ୍‌ ସବୁ ମାନ୍‌ବୁ । ସେ ଆମ୍‌କେ ତିଆର୍‌ଲା ବିସଇ ମାନ୍‌ବାକେ ଆମ୍‌କେ ଆବଡ୍‌ ନ ଲାଗେ । 4 କାଇକେବଇଲେ ପର୍‌ମେସରର୍‌ ସବୁ ପିଲା ଏ ଜଗତର୍‌ କାରାପ୍‌ ଚଲାଚଲ୍‌ତି ନିଚିକରି ଜିତିପାର୍‌ସି । ଆମର୍‌ ବିସ୍‌ବାସର୍‌ ଲାଗି ଆମେ ଜଗତ୍‌କେ ଜିତିଅଇସି । 5 ଏ ଜଗତ୍‌କେ କେ ଆରାଇପାର୍‌ସି ? ଜିସୁକେ ପର୍‌ମେସରର୍‌ ପଅ ବଲି ଜେ ବିସ୍‌ବାସ୍‌ କର୍‌ସି, ସେ ଏ ଜଗତ୍‌କେ ଆରାଇସି । 6 ଜିସୁକିରିସ୍‌ଟ ପର୍‌ମେସରର୍‌ ପ ବଲିକରି, ଡୁବନ୍‌ ଦେଉ ଜଅନ୍‌ ତାକେ ପାନିତେଇ ଡୁବନ୍‌ ଦେଲା । ଆରି ସେ ମଲାବେଲେ ତାର୍‌ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍‌କା ପାନିସଙ୍ଗ୍ ଡୁବନ୍‌ ଅଇଲା, ମାତର୍‌ ତାର୍‌ ମରନେ ତାର୍‌ ବନି ରକଇଅଇଲା । ଏ ସବୁ ବିସଇ ସତ୍‌ ବଲି ସୁକଲ୍‌ଆତ୍‌ମା ଆମ୍‌କେ ସାକିଦେଲାନି । କାଇକେବଇଲେ ସେ ସତ୍‌ ଆତ୍‌ମା । 7 ତେବର୍‌ପାଇ ତିନ୍‌ଟା ସାକିତେଇଅନି ଆମେ ସତ୍‌ ଜାନ୍‌ଲୁନି । 8 ସୁକଲ୍‌ଆତ୍‌ମା, ଡୁବନ୍‌ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍‌ଟାଜାକ ସାକିତେଇ ରାଜି ଅଇଆଚତ୍‌ । 9 ଜେଡେବେଲେ ଲକ୍‌ମନ୍‌ ତାକର୍‌ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍‌କେ ବିସ୍‌ବାସ୍‌ କର୍‌ବୁ । ମାତର୍‌ ପର୍‌ମେସର୍‌ ଆମ୍‌କେ ସାକିଦେବାଟା ତାର୍‌ତେଇଅନି ଅଦିକ୍‌ ମୁକିଅ । କାଇକେବଇଲେ ସେଟା ପର୍‌ମେସରର୍‌ ସାକି । ସେ ତାର୍‌ ନିଜର୍‌ ପଅର୍‌ ବିସଇନେଇ ଆମ୍‌କେ ସାକିଦେଲାନି । 10 କେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ବିସ୍‌ବାସ୍‌ କଲେ, ପର୍‌ମେସରର୍‌ ସାକି ତାକର୍‌ ମନ୍‌ ବିତ୍‌ରେ ଆଚେ । ପର୍‌ମେସର୍‌ କଇଲା କାତା ଜେ ଜଦି ବିସ୍‌ବାସ୍‌ ନ କରେ, ସେ ମିଚ୍‌ ବଲିକରି କଇଲାନି । କାଇକେବଇଲେ ତାର୍‌ ନିଜର୍‌ ପଅର୍‌ ବିସଇ କଇଲାଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ । 11 ସେ ସାକିଅ ଏଟା ସେ । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ଜିବନ୍‌ ଦେଲାଆଚେ । ଏ ଜିବନ୍‌ ଆମେ ତାର୍‌ ପଅର୍‌ଲାଗି ମିଲାଇଆଚୁ । 12 ତାର୍‌ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍‌ ଏ ନ ସାର୍‌ବା ଜିବନ୍‌ ପାଇବାଇ । ଆରି ଜେ ତାର୍‌ ପଅର୍‌ସଙ୍ଗ୍‍ ମିସେନାଇ ସେ ଏ ଜିବନ୍‌ ମିସା ପାଏନାଇ । 13 ତମେ ଜେତ୍‌କି ଲକ୍‌ ପର୍‌ମେସରର୍‌ ପଅକେ ବିସ୍‌ବାସ୍‌ କଲାସ୍‌ନି, ତମ୍‌କେ ଏ ଚିଟି ଲେକ୍‌ଲିନି । ଜେନ୍ତାରିକି ଆମ୍‌କେ ନ ସାର୍‌ବା ଜିବନ୍‌ ଆଚେ ବଲି ତମେ ଜାନାସ୍‌ । 14 ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍‌ ମନ୍‍ କଲା ଇସାବେ ଆମେ କାଇଟା ମାଙ୍ଗ୍‌ଲେ ମିସା ସେ ଆମ୍‌କେ ଦେଇସି । 15 ଜେଡେବେଲେ ଆମେ ତାକେ ମାଙ୍ଗ୍‌ଲେ, ସେ ଆମର୍‌ କାତା ସୁନ୍‌ସି । ଆମେ ତାକେ ପାର୍‌ତନାଇ ଜାଇଟା ମାଙ୍ଗ୍‌ଲେ ସେଟା ଆମ୍‌କେ ଦେଇସି । 16 ଜଦି ତମର୍‌ ସଙ୍ଗର୍‌ ବିସ୍‌ବାସି ବାଇ ପାପ୍‌କଲାନି ବଲି ଜାନ୍‌ଲେ, ଆରି ସେ ପାପ୍‌, ଲକ୍‌କେ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପ୍‌ ନଇଲେ, ସେ ଲକ୍‌କେ ରକିଆ କର ବଲି ତାକେ ଗୁଆରି କର୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ସେ ଲକ୍‌କେ କେମାକରି ରକିଆ କର୍‌ସି । ଏଟା ଜେନ୍ତାରି ପାପ୍‌ ଜନ୍‍ଟା ମରନର୍‍ ବାଟେ ଲକ୍‍ମନ୍‍କେ ନ ଡାକିନେଏ, ସେନ୍ତାରି ପାପର୍‍ ପାଇ । ମାତର୍‍ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପର୍‍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ । 17 ସବୁ ରକାମର୍‌ ବୁଲ୍‌ କାମ୍‌ ପାପ୍‌ସେ । ମାତର୍‌ ସବୁ ରକାମର୍‍ ପାପ୍‌ ମରନର୍‍ ବାଟେ ନ ଡାକିନେଏ । 18 ଆମେ ଜାନିଆଚୁ, ଜେ ପର୍‌ମେସରର୍‌ ପିଲା ଅଇଗାଲା ଆଚେ, ସେ ପାପ୍‌କାମ୍‌ କରିଲାଗି ନ ରଏ । କାଇକେବଇଲେ ପର୍‌ମେସରର୍‌ ପଅ ତାକେ ଦେକାରକା କର୍‍ସି । ଆରି ସଇତାନ୍‌ ଜେ କି ସବୁ ରକାମ୍‌ କାରାପ୍‌ କାମ୍‌ କରାଇସି, ତାକେ କାଇଟା କରିନଏଁ । 19 ଆମେ ଜାନିଆଚୁ, ଆମେ ପର୍‌ମେସରର୍‌ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍‌ ସେମନ୍‌କେ ସାସନ୍‌ କଲାନି । 20 ଆମେ ଏଟା ମିସା ଜାନିଆଚୁ ଜେ, ତାର୍‌ ପଅ ଏ ଜଗତେ ଆଇଲା ଆରି ଆମ୍‌କେ ସତ୍‌ ପର୍‌ମେସର୍‌କେ ଜାନାଇଲା । ଏ ସତ୍‌ ପର୍‌ମେସରର୍‌ ସଙ୍ଗ୍‍ ଆମେ ମିସିକରିଆଚୁ । କାଇକେବଇଲେ ତାର୍‌ ପଅ ଜିସୁକିରିସ୍‌ଟର୍‍ ସଙ୍ଗ୍‍ ଆମେ ମିସିଆଚୁ । ସେ ସେ ସତ୍‌ ପର୍‌ମେସର୍‌ ଆରି ସେ ସେ ଲକ୍‌ମନ୍‌କେ ନ ସାର୍‌ବା ଜିବନ୍‌ ଦେଇସି । 21 ଏ ମର୍‌ ଆଲାଦର୍‌ ପିଲାଟକିମନ୍‌, ମିଚ୍‌ ପୁତ୍‍ଲାମନର୍‌ ଟାନେଅନି ଦୁରିକେ ରୁଆ ।

In Other Versions

1 John 5 in the ANGEFD

1 John 5 in the ANTPNG2D

1 John 5 in the AS21

1 John 5 in the BAGH

1 John 5 in the BBPNG

1 John 5 in the BBT1E

1 John 5 in the BDS

1 John 5 in the BEV

1 John 5 in the BHAD

1 John 5 in the BIB

1 John 5 in the BLPT

1 John 5 in the BNT

1 John 5 in the BNTABOOT

1 John 5 in the BNTLV

1 John 5 in the BOATCB

1 John 5 in the BOATCB2

1 John 5 in the BOBCV

1 John 5 in the BOCNT

1 John 5 in the BOECS

1 John 5 in the BOGWICC

1 John 5 in the BOHCB

1 John 5 in the BOHCV

1 John 5 in the BOHLNT

1 John 5 in the BOHNTLTAL

1 John 5 in the BOICB

1 John 5 in the BOILNTAP

1 John 5 in the BOITCV

1 John 5 in the BOKCV

1 John 5 in the BOKCV2

1 John 5 in the BOKHWOG

1 John 5 in the BOKSSV

1 John 5 in the BOLCB

1 John 5 in the BOLCB2

1 John 5 in the BOMCV

1 John 5 in the BONAV

1 John 5 in the BONCB

1 John 5 in the BONLT

1 John 5 in the BONUT2

1 John 5 in the BOPLNT

1 John 5 in the BOSCB

1 John 5 in the BOSNC

1 John 5 in the BOTLNT

1 John 5 in the BOVCB

1 John 5 in the BOYCB

1 John 5 in the BPBB

1 John 5 in the BPH

1 John 5 in the BSB

1 John 5 in the CCB

1 John 5 in the CUV

1 John 5 in the CUVS

1 John 5 in the DBT

1 John 5 in the DGDNT

1 John 5 in the DHNT

1 John 5 in the DNT

1 John 5 in the ELBE

1 John 5 in the EMTV

1 John 5 in the ESV

1 John 5 in the FBV

1 John 5 in the FEB

1 John 5 in the GGMNT

1 John 5 in the GNT

1 John 5 in the HARY

1 John 5 in the HNT

1 John 5 in the IRVA

1 John 5 in the IRVB

1 John 5 in the IRVG

1 John 5 in the IRVH

1 John 5 in the IRVK

1 John 5 in the IRVM

1 John 5 in the IRVM2

1 John 5 in the IRVO

1 John 5 in the IRVP

1 John 5 in the IRVT

1 John 5 in the IRVT2

1 John 5 in the IRVU

1 John 5 in the ISVN

1 John 5 in the JSNT

1 John 5 in the KAPI

1 John 5 in the KBT1ETNIK

1 John 5 in the KBV

1 John 5 in the KJV

1 John 5 in the KNFD

1 John 5 in the LBA

1 John 5 in the LBLA

1 John 5 in the LNT

1 John 5 in the LSV

1 John 5 in the MAAL

1 John 5 in the MBV

1 John 5 in the MBV2

1 John 5 in the MHNT

1 John 5 in the MKNFD

1 John 5 in the MNG

1 John 5 in the MNT

1 John 5 in the MNT2

1 John 5 in the MRS1T

1 John 5 in the NAA

1 John 5 in the NASB

1 John 5 in the NBLA

1 John 5 in the NBS

1 John 5 in the NBVTP

1 John 5 in the NET2

1 John 5 in the NIV11

1 John 5 in the NNT

1 John 5 in the NNT2

1 John 5 in the NNT3

1 John 5 in the PDDPT

1 John 5 in the PFNT

1 John 5 in the RMNT

1 John 5 in the SBIAS

1 John 5 in the SBIBS

1 John 5 in the SBIBS2

1 John 5 in the SBICS

1 John 5 in the SBIDS

1 John 5 in the SBIGS

1 John 5 in the SBIHS

1 John 5 in the SBIIS

1 John 5 in the SBIIS2

1 John 5 in the SBIIS3

1 John 5 in the SBIKS

1 John 5 in the SBIKS2

1 John 5 in the SBIMS

1 John 5 in the SBIOS

1 John 5 in the SBIPS

1 John 5 in the SBISS

1 John 5 in the SBITS

1 John 5 in the SBITS2

1 John 5 in the SBITS3

1 John 5 in the SBITS4

1 John 5 in the SBIUS

1 John 5 in the SBIVS

1 John 5 in the SBT

1 John 5 in the SBT1E

1 John 5 in the SCHL

1 John 5 in the SUSU

1 John 5 in the SUSU2

1 John 5 in the SYNO

1 John 5 in the TBIAOTANT

1 John 5 in the TBT1E

1 John 5 in the TBT1E2

1 John 5 in the TFTIP

1 John 5 in the TFTU

1 John 5 in the TGNTATF3T

1 John 5 in the THAI

1 John 5 in the TNFD

1 John 5 in the TNT

1 John 5 in the TNTIK

1 John 5 in the TNTIL

1 John 5 in the TNTIN

1 John 5 in the TNTIP

1 John 5 in the TNTIZ

1 John 5 in the TOMA

1 John 5 in the TTENT

1 John 5 in the UBG

1 John 5 in the UGV

1 John 5 in the UGV2

1 John 5 in the UGV3

1 John 5 in the VBL

1 John 5 in the VDCC

1 John 5 in the YALU

1 John 5 in the YAPE

1 John 5 in the YBVTP

1 John 5 in the ZBP