2 Corinthians 1 (SNT)

1 ମୁଇ ପାଉଲ୍‌, ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ବାଚାଇଅଇଲିଆଚି ।ମୁଇ ଆରି ଆମର୍‌ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍‌ମେସରର୍‌ ଗୁଲାଇ ମଣ୍ଡଲିମନ୍‌କେ ଆରି ଆକାଇଆଟାନେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ, ଏ ଚିଟି ଲେକ୍‌ଲୁନି । 2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁର୍‌ ଟାନେଅନି ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ଅ । 3 ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । ସେ ଆମର୍‌ ଦୟାକାରିଆ ବାବା ଆରି ଜାର୍‌ ଟାନେଅନି କି ଆମ୍‌କେ ସବୁ ବିସଇର୍‌ ସାଇଜ ଆଇସି । 4 ସେ ଆମ୍‌କେ ସବୁ ଦୁକ୍‌ କସ୍‌ଟ ଆଇଲେ ସାଇଜ କର୍‌ସି । ସେନ୍ତାରିସେ ବିନ୍‌ ବିନ୍‌ ରକାମର୍‌ କସ୍‌ଟ ପାଇତେରଇବା ଲକ୍‌ମନ୍‌କେ ଆମେ ଜେନ୍ତି ଦୁକ୍‌ ସାରାଇବୁ । ପର୍‌ମେସର୍‌ ଟାନେଅନି ଜନ୍‌ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍‌ ଲାଗି, ଆମେ ମିସା ବିନ୍‌ ଲକ୍‌କେ ସାଇଜ କର୍‌ବୁ । 5 କାଇକେବଇଲେ ଜେନ୍ତିକି କିରିସ୍‌ଟର୍‌ତେଇ ମିସ୍‌ଲାର୍‌ପାଇ ଆମର୍‌ ଦୁକ୍‌, କସ୍‌ଟ ଅଦିକ୍‌ ଅଦିକ୍‌ ଅଇଆଚେ, ସେନ୍ତାରିସେ କିରିସ୍‌ଟର୍‌ ଲାଗି ଆମର୍‌ ଦୁକ୍‌ ସାରାଇବାଟା ମିସା ଅଦିକ୍‌ ଅଦିକ୍‌ ଅଇଲାନି । 6 ମାତର୍‌ ଆମ୍‌କେ ଦୁକ୍‌ କସ୍‌ଟ ଅଇଲେ, ସେଟା ତମର୍‌ ଦୁକ୍‌ ସାରାଇବାକେ ଆରି ନ ସାର୍‌ବା ଜିବନ୍‌ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍‌ମେସରର୍‌ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍‌ପାଇ ମିସା ସାଇଜ ମିଲ୍‌ଲା ପାରା । ଏନ୍ତାରି ସେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଡାଟ୍‌ କରାଇସି, ଜେନ୍ତିକି ଆମେ ଦୁକ୍‌କସ୍‌ଟ ଆଇଲେ ମିସା ମୁର୍‌ଚି କରି ଆଚୁ, ସେନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମେ ମିସା ମୁର୍‌ଚି କରି ରଇପାରାସ୍‌ । 7 ଏଟାର୍‌ଲାଗି ତମର୍‌ଟାନେ ଆସା କର୍‌ବାଟା ଡାଁଟ୍‌ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍‌କେ ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍‌ଚିକରି ଆଚାସ୍‌ । ଜେନ୍ତାରି କି ପର୍‌ମେସର୍‌ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍‌ । 8 କାଇକେ ବଇଲେ, ଏ ବାଇବଇନିମନ୍‌, ଆସିଆ ରାଇଜେ ଆମ୍‌କେ ଅଇରଇବା ବଡ୍‌ ଦୁକ୍‌ କସ୍‌ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍‍ କଲୁନି । ମୁର୍‌ଚି ନାପାର୍‌ଲା ବଡ୍‌ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍‌ ଅଇସିବେ ବଲି ବାବ୍‌ତେରଇଲୁ । 9 ଉଁ, ଆମ୍‍କେ ମରନ୍‌ ଆସି ଡାବିଅଇରଇଲା । ମାତର୍‌ ନିଜର୍‌ ନିଜର୍‌ ଉପ୍‌ରେ ଆସା ନ କରି, ଜନ୍‌ ପର୍‌ମେସର୍‌ ମଲା ଲକ୍‌ମନ୍‌କେ ଉଟାଇସି, ତାର୍‌ ଉପ୍‌ରେ ଆସା କର୍‌ବାକେ ଏ ସବୁ ଅଇଲା । 10 ସେ ଆମ୍‌କେ ମରନ୍‌ଟାନେ ଅନି ବଁଚାଇଲା । ସେଟାର୍‌ପାଇ ଆମେ ରକିଆ ପାଇଲୁ । ମରନ୍‌ ରଇଲା ଆକା, ମାତର୍‌ ମରୁନାଇ । ଆରି ସେ ଆମ୍‌କେ ସାଇଜ କର୍‌ତେରଇସି ଆକା ବଲି ଜାନିଆଚୁ । ଆମ୍‌କେ ବଡ୍‌ ଆସା ଆଚେ ଜେ, ସେ ଆମ୍‌କେ ସାଇଜ କର୍‌ବାଟା କେବେ ନ ତେବାଏ । 11 ତମେ ଆମର୍‌ ପାଇ ପାର୍‌ତନା କରି ଆମ୍‌କେ ସାଇଜ କର୍‌ବାର୍‌ ଆଚେ । ସେନ୍ତାର୍‌ କଲେ ପର୍‌ମେସର୍‌ ସବୁ ପାର୍‌ତନାଇ ମାଙ୍ଗ୍‌ଲାଟା ପାଟାଇସି । ଆରି ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ । କାଇକେବଇଲେ ସେ ଆମ୍‌କେ ଆସିର୍‌ବାଦ୍‌ କଲାଆଚେ । 12 ବାଇମନ୍‌ ଆମେ ବଡ୍‌ପନ୍‌ ଅଇକରି କଇବା ଗଟେକ୍‌ କାତା ଆଚେ । ସେଟା ଆମେ ସତ୍‌ ବଲି ଜାନ୍‌ଲୁନି ଆରି ସେଟା ଅଇଲାନି, । ସବୁଲକର୍‍ଟାନେ ଆରି, ତମର୍‌ଟାନେ ମିସା ଆମର୍‌ ଚଲାଚଲ୍‌ତି ସୁକଲ୍‌ ଆରି ଦରମ୍‌ ଆଚେ । ଏଟା ଆମର୍‌ ବିବେକ୍‌ ସାକି ଦେଲାନି । ଲକ୍‌ମନର୍‌ ଗିଆନ୍‌ ଇସାବେ ଆମେ କରୁନାଇ, ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବପୁର୍‌ ସଙ୍ଗ୍‌ ଏ ସବୁଜାକ କଲୁନି । 13 କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍‌, ସେଟାସେ ଲେକି ପାଟାଇଲୁନି । 14 ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍‌ ଅଲପ୍‌ ବୁଜ୍‌ଲାସ୍‌ନି । ମାତର୍‌ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍‌ ବୁଜି ପାର୍‌ସା । ଜେନ୍ତାରି କି, ଆମର୍‌ ମାପ୍‌ରୁ ଜିସୁ ବାଉଡ୍‌ଲା ଦିନେ, ତମେ ଆମର୍‌ ଲାଗି ସାର୍‌ଦା କର୍‌ସା, ସେନ୍ତାରିସେ ଆମେ ମିସା ତମର୍‌ଲାଗି ସାର୍‌ଦା କର୍‌ବୁ । 15 ଏଟା ସବୁ ତମେ ବୁଜି ପାର୍‌ସା, ସେଟା ଜାନିକରି ମୁଇ ତମର୍‌ଟାନେ ବୁଲିଆଇବି ବଲି ମନ୍‌କଲି । ଜେନ୍ତାରି କି ମୁଇ ତମ୍‌କେ ଦୁଇତର୍‌ ସାଇଜ କରିପାର୍‌ବି । 16 କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍‌ଟାନେ ଆସି ରଇବି ବଲି ମନ୍‌କଲି । ଆରି ମୁଇ ଗରେ ବାଅଡ୍‌ବାବେଲେ ଆରିତରେକ୍‌ ତମର୍‌ଟାନେ ତେବ୍‌ବି ବଲି ମନ୍‌ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍‌ । 17 ତେବେ ମୁଇ ଏନ୍ତାରି ମନ୍‍ କଲାକେ ମକେ ତମେ ଦୁଇ ମନିଆ ଲକ୍‌ ବଲି ବାବ୍‌ଲାସ୍‌ନି କାଇକି । ନିଜର୍‌ ମନ୍‍ କଲା ଇସାବେ ଚିନ୍ତା କର୍‌ବା ଗଟେକ୍‌ ଲକର୍‌ପାରା ତମେ ମକେ ବାବ୍‌ଲାସ୍‌ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍‌ ମନେ ସେ ନ ଆସେ, ବଲି ବାବ୍‌ଲାସ୍‌ କାଇକି । 18 ଜଦି ପର୍‌ମେସର୍‌ କଇବାଟା ସତ୍‌, ସେନ୍ତାର୍‌ ଆଲେ ମୁଇ କଇବାଟା ମିସା ସତ୍‌ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ । 19 ମୁଇ, ସିଲାନ୍‌ ଆରି ତିମତି, ପର୍‌ମେସରର୍‌ ପଅ ଜେ କି କିରିସ୍‌ଟ ଜିସୁ, ତାର୍‌ ବିସଇନେଇ ତମ୍‌କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍‌ ନଏଁ । 20 ତାର୍‌ଲାଗି ପର୍‌ମେସର୍‌ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍‌ କର୍‌ସି । ସେଟାର୍‌ପାଇ ଜିସୁକିରିସ୍‌ଟକେ ଆମେ ଆମେନ୍‍ ବଲି, କଇବାଟା ପର୍‌ମେସରର୍‌ ମଇମା ପାଇ ଅଇସି । 21 ତମ୍‌କେ ଆରି ଆମ୍‌କେ ଜିସୁକିରିସ୍‌ଟତେଇ ମିସିରଇବାକେ ଆଇବା ଡାଟ୍‌ ବିସ୍‌ବାସ୍‌ ଆନ୍‌ବାଟା, ପର୍‌ମେସର୍‌ ସେ । ଆରି ସେ ଆମ୍‌କେ ବାଚ୍‌ଲା ଆଚେ । 22 ଆମେ ତାର୍‌ଟା ବଲି ଜାନ୍‌ବାକେ ସେ ଆମ୍‌କେ ତାର୍‌ ଚିନ୍‌ ମାର୍‌ଲା ଆଚେ ଆରି ସୁକଲ୍‌ଆତ୍‌ମା ଆମର୍‌ ବିତ୍‌ରେ ଦାନ୍‌ କଲା ଆଚେ । ପର୍‌ମେସର୍‌ ଆମର୍‌ପାଇ ଜେତ୍‌କି ବିସଇ ସଙ୍ଗଇଆଚେ, ସେ ଆତ୍‌ମାର୍‌ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍‌ଲୁନି । 23 ଜଦି ମୁଇ କଇବାଟା ସତ୍‌ ନାଇ, ସେନ୍ତାର୍‌ଆଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍‌ ଚଲାଚଲ୍‌ତିର୍‌ ବୁଲ୍‌ଟିକ୍‌ ଦେକ୍‌ଲେ, ତମେ ଦୁକ୍‌ କର୍‌ତାସ୍‌ । 24 ତମେ କନ୍‌ଟା ମାନ୍‌ବାର୍‌ ଆଚେ, କନ୍‌ଟା ନାଇ, ସେଟା ଆଦେସ୍‌ ଦେବାକେ ଆମେ ମନ୍‍ କରୁନାଇ । କାଇକେବଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇଗାଲା ଆଚେ । ତମର୍‌ ସଙ୍ଗ୍‌ ମିସିକରି କାମ୍‌ କର୍‌ବାକେ ଆମେ ମନ୍‍ କଲୁନି । ଜେନ୍ତାରିକି ତମେ ସାର୍‌ଦା ଅଇସା ।

In Other Versions

2 Corinthians 1 in the ANGEFD

2 Corinthians 1 in the ANTPNG2D

2 Corinthians 1 in the AS21

2 Corinthians 1 in the BAGH

2 Corinthians 1 in the BBPNG

2 Corinthians 1 in the BBT1E

2 Corinthians 1 in the BDS

2 Corinthians 1 in the BEV

2 Corinthians 1 in the BHAD

2 Corinthians 1 in the BIB

2 Corinthians 1 in the BLPT

2 Corinthians 1 in the BNT

2 Corinthians 1 in the BNTABOOT

2 Corinthians 1 in the BNTLV

2 Corinthians 1 in the BOATCB

2 Corinthians 1 in the BOATCB2

2 Corinthians 1 in the BOBCV

2 Corinthians 1 in the BOCNT

2 Corinthians 1 in the BOECS

2 Corinthians 1 in the BOGWICC

2 Corinthians 1 in the BOHCB

2 Corinthians 1 in the BOHCV

2 Corinthians 1 in the BOHLNT

2 Corinthians 1 in the BOHNTLTAL

2 Corinthians 1 in the BOICB

2 Corinthians 1 in the BOILNTAP

2 Corinthians 1 in the BOITCV

2 Corinthians 1 in the BOKCV

2 Corinthians 1 in the BOKCV2

2 Corinthians 1 in the BOKHWOG

2 Corinthians 1 in the BOKSSV

2 Corinthians 1 in the BOLCB

2 Corinthians 1 in the BOLCB2

2 Corinthians 1 in the BOMCV

2 Corinthians 1 in the BONAV

2 Corinthians 1 in the BONCB

2 Corinthians 1 in the BONLT

2 Corinthians 1 in the BONUT2

2 Corinthians 1 in the BOPLNT

2 Corinthians 1 in the BOSCB

2 Corinthians 1 in the BOSNC

2 Corinthians 1 in the BOTLNT

2 Corinthians 1 in the BOVCB

2 Corinthians 1 in the BOYCB

2 Corinthians 1 in the BPBB

2 Corinthians 1 in the BPH

2 Corinthians 1 in the BSB

2 Corinthians 1 in the CCB

2 Corinthians 1 in the CUV

2 Corinthians 1 in the CUVS

2 Corinthians 1 in the DBT

2 Corinthians 1 in the DGDNT

2 Corinthians 1 in the DHNT

2 Corinthians 1 in the DNT

2 Corinthians 1 in the ELBE

2 Corinthians 1 in the EMTV

2 Corinthians 1 in the ESV

2 Corinthians 1 in the FBV

2 Corinthians 1 in the FEB

2 Corinthians 1 in the GGMNT

2 Corinthians 1 in the GNT

2 Corinthians 1 in the HARY

2 Corinthians 1 in the HNT

2 Corinthians 1 in the IRVA

2 Corinthians 1 in the IRVB

2 Corinthians 1 in the IRVG

2 Corinthians 1 in the IRVH

2 Corinthians 1 in the IRVK

2 Corinthians 1 in the IRVM

2 Corinthians 1 in the IRVM2

2 Corinthians 1 in the IRVO

2 Corinthians 1 in the IRVP

2 Corinthians 1 in the IRVT

2 Corinthians 1 in the IRVT2

2 Corinthians 1 in the IRVU

2 Corinthians 1 in the ISVN

2 Corinthians 1 in the JSNT

2 Corinthians 1 in the KAPI

2 Corinthians 1 in the KBT1ETNIK

2 Corinthians 1 in the KBV

2 Corinthians 1 in the KJV

2 Corinthians 1 in the KNFD

2 Corinthians 1 in the LBA

2 Corinthians 1 in the LBLA

2 Corinthians 1 in the LNT

2 Corinthians 1 in the LSV

2 Corinthians 1 in the MAAL

2 Corinthians 1 in the MBV

2 Corinthians 1 in the MBV2

2 Corinthians 1 in the MHNT

2 Corinthians 1 in the MKNFD

2 Corinthians 1 in the MNG

2 Corinthians 1 in the MNT

2 Corinthians 1 in the MNT2

2 Corinthians 1 in the MRS1T

2 Corinthians 1 in the NAA

2 Corinthians 1 in the NASB

2 Corinthians 1 in the NBLA

2 Corinthians 1 in the NBS

2 Corinthians 1 in the NBVTP

2 Corinthians 1 in the NET2

2 Corinthians 1 in the NIV11

2 Corinthians 1 in the NNT

2 Corinthians 1 in the NNT2

2 Corinthians 1 in the NNT3

2 Corinthians 1 in the PDDPT

2 Corinthians 1 in the PFNT

2 Corinthians 1 in the RMNT

2 Corinthians 1 in the SBIAS

2 Corinthians 1 in the SBIBS

2 Corinthians 1 in the SBIBS2

2 Corinthians 1 in the SBICS

2 Corinthians 1 in the SBIDS

2 Corinthians 1 in the SBIGS

2 Corinthians 1 in the SBIHS

2 Corinthians 1 in the SBIIS

2 Corinthians 1 in the SBIIS2

2 Corinthians 1 in the SBIIS3

2 Corinthians 1 in the SBIKS

2 Corinthians 1 in the SBIKS2

2 Corinthians 1 in the SBIMS

2 Corinthians 1 in the SBIOS

2 Corinthians 1 in the SBIPS

2 Corinthians 1 in the SBISS

2 Corinthians 1 in the SBITS

2 Corinthians 1 in the SBITS2

2 Corinthians 1 in the SBITS3

2 Corinthians 1 in the SBITS4

2 Corinthians 1 in the SBIUS

2 Corinthians 1 in the SBIVS

2 Corinthians 1 in the SBT

2 Corinthians 1 in the SBT1E

2 Corinthians 1 in the SCHL

2 Corinthians 1 in the SUSU

2 Corinthians 1 in the SUSU2

2 Corinthians 1 in the SYNO

2 Corinthians 1 in the TBIAOTANT

2 Corinthians 1 in the TBT1E

2 Corinthians 1 in the TBT1E2

2 Corinthians 1 in the TFTIP

2 Corinthians 1 in the TFTU

2 Corinthians 1 in the TGNTATF3T

2 Corinthians 1 in the THAI

2 Corinthians 1 in the TNFD

2 Corinthians 1 in the TNT

2 Corinthians 1 in the TNTIK

2 Corinthians 1 in the TNTIL

2 Corinthians 1 in the TNTIN

2 Corinthians 1 in the TNTIP

2 Corinthians 1 in the TNTIZ

2 Corinthians 1 in the TOMA

2 Corinthians 1 in the TTENT

2 Corinthians 1 in the UBG

2 Corinthians 1 in the UGV

2 Corinthians 1 in the UGV2

2 Corinthians 1 in the UGV3

2 Corinthians 1 in the VBL

2 Corinthians 1 in the VDCC

2 Corinthians 1 in the YALU

2 Corinthians 1 in the YAPE

2 Corinthians 1 in the YBVTP

2 Corinthians 1 in the ZBP