2 Corinthians 5 (SNT)
1 ଆମର୍ ଗାଗଡ୍ ତୁମ୍ ଟାନିକରି ବାନ୍ଦିରଇବା ଗର୍ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍ଗେ ରଇବାପାଇ ଆମ୍କେ ଗଟେକ୍ ଗର୍ ଆଚେ । ଏଟା ନିଜେ ପର୍ମେସର୍ ତିଆର୍ କଲାଟା । ସେଟା କେବେ ବିନାସ୍ ନ ଅଏ । ସବୁ ଦିନର୍ପାଇ ରଇସି । 2 ମାତର୍ ଆମେ ଏ ଜଗତେ ରଉ ରଉ ଏତ୍କି କସ୍ଟ ପାଇଲୁନି । ସର୍ଗେ ରଇବା ଆମର୍ ନୁଆ ଗାଗଡ୍ ଏବେଆକା ଆମ୍କେ ମିଲ ବଲି ଆମେ ମନ୍ କଲୁନି । 3 କାଇକେବଇଲେ ମଲାତେଇଅନି ଆମ୍କେ ଉଟାଇଲାବେଲେ ଆମର୍ପାଇ ଗଟେକ୍ ଗାଗଡ୍ ଦର୍କାର୍ ଆଚେ । 4 ଏ ଜଗତେ ଆମେ ବଁଚି ରଇଲାବେଲେ, ଇତିର୍ ଗାଗଡ୍ ନେଇକରି ଜେତ୍କି ଦୁକ୍ କସ୍ଟ ପାଇବାର୍ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍ ଏ ଗାଗଡ୍ ଚାଡ୍ବାକେ ଆମେ ମନ୍ କରୁ ନାଇ । ସର୍ଗେ ଅନି ଆଇବା ନୁଆ ଗାଗଡ୍ ଆମ୍କେ ମିଲ ବଲି ମନ୍ କଲୁନି । ସେନ୍ତାର୍ଆଲେ ମରନ୍କେ ସର୍ପି ଦେଇରଇବା ଏ ଗାଗଡର୍ ବାଦୁଲେ ସବୁଦିନର୍ ପାଇ ଜିବନ୍ ରଇବା ଗଟେକ୍ ଗାଗଡ୍ ମିଲାଇବୁ । 5 ମାତର୍ ପର୍ମେସର୍ ଆମର୍ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍ମନ୍କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍ କର୍ସି ବଲି ଆମ୍କେ ଚିନ୍ ଇସାବେ ସୁକଲ୍ ଆତ୍ମା ଦେଲାଆଚେ । 6 ସେଟାର୍ ପାଇ ଆମେ ସବୁବେଲେ ସାଆସ୍ ଅଇକରି ଆଚୁ । ଏ ସାର୍ବା ଗାଗ୍ଡେ ଆମେ ରଉ ରଉ, ମାପ୍ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ । 7 ଏ ଜଗତେ ରଇବା ଆମର୍ ଜିବନ୍, ପର୍ମେସର୍ଟାନେ ବିସ୍ବାସ୍ କରି ରଇଲୁନି । କାଇକେବଇଲେ ଜନ୍ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା । 8 ଉଁ ଆମର୍ ବିସ୍ବାସ୍ ସବୁବେଲେ ଡାଁଟ୍ ଆଚେ । ଏ ସାରିଜିବା ଗାଗଡ୍ ଚାଡିକରି ମାପ୍ରୁର୍ ଗରେ ଜିବାକେ ବଲି ଆମେ ଜାନିଆଚୁ । 9 ମାତର୍ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍ମେସର୍ ରଇବାଟାନେ ରଇଲେ ମିସା, ସେ ଜନ୍ଟା ଆମର୍ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍ ଅ ବଲି ଆମେ ମନ୍ କଲୁନି । 10 ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି । 11 ଆମେ ଜାନିଆଚୁ ମାପ୍ରୁ ଆମ୍କେ ବିଚାର୍ କର୍ବାବେଲେ ଗଟେକ୍ ଡର୍ବା ବେଲା ଅଇସି । ସେଟାର୍ପାଇ ଆମେ ଲକ୍ମନ୍କେ ମାନାଇଲୁନି । ପର୍ମେସର୍ ଆମ୍କେ ପୁରାପୁରୁନ୍ ଜାନ୍ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍ ମନେ ମନେ ମକେ ଜାନିରୁଆ । 12 ଏଟା ସବୁ ଲେକିକରି ତମେ ଆମ୍କେ ଆରିତରେକ୍ ଏ ଲକ୍ ନିକ ବଲିକରି କୁଆଇଅଇବାକେ ଆମେ ମନ୍ କରୁନାଇ । ମାତର୍ ଆମେ ଆସା କର୍ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍ କଲୁନି । ଆରି ଜନ୍ ଲକ୍ମନ୍ ନିକ ଗୁନ୍ ନ ମାନିକରି, ବାଇରେ ଡିସ୍ବା ବିସଇଟାନେ ବଡ୍ପନ୍ ଅଇବାଇ, ସେମନ୍କେ ବୁଜାଇପାରାସ୍ । 13 କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ । 14 କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ । 15 ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ । 16 ଏ ଜଗତର୍ ଲକ୍ମନ୍ ବିଚାର୍ କଲାପାରା ଆମେ ଲକ୍ମନ୍କେ ବିଚାର୍ନା କରୁନାଇ । ପୁର୍ବେ ଆମେ କିରିସ୍ଟକେ ମିସା ଏ ଜଗତର୍ ଲକ୍ ବିଚାର୍ କଲାପାରା କର୍ତେରଇଲୁ । ମାତର୍ ଏବେ ଆମେ ସେନ୍ତି କରୁନାଇ । 17 ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ । 18 ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । 19 ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । 20 ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର । 21 କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
In Other Versions
2 Corinthians 5 in the ANGEFD
2 Corinthians 5 in the ANTPNG2D
2 Corinthians 5 in the AS21
2 Corinthians 5 in the BAGH
2 Corinthians 5 in the BBPNG
2 Corinthians 5 in the BBT1E
2 Corinthians 5 in the BDS
2 Corinthians 5 in the BEV
2 Corinthians 5 in the BHAD
2 Corinthians 5 in the BIB
2 Corinthians 5 in the BLPT
2 Corinthians 5 in the BNT
2 Corinthians 5 in the BNTABOOT
2 Corinthians 5 in the BNTLV
2 Corinthians 5 in the BOATCB
2 Corinthians 5 in the BOATCB2
2 Corinthians 5 in the BOBCV
2 Corinthians 5 in the BOCNT
2 Corinthians 5 in the BOECS
2 Corinthians 5 in the BOGWICC
2 Corinthians 5 in the BOHCB
2 Corinthians 5 in the BOHCV
2 Corinthians 5 in the BOHLNT
2 Corinthians 5 in the BOHNTLTAL
2 Corinthians 5 in the BOICB
2 Corinthians 5 in the BOILNTAP
2 Corinthians 5 in the BOITCV
2 Corinthians 5 in the BOKCV
2 Corinthians 5 in the BOKCV2
2 Corinthians 5 in the BOKHWOG
2 Corinthians 5 in the BOKSSV
2 Corinthians 5 in the BOLCB
2 Corinthians 5 in the BOLCB2
2 Corinthians 5 in the BOMCV
2 Corinthians 5 in the BONAV
2 Corinthians 5 in the BONCB
2 Corinthians 5 in the BONLT
2 Corinthians 5 in the BONUT2
2 Corinthians 5 in the BOPLNT
2 Corinthians 5 in the BOSCB
2 Corinthians 5 in the BOSNC
2 Corinthians 5 in the BOTLNT
2 Corinthians 5 in the BOVCB
2 Corinthians 5 in the BOYCB
2 Corinthians 5 in the BPBB
2 Corinthians 5 in the BPH
2 Corinthians 5 in the BSB
2 Corinthians 5 in the CCB
2 Corinthians 5 in the CUV
2 Corinthians 5 in the CUVS
2 Corinthians 5 in the DBT
2 Corinthians 5 in the DGDNT
2 Corinthians 5 in the DHNT
2 Corinthians 5 in the DNT
2 Corinthians 5 in the ELBE
2 Corinthians 5 in the EMTV
2 Corinthians 5 in the ESV
2 Corinthians 5 in the FBV
2 Corinthians 5 in the FEB
2 Corinthians 5 in the GGMNT
2 Corinthians 5 in the GNT
2 Corinthians 5 in the HARY
2 Corinthians 5 in the HNT
2 Corinthians 5 in the IRVA
2 Corinthians 5 in the IRVB
2 Corinthians 5 in the IRVG
2 Corinthians 5 in the IRVH
2 Corinthians 5 in the IRVK
2 Corinthians 5 in the IRVM
2 Corinthians 5 in the IRVM2
2 Corinthians 5 in the IRVO
2 Corinthians 5 in the IRVP
2 Corinthians 5 in the IRVT
2 Corinthians 5 in the IRVT2
2 Corinthians 5 in the IRVU
2 Corinthians 5 in the ISVN
2 Corinthians 5 in the JSNT
2 Corinthians 5 in the KAPI
2 Corinthians 5 in the KBT1ETNIK
2 Corinthians 5 in the KBV
2 Corinthians 5 in the KJV
2 Corinthians 5 in the KNFD
2 Corinthians 5 in the LBA
2 Corinthians 5 in the LBLA
2 Corinthians 5 in the LNT
2 Corinthians 5 in the LSV
2 Corinthians 5 in the MAAL
2 Corinthians 5 in the MBV
2 Corinthians 5 in the MBV2
2 Corinthians 5 in the MHNT
2 Corinthians 5 in the MKNFD
2 Corinthians 5 in the MNG
2 Corinthians 5 in the MNT
2 Corinthians 5 in the MNT2
2 Corinthians 5 in the MRS1T
2 Corinthians 5 in the NAA
2 Corinthians 5 in the NASB
2 Corinthians 5 in the NBLA
2 Corinthians 5 in the NBS
2 Corinthians 5 in the NBVTP
2 Corinthians 5 in the NET2
2 Corinthians 5 in the NIV11
2 Corinthians 5 in the NNT
2 Corinthians 5 in the NNT2
2 Corinthians 5 in the NNT3
2 Corinthians 5 in the PDDPT
2 Corinthians 5 in the PFNT
2 Corinthians 5 in the RMNT
2 Corinthians 5 in the SBIAS
2 Corinthians 5 in the SBIBS
2 Corinthians 5 in the SBIBS2
2 Corinthians 5 in the SBICS
2 Corinthians 5 in the SBIDS
2 Corinthians 5 in the SBIGS
2 Corinthians 5 in the SBIHS
2 Corinthians 5 in the SBIIS
2 Corinthians 5 in the SBIIS2
2 Corinthians 5 in the SBIIS3
2 Corinthians 5 in the SBIKS
2 Corinthians 5 in the SBIKS2
2 Corinthians 5 in the SBIMS
2 Corinthians 5 in the SBIOS
2 Corinthians 5 in the SBIPS
2 Corinthians 5 in the SBISS
2 Corinthians 5 in the SBITS
2 Corinthians 5 in the SBITS2
2 Corinthians 5 in the SBITS3
2 Corinthians 5 in the SBITS4
2 Corinthians 5 in the SBIUS
2 Corinthians 5 in the SBIVS
2 Corinthians 5 in the SBT
2 Corinthians 5 in the SBT1E
2 Corinthians 5 in the SCHL
2 Corinthians 5 in the SUSU
2 Corinthians 5 in the SUSU2
2 Corinthians 5 in the SYNO
2 Corinthians 5 in the TBIAOTANT
2 Corinthians 5 in the TBT1E
2 Corinthians 5 in the TBT1E2
2 Corinthians 5 in the TFTIP
2 Corinthians 5 in the TFTU
2 Corinthians 5 in the TGNTATF3T
2 Corinthians 5 in the THAI
2 Corinthians 5 in the TNFD
2 Corinthians 5 in the TNT
2 Corinthians 5 in the TNTIK
2 Corinthians 5 in the TNTIL
2 Corinthians 5 in the TNTIN
2 Corinthians 5 in the TNTIP
2 Corinthians 5 in the TNTIZ
2 Corinthians 5 in the TOMA
2 Corinthians 5 in the TTENT
2 Corinthians 5 in the UBG
2 Corinthians 5 in the UGV
2 Corinthians 5 in the UGV2
2 Corinthians 5 in the UGV3
2 Corinthians 5 in the VBL
2 Corinthians 5 in the VDCC
2 Corinthians 5 in the YALU
2 Corinthians 5 in the YAPE
2 Corinthians 5 in the YBVTP
2 Corinthians 5 in the ZBP