2 Peter 3 (SNT)
1 ଏ ମର୍ ଆଲାଦର୍ ବାଇବଇନିମନ୍, ଏଟା ମୁଇ ତମର୍ ଲଗେ ଦୁଇପାଲି ଅଇଲା ଚିଟି ଲେକ୍ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍ ମନେ ଏତାଇ ତମର୍ ମନେ ସୁକଲ୍ କର୍ବାପାଇ ଚିନ୍ତା କଲିନି । 2 ବେସି ଆଗେ ସୁକଲ୍ ବବିସତ୍ବକ୍ତାମନ୍ ଜନ୍ସବୁ କାତା ଜାନାଇ ରଇଲାଇ ଆରି ଉଦାର୍ କର୍ବା ମାପ୍ରୁ ଦେଇରଇବା ଆଦେସ୍ ତମ୍କେ ପେରିତ୍ ସିସ୍ମନ୍ ଦେଇଆଚତ୍, ସେଟା ତମର୍ ମନେ ଏତାଇ ଦେବାକେ ମନ୍କଲିନି । 3 ପର୍ତମେ ଏଟା ଜାନା ଜେ, ସାର୍ଲା ଦିନ୍ମନ୍କେ ଲକ୍ମନ୍ ନିଜର୍ ନିଜର୍ କାରାପ୍ ମନ୍କଲା ଇସାବେ ଚଲାଚଲ୍ତି କର୍ବାଇ । ସାରାସାରି ଦିନେ ସେମନ୍ ସତ୍କେ ନିସାର୍ କରି ପାଚାର୍ବାଇ । 4 ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ ?” କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ । 5 ସେମନ୍ ଜାନି ଜାନି ପାସ୍ରିଗାଲାଇନି ଜେ ଆଗର୍ ବେଲ୍ ଆରି ବାଦଲ୍ ସବୁ ମାପ୍ରୁର୍ ବାକିଅର୍ ଲାଗି ଗଟ୍ଲା ଆଚେ, ଦର୍ତନି ପାନି ବିତ୍ରେଅନି ବାରଇଲା ଆଚେ ଆରି ଦର୍ତନି ଚାରିବେଟ୍ତି ପାନି ରଇଲା ବଲି । 6 ତାର୍ଲାଗି ସେ ସେବେଲେ ପୁର୍ନା ଜଗତ୍ ପାନି ସଙ୍ଗ୍ ବୁଡି ନସିଗାଲା । 7 ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ । 8 ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ । 9 ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି । 10 ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ । 11 ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। 12 ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ । 13 ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି । 14 ସେଟାର୍ ପାଇ ଏ ଆଲାଦର୍ ବାଇମନ୍, ତମେ ସେ ଦିନ୍କେ ଜାଗ୍ତେରୁଆ । ପର୍ମେସର୍ ଦେକ୍ବା ଇସାବେ, କାଇ ଦସ୍ ନ ଅଇତେ, ସୁକଲ୍ ଲକ୍ମନର୍ ପାରା, ତାର୍ ସଙ୍ଗ୍ ସାନ୍ତିଅଇ ରଇବାକେ ଜାଗ୍ରତ୍ ଉଆ । 15 ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ । 16 ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି । 17 ଏ ଆଲାଦର୍ ବାଇମନ୍, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍ତା ଅଇରୁଆ । କେଡେବଲ୍ ନିୟମ୍ ନ ମାନ୍ଲା ଲକର୍ ଆସାର୍ କାମର୍ ପାନ୍ଦ୍ଲଗେ ଅଦ୍ରି, ଡାଟ୍ସଙ୍ଗ୍ ରଇବା ବିସ୍ବାସେ ଅନି ଉନା ଉଆନାଇ । 18 ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।
In Other Versions
2 Peter 3 in the ANGEFD
2 Peter 3 in the ANTPNG2D
2 Peter 3 in the AS21
2 Peter 3 in the BAGH
2 Peter 3 in the BBPNG
2 Peter 3 in the BBT1E
2 Peter 3 in the BDS
2 Peter 3 in the BEV
2 Peter 3 in the BHAD
2 Peter 3 in the BIB
2 Peter 3 in the BLPT
2 Peter 3 in the BNT
2 Peter 3 in the BNTABOOT
2 Peter 3 in the BNTLV
2 Peter 3 in the BOATCB
2 Peter 3 in the BOATCB2
2 Peter 3 in the BOBCV
2 Peter 3 in the BOCNT
2 Peter 3 in the BOECS
2 Peter 3 in the BOGWICC
2 Peter 3 in the BOHCB
2 Peter 3 in the BOHCV
2 Peter 3 in the BOHLNT
2 Peter 3 in the BOHNTLTAL
2 Peter 3 in the BOICB
2 Peter 3 in the BOILNTAP
2 Peter 3 in the BOITCV
2 Peter 3 in the BOKCV
2 Peter 3 in the BOKCV2
2 Peter 3 in the BOKHWOG
2 Peter 3 in the BOKSSV
2 Peter 3 in the BOLCB
2 Peter 3 in the BOLCB2
2 Peter 3 in the BOMCV
2 Peter 3 in the BONAV
2 Peter 3 in the BONCB
2 Peter 3 in the BONLT
2 Peter 3 in the BONUT2
2 Peter 3 in the BOPLNT
2 Peter 3 in the BOSCB
2 Peter 3 in the BOSNC
2 Peter 3 in the BOTLNT
2 Peter 3 in the BOVCB
2 Peter 3 in the BOYCB
2 Peter 3 in the BPBB
2 Peter 3 in the BPH
2 Peter 3 in the BSB
2 Peter 3 in the CCB
2 Peter 3 in the CUV
2 Peter 3 in the CUVS
2 Peter 3 in the DBT
2 Peter 3 in the DGDNT
2 Peter 3 in the DHNT
2 Peter 3 in the DNT
2 Peter 3 in the ELBE
2 Peter 3 in the EMTV
2 Peter 3 in the ESV
2 Peter 3 in the FBV
2 Peter 3 in the FEB
2 Peter 3 in the GGMNT
2 Peter 3 in the GNT
2 Peter 3 in the HARY
2 Peter 3 in the HNT
2 Peter 3 in the IRVA
2 Peter 3 in the IRVB
2 Peter 3 in the IRVG
2 Peter 3 in the IRVH
2 Peter 3 in the IRVK
2 Peter 3 in the IRVM
2 Peter 3 in the IRVM2
2 Peter 3 in the IRVO
2 Peter 3 in the IRVP
2 Peter 3 in the IRVT
2 Peter 3 in the IRVT2
2 Peter 3 in the IRVU
2 Peter 3 in the ISVN
2 Peter 3 in the JSNT
2 Peter 3 in the KAPI
2 Peter 3 in the KBT1ETNIK
2 Peter 3 in the KBV
2 Peter 3 in the KJV
2 Peter 3 in the KNFD
2 Peter 3 in the LBA
2 Peter 3 in the LBLA
2 Peter 3 in the LNT
2 Peter 3 in the LSV
2 Peter 3 in the MAAL
2 Peter 3 in the MBV
2 Peter 3 in the MBV2
2 Peter 3 in the MHNT
2 Peter 3 in the MKNFD
2 Peter 3 in the MNG
2 Peter 3 in the MNT
2 Peter 3 in the MNT2
2 Peter 3 in the MRS1T
2 Peter 3 in the NAA
2 Peter 3 in the NASB
2 Peter 3 in the NBLA
2 Peter 3 in the NBS
2 Peter 3 in the NBVTP
2 Peter 3 in the NET2
2 Peter 3 in the NIV11
2 Peter 3 in the NNT
2 Peter 3 in the NNT2
2 Peter 3 in the NNT3
2 Peter 3 in the PDDPT
2 Peter 3 in the PFNT
2 Peter 3 in the RMNT
2 Peter 3 in the SBIAS
2 Peter 3 in the SBIBS
2 Peter 3 in the SBIBS2
2 Peter 3 in the SBICS
2 Peter 3 in the SBIDS
2 Peter 3 in the SBIGS
2 Peter 3 in the SBIHS
2 Peter 3 in the SBIIS
2 Peter 3 in the SBIIS2
2 Peter 3 in the SBIIS3
2 Peter 3 in the SBIKS
2 Peter 3 in the SBIKS2
2 Peter 3 in the SBIMS
2 Peter 3 in the SBIOS
2 Peter 3 in the SBIPS
2 Peter 3 in the SBISS
2 Peter 3 in the SBITS
2 Peter 3 in the SBITS2
2 Peter 3 in the SBITS3
2 Peter 3 in the SBITS4
2 Peter 3 in the SBIUS
2 Peter 3 in the SBIVS
2 Peter 3 in the SBT
2 Peter 3 in the SBT1E
2 Peter 3 in the SCHL
2 Peter 3 in the SUSU
2 Peter 3 in the SUSU2
2 Peter 3 in the SYNO
2 Peter 3 in the TBIAOTANT
2 Peter 3 in the TBT1E
2 Peter 3 in the TBT1E2
2 Peter 3 in the TFTIP
2 Peter 3 in the TFTU
2 Peter 3 in the TGNTATF3T
2 Peter 3 in the THAI
2 Peter 3 in the TNFD
2 Peter 3 in the TNT
2 Peter 3 in the TNTIK
2 Peter 3 in the TNTIL
2 Peter 3 in the TNTIN
2 Peter 3 in the TNTIP
2 Peter 3 in the TNTIZ
2 Peter 3 in the TOMA
2 Peter 3 in the TTENT
2 Peter 3 in the UBG
2 Peter 3 in the UGV
2 Peter 3 in the UGV2
2 Peter 3 in the UGV3
2 Peter 3 in the VBL
2 Peter 3 in the VDCC
2 Peter 3 in the YALU
2 Peter 3 in the YAPE
2 Peter 3 in the YBVTP
2 Peter 3 in the ZBP