2 Thessalonians 3 (SNT)

1 ଏ ବାଇବଇନିମନ୍‌, ସାରାସାରି ଆମର୍‌ପାଇ ପାର୍‌ତନା କରା । ମାପ୍‌ରୁର୍‌ ବାକିଅ ତମର୍‌ ବିତ୍‌ରେ ଜେନ୍ତିକି ଦାପ୍‌ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍‌ରେ ଗୁଲାଇବାଟେ ବିଚିଅଇକରି ଡାକ୍‌ପୁଟା ଅ । 2 ଜେନ୍ତାରି କି ପର୍‌ମେସର୍‌ ଆମ୍‌କେ ପଟ୍‌କାର୍‌ ଆରି କୁଟିଆଲ୍‌ ଲକ୍‌ମନର୍‌ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍‌ ମାପ୍‌ରୁର୍‌ ବାକିଅ ବିସ୍‌ବାସ୍‌ କରତ୍‌ ନାଇ । ଏଟାର୍‌ପାଇ ଆରିତରେକ୍‌ ପାର୍‌ତନା କରା । 3 ମାତର୍‌ ମାପ୍‌ରୁ, କାତା ରକିଆକାରି । ସେ ତମ୍‌କେ କାରାପ୍‌ଟାନେଅନି ରକିଆ କରି ତବିର୍‌ କରାଇସି । 4 ଆମେ ଜେତ୍‌କି ସବୁ ଆଦେସ୍‌ ଦେଲେ ମିସା ତମେ ସେଟା କଲାସ୍‌ନି, ଆରି କର୍‌ସା ମିସା । ଏଟା ମାପ୍‌ରୁର୍‌ ଟାନେ ତମର୍‌ ବିସଇ ନେଇ ଆମେ ଡାଟ୍‌ସଙ୍ଗର୍‍ ବିସ୍‌ବାସ୍‌ । 5 ଆରି ମାପ୍‌ରୁ ତମର୍‌ ମନ୍‌କେ ପର୍‌ମେସରର୍‌ ଆଲାଦ୍‌ ଆରି କିରିସ୍‌ଟର୍‌ ସାଆସ୍‌ ବାଟେ ଜିବାକେ ସାଇଜ କର । 6 ଏ ବାଇବଇନିମନ୍‌, ଆମେ ତମ୍‌କେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ଆଦେସ୍‌ ଦେଲୁନି । କନ୍‌ ବାଇ ମିସା ଆମର୍‌ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍‌ତି କର୍‌ସି ବଇଲେ, ତାର୍‌ଟାନେଅନି ବେଗ୍‌ଲି ଦିଆସ୍‌ । 7 କାଇକେବଇଲେ, ତମେ, ଆମେ କଲାପାରା କର୍‌ବା ଦର୍‌କାର୍‌ । ଆରି ସେଟା କେନ୍ତାରି କର୍‌ବାର୍‌ ନିଜେ ଜାନିଆଚାସ୍‌ । ସେଟାର୍‌ପାଇ ଆମେ ତମର୍‌ ଟାନେ ବାଡୁଅଇକରି ଚଲାଚଲ୍‌ତି କରୁନାଇ । 8 କାର୍‌ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍‌ ବିତ୍‌ରେ କାର୍‌ମିସା ବଜ୍‌ ପାରା ନ ଅଇ ରଇକରି କସ୍‌ଟ ପାଇ, ଆବଡ୍‌ ପାଇଟି କରି ଦିନ୍‌ରାତି କାମ୍‌ କର୍‌ତେରଇଲୁ । 9 ତମ୍‌କେ କାଇବାଟା ମାଙ୍ଗ୍‌ବାକେ ଆମର୍‌ ଅଦିକାର୍‌ ରଇଲା, ମାତର୍‌ ସେନ୍ତାରି କରୁନାଇ । କାଇକେବଇଲେ ତମର୍‌ପାଇ ଗଟେକ୍‌ ଉଦାଅରନ୍‌ ଦେକାଇବାକେ ସେନ୍ତାରି କଲୁ । 10 ତମର୍‌ ସଙ୍ଗ୍‍ ରଇଲାବେଲେ ଆମେ ତମ୍‌କେ କଇରଇଲୁ, ଜନ୍‌ ଲକ୍‌ ପାଇଟି କାବାଡ୍‌ ନ କରେ, ସେ ବାତ୍‌ପେଜ୍‌ ନ କାଅ । 11 ଏବେ ଏ କାତା ଆରିତରେକ୍‌ କଇଲୁନି, କାଇକେବଇଲେ ଆମେ କବର୍‌ ପାଇଲୁ ଆଚୁଜେ, ତମର୍‌ ବିତ୍‌ରେ କେତେକ୍‌ ଲକ୍‌ମନ୍‌ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍‌ ଲକର୍‌ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍‌ । 12 ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁ ଦାରି ଆମେ ସେ ଲକ୍‌ମନ୍‌କେ ଜାଗ୍‌ରତ୍‌କରି ଆଦେସ୍‌ଦେଲୁନି, ସେମନ୍‌ ସେନ୍ତାରି କର୍‌ବାଟା ଚାଡିଦେସ୍‌ । ଜେନ୍ତାରିକି ନିଜର୍‌ ପେଟର୍‌ପାଇ କାଦି ପାଇବାକେ ପାଇଟି କରତ୍‌ । 13 ମାତର୍‌ ଏ ବାଇବଇନିମନ୍‌ ତମେ ସତ୍‌କାମ୍‌ କର୍‌ବାକେ ତାକିଜାଆ ନାଇ । 14 ଏ ଚିଟିଲଗେ ତମ୍‌କେ ଜନ୍‌ କବର୍‌ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍‌ ବିତ୍‌ରେଅନି କେ ମିସା ସେଟା ମାନ୍‌ବାକେ ମନ୍‍ ନ କରେ, ସେନ୍ତାରି ଲକ୍‌କେ ଚିନିରୁଆ ଆରି ତାର୍‌ସଙ୍ଗ୍‍ ମିସିବିଡି ରଇବାଟା ଚାଡି ଦିଆସ୍‌ । 15 ସେନ୍ତାର୍‍ କଲେ ସେ ଲାଜ୍‌ ଅଇଜାଇସି । ମାତର୍‌ ତାର୍‌ସଙ୍ଗ୍‍ ସତ୍‌ରୁର୍‌ ପାରା କାତାବାର୍‌ତା ନ ଅଇକରି, ନିଜର୍‌ ବିସ୍‌ବାସି ବାଇପାରା ତାକେ ଜାଗ୍‍ରତ୍‍ କରା । 16 ଜନ୍‌ମାପ୍‌ରୁ ଆମ୍‌କେ ସାନ୍ତି ଦେଲାନି, ସେ ତମ୍‌କେ ସବୁବେଲେ ଆରି ସବୁରକାମ୍‌ ସାନ୍ତିଦେଅ । ମାପ୍‌ରୁ ତମର୍‌ ସବୁର୍‌ଲଗେ ରଅ । 17 ମୁଇ ମର୍‌ ନିଜର୍‌ ଆତେ ଏଟା ଲେକ୍‌ଲିନି । ପାଉଲର୍‌ ଜୁଆର୍‌ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍‌ ଲଗେ ମୁଇ ଏନ୍ତାରି ଦସ୍‌ତକତ୍‌ କରି ଲେକିରଇବି । 18 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାନି ତମ୍‌କେ ସବୁକେ ମିଲ ।

In Other Versions

2 Thessalonians 3 in the ANGEFD

2 Thessalonians 3 in the ANTPNG2D

2 Thessalonians 3 in the AS21

2 Thessalonians 3 in the BAGH

2 Thessalonians 3 in the BBPNG

2 Thessalonians 3 in the BBT1E

2 Thessalonians 3 in the BDS

2 Thessalonians 3 in the BEV

2 Thessalonians 3 in the BHAD

2 Thessalonians 3 in the BIB

2 Thessalonians 3 in the BLPT

2 Thessalonians 3 in the BNT

2 Thessalonians 3 in the BNTABOOT

2 Thessalonians 3 in the BNTLV

2 Thessalonians 3 in the BOATCB

2 Thessalonians 3 in the BOATCB2

2 Thessalonians 3 in the BOBCV

2 Thessalonians 3 in the BOCNT

2 Thessalonians 3 in the BOECS

2 Thessalonians 3 in the BOGWICC

2 Thessalonians 3 in the BOHCB

2 Thessalonians 3 in the BOHCV

2 Thessalonians 3 in the BOHLNT

2 Thessalonians 3 in the BOHNTLTAL

2 Thessalonians 3 in the BOICB

2 Thessalonians 3 in the BOILNTAP

2 Thessalonians 3 in the BOITCV

2 Thessalonians 3 in the BOKCV

2 Thessalonians 3 in the BOKCV2

2 Thessalonians 3 in the BOKHWOG

2 Thessalonians 3 in the BOKSSV

2 Thessalonians 3 in the BOLCB

2 Thessalonians 3 in the BOLCB2

2 Thessalonians 3 in the BOMCV

2 Thessalonians 3 in the BONAV

2 Thessalonians 3 in the BONCB

2 Thessalonians 3 in the BONLT

2 Thessalonians 3 in the BONUT2

2 Thessalonians 3 in the BOPLNT

2 Thessalonians 3 in the BOSCB

2 Thessalonians 3 in the BOSNC

2 Thessalonians 3 in the BOTLNT

2 Thessalonians 3 in the BOVCB

2 Thessalonians 3 in the BOYCB

2 Thessalonians 3 in the BPBB

2 Thessalonians 3 in the BPH

2 Thessalonians 3 in the BSB

2 Thessalonians 3 in the CCB

2 Thessalonians 3 in the CUV

2 Thessalonians 3 in the CUVS

2 Thessalonians 3 in the DBT

2 Thessalonians 3 in the DGDNT

2 Thessalonians 3 in the DHNT

2 Thessalonians 3 in the DNT

2 Thessalonians 3 in the ELBE

2 Thessalonians 3 in the EMTV

2 Thessalonians 3 in the ESV

2 Thessalonians 3 in the FBV

2 Thessalonians 3 in the FEB

2 Thessalonians 3 in the GGMNT

2 Thessalonians 3 in the GNT

2 Thessalonians 3 in the HARY

2 Thessalonians 3 in the HNT

2 Thessalonians 3 in the IRVA

2 Thessalonians 3 in the IRVB

2 Thessalonians 3 in the IRVG

2 Thessalonians 3 in the IRVH

2 Thessalonians 3 in the IRVK

2 Thessalonians 3 in the IRVM

2 Thessalonians 3 in the IRVM2

2 Thessalonians 3 in the IRVO

2 Thessalonians 3 in the IRVP

2 Thessalonians 3 in the IRVT

2 Thessalonians 3 in the IRVT2

2 Thessalonians 3 in the IRVU

2 Thessalonians 3 in the ISVN

2 Thessalonians 3 in the JSNT

2 Thessalonians 3 in the KAPI

2 Thessalonians 3 in the KBT1ETNIK

2 Thessalonians 3 in the KBV

2 Thessalonians 3 in the KJV

2 Thessalonians 3 in the KNFD

2 Thessalonians 3 in the LBA

2 Thessalonians 3 in the LBLA

2 Thessalonians 3 in the LNT

2 Thessalonians 3 in the LSV

2 Thessalonians 3 in the MAAL

2 Thessalonians 3 in the MBV

2 Thessalonians 3 in the MBV2

2 Thessalonians 3 in the MHNT

2 Thessalonians 3 in the MKNFD

2 Thessalonians 3 in the MNG

2 Thessalonians 3 in the MNT

2 Thessalonians 3 in the MNT2

2 Thessalonians 3 in the MRS1T

2 Thessalonians 3 in the NAA

2 Thessalonians 3 in the NASB

2 Thessalonians 3 in the NBLA

2 Thessalonians 3 in the NBS

2 Thessalonians 3 in the NBVTP

2 Thessalonians 3 in the NET2

2 Thessalonians 3 in the NIV11

2 Thessalonians 3 in the NNT

2 Thessalonians 3 in the NNT2

2 Thessalonians 3 in the NNT3

2 Thessalonians 3 in the PDDPT

2 Thessalonians 3 in the PFNT

2 Thessalonians 3 in the RMNT

2 Thessalonians 3 in the SBIAS

2 Thessalonians 3 in the SBIBS

2 Thessalonians 3 in the SBIBS2

2 Thessalonians 3 in the SBICS

2 Thessalonians 3 in the SBIDS

2 Thessalonians 3 in the SBIGS

2 Thessalonians 3 in the SBIHS

2 Thessalonians 3 in the SBIIS

2 Thessalonians 3 in the SBIIS2

2 Thessalonians 3 in the SBIIS3

2 Thessalonians 3 in the SBIKS

2 Thessalonians 3 in the SBIKS2

2 Thessalonians 3 in the SBIMS

2 Thessalonians 3 in the SBIOS

2 Thessalonians 3 in the SBIPS

2 Thessalonians 3 in the SBISS

2 Thessalonians 3 in the SBITS

2 Thessalonians 3 in the SBITS2

2 Thessalonians 3 in the SBITS3

2 Thessalonians 3 in the SBITS4

2 Thessalonians 3 in the SBIUS

2 Thessalonians 3 in the SBIVS

2 Thessalonians 3 in the SBT

2 Thessalonians 3 in the SBT1E

2 Thessalonians 3 in the SCHL

2 Thessalonians 3 in the SUSU

2 Thessalonians 3 in the SUSU2

2 Thessalonians 3 in the SYNO

2 Thessalonians 3 in the TBIAOTANT

2 Thessalonians 3 in the TBT1E

2 Thessalonians 3 in the TBT1E2

2 Thessalonians 3 in the TFTIP

2 Thessalonians 3 in the TFTU

2 Thessalonians 3 in the TGNTATF3T

2 Thessalonians 3 in the THAI

2 Thessalonians 3 in the TNFD

2 Thessalonians 3 in the TNT

2 Thessalonians 3 in the TNTIK

2 Thessalonians 3 in the TNTIL

2 Thessalonians 3 in the TNTIN

2 Thessalonians 3 in the TNTIP

2 Thessalonians 3 in the TNTIZ

2 Thessalonians 3 in the TOMA

2 Thessalonians 3 in the TTENT

2 Thessalonians 3 in the UBG

2 Thessalonians 3 in the UGV

2 Thessalonians 3 in the UGV2

2 Thessalonians 3 in the UGV3

2 Thessalonians 3 in the VBL

2 Thessalonians 3 in the VDCC

2 Thessalonians 3 in the YALU

2 Thessalonians 3 in the YAPE

2 Thessalonians 3 in the YBVTP

2 Thessalonians 3 in the ZBP