2 Timothy 4 (SNT)
1 ପର୍ମେସର୍ ଆରି ଜିସୁକିରିସ୍ଟ ମର୍ ସାକି । ଜେକି ମଲା ଲକ୍ମନର୍ ଆରି ଜିବନ୍ ରଇଲା ଲକ୍ମନର୍ ବିଚାର୍ କର୍ସି । ତାର୍ ରାଇଜର୍ ଲାଗି, ସେ ଜଗତେ ସାସନ୍ କର୍ବାକେ ଆଇସି । ସେଟାର୍ପାଇ ମୁଇ ତମ୍କେ ତିଆର୍ଲିନି । 2 ସୁବ୍ କବର୍ ସବୁକେ ଜାନାଆ । ଲକ୍ମନ୍ ସେଟା ସୁନ୍ବାକେ ମନ୍ କଲାବେଲେ କି ନ ସୁନ୍ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍କରି କାରାପ୍ କାମ୍ କର୍ବା ଲକ୍ମନ୍କେ ସେଟା ଚାଡ୍ବାକେ ଡାଟ୍ ସଙ୍ଗ୍ କ । ଆସା ନ ଚାଡି ପର୍ମେସରର୍ ବାକିଅ ସିକାଇତେର । ସେମନ୍କେ ନିକ କାମ୍ କର୍ବାକେ ସାର୍ଦା କରାଆ । 3 ଗଟେକ୍ ବେଲା ଆଇସି, ଜେଡେବେଲେ ସତ୍ ସିକିଆ ସୁନ୍ବାକେ ଲକ୍ମନ୍ ମନ୍ ନ କରତ୍ । ତାର୍ ବାଦୁଲେ ସେମନ୍ ଜନ୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେଟା କର୍ତେରଇବାଇ । ବିନ୍ ବିନ୍ଟା ସିକାଉମନ୍କେ ଡାକିକରି, ତାକର୍ ଟାନେ ଜନ୍ ସାର୍ଦାର୍ ବିସଇ ସୁନ୍ବାକେ ମନ୍ କର୍ବାଇ, ସେନ୍ତାରି ଲକ୍ମନ୍କେ ଡାକିଆନ୍ବାଇ । 4 ସତ୍ ବିସଇ ଦିଆନ୍ ନ ଦେଇକରି କାତାନିମନ୍ ସୁନ୍ବାକେ ମନ୍ କର୍ବାଇ । 5 ମାତର୍ ତିମତି, ତୁଇ ନିଜେ ସବୁବେଲେ ଜାଗ୍ରତ୍ ଅଇ ର । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ର । ସୁବ୍କବର୍ ଜାନାଇତେର । ତର୍ ଦାଇତେ ରଇବା ସବୁ କାମ୍ କର୍ତେରଇବାର୍ । 6 ଗଟେକ୍ ପୁଜାରି ଜେନ୍ତିକି ବେଦିଟାନେ ବଲି ଚଗାଇସି, ସେନ୍ତାରିସେ, ଏବେ ମର୍ ଜିବନ୍ ସର୍ପାଇ ଅଇବା ବେଲା କେଟିଆଚେ । ତାର୍ଲାଗି ଏ ସବୁ ଆଦେସ୍ ମୁଇ ତକେ ଦେଲିନି । 7 ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ । 8 ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି । 9 ତିମତି, ଜେତେକ୍ ଦାପ୍ରେ ତୁଇ ମର୍ଲଗେ ଆଇବାକେ ଚେସ୍ଟା କର୍ । 10 କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା । 11 ଲୁକ୍ ଗଟେକ୍ ଲକ୍ସେ ମର୍ସଙ୍ଗ୍ ଆଚେ । ତୁଇ ଆଇଲାବେଲେ ମାର୍କକେ ତର୍ ସଙ୍ଗ୍ ଡାକିଆନ୍ । କାଇକେବଇଲେ ଇତି ରଇଲାବେଲେ ମର୍ କାମେ ସେ ସାଇଜ କର୍ସି । 12 ତିକିକସ୍କେ ମୁଇ ଏପିସିଅ ପାଟାଇଆଚି । 13 ତୟସ୍ ନଅର୍ ଚାଡ୍ଲାବେଲେ କର୍ପର୍ ଗରେ ମୁଇ ମର୍ ଅଡ୍ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍ ବଇପତର୍ମନ୍ ଆରି ଲଡାକେ ଆଇବା କାଗଜ୍ପତର୍ ମିସା ଦାରିଆଉ । ମେଣ୍ଡାର୍ ଚାମ୍ ସଙ୍ଗ୍ ତିଆର୍ ଅଇଲାଟା ଚାଡ୍ବାର୍ ନାଇ । 14 କଁସ୍ କାମ୍ କରୁ ଆଲେକ୍ଜାଣ୍ଡେର୍ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍ପାଇ ମାପ୍ରୁ ତାକେ ବେସି ଡଣ୍ଡ୍ ଦେଇସି । 15 ତୁଇ ମିସା ତାର୍ଟାନେଅନି ଜାଗ୍ରତ୍ ରଅ । ସେ ଆମର୍ ସିକିଆ ଡାଟ୍ ସଙ୍ଗ୍ ବିରଦ୍ କରିରଇଲା । 16 ମୁଇ ପର୍ତୁମ୍ତର୍ ନିଜ୍କେ ରକିଆ କର୍ବାକେ ବିଚାର୍ନା ଜାଗାଇ ଗାଲାବେଲେ, ମର୍ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍ ବାଦୁଲେ ସବୁଲକ୍ ମକେ ଚାଡିଦେଲାଇ । ଏ କାମର୍ପାଇ ସେମନ୍କେ ପର୍ମେସର୍ ଡଣ୍ଡ୍ ନ ଦେଅ । 17 ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା । 18 ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ ! 19 ପିର୍ସିଲାକେ ଆରି ଆକିଲାକେ ଜୁଆର୍ ଜାନାଆ । ଆରି ଅନିସିପରର୍ କୁଟୁମ୍କେ ମିସା ମର୍ ଜୁଆର୍ ଜାନାଆ । 20 ଏରାସ୍ତ କରନ୍ତିଅ ନଅରେ ଆଚେ । ଆରି ତର୍ପିମସ୍କେ ଜର୍ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି । 21 ତୁଇ ସିତ୍ଦିନ୍ ଅଇବା ଆଗ୍ତୁ ଆଇବାକେ ଚେସ୍ଟା କର୍ । ଇଉବୁଲ୍ ପୁଦେନ୍ସ୍, ଲିନ୍, କଲ୍ଦିଆ ଆରି ଇତିରଇବା ସବୁ ବିସ୍ବାସି ବାଇବଇନି ତକେ ଜୁଆର୍ ଜାନାଇଲାଇନି । 22 ପର୍ମେସର୍ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ରଅ ।
In Other Versions
2 Timothy 4 in the ANGEFD
2 Timothy 4 in the ANTPNG2D
2 Timothy 4 in the AS21
2 Timothy 4 in the BAGH
2 Timothy 4 in the BBPNG
2 Timothy 4 in the BBT1E
2 Timothy 4 in the BDS
2 Timothy 4 in the BEV
2 Timothy 4 in the BHAD
2 Timothy 4 in the BIB
2 Timothy 4 in the BLPT
2 Timothy 4 in the BNT
2 Timothy 4 in the BNTABOOT
2 Timothy 4 in the BNTLV
2 Timothy 4 in the BOATCB
2 Timothy 4 in the BOATCB2
2 Timothy 4 in the BOBCV
2 Timothy 4 in the BOCNT
2 Timothy 4 in the BOECS
2 Timothy 4 in the BOGWICC
2 Timothy 4 in the BOHCB
2 Timothy 4 in the BOHCV
2 Timothy 4 in the BOHLNT
2 Timothy 4 in the BOHNTLTAL
2 Timothy 4 in the BOICB
2 Timothy 4 in the BOILNTAP
2 Timothy 4 in the BOITCV
2 Timothy 4 in the BOKCV
2 Timothy 4 in the BOKCV2
2 Timothy 4 in the BOKHWOG
2 Timothy 4 in the BOKSSV
2 Timothy 4 in the BOLCB
2 Timothy 4 in the BOLCB2
2 Timothy 4 in the BOMCV
2 Timothy 4 in the BONAV
2 Timothy 4 in the BONCB
2 Timothy 4 in the BONLT
2 Timothy 4 in the BONUT2
2 Timothy 4 in the BOPLNT
2 Timothy 4 in the BOSCB
2 Timothy 4 in the BOSNC
2 Timothy 4 in the BOTLNT
2 Timothy 4 in the BOVCB
2 Timothy 4 in the BOYCB
2 Timothy 4 in the BPBB
2 Timothy 4 in the BPH
2 Timothy 4 in the BSB
2 Timothy 4 in the CCB
2 Timothy 4 in the CUV
2 Timothy 4 in the CUVS
2 Timothy 4 in the DBT
2 Timothy 4 in the DGDNT
2 Timothy 4 in the DHNT
2 Timothy 4 in the DNT
2 Timothy 4 in the ELBE
2 Timothy 4 in the EMTV
2 Timothy 4 in the ESV
2 Timothy 4 in the FBV
2 Timothy 4 in the FEB
2 Timothy 4 in the GGMNT
2 Timothy 4 in the GNT
2 Timothy 4 in the HARY
2 Timothy 4 in the HNT
2 Timothy 4 in the IRVA
2 Timothy 4 in the IRVB
2 Timothy 4 in the IRVG
2 Timothy 4 in the IRVH
2 Timothy 4 in the IRVK
2 Timothy 4 in the IRVM
2 Timothy 4 in the IRVM2
2 Timothy 4 in the IRVO
2 Timothy 4 in the IRVP
2 Timothy 4 in the IRVT
2 Timothy 4 in the IRVT2
2 Timothy 4 in the IRVU
2 Timothy 4 in the ISVN
2 Timothy 4 in the JSNT
2 Timothy 4 in the KAPI
2 Timothy 4 in the KBT1ETNIK
2 Timothy 4 in the KBV
2 Timothy 4 in the KJV
2 Timothy 4 in the KNFD
2 Timothy 4 in the LBA
2 Timothy 4 in the LBLA
2 Timothy 4 in the LNT
2 Timothy 4 in the LSV
2 Timothy 4 in the MAAL
2 Timothy 4 in the MBV
2 Timothy 4 in the MBV2
2 Timothy 4 in the MHNT
2 Timothy 4 in the MKNFD
2 Timothy 4 in the MNG
2 Timothy 4 in the MNT
2 Timothy 4 in the MNT2
2 Timothy 4 in the MRS1T
2 Timothy 4 in the NAA
2 Timothy 4 in the NASB
2 Timothy 4 in the NBLA
2 Timothy 4 in the NBS
2 Timothy 4 in the NBVTP
2 Timothy 4 in the NET2
2 Timothy 4 in the NIV11
2 Timothy 4 in the NNT
2 Timothy 4 in the NNT2
2 Timothy 4 in the NNT3
2 Timothy 4 in the PDDPT
2 Timothy 4 in the PFNT
2 Timothy 4 in the RMNT
2 Timothy 4 in the SBIAS
2 Timothy 4 in the SBIBS
2 Timothy 4 in the SBIBS2
2 Timothy 4 in the SBICS
2 Timothy 4 in the SBIDS
2 Timothy 4 in the SBIGS
2 Timothy 4 in the SBIHS
2 Timothy 4 in the SBIIS
2 Timothy 4 in the SBIIS2
2 Timothy 4 in the SBIIS3
2 Timothy 4 in the SBIKS
2 Timothy 4 in the SBIKS2
2 Timothy 4 in the SBIMS
2 Timothy 4 in the SBIOS
2 Timothy 4 in the SBIPS
2 Timothy 4 in the SBISS
2 Timothy 4 in the SBITS
2 Timothy 4 in the SBITS2
2 Timothy 4 in the SBITS3
2 Timothy 4 in the SBITS4
2 Timothy 4 in the SBIUS
2 Timothy 4 in the SBIVS
2 Timothy 4 in the SBT
2 Timothy 4 in the SBT1E
2 Timothy 4 in the SCHL
2 Timothy 4 in the SUSU
2 Timothy 4 in the SUSU2
2 Timothy 4 in the SYNO
2 Timothy 4 in the TBIAOTANT
2 Timothy 4 in the TBT1E
2 Timothy 4 in the TBT1E2
2 Timothy 4 in the TFTIP
2 Timothy 4 in the TFTU
2 Timothy 4 in the TGNTATF3T
2 Timothy 4 in the THAI
2 Timothy 4 in the TNFD
2 Timothy 4 in the TNT
2 Timothy 4 in the TNTIK
2 Timothy 4 in the TNTIL
2 Timothy 4 in the TNTIN
2 Timothy 4 in the TNTIP
2 Timothy 4 in the TNTIZ
2 Timothy 4 in the TOMA
2 Timothy 4 in the TTENT
2 Timothy 4 in the UBG
2 Timothy 4 in the UGV
2 Timothy 4 in the UGV2
2 Timothy 4 in the UGV3
2 Timothy 4 in the VBL
2 Timothy 4 in the VDCC
2 Timothy 4 in the YALU
2 Timothy 4 in the YAPE
2 Timothy 4 in the YBVTP
2 Timothy 4 in the ZBP