Hebrews 9 (SNT)

1 ପର୍‌ମେସରର୍‌ ପର୍‌ତୁମ୍‌ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍‌ବାର୍‌ ଆଚେ ବଲି ନିୟମ୍‌ ରଇଲା । ତାକେ ଏ ଜଗତେ ଉପାସନା କର୍‌ବାକେ ଗଟେକ୍‌ ତୁମ୍‌ ଉଟାଇରଇଲା । 2 ଏ ତୁମ୍‌ଟାନେ ଦୁଇଟା ଜାଗା ରଇଲା । ପର୍‌ତୁମ୍‌ ଜାଗାକେ ସୁକଲ୍‌ ଜାଗା ବଲି ନାଉଁ ରଇଲା । ସେ ବିତ୍‌ରେ ବତିସଙ୍ଗଇବା କୁଦ୍‌ରା ଆରି ପର୍‌ମେସର୍‌କେ ସର୍‌ପିଦେବାକେ ରୁଟି ସଙ୍ଗଇବା ଗଟେକ୍‌ ଟେବୁଲ୍‌ ରଇଲା । 3 ସେ ଜାଗାଇ ପୁର୍‌ବା ବାଟେ ଗଟେକ୍‌ ପାର୍‌ଦା ରଇଲା । ପାର୍‌ଦାର୍‍ ପଚ୍‌ବାଟେ ଜନ୍‌ ଜାଗା ରଇଲା, ତାକେ ବଡ୍‌ ସୁକଲ୍‌ ଜାଗା ବଲି କଇତେ ରଇଲାଇ । 4 ସେ ବଡ୍‌ ସୁକଲ୍‌ ଜାଗାଇ ଗଟେକ୍‌ ଦୁପ୍‌ ପଡାଇବା ସୁନାର୍‌ ବେଦି ଆରି ସୁନାର୍‌ ନିୟମ୍‌ ପେଡି ରଇଲା । ଏ ନିୟମ୍‌ ପେଡି ବିତ୍‌ରେ, ମାନା ରଇବା ଗଟେକ୍‌ ସୁନାର୍‌ ଆଣ୍ଡି ରଇଲା । ତେଇ ପତର୍‌ କଅଁଲି ରଇବା ଆରଣ୍‌ ଦାରି ଇଣ୍ଡ୍‌ବା ଡାଙ୍ଗ୍‌ ରଇଲା । ଆରି ପରମେସରର୍‌ ଆଦେସ୍‌ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍‌ନା ମିସା ରଇଲା । 5 ପେଡିର୍‌ ଡାବ୍‌ନା ଉପ୍‌ରେ ପର୍‌ମେସର୍‌ ଆଚେ ବଲି ଚିନ୍‌ ଇସାବେ କେରୁବିନ୍‌ ବଲି ଡାକ୍‌ବା ଦୁଇଟା ଡେନା ରଇଲା ଜଁତୁର୍‌ ମୁର୍‌ତି ରଇଲା । ତାକର୍‌ ଉଗାଡିଅଇରଇବା ଡେନା ପେଡିର୍‌ ଡାବ୍‌ନା ଉପ୍‌ରେ ଡାବିଅଇଜାଇରଇଲା । ତାର୍‌ ଉପ୍‌ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍‌ମନର୍‌ ପାପ୍‌କେମା ଅଇଜିବାକେ । ମାତର୍‌ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ । 6 ତୁମ୍‌ ବିତ୍‌ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍‌ ସବୁଦିନ୍‌ ତାମୁ ଗରର୍‌ ବାଇରର୍‌ ଜାଗାଇ ପୁରି, ସେମନର୍‌ କାମ୍‌ କର୍‌ବାଇ । 7 ମାତର୍‌ ବିତ୍‌ରର୍‌ ଜାଗାଇ ବଡ୍‌ ପୁଜାରିସେ ଜିବାକେ ଅଦିକାର୍‌ ରଇଲା । ସେ ସିତି ବର୍‌ସେକ୍‌କେ ତରେକ୍‌ ସେ ଜାଇତେରଇଲା । ସେ ନିଜର୍‌ ପାଇ ଆରି ଲକ୍‌ମନ୍‌ ନ ଜାନିକରି କରିରଇବା ପାପ୍‌ ପାଇ ବନି ନେଇକରି ଜଦି ନ ପୁର୍‌ଲେ ସେ ଜାଇନାପାର୍‌ତେ ରଇଲା । 8 ଏ ସବୁ ବିସଇର୍‌ଲାଗି ସୁକଲ୍‌ ଆତ୍‌ମା ଜାନାଇଲାନି ଜେ, ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଲକ୍‌ମନ୍‌କେ ଅଦିକାର୍‌ ନ ରଇଲା । କାଇକେବଇଲେ ସୁକଲ୍‌ ଜାଗା ଆରି ଅଦିକ୍‌ ସୁକଲ୍‌ ଜାଗା ବିସଇନେଇ ରଇବା ଆଗ୍‌ତୁର୍‌ ଆଦେସ୍‌ ସବୁ ଲକ୍‌ମନ୍‌ ମାନିଆଇତେ ରଇଲାଇ । 9 ସେ ସବୁ ବିସଇ ଗଟେକ୍‌ ବାନା ପାରା । ଜନ୍‌ଟା ସବୁ ଏବର୍‌ ଦିନେ ସିଦ୍‌ ଅଇଲା ଆଚେ । କାଇକେବଇଲେ ଜନ୍‌ ପସୁମନ୍‌କେ ଉପାସନା ଇସାବେ ଲକ୍‌ମନ୍‌ ପର୍‌ମେସର୍‌କେ ସର୍‌ପି ଦେଇତେ ରଇଲାଇ, ସେଟା ସବୁ ଲକ୍‌ମନର୍‌ ବିବେକ୍‌ ଦ‍ଇ ନାପାର୍‌ଲା । 10 କାଇକେବଇଲେ ସେଟା ସବୁ ଗାଗଡର୍‌ ଲାଗି ରଇବା ନିୟମ୍‌ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍‍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍‌ ନୁଆ ନିୟମ୍‌ ଟିକ୍‌ ଅଇବାଜାକ, ଏ ସବୁ କର୍‌ବାଟା ରଇଲା । 11 ମାତର୍‌ ଆମେ ଜେତ୍‌କିଲକ୍‌ ସବୁର୍‌ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍‌ଟ ଆମର୍‌ ବଡ୍‌ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍‌ବା ଜାଗାର୍‌ ତୁମ୍‌ ଲଗେ ରଇବା ଅଦିକ୍‌ ସୁକଲ୍‌ ଜାଗାଇଅନି ଅଦିକ୍‌ ମୁଲିଅ ରଇଲାଟା ଆରି ଅଦିକ୍‌ ସିଦ୍‌ ଆଚେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌ କଲାଟା ନଏଁ, କି ଏ ନସିଜିବା ଜଗତର୍‌ଟା ମିସା ନଏଁ । 12 କିରିସ୍‌ଟ ସେ ତାମୁ ବାଟେଜାଇ ଏକାତରେକ୍‌ ସେ ବଡ୍‌ ସୁକଲ୍‌ ଜାଗାଇ ପୁର୍‌ଲା । ସେ ତେଇ ପୁର୍‌ବା ବେଲେ ବଲି କର୍‌ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍‌ ସେ ନିଜର୍‌ ବନି ନେଇକରି ଜନ୍‌ ଜନ୍‌ଟା କର୍‌ବାର୍‌ ରଇଲା, ସେଟା ପୁରାପୁରୁନ୍‌ କଲା । ଜେନ୍ତାରି କି ଆମ୍‌କେ ମୁକ୍‌ଲାଇକରି କାଲ୍‌ କାଲ୍‌ ଜୁଗ୍‌ଜୁଗର୍‌ ପାଇ ମୁକ୍‌ତି ଦେଲା । 13 ଆଗର୍‌ କାଲେ ଚେଲି ଆରି ବଲଦ୍‌ମନର୍‌ ବନି ଆରି ପଡାଇଲା ବାଚିପିଲାର୍‌ ଚାର୍‌ ଚିଚ୍‌ବାଟା, ଏସବୁ ଅସୁକଲ୍‌ ଅଇରଇବା ଲକ୍‌ମନର୍‌ ଗାଗଡ୍‌ ଦଇବା କାମ୍‌କେସେ ଆଇଲା । 14 ଏଟା ଜଦି ଲକ୍‌ମନର୍‌ ଗାଗଡ୍‌ ଦଇପାର୍‌ଲା, ସେନ୍ତାର୍‌ଆଲେ କିରିସ୍‌ଟର୍‌ ବନିସଙ୍ଗ୍‍ ଆରି କେତେକ୍‌ ଅଦିକ୍‌ କରିଅଇସି ? ନ ସାର୍‌ବା ଆତ୍‌ମାର୍‌ପାଇ ସେ ନିଜେ ପରମେସରର୍‌ ସାଇଜ ନେଇ, କାଇ ପାପ୍‌ଦସ୍‌ ନ ଅଇତେ ବିରୁ ଇସାବେ ନିଜ୍‌କେ ପୁରାପୁରୁନ୍‌ ସର୍‌ପି ଦେଲାଆଚେ । ତାର୍‌ ବନିର୍‌ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍‌ ବିବେକ୍‌ ସୁକଲ୍‌ ଅଇସି । ଆରି ଆମେ ସତଇସେ ଜିବନ୍‌ ରଇଲା ପରମେସରର୍‌ ସେବା କର୍‌ବା ଅଦିକାର୍‌ ପାଇଆଚୁ । 15 ଏଟାର୍‌ପାଇ କିରିସ୍‌ଟସେ ନୁଆ ନିୟମ୍‌ ସାଦନ୍‌ କଲାଆଚେ । ଜେନ୍ତାରି କି, ଜେତ୍‌କି ଲକ୍‌ମନ୍‌କେ ପରମେସର୍‌ ଡାକିଆଚେ, ସେମନ୍‌ ପରମେସର୍‌ ସପତ୍‌ କରି କଇରଇବା ନ ସାର୍‌ବା ଆସିର୍‌ବାଦ୍‌ ପାଇବାଇ । କିରିସ୍‌ଟ ମଲାର୍‌ପାଇ ଆଗର୍‌ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍‌ ମୁକଲ୍‌ଲାଇ । 16 ଗଟେକ୍‌ ଲକ୍‌ ଜଦି ତାର୍‌ ଦନ୍‌ ସଁପତି ବାଗ୍‌ ବାଟା କର୍‌ବା ବିସଇର୍‌ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍‌ ନାଉଁଦାରି ରାଜିନାମା ପାଆଟା ପତର୍‌ ରଇବାର୍‌ ଆଚେ । ସେ ମରିଗାଲାପଚେ ତାର୍‌ଟା ଜାନାପଡ୍‌ବାର୍‌ ଆଚେ । 17 କାଇକେ ବଇଲେ ବାଗ୍‌ବାଟା ଲେକିରଇଲା ଲକ୍‌ ବଁଚି ରଇଲା ଜାକ, ବାଗ୍‌ବାଟାର୍‌ କାଗଜ୍‌ ପତରର୍‌ କିଚି ମୁଲିଅ ନାଇ । ସେଟା ତାର୍‌ ମରିଗାଲା ପଚେ ସେ କାମ୍‌ ଦେଇସି । 18 ସେନ୍ତାରିସେ, ପର୍‌ତୁମ୍‌ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍‌ ମୁଲିଅ ରଇଲା । 19 ମସା ପର୍‌ତୁମ୍‌ ନିୟମର୍‌ ଆଦେସ୍‌ ଲକ୍‌ମନର୍‌ ଲଗେ କଇଲା । ତାର୍‌ପଚେ ସେ ବଲଦ୍‌ ଆରି ଚେଲିମନର୍‌ ବନି ନେଇ ପାନି ସଙ୍ଗ୍‌ ମିସାଇଲା । ତାର୍‌ପଚେ ଅଲପ୍‌ ମେଣ୍ଡାର୍‌ ବାଲେ ଏସୁବ୍‌ ନାଉଁର୍‌ ଗଚର୍‌ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍‌ ବଇତେଇ ଆରି ଲକ୍‌ମନର୍‌ ଉପ୍‌ରେ ଚିଚ୍‌ଲା । 20 ସେ କଇଲା, ଜନ୍‌ ନିୟମ୍‌ ମାନ୍‌ବାକେ ପରମେସର୍‌ ତମ୍‌କେ ଆଦେସ୍‌ ଦେଲାଆଚେ, ଏ ବନି ସେ ନିୟମ୍‌କେ ଚିନ୍‌ ମାରିଆଚେ । 21 ତାର୍‌ପଚେ ମସା ସେ ବନିନେଇ ତମୁ, ମନ୍ଦିର୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ କାମେ ଆଇବା ସବୁ ଜିନିସ୍‌ ପତର୍‌ ଉପ୍‌ରେ ଚିଚ୍‌ଲା । 22 କାଇକେବଇଲେ ମସାର୍‌ ନିୟମ୍‌ ଇସାବେ ସବୁ ବିସଇ ସୁକଲ୍‌ କର୍‌ବାକେ, ବନି ଦର୍‌କାର୍‌ । ବନି ନ ଜରାଇଲେ ପାପ୍‌ କେମା ନ ଅଏ । 23 ତେବର୍‌ପାଇ ଏ ସବୁ ବିସଇ ଜନ୍‌ଟା ସର୍‌ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍‌ ବନିସଙ୍ଗ୍‌ ସୁକଲ୍‌ କରାଇବାକେ ଦର୍‌କାର୍‌ ରଇଲା । ମାତର୍‌ ସରଗର୍‌ ବିସଇମନ୍‌କେ ସୁକଲ୍‌ କର୍‌ବାକେ ସର୍‌ପି ଅଇବାଟା ଅଦିକ୍‌ ନିକ ଅଇରଇବାର୍‌ ରଇଲା । 24 କାଇକେବଇଲେ ଲକ୍‌ମନର୍‌ ଆତେ ତିଆର୍‌ ଅଇଲା ସୁକଲ୍‌ ଜାଗାଇ କିରିସ୍‌ଟ ଜାଏନାଇ । ସେଟା ସତ୍‌ ଜାଗାର୍‌ ଚାୟାସେ ରଇଲା । ମାତର୍‌ ସେ ସତ୍‌ରେ ସର୍‌ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍‌ମେସରର୍‌ ମୁଆଟେ ଆମର୍‌ ପାଇ ଗୁଆରି କଲାନି । 25 ଜିଉଦିମନର୍‌ ବଡ୍‌ ପୁଜାରି ଜେନ୍ତିକି ବରସ୍‍କେ ତରେକ୍‌ ପସୁର୍‌ ବନି ନେଇ ବଡ୍‌ ସୁକଲ୍‌ ଜାଗାଇ ଜାଇସି, ସେନ୍ତାରି କିରିସ୍‌ଟ ନିଜ୍‌କେ ତର୍‌କେ ତର୍‌ ସର୍‌ପିଅଇକରି ତେଇ ଜାଏନାଇ । 26 କାଇକେବଇଲେ, ସେ ଜଦି ସେନ୍ତାରି କର୍‌ତା ଏ ଜଗତ୍‌ ତିଆର୍‌ ଅଇଲା ଦିନେଅନି ସେ ବେସି ତର୍‌ ଦୁକ୍‌ପାଇବାକେ ଅଇତା । ମାତର୍‌ ସେ ଏ ସାରାସାରି ଦିନ୍‌ ମନ୍‌କେ ତରେକ୍‌ସେ ଏ ଜଗତେ ଆଇଲା ଆରି ନିଜ୍‌କେ ସର୍‌ପିଦେଇକରି ସବୁ ପାପ୍‌ ଦାରିଗାଲା । 27 ଆମେ ସବୁ ଲକ୍‌ ତରେକ୍‌ ମର୍‌ବୁ ଆରି ତାର୍‌ପଚେ ପରମେସରର୍‌ ମୁଆଟେ ବିଚାର୍‌ ଦିନେ ଟିଆଅଇବୁ । 28 ସେନ୍ତାରିସେ କିରିସ୍‌ଟ ମିସା ସବୁ ଲକର୍‌ ପାପ୍‌ ନିଜେ ନେବାକେ ବଲି ଇସାବେ ତରେକ୍‌ ସେ ସର୍‌ପାଇ ଅଇଲା । ସେ ଆରି ତରେକ୍‌ ଆଇଲାବେଲେ, ଆମର୍‌ ପାପର୍‌ପାଇ ସେ ନ ଆସେ । ମାତର୍‌ ତାକେ ଜାଗି ରଇଲା ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆଇସି ।

In Other Versions

Hebrews 9 in the ANGEFD

Hebrews 9 in the ANTPNG2D

Hebrews 9 in the AS21

Hebrews 9 in the BAGH

Hebrews 9 in the BBPNG

Hebrews 9 in the BBT1E

Hebrews 9 in the BDS

Hebrews 9 in the BEV

Hebrews 9 in the BHAD

Hebrews 9 in the BIB

Hebrews 9 in the BLPT

Hebrews 9 in the BNT

Hebrews 9 in the BNTABOOT

Hebrews 9 in the BNTLV

Hebrews 9 in the BOATCB

Hebrews 9 in the BOATCB2

Hebrews 9 in the BOBCV

Hebrews 9 in the BOCNT

Hebrews 9 in the BOECS

Hebrews 9 in the BOGWICC

Hebrews 9 in the BOHCB

Hebrews 9 in the BOHCV

Hebrews 9 in the BOHLNT

Hebrews 9 in the BOHNTLTAL

Hebrews 9 in the BOICB

Hebrews 9 in the BOILNTAP

Hebrews 9 in the BOITCV

Hebrews 9 in the BOKCV

Hebrews 9 in the BOKCV2

Hebrews 9 in the BOKHWOG

Hebrews 9 in the BOKSSV

Hebrews 9 in the BOLCB

Hebrews 9 in the BOLCB2

Hebrews 9 in the BOMCV

Hebrews 9 in the BONAV

Hebrews 9 in the BONCB

Hebrews 9 in the BONLT

Hebrews 9 in the BONUT2

Hebrews 9 in the BOPLNT

Hebrews 9 in the BOSCB

Hebrews 9 in the BOSNC

Hebrews 9 in the BOTLNT

Hebrews 9 in the BOVCB

Hebrews 9 in the BOYCB

Hebrews 9 in the BPBB

Hebrews 9 in the BPH

Hebrews 9 in the BSB

Hebrews 9 in the CCB

Hebrews 9 in the CUV

Hebrews 9 in the CUVS

Hebrews 9 in the DBT

Hebrews 9 in the DGDNT

Hebrews 9 in the DHNT

Hebrews 9 in the DNT

Hebrews 9 in the ELBE

Hebrews 9 in the EMTV

Hebrews 9 in the ESV

Hebrews 9 in the FBV

Hebrews 9 in the FEB

Hebrews 9 in the GGMNT

Hebrews 9 in the GNT

Hebrews 9 in the HARY

Hebrews 9 in the HNT

Hebrews 9 in the IRVA

Hebrews 9 in the IRVB

Hebrews 9 in the IRVG

Hebrews 9 in the IRVH

Hebrews 9 in the IRVK

Hebrews 9 in the IRVM

Hebrews 9 in the IRVM2

Hebrews 9 in the IRVO

Hebrews 9 in the IRVP

Hebrews 9 in the IRVT

Hebrews 9 in the IRVT2

Hebrews 9 in the IRVU

Hebrews 9 in the ISVN

Hebrews 9 in the JSNT

Hebrews 9 in the KAPI

Hebrews 9 in the KBT1ETNIK

Hebrews 9 in the KBV

Hebrews 9 in the KJV

Hebrews 9 in the KNFD

Hebrews 9 in the LBA

Hebrews 9 in the LBLA

Hebrews 9 in the LNT

Hebrews 9 in the LSV

Hebrews 9 in the MAAL

Hebrews 9 in the MBV

Hebrews 9 in the MBV2

Hebrews 9 in the MHNT

Hebrews 9 in the MKNFD

Hebrews 9 in the MNG

Hebrews 9 in the MNT

Hebrews 9 in the MNT2

Hebrews 9 in the MRS1T

Hebrews 9 in the NAA

Hebrews 9 in the NASB

Hebrews 9 in the NBLA

Hebrews 9 in the NBS

Hebrews 9 in the NBVTP

Hebrews 9 in the NET2

Hebrews 9 in the NIV11

Hebrews 9 in the NNT

Hebrews 9 in the NNT2

Hebrews 9 in the NNT3

Hebrews 9 in the PDDPT

Hebrews 9 in the PFNT

Hebrews 9 in the RMNT

Hebrews 9 in the SBIAS

Hebrews 9 in the SBIBS

Hebrews 9 in the SBIBS2

Hebrews 9 in the SBICS

Hebrews 9 in the SBIDS

Hebrews 9 in the SBIGS

Hebrews 9 in the SBIHS

Hebrews 9 in the SBIIS

Hebrews 9 in the SBIIS2

Hebrews 9 in the SBIIS3

Hebrews 9 in the SBIKS

Hebrews 9 in the SBIKS2

Hebrews 9 in the SBIMS

Hebrews 9 in the SBIOS

Hebrews 9 in the SBIPS

Hebrews 9 in the SBISS

Hebrews 9 in the SBITS

Hebrews 9 in the SBITS2

Hebrews 9 in the SBITS3

Hebrews 9 in the SBITS4

Hebrews 9 in the SBIUS

Hebrews 9 in the SBIVS

Hebrews 9 in the SBT

Hebrews 9 in the SBT1E

Hebrews 9 in the SCHL

Hebrews 9 in the SUSU

Hebrews 9 in the SUSU2

Hebrews 9 in the SYNO

Hebrews 9 in the TBIAOTANT

Hebrews 9 in the TBT1E

Hebrews 9 in the TBT1E2

Hebrews 9 in the TFTIP

Hebrews 9 in the TFTU

Hebrews 9 in the TGNTATF3T

Hebrews 9 in the THAI

Hebrews 9 in the TNFD

Hebrews 9 in the TNT

Hebrews 9 in the TNTIK

Hebrews 9 in the TNTIL

Hebrews 9 in the TNTIN

Hebrews 9 in the TNTIP

Hebrews 9 in the TNTIZ

Hebrews 9 in the TOMA

Hebrews 9 in the TTENT

Hebrews 9 in the UBG

Hebrews 9 in the UGV

Hebrews 9 in the UGV2

Hebrews 9 in the UGV3

Hebrews 9 in the VBL

Hebrews 9 in the VDCC

Hebrews 9 in the YALU

Hebrews 9 in the YAPE

Hebrews 9 in the YBVTP

Hebrews 9 in the ZBP