Matthew 2 (SNT)

1 ଏରଦ୍‌ ରାଜାର୍‌ ସାସନ୍‌ ବେଲେ, ଜିଉଦା ରାଇଜର୍‌ ବେତ୍‌ଲିଇମେ ଜିସୁ ଜନମ୍‌ ଅଇଲା । ଜନମ୍‌ ଅଇ ଚନେକ୍‌ ଜିବାକେ ପୁରୁବ୍‌ ଦେସର୍‌ କେତେଟା ତାରାର୍‍ ବିସଇ ପଡ୍‌ତେ ରଇବା ପଣ୍ଡିତ୍‌ମନ୍‌ ଜିରୁସାଲାମେ ଆସି ପାଚାର୍‌ଲାଇ, 2 “ଜନ୍‌ ପିଲା ଜିଉଦିମନର୍‌ ରାଜା ଅଇବାକେ ଜନମ୍‌ ଅଇଲାଆଚେ, ସେ କନ୍ତି ଆଚେ ? କାଇକେବଇଲେ ଆମେ ପୁରୁବ୍‌ ଦେସେ ତାର୍‌ ତାରା ଦେକି ତାକେ ପୁଜା କର୍‌ବାର୍‌ ଆସିଆଚୁ ।” 3 ପଣ୍ଡିତ୍‌ମନର୍‌ କାତା ସୁନି ଏରଦ୍‌ ରାଜା ଆରି ତାର୍‌ ସଙ୍ଗ୍‍ ରଇବା ଜିରୁସାଲାମର୍‌ ଲକ୍‌ମନ୍‌ ସବୁ କିଲ୍‌ବିଲ୍‌ ଅଇଗାଲାଇ । 4 ଆରି ଏରଦ୍‌ ସବୁ ମୁକିଅ ପୁଜାରିମନ୍‌କେ ଆରି ସାସ୍‌ତର୍‌ ସିକାଉମନ୍‌କେ ଡାକାଇ କରି, “ମସିଅ ଜେ କି କିରିସ୍‌ଟ କନ୍‌ ଜାଗାଇ ଜନମ୍‌ ଅଇଆଚେ ?” ସେଟା ସେମନର୍‌ତେଇ ଅନି ବୁଜ୍‌ବାକେ ଚେସ୍‌ଟା କଲା । 5 ପଣ୍ଡିତ୍‌ମନ୍‌ ଏରଦ୍‌ ରାଜାକେ କଇଲାଇ, ଜିଉଦା ରାଇଜର୍‌ ବେତ୍‌ଲିଇମ୍‌ ଗଡେ, ଜନ୍‌ଟାକି ଗଟେକ୍‌ ବବିସତ୍‌ବକ୍‌ତା ଏନ୍ତାରି ଲେକିଆଚେ । 6 ଏ ଜିଉଦା ଦେସର୍‌ ବେତ୍‌ଲିଇମ୍‌,ତୁଇ ଜିଉଦା ରାଇଜର୍‌ ମୁକିଅ ଗଡ୍‍ମନର୍‌ତେଇ ଅନି ସାନ୍‌ ନଉଁସ୍‌,କାଇକେବଇଲେ ମର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ବାଟ୍‌ ଦେକାଇସି,ଏନ୍ତାରି ଗଟେକ୍‌ ସାସନ୍‌କାରିଆ ତର୍‌ତେଇଅନି ଉବଜ୍‌ସି । 7 ଏଟା ସୁନି କରି ଏରଦ୍‌ ରାଜା ସେ ପଣ୍ଡିତ୍‌ମନ୍‌କେ ଲୁଚ୍‌ତେ ଡାକାଇ, ତାରା କନ୍‌ ବେଲାଇ ଉଦିରଇଲା, ସେମନର୍‌ତେଇ ଅନି ଟିକ୍ ସଙ୍ଗ୍‌ ବୁଜିନେଲା । 8 ତାର୍‌ପଚେ ସେମନ୍‌କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍‌ଲିଇମେ ସେ ପିଲାକେ ନିମାନ୍‌ କରି କଜିଦେକା, ଆରି ପିଲା ମିଲ୍‌ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍‌ସନ୍‌ କର୍‌ବି ।” 9 ପଣ୍ଡିତ୍‌ମନ୍‌ ରାଜାର୍‌ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍‌ ପୁରୁବ୍ ଦେସେ ଜନ୍‌ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍‌ ଡିସ୍‌ଲା । 10 ସେମନ୍‌ ତାରା ଦେକି ବେସି ସାର୍‌ଦା ଅଇଗାଲାଇ । ତାରା ସେମନର୍‌ ଆଗେ ଜାଇକରି ଜିସୁ ରଇଲା ଜାଗାର୍‌ ଉପ୍‌ରେ ଅଟ୍‌କିଗାଲା । 11 ପଣ୍ଡିତ୍‌ମନ୍‌ ସେ ଗର୍‌ ବିତ୍‌ରେ ପୁରି ପିଲାକେ ତାର୍‌ ମା ମରିୟମ୍‌ ସଙ୍ଗ୍‌ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍‌ରସ୍‌ ବେଟି, ପିଲାକେ ଦେଲାଇ । 12 ପଚେ ସେମନ୍‌ ଏରଦର୍‌ ଲଗେ ଆରିତରେକ୍‌ ନ ଜାଇକରି ବିନ୍‌ ବାଟେ ନିଜର୍‌ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍‌ ଟାନେ ଆରିତରେକ୍‌ ବାଉଡି ନ ଜିବାକେ ପର୍‌ମେସର୍‌ ସେମନ୍‌କେ ସପ୍‍ନେ ଆଦେସ୍‌ ଦେଇରଇଲା । 13 ପଣ୍ଡିତ୍‌ମନ୍‌ ଗାଲାପଚେ, ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଜସେପ୍‌କେ ସପ୍‌ନେ ଦର୍‌ସନ୍‌ ଦେଇ କଇଲା, “ଉଟ୍‌, ପିଲାକେ ଆରି ତାକର୍‌ ଆୟାକେ ଦାରି ମିସର୍‌ ଦେସେ ଦାପ୍‌ରେ ଉଟିଜା । ଏରଦ୍‌ ପିଲାକେ ମରାଇବାକେ କଜିବୁଲ୍‌ସି । ମୁଇ ସେ ଜାଗା ଚାଡା ବଲି ନ କଇବା ଜାକ ତେଇସେ ରୁଆ ।” 14 ଏ କାତା ସୁନି ଜସେପ୍‌ ସେ ରାତି, ପିଲାକେ ଆରି ତାର୍‌ ମାକେ ଦାରି ମିସର୍‌ ଦେସେ ଉଟିଗାଲା । 15 ଏରଦ୍‌ ରାଜା ମର୍‌ବା ଜାକ ମିସର୍‌ ଦେସେସେ ରଇଲାଇ, ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇରଇଲା ମାପ୍‌ରୁର୍‌ ବାକିଅ ସିଦ୍‌ ଅଇଲା, ମର୍‌ ପିଲାକେ ମୁଇ ମିସର୍‌ ଦେସେଅନି ଡାକି ଆନ୍‌ଲି । 16 ପୁରୁବ୍‌ ଦେସେଅନି ଆସିରଇଲା ପଣ୍ଡିତ୍‌ମନ୍‌ ତାକେ ନାଡାଇ କରି ଉଟିଗାଲାଇ ଆଚତ୍‌ ବଲି ଜାନି, ଏରଦ୍‌ ବେସି ରିସା ଅଇଗାଲା । ବେତ୍‌ଲିଇମ୍‌ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍‌ ଅନି ତଲେ ରଇଲା ସବୁ ପିଲାମନ୍‌କେ ମରାଇବାକେ ଆଦେସ୍‌ ଦେଲା । ପଣ୍ଡିତ୍‌ମନର୍‌ ଟାନେଅନି ତାରା ଡିସ୍‌ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍‌ ବରସ୍‌ ଟିକ୍‌ କରିରଇଲା । 17 ଏନ୍ତି ଅଇଲାଜେ ଜିରିମିୟ ବବିସତ୍‌ବକ୍‌ତା କଇଲା ଏ ବାକିଅ ପୁରାପୁରୁନ୍‌ ଅଇଲା । ସେ ଏନ୍ତି କଇରଇଲା, 18 ରାମା ନାଉଁର୍‌ ସଅରେମାର୍‌ଚପ୍‌ ଅଇ କାନ୍ଦ୍‌ବାଟା ସୁନି ଅଇଲାନି,ରାଏଲ୍‌ ତାର୍‌ ପିଲାମନର୍‌ ପାଇ କାନ୍ଦ୍‌ଲାନି ।ତାକେ ଜେତେକ୍‌ ବୁଜାଇଲେ ମିସା ବୁଜେନାଇ ।କାଇକେବଇଲେ ତାର୍‌ ପିଲାମନ୍‌ ସବୁ ମରିଜାଇରଇଲାଇ । 19 ଏରଦ୍‌ ମଲାପଚେ, ଏଦେ ଦେକା ! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ମିସର୍‌ ଦେସେ ଜସେପ୍‌କେ ଦର୍‌ସନ୍‌ ଦେଇ କଇଲା, 20 “ଉଟ୍‌ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍‌ରାଏଲ୍‌ ଦେସେ ଦାରିଜା । କାଇକେବଇଲେ ଜନ୍‌ ଲକ୍‌ମନ୍‌ କି ପିଲାର୍‌ ଜିବନ୍‌ ନେବାକେ ଚେସ୍‌ଟା କର୍‌ତେରଇଲାଇ, ସେମନ୍‌ ମରିଗାଲାଇ ଆଚତ୍‌ ।” 21 ଜସେପ୍‌ ଏ କାତା ସୁନି ଜିସୁ ଆରି ତାର୍‌ ମାଆ ମରିୟମ୍‌ ସଙ୍ଗ୍‍ ବାରଇକରି ଇସ୍‌ରାଏଲ୍‌ ଦେସେ ବାଉଡି ଆଇଲାଇ । 22 ମାତର୍‌ ଜସେପ୍‌, ଏରଦର୍‌ ପଚେ ତାର୍‌ ପଅ ଆର୍‌କିଲାୟ ଜିଉଦା ରାଇଜର୍‌ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍‍ଲା । 23 ମାତର୍‌ ଆରିଗଟେକ୍‌ ବିନ୍‌ ସପନ୍‌ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍‌ ନାଉଁର୍‌ ଗଡେ ବାସା ଅଇ ରଇଲା । ଜେନ୍ତାର୍‌ କି ବବିସତ୍‌ବକ୍‌ତା କଇଲା ଏ ବାକିଅ ସିଦ୍‌ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍‌ପୁଟା ଅଇସି ।”

In Other Versions

Matthew 2 in the ANGEFD

Matthew 2 in the ANTPNG2D

Matthew 2 in the AS21

Matthew 2 in the BAGH

Matthew 2 in the BBPNG

Matthew 2 in the BBT1E

Matthew 2 in the BDS

Matthew 2 in the BEV

Matthew 2 in the BHAD

Matthew 2 in the BIB

Matthew 2 in the BLPT

Matthew 2 in the BNT

Matthew 2 in the BNTABOOT

Matthew 2 in the BNTLV

Matthew 2 in the BOATCB

Matthew 2 in the BOATCB2

Matthew 2 in the BOBCV

Matthew 2 in the BOCNT

Matthew 2 in the BOECS

Matthew 2 in the BOGWICC

Matthew 2 in the BOHCB

Matthew 2 in the BOHCV

Matthew 2 in the BOHLNT

Matthew 2 in the BOHNTLTAL

Matthew 2 in the BOICB

Matthew 2 in the BOILNTAP

Matthew 2 in the BOITCV

Matthew 2 in the BOKCV

Matthew 2 in the BOKCV2

Matthew 2 in the BOKHWOG

Matthew 2 in the BOKSSV

Matthew 2 in the BOLCB

Matthew 2 in the BOLCB2

Matthew 2 in the BOMCV

Matthew 2 in the BONAV

Matthew 2 in the BONCB

Matthew 2 in the BONLT

Matthew 2 in the BONUT2

Matthew 2 in the BOPLNT

Matthew 2 in the BOSCB

Matthew 2 in the BOSNC

Matthew 2 in the BOTLNT

Matthew 2 in the BOVCB

Matthew 2 in the BOYCB

Matthew 2 in the BPBB

Matthew 2 in the BPH

Matthew 2 in the BSB

Matthew 2 in the CCB

Matthew 2 in the CUV

Matthew 2 in the CUVS

Matthew 2 in the DBT

Matthew 2 in the DGDNT

Matthew 2 in the DHNT

Matthew 2 in the DNT

Matthew 2 in the ELBE

Matthew 2 in the EMTV

Matthew 2 in the ESV

Matthew 2 in the FBV

Matthew 2 in the FEB

Matthew 2 in the GGMNT

Matthew 2 in the GNT

Matthew 2 in the HARY

Matthew 2 in the HNT

Matthew 2 in the IRVA

Matthew 2 in the IRVB

Matthew 2 in the IRVG

Matthew 2 in the IRVH

Matthew 2 in the IRVK

Matthew 2 in the IRVM

Matthew 2 in the IRVM2

Matthew 2 in the IRVO

Matthew 2 in the IRVP

Matthew 2 in the IRVT

Matthew 2 in the IRVT2

Matthew 2 in the IRVU

Matthew 2 in the ISVN

Matthew 2 in the JSNT

Matthew 2 in the KAPI

Matthew 2 in the KBT1ETNIK

Matthew 2 in the KBV

Matthew 2 in the KJV

Matthew 2 in the KNFD

Matthew 2 in the LBA

Matthew 2 in the LBLA

Matthew 2 in the LNT

Matthew 2 in the LSV

Matthew 2 in the MAAL

Matthew 2 in the MBV

Matthew 2 in the MBV2

Matthew 2 in the MHNT

Matthew 2 in the MKNFD

Matthew 2 in the MNG

Matthew 2 in the MNT

Matthew 2 in the MNT2

Matthew 2 in the MRS1T

Matthew 2 in the NAA

Matthew 2 in the NASB

Matthew 2 in the NBLA

Matthew 2 in the NBS

Matthew 2 in the NBVTP

Matthew 2 in the NET2

Matthew 2 in the NIV11

Matthew 2 in the NNT

Matthew 2 in the NNT2

Matthew 2 in the NNT3

Matthew 2 in the PDDPT

Matthew 2 in the PFNT

Matthew 2 in the RMNT

Matthew 2 in the SBIAS

Matthew 2 in the SBIBS

Matthew 2 in the SBIBS2

Matthew 2 in the SBICS

Matthew 2 in the SBIDS

Matthew 2 in the SBIGS

Matthew 2 in the SBIHS

Matthew 2 in the SBIIS

Matthew 2 in the SBIIS2

Matthew 2 in the SBIIS3

Matthew 2 in the SBIKS

Matthew 2 in the SBIKS2

Matthew 2 in the SBIMS

Matthew 2 in the SBIOS

Matthew 2 in the SBIPS

Matthew 2 in the SBISS

Matthew 2 in the SBITS

Matthew 2 in the SBITS2

Matthew 2 in the SBITS3

Matthew 2 in the SBITS4

Matthew 2 in the SBIUS

Matthew 2 in the SBIVS

Matthew 2 in the SBT

Matthew 2 in the SBT1E

Matthew 2 in the SCHL

Matthew 2 in the SUSU

Matthew 2 in the SUSU2

Matthew 2 in the SYNO

Matthew 2 in the TBIAOTANT

Matthew 2 in the TBT1E

Matthew 2 in the TBT1E2

Matthew 2 in the TFTIP

Matthew 2 in the TFTU

Matthew 2 in the TGNTATF3T

Matthew 2 in the THAI

Matthew 2 in the TNFD

Matthew 2 in the TNT

Matthew 2 in the TNTIK

Matthew 2 in the TNTIL

Matthew 2 in the TNTIN

Matthew 2 in the TNTIP

Matthew 2 in the TNTIZ

Matthew 2 in the TOMA

Matthew 2 in the TTENT

Matthew 2 in the UBG

Matthew 2 in the UGV

Matthew 2 in the UGV2

Matthew 2 in the UGV3

Matthew 2 in the VBL

Matthew 2 in the VDCC

Matthew 2 in the YALU

Matthew 2 in the YAPE

Matthew 2 in the YBVTP

Matthew 2 in the ZBP