Matthew 7 (SNT)
1 ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ । 2 କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି । 3 ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ? 4 ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି ? 5 ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ । 6 ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ । 7 ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି । 8 ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି । 9 ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି ? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା ? 10 ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା ? 11 ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି । 12 “ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।” 13 “ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ । 14 ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।” 15 “ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା । 16 ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ । 17 ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ । 18 ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ । 19 ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି । 20 ସେନ୍ତାରି ସେ ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ କାମ୍ କର୍ବାଟାନେ ଅନି ତମେ ସେମନ୍କେ ଚିନିପାରାସ୍ ।” 21 ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ । 22 ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ । 23 ସେଡ୍କି ବେଲେ ମୁଇ ସେମନ୍କେ କଇବି, ନାଇ, ମୁଇ ତମ୍କେ ନାଜାନି । କରାପ୍କାମ୍ କର୍ବା ଲକ୍ମନ୍, ମର୍ଲଗେ ରୁଆନାଇ । 24 “ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା । 25 ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।” 26 “ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା । 27 ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା ! ” 28 ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ । 29 ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
In Other Versions
Matthew 7 in the ANGEFD
Matthew 7 in the ANTPNG2D
Matthew 7 in the AS21
Matthew 7 in the BAGH
Matthew 7 in the BBPNG
Matthew 7 in the BBT1E
Matthew 7 in the BDS
Matthew 7 in the BEV
Matthew 7 in the BHAD
Matthew 7 in the BIB
Matthew 7 in the BLPT
Matthew 7 in the BNT
Matthew 7 in the BNTABOOT
Matthew 7 in the BNTLV
Matthew 7 in the BOATCB
Matthew 7 in the BOATCB2
Matthew 7 in the BOBCV
Matthew 7 in the BOCNT
Matthew 7 in the BOECS
Matthew 7 in the BOGWICC
Matthew 7 in the BOHCB
Matthew 7 in the BOHCV
Matthew 7 in the BOHLNT
Matthew 7 in the BOHNTLTAL
Matthew 7 in the BOICB
Matthew 7 in the BOILNTAP
Matthew 7 in the BOITCV
Matthew 7 in the BOKCV
Matthew 7 in the BOKCV2
Matthew 7 in the BOKHWOG
Matthew 7 in the BOKSSV
Matthew 7 in the BOLCB
Matthew 7 in the BOLCB2
Matthew 7 in the BOMCV
Matthew 7 in the BONAV
Matthew 7 in the BONCB
Matthew 7 in the BONLT
Matthew 7 in the BONUT2
Matthew 7 in the BOPLNT
Matthew 7 in the BOSCB
Matthew 7 in the BOSNC
Matthew 7 in the BOTLNT
Matthew 7 in the BOVCB
Matthew 7 in the BOYCB
Matthew 7 in the BPBB
Matthew 7 in the BPH
Matthew 7 in the BSB
Matthew 7 in the CCB
Matthew 7 in the CUV
Matthew 7 in the CUVS
Matthew 7 in the DBT
Matthew 7 in the DGDNT
Matthew 7 in the DHNT
Matthew 7 in the DNT
Matthew 7 in the ELBE
Matthew 7 in the EMTV
Matthew 7 in the ESV
Matthew 7 in the FBV
Matthew 7 in the FEB
Matthew 7 in the GGMNT
Matthew 7 in the GNT
Matthew 7 in the HARY
Matthew 7 in the HNT
Matthew 7 in the IRVA
Matthew 7 in the IRVB
Matthew 7 in the IRVG
Matthew 7 in the IRVH
Matthew 7 in the IRVK
Matthew 7 in the IRVM
Matthew 7 in the IRVM2
Matthew 7 in the IRVO
Matthew 7 in the IRVP
Matthew 7 in the IRVT
Matthew 7 in the IRVT2
Matthew 7 in the IRVU
Matthew 7 in the ISVN
Matthew 7 in the JSNT
Matthew 7 in the KAPI
Matthew 7 in the KBT1ETNIK
Matthew 7 in the KBV
Matthew 7 in the KJV
Matthew 7 in the KNFD
Matthew 7 in the LBA
Matthew 7 in the LBLA
Matthew 7 in the LNT
Matthew 7 in the LSV
Matthew 7 in the MAAL
Matthew 7 in the MBV
Matthew 7 in the MBV2
Matthew 7 in the MHNT
Matthew 7 in the MKNFD
Matthew 7 in the MNG
Matthew 7 in the MNT
Matthew 7 in the MNT2
Matthew 7 in the MRS1T
Matthew 7 in the NAA
Matthew 7 in the NASB
Matthew 7 in the NBLA
Matthew 7 in the NBS
Matthew 7 in the NBVTP
Matthew 7 in the NET2
Matthew 7 in the NIV11
Matthew 7 in the NNT
Matthew 7 in the NNT2
Matthew 7 in the NNT3
Matthew 7 in the PDDPT
Matthew 7 in the PFNT
Matthew 7 in the RMNT
Matthew 7 in the SBIAS
Matthew 7 in the SBIBS
Matthew 7 in the SBIBS2
Matthew 7 in the SBICS
Matthew 7 in the SBIDS
Matthew 7 in the SBIGS
Matthew 7 in the SBIHS
Matthew 7 in the SBIIS
Matthew 7 in the SBIIS2
Matthew 7 in the SBIIS3
Matthew 7 in the SBIKS
Matthew 7 in the SBIKS2
Matthew 7 in the SBIMS
Matthew 7 in the SBIOS
Matthew 7 in the SBIPS
Matthew 7 in the SBISS
Matthew 7 in the SBITS
Matthew 7 in the SBITS2
Matthew 7 in the SBITS3
Matthew 7 in the SBITS4
Matthew 7 in the SBIUS
Matthew 7 in the SBIVS
Matthew 7 in the SBT
Matthew 7 in the SBT1E
Matthew 7 in the SCHL
Matthew 7 in the SUSU
Matthew 7 in the SUSU2
Matthew 7 in the SYNO
Matthew 7 in the TBIAOTANT
Matthew 7 in the TBT1E
Matthew 7 in the TBT1E2
Matthew 7 in the TFTIP
Matthew 7 in the TFTU
Matthew 7 in the TGNTATF3T
Matthew 7 in the THAI
Matthew 7 in the TNFD
Matthew 7 in the TNT
Matthew 7 in the TNTIK
Matthew 7 in the TNTIL
Matthew 7 in the TNTIN
Matthew 7 in the TNTIP
Matthew 7 in the TNTIZ
Matthew 7 in the TOMA
Matthew 7 in the TTENT
Matthew 7 in the UBG
Matthew 7 in the UGV
Matthew 7 in the UGV2
Matthew 7 in the UGV3
Matthew 7 in the VBL
Matthew 7 in the VDCC
Matthew 7 in the YALU
Matthew 7 in the YAPE
Matthew 7 in the YBVTP
Matthew 7 in the ZBP