Philippians 1 (SNT)

1 ଏ ଚିଟି ପାଉଲ୍‌ ଆରି ତିମତି, କିରିସ୍‌ଟ ଜିସୁର୍‌ ଦୁଇଟା ଗତିଦାଙ୍ଗ୍‌ଡାମନ୍‌ ଲେକ୍‌ଲୁନି ।ଜିସୁକିରିସ୍‌ଟର୍‌ ଅଇକରି ପିଲିପି ନଅରେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନର୍‌ପାଇ ଏଟା ଲେକାଅଇଲା ଆଚେ । ତମର୍‌ ବିତ୍‌ରେ ନେତା ଅଇକରି ତମ୍‌କେ ସାଇଜ କର୍‌ବା ଲକ୍‌ମନର୍‌ପାଇ ମିସା । 2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇକରି ସାନ୍ତି ଦେଅ । 3 ମୁଇ ତମ୍‌କେ ଜେତ୍‌କିତର୍‌ ଏତାଇଲିନି, ସେତ୍‌କିତର୍‌ ମର୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରଇବି । 4 ପାର୍‌ତନା କଲାବେଲେ ସବୁତର୍‌ ତମର୍‌ପାଇ ସାର୍‌ଦାସଙ୍ଗ୍‍ ପାର୍‌ତନା କଲିନି । 5 କାଇକେବଇଲେ ସୁବ୍‌କବର୍‌ ଜାନାଇବା କାମେ ତମେ ମର୍‌ ସଙ୍ଗ୍‍ ମିସିକରି ରଇଲାସ୍‌ । ବିସ୍‌ବାସ୍‌ କର୍‌ବା ପର୍‌ତୁମ୍‌ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍‌ନି । ଆରି ଏବେ ମିସା କରି ଆଇଲାସ୍‌ନି । 6 ପର୍‌ମେସର୍‌ ଜେକି ତମର୍‌ ମନ୍‌ ବିତ୍‌ରେ କାମ୍‌ କର୍‌ବାକେ ଆରାମ୍‌କରିଆଚେ, ଜିସୁକିରିସ୍‌ଟ ବାଉଡିଆଇବା ଜାକ, ସେଟା କରି ସାରାଇସି । 7 ତମେ ସବୁବେଲେ ମର୍‌ ମନ୍‌ ବିତ୍‌ରେ ଆଚାସ୍‌ । ତେବର୍‌ପାଇ ତମର୍‌ ବିସଇନେଇ କରି ଏନ୍ତାରି ବାବ୍‌ବାଟା ଟିକ୍‌ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍‍କବର୍‌ ବିରୁଦେ ଦଦାପେଲା ଉଟ୍‌ଲାବେଲେ, ଏଟା ସତ୍‌ ଆକା ବଲି ଡାଟ୍‌ସଙ୍ଗ୍‌ ଦେକାଇବାଟାନେ ମିସା, ତମେ ସବୁ ମିସ୍‌ବାକେ ପର୍‌ମେସର୍‌ ବେଲା ଟିକ୍‍ କରି ଦେଲାଆଚେ । 8 ମୁଇ ତମ୍‌କେ ସବୁ ଲକ୍‌କେ ଆରିତରେକ୍‌ ଦେକ୍‌ବି ବଲି ମନ୍‌ କଲିନି । ଏ ବିସଇତେଇ ନିଜେ ପର୍‌ମେସର୍‌ ସାକିଆଚେ । କାଇକେବଇଲେ ଜିସୁକିରିସ୍‌ଟ ଆଲାଦ୍‌ କଲାପାରା ମୁଇ ତମ୍‌କେ ଆଲାଦ୍‌ କଲିନି । 9 ମୁଇ ତମର୍‌ପାଇ ଏନ୍ତାରି ପାର୍‌ତନା କଲିନି, ଜେନ୍ତାରିକି ତମେ ଆଲାଦ୍‌ କର୍‌ବାଟାନେ ଅଦିକ୍‌ ଅଦିକ୍‌ ବଡ୍‌ସା । ପର୍‌ମେସର୍‌ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍‌ ଅଦିକ୍‌ ଜାନ୍‌ସା ବଲି ମୁଇ ପାର୍‌ତନା କଲିନି । ଆରି ଜେଡେବଲ୍‌ ମିସା କନ୍‌ଟା ସତ୍‌ କନ୍‌ଟା ବୁଲ୍‌ ସେଟା ଜାନିପାର୍‌ସା । 10 ସେନ୍ତାର୍‌ଆଲେ ଟିକ୍‌ ବିସଇ କନ୍‌ଟା ବଲି ବାଚିକରି କରିପାର୍‌ସା । ଆରି ଏବେଅନି କିରିସ୍‌ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍‌ଲିକରି କାଇ ଦସ୍‌ ନ ଅଇକରି ରଇପାର୍‌ସା । 11 ଜେନ୍ତାରିକି ଗଟେକ୍‌ ପଲ୍‌ ଦେବା ଗଚ୍‌ ପଲ୍‌ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍‌ଟର୍‌ ବପୁ ସଙ୍ଗ୍‍ ଦରମ୍‌ କାମର୍‌ ପଲ୍‌ ଦେଇସା । ଏଟା ପର୍‌ମେସର୍‌କେ ଡାକ୍‌ପୁଟା ଆରି ମଇମା କର୍‌ସି । 12 ଏ ବାଇବଇନିମନ୍‌, ତମେ ଜାନ୍‌ବାର୍‌ ଆଚେ କି କିରିସ୍‌ଟର୍‌ପାଇ ମର୍‌ ଜିବନେ ଜେତ୍‌କି ଗଟିଆଚେ, ତାର୍‌ଲାଗି ଅଦିକ୍‌ ଲକ୍‌ ସୁବ୍‍କବର୍‍ ବିସ୍‌ବାସ୍‌ କର୍‌ବାକେ ଗଟେକ୍‌ ବାଟ୍‌ ଆଇଲା । 13 ଜେନ୍ତିକି, ସମ୍‌ରାଟର୍‌ ମେଡେ ଜେତ୍‌କି ସଇନ ଜାଗିଆଚତ୍‌, ସେମନ୍‌ ସବୁ ମୁଇ କିରିସ୍‌ଟକେ ସେବା କଲାର୍‌ ପାଇ ବନ୍ଦିଗରେ ଆଚିବଲି ଜାନ୍‌ଲାଇ । 14 ମୁଇ ବନ୍ଦିଗରେ ରଇଲାର୍‌ପାଇ, ଇତି ରଇବା କେତେକ୍‌ କେତେକ୍‌ ବିସ୍‌ବାସି ବାଇବଇନିମନ୍‌କେ ମାପ୍‌ରୁ ବପୁ ଦେଲାଆଚେ । ପର୍‌ମେସରର୍‌ ବାକିଅ ନ ଡର୍‌ତେ ଜାନାଇବାକେ ସେମନ୍‌କେ ଏବେ ସାଆସ୍‌ ଆଚେ । 15 ଅଇଲେ ମିସା ସେମନର୍‌ ବିତ୍‌ରେ ଅନି କେତେଲକ୍‌ ମକେ ଆଁକାର୍‌ କଲାର୍‌ପାଇ କିରିସ୍‌ଟର୍‌ ବିସଇ ଜାନାଇବାକେ ମନ୍‌ କଲାଇନି । ସେମନ୍‌ ମର୍‌ଟାନେଅନି ବଡ୍‌ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍‌ ଆରି କେତେକ୍‌ ଲକ୍‌ ଏଟା ସତ୍‌ ବଲି ମନେବାବିକରି କଲାଇନି । 16 ଏ ଲକ୍‌ମନ୍‌ ମକେ ଆଲାଦ୍‌ କଲାର୍‌ ପାଇ ସୁବ୍‌କବର୍‌ ଜାନାଇଲାଇନି । କିରିସ୍‌ଟର୍‌ ସୁବ୍‌କବର୍‌ ଦେକାରକା କର୍‌ବାକେ ପର୍‌ମେସର୍‌ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା । 17 ମାତର୍‌ ଜନ୍‌ ଲକ୍‌ମନ୍‌ ମକେ ଆଁକାର୍‌ କଲାଇନି, ମର୍‌ଟାନେଅନି ବଡ୍‌ ଅଇବୁ ବଲିକରି, କିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାଇନି । ତାକର୍‌ ମନେ ଏଟା ସତ୍‌ବଲି ବାବିକରି କରତ୍‌ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍‌କି କସ୍‌ଟ ମୁରଚ୍‌ଲିନି, ତାର୍‌ତେଇଅନି ଅଦିକ୍‌ କସ୍‌ଟ ମିସାଇବାକେ କୁଟ୍‌ ପାଁଚ୍‌ଲାଇନି । 18 ମାତର୍‌ ଏଟା ମର୍‌ପାଇ କାଇଟା ନାଇ । ସେମନ୍‌ ସତଇସେ କଲେ କି ବୁଲ୍‌ କାମର୍‌ ପାଇ କଲେ ମିସା, କିରିସ୍‌ଟର୍‌ ବିସଇର୍‍ କବର୍‌ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍‌ପାଇ ମୁଇ ସାର୍‌ଦା ସଙ୍ଗ୍‍ ରଇବି । 19 ଆରି ମୁଇ ସାର୍‌ଦା ଅଇତେରଇବି । କାଇକେବଇଲେ ତମେ ମର୍‌ପାଇ ପାର୍‌ତନା କଲାସ୍‌ନି ବଲି ମୁଇ ଜାନି । ଆରି ଜିସୁକିରିସ୍‌ଟର୍‌ ସୁକଲ୍‌ ଆତ୍‌ମାର୍‌ ସାଇଜର୍‌ଲାଗି ପର୍‌ମେସର୍‌ ମକେ ମୁକ୍‌ଲାଇସି । 20 ମୁଇ ଦିଆନ୍‌ ଦେଇ ଆରି ଆସା କରି ଜାଗ୍‌ଲିନି । ମୁଇ ଜିବନ୍‌ ରଇଲେ କି ମର୍‌ବାକେ ଅଇଲେ ମିସା ମର୍‌ କାମ୍‌ଟାନେ ଏଲା ନ କରି । ମାତର୍‌ ଅଦିକାର୍‌ ସଙ୍ଗ୍‍ ରଇବା ଲକ୍‌ମନର୍‌ ମୁଆଟେ କାତା ଅଇବାକେ ମକେ ଅଦିକ୍‌ ସାଆସ୍‌ ଆଇସି । ଏନ୍ତାରିକରି ମୁଇ ଜେତ୍‌କି କାମ୍‌ କଲିନି, କିରିସ୍‌ଟକେ ଡାକ୍‌ପୁଟା କରାଇବି । 21 କାଇକେବଇଲେ ମର୍‌ପାଇ ଜିଇବା କାଇବାଟା ସବୁ କିରିସ୍‌ଟସେ । ଆରି ମର୍‌ ଇସାବେ, କିରିସ୍‌ଟର୍‌ଟାନେ ରଇକରି ମର୍‌ବାଟା ବେସି ନିକ । 22 ମୁଇ ଜିଇରଇଲେ, କିରିସ୍‌ଟର୍‌ପାଇ ନିକ ସଙ୍ଗ୍‍ କାମ୍‌ କରିଅଇସି । ମାତର୍‌ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍‌ଲିନି । 23 ଏ ଦୁଇଟା ବିତ୍‌ରେ କାଇଟା କର୍‌ବି ବଲି ଜିକାଟାନା ଅଇଲିନି । ଏ ଜିବନ୍‌ ଚାଡି ସର୍‌ଗେ କିରିସ୍‌ଟର୍‌ ସଙ୍ଗ୍‍ ରଇବାକେ ମୁଇ ମନ୍‍ କଲିନି । କାଇକେବଇଲେ ସେଟା ଅଦିକ୍‌ ନିକ । 24 ମାତର୍‌ ତମର୍‌ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ । 25 ଏ ବିସଇ ମୁଇ ଡାଁଟ୍‌ ସଙ୍ଗ୍‍ ଜାନ୍‌ଲିନି । ତେବର୍‌ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍‌ବାସେ ଡାଁଟ୍‌ ଅଇସା ଆରି ବିସ୍‌ବାସ୍‌ କଲାର୍‌ପାଇ ସାର୍‌ଦା ଅଇସା । 26 ସେନ୍ତାର୍‌ଆଲେ, ମୁଇ ତମର୍‌ ସଙ୍ଗ୍‍ ଆରିତରେକ୍‌ ମିସ୍‌ବାବେଲେ, ଜିସୁକିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ତମେ ମର୍‌ ବିସଇନେଇ ବଡ୍‌ପନ୍‌ ଅଇସା । 27 ସବୁର୍‌ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍‌ଟର୍‌ ସୁବ୍‌ କବର୍‌ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ କେନ୍ତାରି ଚଲାଚଲ୍‌ତି କର୍‌ବାର୍‌ଆଚେ, ତମେ ସେନ୍ତାରି କରା । ମୁଇ ତମ୍‌କେ ଦେକ୍‌ବାର୍‌ ଆଇଲେମିସା, କି ତମର୍‌ଟାନେଅନି ଦୁରିକେ ରଇ ଅବ୍‌କା ସୁନିପାର୍‌ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍‌ଲାଗି ତମେ ସବୁ ଗଟେକ୍‌ ମନ୍‌ ଅଇ ମିସିଆଚାସ୍‌ ବଲି ମୁଇ ଜାନିପାର୍‌ବି । ଜନ୍‌ ଲକ୍‌ମନ୍‌ ସୁବ୍‌ କବରର୍‌ ବିରୁଦେ ଦଦାପେଲା କଲାଇନି, ତାକର୍‌ ମୁଆଟେ କିରିସ୍‌ଟର୍‌ ସୁବ୍‌କବର୍‌ ଦେକାରକା କର୍‌ବାକେ ତମେ ସବୁ ଗଟେକ୍‌ ଅଇ ଟିଆଅଇଲାସ୍‌ନି ବଲି ମୁଇ ଜାନ୍‌ବି । 28 ଜନ୍‌ ଲକ୍‌ମନ୍‌ ତମର୍‌ ବିରଦେ ଆଇଲାଇନି, ସେମନ୍‌କେ ଡରା ନାଇ । ତମେ ସାଆସ୍‌ ଦାରିରଇଲେ, ପର୍‌ମେସର୍‌ ସେମନ୍‌କେ କୁରୁପ୍‌ନାସ୍‌ କରି ତମ୍‌କେ ରକିଆ କର୍‌ସି ବଲି ଜାନ୍‌ବାଇ । ଏ ସବୁ ବିସଇ ପର୍‌ମେସର୍‌ସେ କର୍‌ସି । 29 କାଇକେବଇଲେ ପର୍‌ମେସର୍‌ ତମ୍‌କେ କିରିସ୍‌ଟକେ ଅବ୍‌କା ବିସ୍‌ବାସ୍‌ କର୍‌ବା ଦାନ୍‌ ଦେଏନାଇ, ମାତର୍‌ ତାର୍‌ପାଇ ଦୁକ୍‌ କସ୍‌ଟ ପାଇକରି ରଇବା ଦାନ୍‌ ମିସା ଦେଲାଆଚେ । 30 ତମର୍‌ ବିରୁଦେ ଆଇବା ଲକ୍‌ମନର୍‌ ସଙ୍ଗ୍‍ ଜନ୍‌ ଜୁଇଦେ ତମେ ରଇଲାସ୍‌, ସେନ୍ତାରିସେ ଗଟେକ୍‌ ଜୁଇଦେ ମୁଇ ମିସା ପିଲିପ୍‌ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍‌ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍‌ନି ।

In Other Versions

Philippians 1 in the ANGEFD

Philippians 1 in the ANTPNG2D

Philippians 1 in the AS21

Philippians 1 in the BAGH

Philippians 1 in the BBPNG

Philippians 1 in the BBT1E

Philippians 1 in the BDS

Philippians 1 in the BEV

Philippians 1 in the BHAD

Philippians 1 in the BIB

Philippians 1 in the BLPT

Philippians 1 in the BNT

Philippians 1 in the BNTABOOT

Philippians 1 in the BNTLV

Philippians 1 in the BOATCB

Philippians 1 in the BOATCB2

Philippians 1 in the BOBCV

Philippians 1 in the BOCNT

Philippians 1 in the BOECS

Philippians 1 in the BOGWICC

Philippians 1 in the BOHCB

Philippians 1 in the BOHCV

Philippians 1 in the BOHLNT

Philippians 1 in the BOHNTLTAL

Philippians 1 in the BOICB

Philippians 1 in the BOILNTAP

Philippians 1 in the BOITCV

Philippians 1 in the BOKCV

Philippians 1 in the BOKCV2

Philippians 1 in the BOKHWOG

Philippians 1 in the BOKSSV

Philippians 1 in the BOLCB

Philippians 1 in the BOLCB2

Philippians 1 in the BOMCV

Philippians 1 in the BONAV

Philippians 1 in the BONCB

Philippians 1 in the BONLT

Philippians 1 in the BONUT2

Philippians 1 in the BOPLNT

Philippians 1 in the BOSCB

Philippians 1 in the BOSNC

Philippians 1 in the BOTLNT

Philippians 1 in the BOVCB

Philippians 1 in the BOYCB

Philippians 1 in the BPBB

Philippians 1 in the BPH

Philippians 1 in the BSB

Philippians 1 in the CCB

Philippians 1 in the CUV

Philippians 1 in the CUVS

Philippians 1 in the DBT

Philippians 1 in the DGDNT

Philippians 1 in the DHNT

Philippians 1 in the DNT

Philippians 1 in the ELBE

Philippians 1 in the EMTV

Philippians 1 in the ESV

Philippians 1 in the FBV

Philippians 1 in the FEB

Philippians 1 in the GGMNT

Philippians 1 in the GNT

Philippians 1 in the HARY

Philippians 1 in the HNT

Philippians 1 in the IRVA

Philippians 1 in the IRVB

Philippians 1 in the IRVG

Philippians 1 in the IRVH

Philippians 1 in the IRVK

Philippians 1 in the IRVM

Philippians 1 in the IRVM2

Philippians 1 in the IRVO

Philippians 1 in the IRVP

Philippians 1 in the IRVT

Philippians 1 in the IRVT2

Philippians 1 in the IRVU

Philippians 1 in the ISVN

Philippians 1 in the JSNT

Philippians 1 in the KAPI

Philippians 1 in the KBT1ETNIK

Philippians 1 in the KBV

Philippians 1 in the KJV

Philippians 1 in the KNFD

Philippians 1 in the LBA

Philippians 1 in the LBLA

Philippians 1 in the LNT

Philippians 1 in the LSV

Philippians 1 in the MAAL

Philippians 1 in the MBV

Philippians 1 in the MBV2

Philippians 1 in the MHNT

Philippians 1 in the MKNFD

Philippians 1 in the MNG

Philippians 1 in the MNT

Philippians 1 in the MNT2

Philippians 1 in the MRS1T

Philippians 1 in the NAA

Philippians 1 in the NASB

Philippians 1 in the NBLA

Philippians 1 in the NBS

Philippians 1 in the NBVTP

Philippians 1 in the NET2

Philippians 1 in the NIV11

Philippians 1 in the NNT

Philippians 1 in the NNT2

Philippians 1 in the NNT3

Philippians 1 in the PDDPT

Philippians 1 in the PFNT

Philippians 1 in the RMNT

Philippians 1 in the SBIAS

Philippians 1 in the SBIBS

Philippians 1 in the SBIBS2

Philippians 1 in the SBICS

Philippians 1 in the SBIDS

Philippians 1 in the SBIGS

Philippians 1 in the SBIHS

Philippians 1 in the SBIIS

Philippians 1 in the SBIIS2

Philippians 1 in the SBIIS3

Philippians 1 in the SBIKS

Philippians 1 in the SBIKS2

Philippians 1 in the SBIMS

Philippians 1 in the SBIOS

Philippians 1 in the SBIPS

Philippians 1 in the SBISS

Philippians 1 in the SBITS

Philippians 1 in the SBITS2

Philippians 1 in the SBITS3

Philippians 1 in the SBITS4

Philippians 1 in the SBIUS

Philippians 1 in the SBIVS

Philippians 1 in the SBT

Philippians 1 in the SBT1E

Philippians 1 in the SCHL

Philippians 1 in the SUSU

Philippians 1 in the SUSU2

Philippians 1 in the SYNO

Philippians 1 in the TBIAOTANT

Philippians 1 in the TBT1E

Philippians 1 in the TBT1E2

Philippians 1 in the TFTIP

Philippians 1 in the TFTU

Philippians 1 in the TGNTATF3T

Philippians 1 in the THAI

Philippians 1 in the TNFD

Philippians 1 in the TNT

Philippians 1 in the TNTIK

Philippians 1 in the TNTIL

Philippians 1 in the TNTIN

Philippians 1 in the TNTIP

Philippians 1 in the TNTIZ

Philippians 1 in the TOMA

Philippians 1 in the TTENT

Philippians 1 in the UBG

Philippians 1 in the UGV

Philippians 1 in the UGV2

Philippians 1 in the UGV3

Philippians 1 in the VBL

Philippians 1 in the VDCC

Philippians 1 in the YALU

Philippians 1 in the YAPE

Philippians 1 in the YBVTP

Philippians 1 in the ZBP