3 John 1 (IRVO)
1 ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ। 2 ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା। 3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି। 4 ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋହର ଆନନ୍ଦର ଆଉ ବଡ଼ ବିଷୟ ନାହିଁ। 5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ। 6 ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ବରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ, 7 ଯେଣୁ ସେମାନେ ଅଣଯିହୁଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି। 8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। 9 ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ। 10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି। 11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ। 12 ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ। 13 ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ। 14 ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା। 15 ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ।
In Other Versions
3 John 1 in the ANGEFD
3 John 1 in the ANTPNG2D
3 John 1 in the AS21
3 John 1 in the BAGH
3 John 1 in the BBPNG
3 John 1 in the BBT1E
3 John 1 in the BDS
3 John 1 in the BEV
3 John 1 in the BHAD
3 John 1 in the BIB
3 John 1 in the BLPT
3 John 1 in the BNT
3 John 1 in the BNTABOOT
3 John 1 in the BNTLV
3 John 1 in the BOATCB
3 John 1 in the BOATCB2
3 John 1 in the BOBCV
3 John 1 in the BOCNT
3 John 1 in the BOECS
3 John 1 in the BOGWICC
3 John 1 in the BOHCB
3 John 1 in the BOHCV
3 John 1 in the BOHLNT
3 John 1 in the BOHNTLTAL
3 John 1 in the BOICB
3 John 1 in the BOILNTAP
3 John 1 in the BOITCV
3 John 1 in the BOKCV
3 John 1 in the BOKCV2
3 John 1 in the BOKHWOG
3 John 1 in the BOKSSV
3 John 1 in the BOLCB
3 John 1 in the BOLCB2
3 John 1 in the BOMCV
3 John 1 in the BONAV
3 John 1 in the BONCB
3 John 1 in the BONLT
3 John 1 in the BONUT2
3 John 1 in the BOPLNT
3 John 1 in the BOSCB
3 John 1 in the BOSNC
3 John 1 in the BOTLNT
3 John 1 in the BOVCB
3 John 1 in the BOYCB
3 John 1 in the BPBB
3 John 1 in the BPH
3 John 1 in the BSB
3 John 1 in the CCB
3 John 1 in the CUV
3 John 1 in the CUVS
3 John 1 in the DBT
3 John 1 in the DGDNT
3 John 1 in the DHNT
3 John 1 in the DNT
3 John 1 in the ELBE
3 John 1 in the EMTV
3 John 1 in the ESV
3 John 1 in the FBV
3 John 1 in the FEB
3 John 1 in the GGMNT
3 John 1 in the GNT
3 John 1 in the HARY
3 John 1 in the HNT
3 John 1 in the IRVA
3 John 1 in the IRVB
3 John 1 in the IRVG
3 John 1 in the IRVH
3 John 1 in the IRVK
3 John 1 in the IRVM
3 John 1 in the IRVM2
3 John 1 in the IRVP
3 John 1 in the IRVT
3 John 1 in the IRVT2
3 John 1 in the IRVU
3 John 1 in the ISVN
3 John 1 in the JSNT
3 John 1 in the KAPI
3 John 1 in the KBT1ETNIK
3 John 1 in the KBV
3 John 1 in the KJV
3 John 1 in the KNFD
3 John 1 in the LBA
3 John 1 in the LBLA
3 John 1 in the LNT
3 John 1 in the LSV
3 John 1 in the MAAL
3 John 1 in the MBV
3 John 1 in the MBV2
3 John 1 in the MHNT
3 John 1 in the MKNFD
3 John 1 in the MNG
3 John 1 in the MNT
3 John 1 in the MNT2
3 John 1 in the MRS1T
3 John 1 in the NAA
3 John 1 in the NASB
3 John 1 in the NBLA
3 John 1 in the NBS
3 John 1 in the NBVTP
3 John 1 in the NET2
3 John 1 in the NIV11
3 John 1 in the NNT
3 John 1 in the NNT2
3 John 1 in the NNT3
3 John 1 in the PDDPT
3 John 1 in the PFNT
3 John 1 in the RMNT
3 John 1 in the SBIAS
3 John 1 in the SBIBS
3 John 1 in the SBIBS2
3 John 1 in the SBICS
3 John 1 in the SBIDS
3 John 1 in the SBIGS
3 John 1 in the SBIHS
3 John 1 in the SBIIS
3 John 1 in the SBIIS2
3 John 1 in the SBIIS3
3 John 1 in the SBIKS
3 John 1 in the SBIKS2
3 John 1 in the SBIMS
3 John 1 in the SBIOS
3 John 1 in the SBIPS
3 John 1 in the SBISS
3 John 1 in the SBITS
3 John 1 in the SBITS2
3 John 1 in the SBITS3
3 John 1 in the SBITS4
3 John 1 in the SBIUS
3 John 1 in the SBIVS
3 John 1 in the SBT
3 John 1 in the SBT1E
3 John 1 in the SCHL
3 John 1 in the SNT
3 John 1 in the SUSU
3 John 1 in the SUSU2
3 John 1 in the SYNO
3 John 1 in the TBIAOTANT
3 John 1 in the TBT1E
3 John 1 in the TBT1E2
3 John 1 in the TFTIP
3 John 1 in the TFTU
3 John 1 in the TGNTATF3T
3 John 1 in the THAI
3 John 1 in the TNFD
3 John 1 in the TNT
3 John 1 in the TNTIK
3 John 1 in the TNTIL
3 John 1 in the TNTIN
3 John 1 in the TNTIP
3 John 1 in the TNTIZ
3 John 1 in the TOMA
3 John 1 in the TTENT
3 John 1 in the UBG
3 John 1 in the UGV
3 John 1 in the UGV2
3 John 1 in the UGV3
3 John 1 in the VBL
3 John 1 in the VDCC
3 John 1 in the YALU
3 John 1 in the YAPE
3 John 1 in the YBVTP
3 John 1 in the ZBP