3 John 1 (SNT)
1 ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍,ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି । 2 ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ । 3 ପର୍ମେସରର୍ ସତ୍ ବାଟ୍ ଇସାବେ ତମେ ଚଲାଚଲ୍ତି କଲାସ୍ନି ବଲି କେତେଟା ସଙ୍ଗର୍ ବିସ୍ବାସି ବାଇମନ୍ ଇତି ଆସିକରି ଆମ୍କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍ତି କଲାସ୍ନି ବଲି ମୁଇ ଜାନି । 4 ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ । 5 ମର୍ ଆଲାଦର୍ ମଇତର୍, ତମର୍ ସଙ୍ଗ୍ ରଇବା ବିନ୍ ଦେସର୍ ବିସ୍ବାସି ବାଇମନର୍ପାଇ ତମେ କର୍ବା କାମ୍ କେବେ କେବେ ନାଜାନିରଇଲେ ମିସା ସତ୍ସଙ୍ଗ୍ କଲାସ୍ନି । 6 ତାକର୍ ବିତ୍ରେଅନି କେତେକ୍ ଲକ୍ ଇତିର୍ ମଣ୍ଡଲିର୍ ଲକ୍ମନ୍କେ ତମର୍ ଆଲାଦର୍ ବିସଇ କାତା ଅଇଲାଇଆଚତ୍ । ସେନ୍ତାରି ଲକ୍ମନ୍କେ, ଜେଡେବେଲେ ତମ୍କେ ଚାଡି ଅଲ୍ଗା ଜାଗାମନ୍କେ ଜିବାବେଲେ, ଆଗ୍କେ ପଚ୍କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ । 7 ଏ ଲକ୍ମନ୍ ଜିସୁକିରିସ୍ଟର୍ ସେବା କାମର୍ଲାଗି ଗୁଲାଇବାଟେ ବୁଲ୍ଲାଇନି । ଆରି କିରିସ୍ଟକେ ବିସ୍ବାସ୍ ନ କର୍ବା ଲକ୍ମନର୍ତେଇଅନି ସେମନ୍ କାଇ ସାଇଜ ନ ମାଙ୍ଗତ୍ । 8 ତେବର୍ପାଇ ଆମେ ତାକର୍ ସଙ୍ଗର୍ ବିସ୍ବାସିମନ୍, ସେମନ୍କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍ମନ୍କେ ସତ୍ ଜାନାଇବା କାମ୍ଟାନେ ଆମେ ମିସିକରି କରୁ । 9 ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି । 10 ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି । 11 ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି । 12 ଡିମିତିର୍ ଗଟେକ୍ ନିକ ଲକ୍ ବଲି ମଣ୍ଡଲିର୍ ସବୁଲକ୍ କଇଲାଇନି । ସେ ସତ୍ ବିସଇ ଇସାବେ ଚଲାଚଲ୍ତି କଲାନି । ତେବର୍ପାଇ ସେ ଗଟେକ୍ ନିକ ଲକ୍ ବଲି ଆମେ ଜାନିଆଚୁ । ସେ ଗଟେକ୍ ନିକ ଲକ୍ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍ ଆମେ ଗଟେକ୍ ଲକର୍ କାଇଆଲେ ବିସଇ କଇଲେ, ସେଟା ସତ୍ । 13 ତମ୍କେ ମୁଇ ବେସି ବିସଇ କଇବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । 14 ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି । 15 ପର୍ମେସର୍ ତମ୍କେ ସାନ୍ତି ଦେଅ ।ମଣ୍ଡଲିତେଇ ରଇବା ତମର୍ ସବୁ ମଇତର୍ମନ୍ ଜୁଆର୍ ଜାନାଇଲାଇନି । ତମର୍ ନଅରର୍ ମଣ୍ଡଲିତେଇ ରଇବା ମର୍ ସବୁ ମଇତର୍ମନ୍କେ ଗଟେକ୍ ଗଟେକ୍ ଲକ୍କେ, ଜୁଆର୍ ଜାନାଆ ।
In Other Versions
3 John 1 in the ANGEFD
3 John 1 in the ANTPNG2D
3 John 1 in the AS21
3 John 1 in the BAGH
3 John 1 in the BBPNG
3 John 1 in the BBT1E
3 John 1 in the BDS
3 John 1 in the BEV
3 John 1 in the BHAD
3 John 1 in the BIB
3 John 1 in the BLPT
3 John 1 in the BNT
3 John 1 in the BNTABOOT
3 John 1 in the BNTLV
3 John 1 in the BOATCB
3 John 1 in the BOATCB2
3 John 1 in the BOBCV
3 John 1 in the BOCNT
3 John 1 in the BOECS
3 John 1 in the BOGWICC
3 John 1 in the BOHCB
3 John 1 in the BOHCV
3 John 1 in the BOHLNT
3 John 1 in the BOHNTLTAL
3 John 1 in the BOICB
3 John 1 in the BOILNTAP
3 John 1 in the BOITCV
3 John 1 in the BOKCV
3 John 1 in the BOKCV2
3 John 1 in the BOKHWOG
3 John 1 in the BOKSSV
3 John 1 in the BOLCB
3 John 1 in the BOLCB2
3 John 1 in the BOMCV
3 John 1 in the BONAV
3 John 1 in the BONCB
3 John 1 in the BONLT
3 John 1 in the BONUT2
3 John 1 in the BOPLNT
3 John 1 in the BOSCB
3 John 1 in the BOSNC
3 John 1 in the BOTLNT
3 John 1 in the BOVCB
3 John 1 in the BOYCB
3 John 1 in the BPBB
3 John 1 in the BPH
3 John 1 in the BSB
3 John 1 in the CCB
3 John 1 in the CUV
3 John 1 in the CUVS
3 John 1 in the DBT
3 John 1 in the DGDNT
3 John 1 in the DHNT
3 John 1 in the DNT
3 John 1 in the ELBE
3 John 1 in the EMTV
3 John 1 in the ESV
3 John 1 in the FBV
3 John 1 in the FEB
3 John 1 in the GGMNT
3 John 1 in the GNT
3 John 1 in the HARY
3 John 1 in the HNT
3 John 1 in the IRVA
3 John 1 in the IRVB
3 John 1 in the IRVG
3 John 1 in the IRVH
3 John 1 in the IRVK
3 John 1 in the IRVM
3 John 1 in the IRVM2
3 John 1 in the IRVO
3 John 1 in the IRVP
3 John 1 in the IRVT
3 John 1 in the IRVT2
3 John 1 in the IRVU
3 John 1 in the ISVN
3 John 1 in the JSNT
3 John 1 in the KAPI
3 John 1 in the KBT1ETNIK
3 John 1 in the KBV
3 John 1 in the KJV
3 John 1 in the KNFD
3 John 1 in the LBA
3 John 1 in the LBLA
3 John 1 in the LNT
3 John 1 in the LSV
3 John 1 in the MAAL
3 John 1 in the MBV
3 John 1 in the MBV2
3 John 1 in the MHNT
3 John 1 in the MKNFD
3 John 1 in the MNG
3 John 1 in the MNT
3 John 1 in the MNT2
3 John 1 in the MRS1T
3 John 1 in the NAA
3 John 1 in the NASB
3 John 1 in the NBLA
3 John 1 in the NBS
3 John 1 in the NBVTP
3 John 1 in the NET2
3 John 1 in the NIV11
3 John 1 in the NNT
3 John 1 in the NNT2
3 John 1 in the NNT3
3 John 1 in the PDDPT
3 John 1 in the PFNT
3 John 1 in the RMNT
3 John 1 in the SBIAS
3 John 1 in the SBIBS
3 John 1 in the SBIBS2
3 John 1 in the SBICS
3 John 1 in the SBIDS
3 John 1 in the SBIGS
3 John 1 in the SBIHS
3 John 1 in the SBIIS
3 John 1 in the SBIIS2
3 John 1 in the SBIIS3
3 John 1 in the SBIKS
3 John 1 in the SBIKS2
3 John 1 in the SBIMS
3 John 1 in the SBIOS
3 John 1 in the SBIPS
3 John 1 in the SBISS
3 John 1 in the SBITS
3 John 1 in the SBITS2
3 John 1 in the SBITS3
3 John 1 in the SBITS4
3 John 1 in the SBIUS
3 John 1 in the SBIVS
3 John 1 in the SBT
3 John 1 in the SBT1E
3 John 1 in the SCHL
3 John 1 in the SUSU
3 John 1 in the SUSU2
3 John 1 in the SYNO
3 John 1 in the TBIAOTANT
3 John 1 in the TBT1E
3 John 1 in the TBT1E2
3 John 1 in the TFTIP
3 John 1 in the TFTU
3 John 1 in the TGNTATF3T
3 John 1 in the THAI
3 John 1 in the TNFD
3 John 1 in the TNT
3 John 1 in the TNTIK
3 John 1 in the TNTIL
3 John 1 in the TNTIN
3 John 1 in the TNTIP
3 John 1 in the TNTIZ
3 John 1 in the TOMA
3 John 1 in the TTENT
3 John 1 in the UBG
3 John 1 in the UGV
3 John 1 in the UGV2
3 John 1 in the UGV3
3 John 1 in the VBL
3 John 1 in the VDCC
3 John 1 in the YALU
3 John 1 in the YAPE
3 John 1 in the YBVTP
3 John 1 in the ZBP