Nahum 2 (IRVO)

1 ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର। 2 କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ସଦୃଶ୍ୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶତ୍ରୁମାନେ ସେମାନଙ୍କୁ ଧ୍ୱଂସ କରିଅଛନ୍ତି; ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି। 3 ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍‍ଚକ୍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ। 4 ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି। 5 ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି। 6 ନଦୀର ଦ୍ୱାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି। 7 ପୁଣି, ରାଣୀ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି। 8 ମାତ୍ର ନୀନିବୀ ପୂର୍ବକାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ୱରୂପା ହୋଇଅଛି; ତଥାପି ସେମାନେ ସମସ୍ତେ ପଳାୟନ କରନ୍ତି; “ଠିଆ ହୁଅ, ଠିଆ ହୁଅ” କହିଲେ ମଧ୍ୟ କେହି ପଛକୁ ଅନାନ୍ତି ନାହିଁ। 9 ତୁମ୍ଭେମାନେ ରୂପା ଲୁଣ୍ଠନ କର, ସୁନା ଲୁଣ୍ଠନ କର, କାରଣ ସବୁ ପ୍ରକାର ମନୋହର ସାମଗ୍ରୀର ଐଶ୍ୱର୍ଯ୍ୟ ସ୍ୱରୂପ ଭଣ୍ଡାରର ସୀମା ନାହିଁ। 10 ସେ (ନୀନିବୀ) ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି; ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି, ସମସ୍ତ କଟିରେ ବେଦନା ଅଛି ଓ ସେହି ସମସ୍ତଙ୍କର ମୁଖ ମଳିନ ହୋଇଅଛି। 11 ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହଶାବକ ଭ୍ରମଣ କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ? 12 ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକଙ୍କ ଗଳା ଚିପି ମାରିଅଛି, ଆଉ ଆପଣା ଗହ୍ୱର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି। 13 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଆମ୍ଭେ ତାହାର ରଥସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ୍ଗ ତୁମ୍ଭର ଯୁବା ସିଂହଗଣକୁ ଗ୍ରାସ କରିବ; ପୁଣି, ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ।

In Other Versions

Nahum 2 in the ANGEFD

Nahum 2 in the ANTPNG2D

Nahum 2 in the AS21

Nahum 2 in the BAGH

Nahum 2 in the BBPNG

Nahum 2 in the BBT1E

Nahum 2 in the BDS

Nahum 2 in the BEV

Nahum 2 in the BHAD

Nahum 2 in the BIB

Nahum 2 in the BLPT

Nahum 2 in the BNT

Nahum 2 in the BNTABOOT

Nahum 2 in the BNTLV

Nahum 2 in the BOATCB

Nahum 2 in the BOATCB2

Nahum 2 in the BOBCV

Nahum 2 in the BOCNT

Nahum 2 in the BOECS

Nahum 2 in the BOGWICC

Nahum 2 in the BOHCB

Nahum 2 in the BOHCV

Nahum 2 in the BOHLNT

Nahum 2 in the BOHNTLTAL

Nahum 2 in the BOICB

Nahum 2 in the BOILNTAP

Nahum 2 in the BOITCV

Nahum 2 in the BOKCV

Nahum 2 in the BOKCV2

Nahum 2 in the BOKHWOG

Nahum 2 in the BOKSSV

Nahum 2 in the BOLCB

Nahum 2 in the BOLCB2

Nahum 2 in the BOMCV

Nahum 2 in the BONAV

Nahum 2 in the BONCB

Nahum 2 in the BONLT

Nahum 2 in the BONUT2

Nahum 2 in the BOPLNT

Nahum 2 in the BOSCB

Nahum 2 in the BOSNC

Nahum 2 in the BOTLNT

Nahum 2 in the BOVCB

Nahum 2 in the BOYCB

Nahum 2 in the BPBB

Nahum 2 in the BPH

Nahum 2 in the BSB

Nahum 2 in the CCB

Nahum 2 in the CUV

Nahum 2 in the CUVS

Nahum 2 in the DBT

Nahum 2 in the DGDNT

Nahum 2 in the DHNT

Nahum 2 in the DNT

Nahum 2 in the ELBE

Nahum 2 in the EMTV

Nahum 2 in the ESV

Nahum 2 in the FBV

Nahum 2 in the FEB

Nahum 2 in the GGMNT

Nahum 2 in the GNT

Nahum 2 in the HARY

Nahum 2 in the HNT

Nahum 2 in the IRVA

Nahum 2 in the IRVB

Nahum 2 in the IRVG

Nahum 2 in the IRVH

Nahum 2 in the IRVK

Nahum 2 in the IRVM

Nahum 2 in the IRVM2

Nahum 2 in the IRVP

Nahum 2 in the IRVT

Nahum 2 in the IRVT2

Nahum 2 in the IRVU

Nahum 2 in the ISVN

Nahum 2 in the JSNT

Nahum 2 in the KAPI

Nahum 2 in the KBT1ETNIK

Nahum 2 in the KBV

Nahum 2 in the KJV

Nahum 2 in the KNFD

Nahum 2 in the LBA

Nahum 2 in the LBLA

Nahum 2 in the LNT

Nahum 2 in the LSV

Nahum 2 in the MAAL

Nahum 2 in the MBV

Nahum 2 in the MBV2

Nahum 2 in the MHNT

Nahum 2 in the MKNFD

Nahum 2 in the MNG

Nahum 2 in the MNT

Nahum 2 in the MNT2

Nahum 2 in the MRS1T

Nahum 2 in the NAA

Nahum 2 in the NASB

Nahum 2 in the NBLA

Nahum 2 in the NBS

Nahum 2 in the NBVTP

Nahum 2 in the NET2

Nahum 2 in the NIV11

Nahum 2 in the NNT

Nahum 2 in the NNT2

Nahum 2 in the NNT3

Nahum 2 in the PDDPT

Nahum 2 in the PFNT

Nahum 2 in the RMNT

Nahum 2 in the SBIAS

Nahum 2 in the SBIBS

Nahum 2 in the SBIBS2

Nahum 2 in the SBICS

Nahum 2 in the SBIDS

Nahum 2 in the SBIGS

Nahum 2 in the SBIHS

Nahum 2 in the SBIIS

Nahum 2 in the SBIIS2

Nahum 2 in the SBIIS3

Nahum 2 in the SBIKS

Nahum 2 in the SBIKS2

Nahum 2 in the SBIMS

Nahum 2 in the SBIOS

Nahum 2 in the SBIPS

Nahum 2 in the SBISS

Nahum 2 in the SBITS

Nahum 2 in the SBITS2

Nahum 2 in the SBITS3

Nahum 2 in the SBITS4

Nahum 2 in the SBIUS

Nahum 2 in the SBIVS

Nahum 2 in the SBT

Nahum 2 in the SBT1E

Nahum 2 in the SCHL

Nahum 2 in the SNT

Nahum 2 in the SUSU

Nahum 2 in the SUSU2

Nahum 2 in the SYNO

Nahum 2 in the TBIAOTANT

Nahum 2 in the TBT1E

Nahum 2 in the TBT1E2

Nahum 2 in the TFTIP

Nahum 2 in the TFTU

Nahum 2 in the TGNTATF3T

Nahum 2 in the THAI

Nahum 2 in the TNFD

Nahum 2 in the TNT

Nahum 2 in the TNTIK

Nahum 2 in the TNTIL

Nahum 2 in the TNTIN

Nahum 2 in the TNTIP

Nahum 2 in the TNTIZ

Nahum 2 in the TOMA

Nahum 2 in the TTENT

Nahum 2 in the UBG

Nahum 2 in the UGV

Nahum 2 in the UGV2

Nahum 2 in the UGV3

Nahum 2 in the VBL

Nahum 2 in the VDCC

Nahum 2 in the YALU

Nahum 2 in the YAPE

Nahum 2 in the YBVTP

Nahum 2 in the ZBP