Revelation 5 (IRVO)
        
        
          1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। 2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ?  3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। 4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। 5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।  6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା। 7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ।  8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।  9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ,“ତୁମ୍ଭେ ସେହି ପୁସ୍ତକ ନେବାକୁଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ,କାରଣ ତୁମ୍ଭେ ହତ ହୋଇଥିଲ,ପୁଣି, ଆପଣା ରକ୍ତ ଦ୍ୱାରାସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,  10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ;ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”  11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ। 12 ସେମାନେ ଉଚ୍ଚସ୍ୱରରେ କହୁଥିଲେ,“ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ,ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।”  13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି,“ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ,ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।”  14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
        
        
          In Other Versions
        
        
  
    Revelation 5 in the ANGEFD
  
  
    Revelation 5 in the ANTPNG2D
  
  
    Revelation 5 in the AS21
  
  
    Revelation 5 in the BAGH
  
  
    Revelation 5 in the BBPNG
  
  
    Revelation 5 in the BBT1E
  
  
    Revelation 5 in the BDS
  
  
    Revelation 5 in the BEV
  
  
    Revelation 5 in the BHAD
  
  
    Revelation 5 in the BIB
  
  
    Revelation 5 in the BLPT
  
  
    Revelation 5 in the BNT
  
  
    Revelation 5 in the BNTABOOT
  
  
    Revelation 5 in the BNTLV
  
  
    Revelation 5 in the BOATCB
  
  
    Revelation 5 in the BOATCB2
  
  
    Revelation 5 in the BOBCV
  
  
    Revelation 5 in the BOCNT
  
  
    Revelation 5 in the BOECS
  
  
    Revelation 5 in the BOGWICC
  
  
    Revelation 5 in the BOHCB
  
  
    Revelation 5 in the BOHCV
  
  
    Revelation 5 in the BOHLNT
  
  
    Revelation 5 in the BOHNTLTAL
  
  
    Revelation 5 in the BOICB
  
  
    Revelation 5 in the BOILNTAP
  
  
    Revelation 5 in the BOITCV
  
  
    Revelation 5 in the BOKCV
  
  
    Revelation 5 in the BOKCV2
  
  
    Revelation 5 in the BOKHWOG
  
  
    Revelation 5 in the BOKSSV
  
  
    Revelation 5 in the BOLCB
  
  
    Revelation 5 in the BOLCB2
  
  
    Revelation 5 in the BOMCV
  
  
    Revelation 5 in the BONAV
  
  
    Revelation 5 in the BONCB
  
  
    Revelation 5 in the BONLT
  
  
    Revelation 5 in the BONUT2
  
  
    Revelation 5 in the BOPLNT
  
  
    Revelation 5 in the BOSCB
  
  
    Revelation 5 in the BOSNC
  
  
    Revelation 5 in the BOTLNT
  
  
    Revelation 5 in the BOVCB
  
  
    Revelation 5 in the BOYCB
  
  
    Revelation 5 in the BPBB
  
  
    Revelation 5 in the BPH
  
  
    Revelation 5 in the BSB
  
  
    Revelation 5 in the CCB
  
  
    Revelation 5 in the CUV
  
  
    Revelation 5 in the CUVS
  
  
    Revelation 5 in the DBT
  
  
    Revelation 5 in the DGDNT
  
  
    Revelation 5 in the DHNT
  
  
    Revelation 5 in the DNT
  
  
    Revelation 5 in the ELBE
  
  
    Revelation 5 in the EMTV
  
  
    Revelation 5 in the ESV
  
  
    Revelation 5 in the FBV
  
  
    Revelation 5 in the FEB
  
  
    Revelation 5 in the GGMNT
  
  
    Revelation 5 in the GNT
  
  
    Revelation 5 in the HARY
  
  
    Revelation 5 in the HNT
  
  
    Revelation 5 in the IRVA
  
  
    Revelation 5 in the IRVB
  
  
    Revelation 5 in the IRVG
  
  
    Revelation 5 in the IRVH
  
  
    Revelation 5 in the IRVK
  
  
    Revelation 5 in the IRVM
  
  
    Revelation 5 in the IRVM2
  
  
    Revelation 5 in the IRVP
  
  
    Revelation 5 in the IRVT
  
  
    Revelation 5 in the IRVT2
  
  
    Revelation 5 in the IRVU
  
  
    Revelation 5 in the ISVN
  
  
    Revelation 5 in the JSNT
  
  
    Revelation 5 in the KAPI
  
  
    Revelation 5 in the KBT1ETNIK
  
  
    Revelation 5 in the KBV
  
  
    Revelation 5 in the KJV
  
  
    Revelation 5 in the KNFD
  
  
    Revelation 5 in the LBA
  
  
    Revelation 5 in the LBLA
  
  
    Revelation 5 in the LNT
  
  
    Revelation 5 in the LSV
  
  
    Revelation 5 in the MAAL
  
  
    Revelation 5 in the MBV
  
  
    Revelation 5 in the MBV2
  
  
    Revelation 5 in the MHNT
  
  
    Revelation 5 in the MKNFD
  
  
    Revelation 5 in the MNG
  
  
    Revelation 5 in the MNT
  
  
    Revelation 5 in the MNT2
  
  
    Revelation 5 in the MRS1T
  
  
    Revelation 5 in the NAA
  
  
    Revelation 5 in the NASB
  
  
    Revelation 5 in the NBLA
  
  
    Revelation 5 in the NBS
  
  
    Revelation 5 in the NBVTP
  
  
    Revelation 5 in the NET2
  
  
    Revelation 5 in the NIV11
  
  
    Revelation 5 in the NNT
  
  
    Revelation 5 in the NNT2
  
  
    Revelation 5 in the NNT3
  
  
    Revelation 5 in the PDDPT
  
  
    Revelation 5 in the PFNT
  
  
    Revelation 5 in the RMNT
  
  
    Revelation 5 in the SBIAS
  
  
    Revelation 5 in the SBIBS
  
  
    Revelation 5 in the SBIBS2
  
  
    Revelation 5 in the SBICS
  
  
    Revelation 5 in the SBIDS
  
  
    Revelation 5 in the SBIGS
  
  
    Revelation 5 in the SBIHS
  
  
    Revelation 5 in the SBIIS
  
  
    Revelation 5 in the SBIIS2
  
  
    Revelation 5 in the SBIIS3
  
  
    Revelation 5 in the SBIKS
  
  
    Revelation 5 in the SBIKS2
  
  
    Revelation 5 in the SBIMS
  
  
    Revelation 5 in the SBIOS
  
  
    Revelation 5 in the SBIPS
  
  
    Revelation 5 in the SBISS
  
  
    Revelation 5 in the SBITS
  
  
    Revelation 5 in the SBITS2
  
  
    Revelation 5 in the SBITS3
  
  
    Revelation 5 in the SBITS4
  
  
    Revelation 5 in the SBIUS
  
  
    Revelation 5 in the SBIVS
  
  
    Revelation 5 in the SBT
  
  
    Revelation 5 in the SBT1E
  
  
    Revelation 5 in the SCHL
  
  
    Revelation 5 in the SNT
  
  
    Revelation 5 in the SUSU
  
  
    Revelation 5 in the SUSU2
  
  
    Revelation 5 in the SYNO
  
  
    Revelation 5 in the TBIAOTANT
  
  
    Revelation 5 in the TBT1E
  
  
    Revelation 5 in the TBT1E2
  
  
    Revelation 5 in the TFTIP
  
  
    Revelation 5 in the TFTU
  
  
    Revelation 5 in the TGNTATF3T
  
  
    Revelation 5 in the THAI
  
  
    Revelation 5 in the TNFD
  
  
    Revelation 5 in the TNT
  
  
    Revelation 5 in the TNTIK
  
  
    Revelation 5 in the TNTIL
  
  
    Revelation 5 in the TNTIN
  
  
    Revelation 5 in the TNTIP
  
  
    Revelation 5 in the TNTIZ
  
  
    Revelation 5 in the TOMA
  
  
    Revelation 5 in the TTENT
  
  
    Revelation 5 in the UBG
  
  
    Revelation 5 in the UGV
  
  
    Revelation 5 in the UGV2
  
  
    Revelation 5 in the UGV3
  
  
    Revelation 5 in the VBL
  
  
    Revelation 5 in the VDCC
  
  
    Revelation 5 in the YALU
  
  
    Revelation 5 in the YAPE
  
  
    Revelation 5 in the YBVTP
  
  
    Revelation 5 in the ZBP