1 Corinthians 9 (SNT)
1 ମର୍ ଜାଇଟା ମନ୍ କଲାଟା, ସେଟା କାଇ କରିନାପାରି କି ? ମୁଇ କାଇ ଗଟେକ୍ ପେରିତ୍ ନଇ କି ? ମୁଇ କାଇ ଆମର୍ ମାପ୍ରୁ ଜିସୁର୍ ଦର୍ସନ୍ ପାଇ ନାଇ କି ? ତମେ ସବୁ, ମୁଇ ମାପ୍ରୁର୍ ପାଇ କରିରଇବା କାମର୍ ଲାଗି ବିସ୍ବାସ୍ କଲାସ୍ ନାଇ କି ? 2 ଜଦି ମକେ ବିନ୍ ଲକ୍ମନ୍ ଗଟେକ୍ ପେରିତ୍ ବଲି ନ ନାମ୍ଲେ ମିସା, ତମେ ମକେ ସତ୍ ଇସାବେ ନାମି ଆଚାସ୍ । କାଇକେବଇଲେ ମାପ୍ରୁର୍ ସଙ୍ଗ୍ ତମର୍ ଜିବନ୍ ମିସ୍ଲାର୍ ଲାଗି, ମର୍ ପେରିତ୍ ପଦର୍ ସାକି ଆଚାସ୍ । 3 ତମେ ଗଟେକ୍ ପେରିତ୍ କି ? ବଲି ମକେ ପର୍ସନ୍ କର୍ବା ଲକ୍ମନ୍କେ ମୁଇ ଏ କାତା କଇବି । 4 ଆମେ ମାପ୍ରୁ ଜିସୁର୍ ପେରିତ୍ ମନ୍ । ତାର୍ କାମର୍ ଲାଗି, କାଇବାଟା କି ପିଇବାଟା ମିଲ୍ଲେ, ସେଟା ନେବାର୍ ମର୍ ଅଦିକାର୍ ନାଇ କି ? 5 ଅଲ୍ଗା ପେରିତ୍ମନର୍ ପାରା, ପିତର୍ ଆରି ଆମର୍ ମାପ୍ରୁ ଜିସୁର୍ ବାଇମନର୍ ପାରା, ବିସ୍ବାସ୍ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍ ଅଦିକାର୍ ନାଇ କି ? 6 ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି ? 7 ବାବିଦେକା, ଗଟେକ୍ ସଇନ ଜୁଇଦେ ରଇଲାବେଲେ ନିଜେ କର୍ଚ କରି କେବେ କାମ୍ କରିପାରେ କି ? ନାଇ, ନାପାରେ । କି ଗଟେକ୍ ଚାସି ତାର୍ କେତେ ଅନି ଅଇଲା ପସଲ୍, ତାର୍ କାଇବାର୍ ଅଦିକାର୍ ନାଇ କି ? ଆରି କେ ଗରୁଗାଇ ପସିରଇକରି ସେମନର୍ ଦୁଦ୍ ନ କାଅତ୍ କି ? 8 ମୁଇ କାଇ ଏଟା ମୁନୁସ୍ ଇସାବେ କଇଲିନି କି ? ନିୟମେ ଏଟା ଲେକା ଅଏ ନାଇ କି ? 9 ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍ ଗାନାଇ ବୁଲ୍ତେ ରଇବା ବଲଦର୍ ତମ୍ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍ ଅଲପ୍ କାଇତେରଇସି । ଏ ନିୟମ୍ ଲେକ୍ଲାବେଲେ ପର୍ମେସର୍ କାଇ ଏ ବଲଦ୍ମନର୍ ବିସଇସେ ଚିନ୍ତା କର୍ତେରଇଲା କି ? 10 ଏଟା ଆମର୍ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍ ଲକ୍ମନ୍ କସ୍ବାତେଇ ଆରି କାଟ୍ବାତେଇ ମିସ୍ଲାଇ ଆଚତ୍, ସେମନ୍କେ ତେଇର୍ ପସଲ୍ଟାନେ ବାଗ୍ ମିଲ୍ସି ବଲି ଆସା କରି କାମ୍ କର୍ବାଇ । 11 ଆମେ ତମର୍ ବିତ୍ରେ ଆତ୍ମାର୍ ମୁଞ୍ଜି ବୁନ୍ଲୁ ଆଚୁ । ସେଟାର୍ ପାଇ ତମର୍ଟାନେ ଅନି କାଇ ଜଗତର୍ ପସଲ୍ ପାଇବାକେ ମନ୍ କର୍ବାଟା, ଗଟେକ୍ କାରାପ୍ କାତା କି ? 12 ତମର୍ ଟାନେଅନି ଏଟା ଆସା କର୍ବାକେ ଜଦି ବିନ୍ ଲକ୍ମନର୍ ଅଦିକାର୍ ଆଚେ, ସେନ୍ତି ବଇଲେ ତାକର୍ଟାନେଅନି ଆମର୍ ଅଦିକାର୍ ବେସି ନଏଁ କି ?ଏଲେ ମିସା ସେ ଅଦିକାର୍ ଆମେ ବେବାର୍ କରୁନାଇ, ମାତର୍ କିରିସ୍ଟର୍ ସୁବ୍କବର୍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍ କସ୍ଟ ମୁର୍ଚି କରି ରଇଲୁନି । 13 ଜନ୍ ଲକ୍ମନ୍ ମନ୍ଦିରେ ସେବା କଲାଇନି, ସେମନ୍ ମନ୍ଦିରେ ଅନି କାଦି ପାଇବାଇ । ଆରି ଜେ ସବୁଦିନେ ବେଦିଟାନେ ବଲି ଦେଲାଇନି, ସେମନ୍ ବେଦିଟାନେ ବଲିକଲା ବାଟାଇ ମିସ୍ବାଇ, ଏଟା ତମେ ଜାନିଆଚାସ୍ । 14 ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ । 15 ମାତର୍ ମୁଇ ଏନ୍ତାରି କାଇମିସା ଅଦିକାର୍ ମାଙ୍ଗିନାଇ, ଏ ବିସଇ ଦାବି କର୍ବାକେ ମୁଇ ଲେକିନାଇ । ତମର୍ଟାନେଅନି ମାଙ୍ଗ୍ବା ବାଦୁଲେ ମୁଇ ମରିଜିବି ସିନା, ନ ମାଙ୍ଗି । କାଇକେବଇଲେ ମୁଇ ତମର୍ଟାନେ କାଇଟା ନ ମାଙ୍ଗ୍ତେ କାମ୍ କଲି, ବଲି ବଡ୍ପନ୍ ଅଇବି । 16 ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି । 17 ଏଟା ଜଦି ମୁଇ ନିଜର୍ ମନ୍ କଲା ଇସାବେ କଲେ, କୁଲି ପାଇବାକେ ମର୍ ଅଦିକାର୍ ରଇତା । ମାତର୍ ପର୍ମେସର୍ ମକେ ଏ କାମ୍ ସର୍ପି ଦେଲାକେ, ମୁଇ ଏଟା କଲିନି । 18 ସେନ୍ତାର୍ଆଲେ ମକେ କେତେକ୍ କୁଲି ମିଲ୍ଲାନି ? ମର୍ କର୍ଚା ପାଇ ମାଙ୍ଗ୍ବାକେ ମର୍ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍କବର୍ ଜାନାଇଲିନି । ସୁବ୍କବର୍ ଜାନାଇବାକେ ଜନ୍ ଅଦିକାର୍ ମୁଇ ପାଇ ଆଚି, ସେଟାସେ ମର୍ କୁଲି । 19 ଏଟାର୍ପାଇ ମୁଇ କାର୍ ତଲିଆ ନାଇ କି କାର୍ ଗତିଦାଙ୍ଗ୍ଡା ନାଇ । ଅଇଲେ ମିସା କେତେକ୍ କେତେକ୍ ଲକ୍କେ କିରିସ୍ଟର୍ତେଇ ଆନ୍ବାକେ ମୁଇ ସବୁଲକର୍ ଗତିଦାଙ୍ଗ୍ଡା ଅଇଆଚି । 20 ମୁଇ ଜିଉଦି ଲକ୍ମନ୍କେ ପାଇବାକେ, ତାକର୍ ପାରା ଚଲାଚଲ୍ତି କଲିନି, ଜେନ୍ତିକି ମୁଇ ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ମୁଇ ଜଦି ମସାର୍ ନିୟମର୍ ତଲିଆର୍ ନ ଅଇରଇଲେ ମିସା, ସେମନ୍କେ କିରିସ୍ଟର୍ ବାଟେ ଆନ୍ବାକେ, ନିୟମ୍ ମାନ୍ବା ଲକର୍ ପାରା ଚଲାଚଲ୍ତି କଲିନି । 21 ସେନ୍ତାରିସେ ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ରଇଲାବେଲେ, ମୁଇ ଜିଉଦି ନିୟମ୍ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍ ପାରା ଚଲାଚଲ୍ତି କର୍ବି । ଜେନ୍ତିକି ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ଏଟାର୍ ଅରତ୍ ନଏଁ ଜେ ମୁଇ ପର୍ମେସରର୍ ନିୟମ୍ ମାନି ନାଇ । କାଇକେବଇଲେ ମୁଇ କିରିସ୍ଟର୍ ନିୟମର୍ ତଲେ ଆଚି । 22 ଜେଡେବେଲେ ମୁଇ ବିସ୍ବାସେ ଦୁର୍ବଲ୍ ଲକର୍ ସଙ୍ଗ୍ ରଇବି, ତାକର୍ପାରା ଦୁର୍ବଲ୍ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍କେ କିରିସ୍ଟର୍ ବାଟେ ଆନି ପାର୍ବି । ସେଟାର୍ପାଇ ମୁଇ ବିନ୍ ବିନ୍ ଲକର୍ଟାନେ ବିନ୍ ବିନ୍ ରକାମ୍ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍କେ ରକିଆ କର୍ବି । 23 କିରିସ୍ଟର୍ ସୁବ୍କବର୍ ସବୁବାଟେ ଜାନାଇବାକେ ଆରି ତାର୍ ଆସିର୍ବାଦ୍ ପାଇବାକେ ମୁଇ ସବୁଟା କଲିନି । 24 ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ । 25 ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି । 26 ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା । 27 ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
In Other Versions
1 Corinthians 9 in the ANTPNG2D
1 Corinthians 9 in the BNTABOOT
1 Corinthians 9 in the BOATCB2
1 Corinthians 9 in the BOGWICC
1 Corinthians 9 in the BOHNTLTAL
1 Corinthians 9 in the BOILNTAP
1 Corinthians 9 in the BOKHWOG
1 Corinthians 9 in the KBT1ETNIK
1 Corinthians 9 in the TBIAOTANT