1 Peter 2 (SNT)

1 ତମେ ନୁଆ ଜିବନ୍‌ ପାଇଲାର୍‌ପାଇ ସବୁ କାରାପ୍‌ ବିସଇର୍‌ଟାନେଅନି ଦୁରିକେ ରୁଆ । ସବୁ ରକାମ୍‌ ମିଚ୍‌ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍‌ । 2 ଏବେ ଜନମ୍‌ ଅଇଲା କଅଁଲା ପିଲାମନ୍‌ ଦୁଦ୍‌ କାଇବାକେ ଜେନ୍ତାରି ମନ୍‌ କର୍‌ବାଇ, ସେନ୍ତାରିସେ ତମେ ଆତ୍‌ମାର୍‌ ଦୁଦ୍‌ କାଇବାକେ ମନ୍‌ କରା । ସେଟା ଅଇଲାନି ପର୍‌ମେସରର୍‌ ସତ୍‌ ବାକିଅ । ସେଟା କାଇବାକେ ମନ୍‌ କଲେ, ତମର୍‌ ମୁକ୍‌ତି ସିଦ୍‌ ଅଇବାଜାକ ତମେ ବିସ୍‌ବାସେ ଅଦିକ୍‌ ଅଦିକ୍‌ ବଡି ଆଇସା । 3 ସାସ୍‌ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍‌ରୁ ଜିବନ୍‌ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍‌ ।” 4 ତେବର୍‌ପାଇ କିରିସ୍‌ଟର୍‌ ଲଗେ ଆସା । ସେ, ଗର୍‌ ଡାଟ୍‌ କର୍‌ବା ଜିବନ୍‌ ପାକ୍‌ନା ପାରା ଆଚେ । ଏ ପାକ୍‌ନା, କାଇ ମୁଲିଅ ନାଇ ବଲି, ଲକ୍‌ମନ୍‌ ଚାଡିଦେଇରଇଲାଇ । ମାତର୍‌ ପର୍‌ମେସର୍‌ ସେଟାକେସେ, ବେସି ମୁଲିଅ ରଇବାଟା ବଲି ବାଚିଆଚେ । 5 ତାର୍‌ ଲଗେ ଆଇଲାର୍‌ପାଇ ତମେ ଜିବନ୍‌ ରଇବା ପାକ୍‌ନାପାରା ଅଇଆଚାସ୍‌ । କାଇକେବଇଲେ, ତମ୍‌କେ ଜଡିକରି ଗଟେକ୍‌ ଆତ୍‌ମା ରଇବା ମଣ୍ଡଲି ତିଆର୍‌ ଅଇଲାନି । ଆରି ପର୍‌ମେସରର୍‌ ସୁକଲ୍‌ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍‌ନି । ଜିସୁକିରିସ୍‌ଟର୍‌ ଲାଗି ଏ ଆତ୍‌ମାର୍‌ ସେବା ପର୍‌ମେସର୍‌କେ ସାର୍‌ଦା କରାଇସି । 6 ସାସ୍‌ତରେ କଇଲାପାରା“ଦେକା, ମୁଇ ସବୁର୍‌ତେଇଅନି ଅଦିକ୍‌ ମୁଲିଅ ରଇବା ପାକ୍‌ନା ବାଚ୍‌ଲିଆଚି,ସେଟା ଗର୍‌ କନର୍‌ ମୁଲ୍‌ପାକ୍‌ନା ଇସାବେ ସିୟନେ ସଙ୍ଗଇଆଚିକେ ଜଦି ତାକେ ବିସ୍‌ବାସ୍‌ କର୍‌ବାଇ, ସେ କେବେ ଲାଜ୍‌ ନଏଁ ।” 7 ତମେ ବିସ୍‌ବାସି ଲକ୍‌ମନର୍‌ପାଇ, ଏ ପାକ୍‌ନା ବେସି ମୁଲିଅ ରଇବାଟା । ମାତର୍‌ ଜେତ୍‌କି ଲକ୍‌ ବିସ୍‌ବାସ୍‌ କରତ୍‌ ନାଇ, ସାସ୍‌ତରେ ଲେକା ଅଇଲା ବିସଇ ସେମନ୍‌ ମନେ ରକ୍‌ବାର୍‌ ଆଚେ ।“ଗର୍‌ ତିଆର୍‌ କରୁମନ୍‌ ଜନ୍‌ ପାକ୍‌ନା ଚାଡିଦେଇରଇଲାଇ,ସେ ପାକ୍‌ନାକେସେ ପର୍‌ମେସର୍‌ ସବୁର୍‌ଟାନେ ଅନି ମୁଲିଅ ରଇବା ପାକ୍‌ନା କଲାଆଚେ ।” 8 ସାସ୍‌ତରେ ଲେକା ଅଇଲା ଆରି ଗଟେକ୍‌ ବିସଇ ମିସା ସେମନ୍‌ ଏତାଇବାର୍‌ ଆଚେ ।“ଏ ପାକ୍‌ନା କେତେ ଲକର୍‌ପାଇ ବାଦା ଆନ୍‌ସି ।ତେଇ ବେସି ଲକ୍‌ ଜଟିଆଇ ଅଇ ଅଦର୍‌ବାଇ ।”“ସେମନ୍‌ ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ ନ କଲାର୍‌ପାଇ ଜଟିଆଇ ଅଇ ଅଦର୍‌ବାଇ । ଏଟା ତାକର୍‌ପାଇ ପର୍‌ମେସରର୍‌ ଜଜ୍‌ନା ରଇଲା ।” 9 ମାତର୍‌ ତମେ, ବାଚି ଅଇରଇବା ପର୍‌ମେସରର୍‌ କୁଟୁମ୍‌ । ଆରି ଆମର୍‌ ରାଜାର୍‌ ପୁଜାରି ଦଲ୍‌ । ପର୍‌ମେସରର୍‌ ଚକିତ୍‌ ଅଇଜିବା କାମ୍‌ ଜାନାଇବାକେ ସେ ବାଚିରଇବା ତାର୍‌ ନିଜର୍‌ ଲକ୍‌ ଅଇଆଚାସ୍‌ । ଆନ୍ଦାର୍‌ ବିତ୍‌ରେ ଅନି ତାର୍‌ କାବା ଅଇଜିବା ଉଜଲେ ଜିବାକେ ସେ ତମ୍‌କେ ଡାକି ଆଚେ । 10 ଆଗେ ତମେ ତାର୍‌ ନିଜର୍‌ ଲକ୍‌ ନ ରଇଲାସ୍‌ । ମାତର୍‌ ଏବେ ତାର୍‌ ନିଜର୍‌ ଲକ୍‌ ଅଇଆଚାସ୍‌ । ଆଗେ ତାର୍‌ ଦୟା ପାଇ ନ ରଇଲାସ୍‌, ମାତର୍‌ ଏବେ ପାଇଆଚାସ୍‌ । 11 ଏ ମର୍‌ ମଇତର୍‌ମନ୍‌, ତମେ ଏ ଜଗତେ ବିଦେସି ପାରା ଆଚାସ୍‌ ଆରି ଚନେକର୍‌ ପାଇସେ ଇତି ରଇଲାସ୍‌ନି । ତମର୍‌ ଗାଗ୍‌ଡେ ରଇବା ପାପର୍‌ ଗୁନ୍‌ଚଲନେ ଅନି ଆଇବା ସବୁ ରକାମ୍‌ କାରାପ୍‌ ମନ୍‌କର୍‌ବା ଟାନେଅନି ଦୁରିକେ ରୁଆ । 12 ତମର୍‌ ନଅରେ ରଇବା ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ ଦେକ୍‌ବା ଇସାବେ ତମର୍‌ ଚଲାଚଲ୍‌ତି ନିକ ରଇବାର୍‌ଆଚେ । ସେନ୍ତାରି ରଇଲେ ସେମନ୍‌ ତମର୍‌ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍‌ ଦେକିକରି ପର୍‌ମେସର୍‌ ବାଉଡିଆଇବା ଦିନେ ତାକେ ଡାକ୍‌ପୁଟା କର୍‌ବାଇ । 13 ତମର୍‌ ଉପ୍‌ରେ ଅଦିକାର୍‌ କର୍‌ବା ଲକ୍‌ମନ୍‌କେ ଆମର୍‌ ମାପ୍‌ରୁର୍‌ ଲାଗି ମାନିକରି ରୁଆ । ସବୁର୍‌ଟାନେଅନି ଅଦିକାର୍‌ ରଇବା ସାସନ୍‌କାରିଆକେ ମିସା ମାନିକରି ରୁଆ । 14 ସବୁର୍‌ଟାନେଅନି ବଡ୍‌ ସାସନ୍‌କାରିଆ, ଜେ କି କାରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌କେ ଡଣ୍ଡ୍‌ ଦେବାକେ ଆରି ନିକ କାମ୍‌ କର୍‌ବା ଲକ୍‌ମନ୍‌କେ ଡାକ୍‌ପୁଟା କର୍‌ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ । 15 କାଇକେବଇଲେ, ତମେ କରିରଇବା ନିକ କାମର୍‌ଲାଗି କାଇ ଲଡାକେ ନ ଆଇବା କାତା କଇବୁଲ୍‌ବା ଲକ୍‌ମନ୍‌କେ ଚୁପ୍‌ କରାଇବାକେ ପର୍‌ମେସର୍‌ ମନ୍‌ କଲାନି । 16 ତମେ ମୁକଲ୍‌ଲା ଲକ୍‌ମନ୍‌ ବଲି ତମର୍‌ ଜିବନର୍‌ ଚଲାଚଲ୍‌ତିତେଇ ଦେକାଆ । ମାତର୍‌ ଆମ୍‌କେ ମୁକ୍‌ତି ମିଲ୍‌ଲାଆଚେ ବଲି କାଇଟା ମିସା କର୍‌ବୁ ବଲି ନ ବାବିକରି ପର୍‌ମେସର୍‌କେ ସେବା କରା । 17 ସବୁ ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‍ । ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କରା । ପର୍‌ମେସର୍‌କେ ମାନିକରି ରୁଆ । ଆରି ସବୁର୍‌ ଉପ୍‌ରର୍‌ ସାସନ୍‌କାରିଆକେ ସନ୍‌ମାନ୍‌ ଦିଆସ୍‌ । 18 ତମର୍‌ ବିତ୍‌ରେ ଜେତ୍‌କି ଲକ୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌, ତମର୍‌ ସାଉକାର୍‌ମନର୍‌ କାତା ମାନିକରି ରୁଆ ଆରି ସେମନ୍‌କେ ପୁରାପୁରୁନ୍‌ ସନ୍‌ମାନ୍‌ ଦିଆସ୍‌ । ଦରମ୍‌ ରଇବା ସାଉକାର୍‌ମନ୍‌ ରଇଲେ, କି ଟେରା ରଇବା ସାଉକାର୍‌ମନ୍‌କେ ମିସା ଏନ୍ତାରି କର୍‌ତେରୁଆ । 19 ତମର୍‌ କାଇ ବୁଲ୍‌ ନ ରଇଲେ ମିସା ମୁର୍‌ଚିକରି ରଇଲେ, ତେଇ ପର୍‌ମେସର୍‌ ସାର୍‌ଦା ଅଇସି । କାଇକେବଇଲେ ତମେ ତାର୍‌ ମନ୍‍ କଲାଟା ସିଦ୍‌ କଲାସ୍‌ନି । 20 ଜଦି ବୁଲ୍‌ କଲାର୍‌ପାଇ ଦୁକ୍‌କସ୍‌ଟ ମୁର୍‌ଚି କରି ଡଣ୍ଡ୍‌ ପାଇଲେ, ତେଇ ତମେ କଲା କରମ୍‌ସେ ପାଇଆଚାସ୍‌ । ମାତର୍‌ ସତ୍‌କାମ୍‌ କରି ଦୁକ୍‌ କସ୍‌ଟ ମୁରଚ୍‌ଲେ, ସେଟା ପର୍‌ମେସର୍‌କେ ସାର୍‌ଦା କରାଇସି । 21 ସେନ୍ତାରି ଚଲାଚଲ୍‌ତି କର୍‌ବାକେ ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ । କିରିସ୍‌ଟ ତମର୍‌ପାଇ ଦୁକ୍‌କସ୍‌ଟ ମୁର୍‌ଚି କରି, ତମେ ଚଲାଚଲ୍‌ତି କର୍‌ବାଟା ଦେକାଇଆଚେ । 22 ସେ କେବେ ପାପ୍‌କରି ନ ରଇଲା ଆରି ତାର୍‌ ଟଣ୍ଡେଅନି ଗଟେକ୍‌ ମିସା ମିଚ୍‌କାତା ନ ବାରଇ ରଇଲା । 23 ଲକ୍‌ମନ୍‌ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍‌ ଲାଗାଏ ନାଇ । ତାକେ ଦୁକ୍‌ କସ୍‌ଟ ଦେଲାକେ ସେ ଦମ୍‌କାଏ ନାଇ । ମାତର୍‌ କାଇ ଅନିଆଇ ନ କର୍‌ବା ପର୍‌ମେସର୍‌କେ ସବୁ ବିସଇ ଚାଡିଦେଲା । 24 ଆମେ ପାପ୍‌ କଲାର୍‌ପାଇ ପାଇବା ଡଣ୍ଡ୍‌ କୁରୁସ୍‌କାଟେ ମରିକରି କିରିସ୍‌ଟ ନିଜେ ବଇନେଲା । ପାପ୍‌ କର୍‌ବାଟା ଚାଡିକରି ଦରମ୍‌ ଚଲାଚଲ୍‌ତି କର୍‌ବାକେ ସେ ଏନ୍ତାରି କଲା । ତାର୍‌ ଗାଗ୍‌ଡେ ମାରି ରଇବା ଗାଉର୍‌ ଲାଗି ଆମେ ନିକ ଅଇଆଚୁ । 25 ଆଗ୍‌ତୁ ତମେ ବାଟ୍‌ ବାନା ଅଇଲା ମେଣ୍ଡାପାରା ରଇଲାସ୍‌, ମାତର୍‌ ଏବେ ସେ ତମ୍‌କେ ଡାକି ଆନିଆଚେ । ସେ ଆକା ତମ୍‌କେ ଜତନ୍‌କରି ତମର୍‌ ଆତ୍‌ମାମନ୍‍କେ ଜାଗ୍‌ଲାନି ।

In Other Versions

1 Peter 2 in the ANGEFD

1 Peter 2 in the ANTPNG2D

1 Peter 2 in the AS21

1 Peter 2 in the BAGH

1 Peter 2 in the BBPNG

1 Peter 2 in the BBT1E

1 Peter 2 in the BDS

1 Peter 2 in the BEV

1 Peter 2 in the BHAD

1 Peter 2 in the BIB

1 Peter 2 in the BLPT

1 Peter 2 in the BNT

1 Peter 2 in the BNTABOOT

1 Peter 2 in the BNTLV

1 Peter 2 in the BOATCB

1 Peter 2 in the BOATCB2

1 Peter 2 in the BOBCV

1 Peter 2 in the BOCNT

1 Peter 2 in the BOECS

1 Peter 2 in the BOGWICC

1 Peter 2 in the BOHCB

1 Peter 2 in the BOHCV

1 Peter 2 in the BOHLNT

1 Peter 2 in the BOHNTLTAL

1 Peter 2 in the BOICB

1 Peter 2 in the BOILNTAP

1 Peter 2 in the BOITCV

1 Peter 2 in the BOKCV

1 Peter 2 in the BOKCV2

1 Peter 2 in the BOKHWOG

1 Peter 2 in the BOKSSV

1 Peter 2 in the BOLCB

1 Peter 2 in the BOLCB2

1 Peter 2 in the BOMCV

1 Peter 2 in the BONAV

1 Peter 2 in the BONCB

1 Peter 2 in the BONLT

1 Peter 2 in the BONUT2

1 Peter 2 in the BOPLNT

1 Peter 2 in the BOSCB

1 Peter 2 in the BOSNC

1 Peter 2 in the BOTLNT

1 Peter 2 in the BOVCB

1 Peter 2 in the BOYCB

1 Peter 2 in the BPBB

1 Peter 2 in the BPH

1 Peter 2 in the BSB

1 Peter 2 in the CCB

1 Peter 2 in the CUV

1 Peter 2 in the CUVS

1 Peter 2 in the DBT

1 Peter 2 in the DGDNT

1 Peter 2 in the DHNT

1 Peter 2 in the DNT

1 Peter 2 in the ELBE

1 Peter 2 in the EMTV

1 Peter 2 in the ESV

1 Peter 2 in the FBV

1 Peter 2 in the FEB

1 Peter 2 in the GGMNT

1 Peter 2 in the GNT

1 Peter 2 in the HARY

1 Peter 2 in the HNT

1 Peter 2 in the IRVA

1 Peter 2 in the IRVB

1 Peter 2 in the IRVG

1 Peter 2 in the IRVH

1 Peter 2 in the IRVK

1 Peter 2 in the IRVM

1 Peter 2 in the IRVM2

1 Peter 2 in the IRVO

1 Peter 2 in the IRVP

1 Peter 2 in the IRVT

1 Peter 2 in the IRVT2

1 Peter 2 in the IRVU

1 Peter 2 in the ISVN

1 Peter 2 in the JSNT

1 Peter 2 in the KAPI

1 Peter 2 in the KBT1ETNIK

1 Peter 2 in the KBV

1 Peter 2 in the KJV

1 Peter 2 in the KNFD

1 Peter 2 in the LBA

1 Peter 2 in the LBLA

1 Peter 2 in the LNT

1 Peter 2 in the LSV

1 Peter 2 in the MAAL

1 Peter 2 in the MBV

1 Peter 2 in the MBV2

1 Peter 2 in the MHNT

1 Peter 2 in the MKNFD

1 Peter 2 in the MNG

1 Peter 2 in the MNT

1 Peter 2 in the MNT2

1 Peter 2 in the MRS1T

1 Peter 2 in the NAA

1 Peter 2 in the NASB

1 Peter 2 in the NBLA

1 Peter 2 in the NBS

1 Peter 2 in the NBVTP

1 Peter 2 in the NET2

1 Peter 2 in the NIV11

1 Peter 2 in the NNT

1 Peter 2 in the NNT2

1 Peter 2 in the NNT3

1 Peter 2 in the PDDPT

1 Peter 2 in the PFNT

1 Peter 2 in the RMNT

1 Peter 2 in the SBIAS

1 Peter 2 in the SBIBS

1 Peter 2 in the SBIBS2

1 Peter 2 in the SBICS

1 Peter 2 in the SBIDS

1 Peter 2 in the SBIGS

1 Peter 2 in the SBIHS

1 Peter 2 in the SBIIS

1 Peter 2 in the SBIIS2

1 Peter 2 in the SBIIS3

1 Peter 2 in the SBIKS

1 Peter 2 in the SBIKS2

1 Peter 2 in the SBIMS

1 Peter 2 in the SBIOS

1 Peter 2 in the SBIPS

1 Peter 2 in the SBISS

1 Peter 2 in the SBITS

1 Peter 2 in the SBITS2

1 Peter 2 in the SBITS3

1 Peter 2 in the SBITS4

1 Peter 2 in the SBIUS

1 Peter 2 in the SBIVS

1 Peter 2 in the SBT

1 Peter 2 in the SBT1E

1 Peter 2 in the SCHL

1 Peter 2 in the SUSU

1 Peter 2 in the SUSU2

1 Peter 2 in the SYNO

1 Peter 2 in the TBIAOTANT

1 Peter 2 in the TBT1E

1 Peter 2 in the TBT1E2

1 Peter 2 in the TFTIP

1 Peter 2 in the TFTU

1 Peter 2 in the TGNTATF3T

1 Peter 2 in the THAI

1 Peter 2 in the TNFD

1 Peter 2 in the TNT

1 Peter 2 in the TNTIK

1 Peter 2 in the TNTIL

1 Peter 2 in the TNTIN

1 Peter 2 in the TNTIP

1 Peter 2 in the TNTIZ

1 Peter 2 in the TOMA

1 Peter 2 in the TTENT

1 Peter 2 in the UBG

1 Peter 2 in the UGV

1 Peter 2 in the UGV2

1 Peter 2 in the UGV3

1 Peter 2 in the VBL

1 Peter 2 in the VDCC

1 Peter 2 in the YALU

1 Peter 2 in the YAPE

1 Peter 2 in the YBVTP

1 Peter 2 in the ZBP