1 Timothy 5 (SNT)

1 ତର୍‌ଟାନେଅନି ବୟସେ ବଡ୍‌ ରଇବା ଲକ୍‌କେ ଡାଟ୍‌ସଙ୍ଗ୍‍ ଦାକାପୁକା ଦେସ୍‌ନାଇ । ତାର୍‌ ବାଦୁଲେ ନିଜର୍‌ ବାବାକେ ବାବୁଜିଆ କଲାପାରା ସନ୍‌ମାନ୍‌ ସଙ୍ଗ୍‍ କର୍‌ । ବଇସେ ସାନ୍‌ ରଇଲା ଲକ୍‌ମନ୍‌କେ ନିଜର୍‌ ବାଇ ଇସାବେ କାତା ଅ । 2 ବଇସେ ବଡ୍‌ ରଇବା ମାଇଜିମନ୍‌କେ ନିଜର୍‌ ମାଆ ପାରା ଆରି ଦାଙ୍ଗ୍‌ଡିମନ୍‌କେ ନିଜର୍‌ ବଇନି ପାରା ମାନିକରି ର । ସେମନ୍‌କେ ମନେ ମନେ ମିସା ପାପ୍‌ ଇସାବେ ଦେକ୍‌ନାଇ । 3 ରାଣ୍ଡିଜୁଣ୍ଡିମନ୍‌କେ ସନ୍‌ମାନ୍‌ ଦେକାଇ ଜତନ୍‌ କର୍‌ । 4 ଜଦି କନ୍‌ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍‌ ନିଜର୍‌ କୁଟୁମର୍‌ ଲକ୍‌ ଇସାବେ ତାକେ ଜତନ୍‌ କରତ୍‌ । ସେନ୍ତାରି ସେମନ୍‌ ଆୟା ବାବାମନ୍‌କେ ଆରି ଆନିଦାଦିମନ୍‌କେ ତାକର୍‌ ଆଲାଦ୍‌ ବାଉଡାଇ ଦେଅତ୍‌ । ଏଟା ପର୍‌ମେସର୍‌କେ ସାର୍‌ଦା କରାଇସି । 5 ଜନ୍‌ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍‌ମେସର୍‌କେ ଆସାକରିଆଚେ, ସେ ଦିନ୍‌ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍‌ ବିସ୍‌ବାସିମନ୍‌ ଜତନ୍‌ କର୍‌ବାର୍‌ ଆଚେ । 6 ମାତର୍‌ ଗଟେକ୍‌ ରାଣ୍ଡି ମାଇଜି ଅବ୍‌କା ନିଜେ କର୍‌ବା ବିସଇ ମନ୍‌କରି, ପର୍‌ମେସର୍‌ ତାକେ ଜନ୍‌ଟା କର ବଲି ମନ୍‍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍‌ ଆଚେ । 7 ରାଣ୍ଡି ମାଇଜିମନର୍‌ ଜତନ୍‌ ପାଇ ମୁଇ ଜେତ୍‌କି ଆଦେସ୍‌ ଦେଲିଆଚି, ସେଟା ସବୁ ମାନା ବଲି ବିସ୍‌ବାସିମନ୍‌କେ ତିଆର୍‌ । ଜେନ୍ତାରିକି ସେମନ୍‌କେ କେ ମିସା ନିନ୍ଦା କରି ନାପାରତ୍‌ । 8 କେ ଜଦି, ତାର୍‌ ନିଜର୍‌ ଲକ୍‌ମନ୍‌କେ କି କୁଟୁମର୍‌ ଲକ୍‌ମନ୍‌କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍‌ଟା ବିସ୍‌ବାସ୍‌ କଲିନି ବଲି କଇସି, ସେ ସତଇସେ ସେଟା ବିସ୍‌ବାସ୍‌ କରେନାଇ । ସେ ବିସ୍‌ବାସ୍‌ ନ କରିରଇବା ଲକର୍‌ଟାନେଅନି ଅଦିକ୍‌ ଇନ୍‌ । 9 ଗଟେକ୍‌ ରାଣ୍ଡି ମାଇଜି କଡେଚାରି ବରସ୍‌ ନ ଅଇତେ, ତାକେ ରାଣ୍ଡି ବଲି ଲେକା କର୍‌ବାର୍‌ ନାଇ । ସେ ଗଟେକ୍‌ ମୁନୁସର୍‌ ସଙ୍ଗ୍‌ସେ ମିସିରଇବାର୍‌ଆଚେ । 10 ବିନ୍‌ ଲକ୍‌ ଦେକ୍‌ବା ଇସାବେ, ସେ ବେସି ଦରମ୍‌ ଅଇ, ବିନ୍‌ ଲକ୍‌କେ ସାଇଜ କର୍‌ବାର୍‌ ଆଚେ । ଜେନ୍ତାରି କି ନିଜର୍‌ ପିଲାମନ୍‌କେ ନିକ ସଙ୍ଗ୍‍ ବଡାଇରଇସି, ଆଇଲା ଲକ୍‌ମନ୍‌କେ ଗତିଆ ଇସାବେ ଡାକ୍‌ସି, ପର୍‌ମେସରର୍‌ ସୁକଲ୍‌ ଲକ୍‌ମନର୍‌ ଗଡ୍‌ ଦଇଦେଇସି, ଦୁକ୍‌ କସ୍‌ଟେ ରଇବା ଲକ୍‌ମନ୍‌କେ ସାଇଜ କର୍‌ସି, ଲକ୍‌ମନ୍‌କେ ସାଇଜ କର୍‌ବାକେ ବିନ୍‌ ବିନ୍‌ କାମ୍‌ କର୍‌ତେରଇସି । 11 ଡକ୍‌ରି ନ ରଇବା ରାଣ୍ଡିମନ୍‌କେ ରାଣ୍ଡି ଇସାବେ ଲେକା କର୍‌ ନାଇ । କାଇକେବଇଲେ ସେମନ୍‌ ରାଣ୍ଡି ଇସାବେ କିରିସ୍‌ଟକେ ସେବା କର୍‌ବି ବଲି କାତା ଦେଇରଇଲେ ମିସା, ମୁନୁସର୍‌ ସଙ୍ଗ୍‍ ରଇବି ବଲି ମନ୍‌ ଆଇଲେ, ଆଗ୍‌ତୁ ଦେଇରଇବା କାତା ପାସ୍‌ରିଜାଇ ଆରିତରେକ୍‌ ବିବା ଅଇବାକେ ମନ୍‌ କର୍‌ବାଇ । 12 ଆରିତରେକ୍‌ ବିବା ଅଇଲାର୍‌ ପାଇ ସେମନ୍‌ ଦସି ଅଇବାଇ । କାଇକେବଇଲେ, ସେମନ୍‌ ଆଗ୍‌ତୁ ଦେଇରଇବା କାତା ପୁରାପୁରୁନ୍‌ କରତ୍‌ ନାଇ । 13 ଏଟାର୍‌ ମିସ୍‌ତେ ସେମନ୍‌ ଅଲସ୍‌ ଅଇବାଟା ସିକ୍‌ବାଇ । ଆର୍‌ ଗରେ ତାର୍‌ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍‌ କାତା କଇ ବିନ୍‌ ଲକର୍‌ ବିସଇ କାତାବାର୍‌ତା ଅଇବାଇ । 14 ତେବର୍‌ପାଇ ଡକ୍‌ରି ନ ରଇବା ରାଣ୍ଡିମନ୍‌କେ ମୁଇ ତିଆର୍‌ଲିନି, ଆରିତରେକ୍‌ ଗର୍‌ ବସାଇ ପିଲାଟକିର୍‌ ଜତନ୍‌ କରା । ସେନ୍ତାରି କଲେ ଆମର୍‌ ବିରଦିମନ୍‌ ଆମ୍‌କେ ନିନ୍ଦା ନ କରତ୍‌ । 15 କାଇକେବଇଲେ ସେମନ୍‌ ପର୍‌ମେସରର୍‌ ଟାନେଅନି ଦୁରିକେ ଜାଇ ସଇତାନର୍‌ ସଙ୍ଗ୍‍ ଜିଇବାକେ ଆରାମ୍‌ କଲାଇ ଆଚତ୍‌ । 16 ଜଦି କନ୍‌ଆଲେ ମାଇଜି କିରିସ୍‌ଟକେ ବିସ୍‌ବାସ୍‌ କର୍‌ସି, ଆରି ତାର୍‌ କୁଟୁମେ ରାଣ୍ଡିମାଇଜିମନ୍‌ ରଇବାଇ, ସେ ଆକା ସେମନ୍‌କେ ସାଇଜ କର୍‌ବାର୍‌ ଆଚେ । ବିନ୍‌ ବିସ୍‌ବାସିମନ୍‌ ସେ ଦାଇତ୍‌ ନେଇ କରତ୍‌ ବଲି ସେ ଆସା କର୍‌ବାର୍‌ ନାଇ । ଏଟା ଜେନ୍ତାରିକି ଜାକେ ଆକାସାକା ନ ରଅତ୍‌ ସେମନ୍‌କେ ବିସ୍‌ବାସିମନ୍‌ ଜତନ୍‌ କରିପାରତ୍‌ । 17 ଜନ୍‌ ପାର୍‌ଚିନ୍‌ମନ୍‌ ମଣ୍ଡଲିର୍‌ ନେତା ଅଇ ଡାକିନେଲାଇନି, ସେମନ୍‌ ଦୁଇଗୁନ୍‌ ବୁତି ପାଇବା ଦର୍‌କାର୍‌ । କାଇକେବଇଲେ ସୁବ୍‌କବର୍‌ ଜାନାଇବାଟା ଆରି ସିକାଇବାଟା ସେମନ୍‌କେ ଦାଇତ୍‌ ଇସାବେ ଦେଲାଇ ଆଚତ୍‌ । 18 ସାସ୍‌ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍‌ ମାଣ୍ଡାଇବାବେଲେ ବଲଦର୍‌ ଟଣ୍ଡେ କତ୍‌ରା ବାନ୍ଦା ନାଇ ଆରି କାମ୍‌ କରୁ ସାଉକାର୍‌ଟାନେଅନି ତାର୍‌ କୁଲି ପାଇସି ଆକା । 19 ଗଟେକ୍‌ ପାର୍‌ଚିନ୍‌ ବିରୁଦେ ନିନ୍ଦା କାତା ଉଟ୍‌ଲେ, ଦୁଇ କି ତିନିଲକର୍‌ ସାକି ନଇଲେ, ସେଟାକେ ମାନ୍‍ ନାଇ । 20 ପାପେ ରଇବା ଗଟେକ୍‌ ପାର୍‌ଚିନ୍‌କେ ସବୁର୍‌ ମୁଆଟେ ଲାଗ୍‌ । ଜେନ୍ତାରିକି ବିନ୍‌ ପାର୍‌ଚିନ୍‌ମନ୍‌ ସେନ୍ତାରି ପାପ୍‌ କର୍‌ବାକେ ଡର୍‌ବାଇ । 21 ଆମର୍‌ ବାବା ପର୍‌ମେସର୍‌ ଜିସୁକିରିସ୍‌ଟ ଆରି ସେ ବାଚିରଇବା ଦୁତ୍‌ମନ୍‌କେ ସାକିକରି ମୁଇ ତକେ ତିଆର୍‌ଲିନି, ମୁଇ ତିଆର୍‌ଲା ଏ ସବୁ ବିସଇ କାଇ ବଡ୍‌ସାନ୍‌ ନ ଦେକିକରି କର୍‌ । 22 ଗଟେକ୍‌ ଲକ୍‌କେ ପରିକା ନ କର୍‌ବା ଜାକ ତାକେ ମୁକିଅ ଇସାବେ, ତର୍‌ ଆତ୍‌ ତାର୍‌ ମୁଣ୍ଡେ ସଙ୍ଗଇ, ସେବା କାମର୍‌ ପାଇ ସରପ୍‌ ନାଇ । ନଇଲେ ତାର୍‌ ପାପର୍‌ ପାଇ, ତୁଇ ଦାଇ ଅଇସୁ । ତୁଇ ନିଜେ ପାପ୍‌ ନ କର୍‌ବାକେ ଜାଗ୍‌ରତ୍‌ ର । 23 ଆରି ଚୁଚା ପାନି ନ କାଇକରି ତର୍‌ ପେଟର୍‌ ଲାଗି ଅଲପ୍‌ ଅଙ୍ଗୁର୍‌ ମଦ୍‌ ମିସା କାଆ । କାଇକେବଇଲେ ତୁଇତା ସବୁବେଲେ ନିକ ରଉସ୍‌ ନାଇ । 24 କେତେ ଲକ୍‌ ସବୁର୍‌ ଦେକ୍‌ତେ ପାପ୍‌ କଲାଇନି । ଜେନ୍ତିକି ତୁଇ ସେଟା ଜାନିପାର୍‌ଲୁସ୍‌ନି । ସେମନର୍‌ ଚଲାଚଲ୍‌ତି ପରିକା କର୍‌ବା ଆଗ୍‌ତୁ, ତୁଇ ସେଟା ଜାନ୍‌ସୁ । ମାତର୍‌ ଆରି କେତେଲକର୍‌ ପାପ୍‌ ବେସି ଦିନ୍‌ ଅଇଲେ ମିସା ଜାନି ନଏଁ । 25 ସେନ୍ତାରିସେ କେତେ ଲକ୍‌ କର୍‌ବା ନିକ ବିସଇ ସବୁକେ ଡିସ୍‌ସି । ସେମନ୍‌ କର୍‌ବା ନିକ ବିସଇ ଦାପ୍‌ରେ ନ ଡିସ୍‌ଲେ ମିସା କେତେଦିନ୍‌ ପଚେ, ସେଟା ଲକ୍‌ମନ୍‌ ଜାନ୍‌ବାଇ ।

In Other Versions

1 Timothy 5 in the ANGEFD

1 Timothy 5 in the ANTPNG2D

1 Timothy 5 in the AS21

1 Timothy 5 in the BAGH

1 Timothy 5 in the BBPNG

1 Timothy 5 in the BBT1E

1 Timothy 5 in the BDS

1 Timothy 5 in the BEV

1 Timothy 5 in the BHAD

1 Timothy 5 in the BIB

1 Timothy 5 in the BLPT

1 Timothy 5 in the BNT

1 Timothy 5 in the BNTABOOT

1 Timothy 5 in the BNTLV

1 Timothy 5 in the BOATCB

1 Timothy 5 in the BOATCB2

1 Timothy 5 in the BOBCV

1 Timothy 5 in the BOCNT

1 Timothy 5 in the BOECS

1 Timothy 5 in the BOGWICC

1 Timothy 5 in the BOHCB

1 Timothy 5 in the BOHCV

1 Timothy 5 in the BOHLNT

1 Timothy 5 in the BOHNTLTAL

1 Timothy 5 in the BOICB

1 Timothy 5 in the BOILNTAP

1 Timothy 5 in the BOITCV

1 Timothy 5 in the BOKCV

1 Timothy 5 in the BOKCV2

1 Timothy 5 in the BOKHWOG

1 Timothy 5 in the BOKSSV

1 Timothy 5 in the BOLCB

1 Timothy 5 in the BOLCB2

1 Timothy 5 in the BOMCV

1 Timothy 5 in the BONAV

1 Timothy 5 in the BONCB

1 Timothy 5 in the BONLT

1 Timothy 5 in the BONUT2

1 Timothy 5 in the BOPLNT

1 Timothy 5 in the BOSCB

1 Timothy 5 in the BOSNC

1 Timothy 5 in the BOTLNT

1 Timothy 5 in the BOVCB

1 Timothy 5 in the BOYCB

1 Timothy 5 in the BPBB

1 Timothy 5 in the BPH

1 Timothy 5 in the BSB

1 Timothy 5 in the CCB

1 Timothy 5 in the CUV

1 Timothy 5 in the CUVS

1 Timothy 5 in the DBT

1 Timothy 5 in the DGDNT

1 Timothy 5 in the DHNT

1 Timothy 5 in the DNT

1 Timothy 5 in the ELBE

1 Timothy 5 in the EMTV

1 Timothy 5 in the ESV

1 Timothy 5 in the FBV

1 Timothy 5 in the FEB

1 Timothy 5 in the GGMNT

1 Timothy 5 in the GNT

1 Timothy 5 in the HARY

1 Timothy 5 in the HNT

1 Timothy 5 in the IRVA

1 Timothy 5 in the IRVB

1 Timothy 5 in the IRVG

1 Timothy 5 in the IRVH

1 Timothy 5 in the IRVK

1 Timothy 5 in the IRVM

1 Timothy 5 in the IRVM2

1 Timothy 5 in the IRVO

1 Timothy 5 in the IRVP

1 Timothy 5 in the IRVT

1 Timothy 5 in the IRVT2

1 Timothy 5 in the IRVU

1 Timothy 5 in the ISVN

1 Timothy 5 in the JSNT

1 Timothy 5 in the KAPI

1 Timothy 5 in the KBT1ETNIK

1 Timothy 5 in the KBV

1 Timothy 5 in the KJV

1 Timothy 5 in the KNFD

1 Timothy 5 in the LBA

1 Timothy 5 in the LBLA

1 Timothy 5 in the LNT

1 Timothy 5 in the LSV

1 Timothy 5 in the MAAL

1 Timothy 5 in the MBV

1 Timothy 5 in the MBV2

1 Timothy 5 in the MHNT

1 Timothy 5 in the MKNFD

1 Timothy 5 in the MNG

1 Timothy 5 in the MNT

1 Timothy 5 in the MNT2

1 Timothy 5 in the MRS1T

1 Timothy 5 in the NAA

1 Timothy 5 in the NASB

1 Timothy 5 in the NBLA

1 Timothy 5 in the NBS

1 Timothy 5 in the NBVTP

1 Timothy 5 in the NET2

1 Timothy 5 in the NIV11

1 Timothy 5 in the NNT

1 Timothy 5 in the NNT2

1 Timothy 5 in the NNT3

1 Timothy 5 in the PDDPT

1 Timothy 5 in the PFNT

1 Timothy 5 in the RMNT

1 Timothy 5 in the SBIAS

1 Timothy 5 in the SBIBS

1 Timothy 5 in the SBIBS2

1 Timothy 5 in the SBICS

1 Timothy 5 in the SBIDS

1 Timothy 5 in the SBIGS

1 Timothy 5 in the SBIHS

1 Timothy 5 in the SBIIS

1 Timothy 5 in the SBIIS2

1 Timothy 5 in the SBIIS3

1 Timothy 5 in the SBIKS

1 Timothy 5 in the SBIKS2

1 Timothy 5 in the SBIMS

1 Timothy 5 in the SBIOS

1 Timothy 5 in the SBIPS

1 Timothy 5 in the SBISS

1 Timothy 5 in the SBITS

1 Timothy 5 in the SBITS2

1 Timothy 5 in the SBITS3

1 Timothy 5 in the SBITS4

1 Timothy 5 in the SBIUS

1 Timothy 5 in the SBIVS

1 Timothy 5 in the SBT

1 Timothy 5 in the SBT1E

1 Timothy 5 in the SCHL

1 Timothy 5 in the SUSU

1 Timothy 5 in the SUSU2

1 Timothy 5 in the SYNO

1 Timothy 5 in the TBIAOTANT

1 Timothy 5 in the TBT1E

1 Timothy 5 in the TBT1E2

1 Timothy 5 in the TFTIP

1 Timothy 5 in the TFTU

1 Timothy 5 in the TGNTATF3T

1 Timothy 5 in the THAI

1 Timothy 5 in the TNFD

1 Timothy 5 in the TNT

1 Timothy 5 in the TNTIK

1 Timothy 5 in the TNTIL

1 Timothy 5 in the TNTIN

1 Timothy 5 in the TNTIP

1 Timothy 5 in the TNTIZ

1 Timothy 5 in the TOMA

1 Timothy 5 in the TTENT

1 Timothy 5 in the UBG

1 Timothy 5 in the UGV

1 Timothy 5 in the UGV2

1 Timothy 5 in the UGV3

1 Timothy 5 in the VBL

1 Timothy 5 in the VDCC

1 Timothy 5 in the YALU

1 Timothy 5 in the YAPE

1 Timothy 5 in the YBVTP

1 Timothy 5 in the ZBP