1 Timothy 6 (SNT)

1 ଜନ୍‌ ବିସ୍‌ବାସିମନ୍‌ ଗତିଦାଙ୍ଗ୍‌ଡା ଇସାବେ ଗଟେକ୍‌ ସାଉକାର୍‌ ତଲେ କାମ୍‌ କଲାଇନି, ସେମନ୍‌ ତାକର୍‌ ସାଉକାର୍‌ମନ୍‍କେ ଅଦିକ୍‌ ସନ୍‌ମାନ୍‌ ଦେବାର୍‌ ଆଚେ । ଜେନ୍ତାରି କି, ପର୍‌ମେସରର୍‌ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍‌ । 2 ଜଦି ତାକର୍‌ ସାଉକାର୍‌ମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇନି, ସେନ୍ତାର୍‌ଆଲେ ବିସ୍‌ବାସି ସାଉକାର୍‌ମନ୍‌କେ, ବିସ୍‌ବାସ୍‌ ନ କର୍‌ବା ସାଉକାର୍‌ମନର୍‌ ତେଇଅନି, କିରିସ୍‌ଟର୍‌ଟାନେ ବାଇ ଇସାବେ ସନ୍‌ମାନ୍‌ ଉନା ଦେକାଇଲେ ଅଇସି ବଲିକରି ବାବ୍‌ବାର୍‌ ନାଇ । ତାର୍‌ ବାଦୁଲେ ସେମନର୍‌ପାଇ ଅଦିକ୍‌ ଆବଡ୍‌ କାମ୍‌ କର୍‌ବାର୍‌ ଆଚେ । କାଇକେବଇଲେ ସେମନ୍‌ ଜନ୍‌ ସାଉକାରର୍‌ପାଇ କାମ୍‌ କଲାଇନି, ସେମନ୍‌ ମିସା ବିସ୍‌ବାସି ଲକ୍‌ । ଆରି କିରିସ୍‌ଟର୍‌ଟାନେ ବାଇ ଇସାବେ ଆଲାଦ୍‌ କଲାଇନି । ବିସ୍‌ବାସି ମନ୍‌କେ ଏ ସର୍‌ତେ ବିସଇ ସିକାଆ । ଆରି ସେଟା କର୍‌ବାକେ ସେମନ୍‌କେ ସାର୍‌ଦା କର୍‌ । 3 ଜଦି କେ ବୁଲ୍‌ ବିସଇ ସିକାଇଲାଇନି, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ସତ୍‌ ସିକିଆଟାନେ ରାଜି ନ ଅଅତ୍‌, 4 ସେନ୍ତାରି ଲକ୍‌ ବେସି ବଡ୍‌ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍‌ଡାଜାଟି କର୍‌ତେରଇବାକେ ମନ୍‍ କର୍‌ସି । ଏନ୍ତାରି କରି କରି ଲକ୍‌କେ ଇଁସା କର୍‌ବାଟା, କିରଜାଟି କର୍‌ବାଟା, ନିନ୍ଦା କର୍‌ବାଟା ଆରି କାରାପ୍‌ ଚିନ୍ତା, 5 ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍‌ ମନ୍‌ କାରାପ୍‌ ଅଇଲା ଆଚେ ଆରି ସତ୍‌ ବିସଇ ତାକର୍‌ ମନ୍‌କେ ନ ଜାଏ । ସେମନ୍‌ ପର୍‌ମେସରର୍‌ ବିସଇ ସିକାଇତେରଇଲେ ଡାବୁ ମିଲ୍‌ତେରଇସି ବଲି ବାବ୍‌ଲାଇନି । 6 ତାର୍‌ ବାଦୁଲେ ଆମେ ଜେଡେବେଲେ ପର୍‌ମେସର୍‌କେ ସାର୍‌ଦା କରାଉଁ, ଆରି ଆମ୍‌କେ ଜେତ୍‌କି ଆଚେ ସେତ୍‌କି ସଙ୍ଗ୍‍ ସୁସ୍‌ତା ସଙ୍ଗ୍‍ ରଉଁ, ତେବେ ଆମେ ଜବର୍‌ ଅଇତେ ମିଲାଇଆଚୁ । 7 କାଇକେବଇଲେ ଆମେ ଜନମ୍‌ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍‌ବୁ, ଚୁଚା ଆତେସେ ଉଟିଜିବୁ । 8 ତେବେ ଆମ୍‌କେ ଲଡାକେ ଆଇବା କାଦି ଆରି ପିନ୍ଦ୍‌ବାକେ ବସ୍‌ତର୍‌ ରଇଲେ ସେତ୍‌କିସଙ୍ଗ୍‍ ସୁସାରେ ରଇବାର୍‌ ଅଇସି । 9 କେତେ କେତେ ଲକ୍‌ ସାଉକାର୍‌ ଅଇବାକେ ଏନ୍ତି ମନ୍‌ କର୍‌ବାଇଜେ, ସେମନର୍‌ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍‌ବାଇ । ଗଟେକ୍‌ ପସୁ ପାରା ପାନ୍ଦେ ଲାଗ୍‌ବାଇ । ଜେତ୍‌କି ବିସଇ ତାକର୍‌ପାଇ ଆରି ବିନ୍‌ ଲକର୍‌ ପାଇ କାରାପ୍‌ ଆରି ବିପଦ୍‌ ଆନ୍‌ସି, ସେ ସବୁ ବିସଇ କର୍‌ବାକେ ମନ୍‌ କର୍‌ବାଇ । ଏନ୍ତାରି ମନ୍‌ କର୍‌ବାଟା ଅଦିକ୍‌ ଅଦିକ୍‌ ବାବି, ସେମନ୍‌ କୁରୁପ୍‌ନାସ୍‌ ଅଇଜିବାଇ । 10 କାଇକେବଇଲେ ଜନ୍‌ ଲକ୍‌ମନ୍‌ ଡାବୁ ଆସାକରି ଆଚତ୍‌, ସେ ଡାବୁ ମିଲାଇବାକେ ବିନ୍‌ ବିନ୍‌ ରକାମର୍‌ କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‌ବାଇ । କେତେଲକ୍‌ କିରିସ୍‌ଟର୍‌ ବିସଇଟାନେ ରଇବା ସିକିଆ ବିସ୍‌ବାସ୍‌ କର୍‌ବାଟା ଦିରେ ଦିରେ ଚାଡିଦେଇଆଚତ୍‌ । କାଇକେବଇଲେ ସେମନ୍‌ ଡାବୁ ମନ୍‌କଲାଇ ଆରି ନିଜେ ବୁସିଅଇଲା ଲକ୍‌ପାରା ବେସି ରକାମ୍‌ ଦୁକ୍‌ କସ୍‌ଟେ ପଡ୍‌ଲାଇଆଚତ୍‌ । 11 ମାତର୍‌ ଏ ତିମତି, ତୁଇ ଗଟେକ୍‌ ପର୍‌ମେସରର୍‌ ଲକ୍‌ । ତୁଇ ଏଟାମନ୍‌ ଚାଡିଦେସ୍‌ । ସତ୍‌ ବିସଇଆକା କର୍‌ବାକେ ବେସି ଆବଡ୍‌ ଅ । ପର୍‌ମେସର୍‌ ଜେନ୍ତି ମନ୍‌ କଲାନି, ସେନ୍ତାରି ଚଲାଚଲ୍‌ତି କର୍‌ । କିରିସ୍‌ଟକେ ବିସ୍‌ବାସ୍‌ କର୍‌ । ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ । ପର୍‌ମେସର୍‌ ତିଆର୍‌ଲାଟା ମାନ୍‌ବାକେ କେ ଚାଡ୍‌ନାଇ । ଲକ୍‌ମନର୍‌ ସଙ୍ଗ୍‍ ରିସା ଅ ନାଇ । 12 ଗଟେକ୍‌ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍‌ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କରି ତାର୍‌ ତିଆର୍‌ଲାଟା ମାନ୍‌ବାକେ ଚାଡ୍‌ନାଇ । ଜନ୍‌ ନ ସାର୍‌ବା ଜିବନ୍‌ ପର୍‌ମେସରର୍‌ଟାନେ ଆଚେ, ସେଟା ତୁଇ ନିଜର୍‌ପାଇ ଆନ୍‌ । ସେ ବିସଇ ମିଲାଇବାକେ ବେସି ଲକର୍‌ ମୁଆଟେ କାତା ଦେଇରଇଲୁସ୍‌ । 13 ପର୍‌ମେସର୍‌ ମର୍‌ ସାକି, ଜେ କି ସବୁକେ ବଁଚ୍‌ବାକେ ଦେଇସି । ଆରି ଜିସୁକିରିସ୍‌ଟ ଜେ କି, ପନ୍ତିଅ ପିଲାତ୍‌ ପାଚାର୍‌ଲା ବେଲେ ସତ୍‌ କଇଲା, ଏ ଦୁଇ ଲକର୍‌ ସାକି ନେଇକରି ମୁଇ ତକେ ତିଆର୍‌ଲିନି, 14 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ବାଉଡି ଆଇବା ଜାକ ମୁଇ ତକେ ତିଆରିରଇବା ଜେତ୍‌କି ସବୁ ବିସଇ ମାନିକରି, କାଇ ନିନ୍ଦା ନ ଅଇତେ ର । 15 ସେ ବାଉଡି ଆଇବାଟା ପର୍‌ମେସର୍‌ ଟିକ୍‌ କଲା ବେଲାଇ ଗଟ୍‌ସି, ସେ ଗଟେକ୍‌ ଲକ୍‌ସେ ସାସନ୍‌କାରିଆ । ସେ ସେ ରାଜାମନର୍‌ ଉପ୍‍ରେ ରଇବା ରାଜା ଆରି ମାପ୍‌ରୁମନର୍‌ ଉପ୍‍ରେ ରଇବା ମାପ୍‌ରୁ । 16 ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି ଆରି ତାର୍‌ ଚାରିବେଟ୍‌ତି ରଇବା ଉଜ୍‍ଲେ କେ ଆସିନାପାରତ୍‌ । ବଁଚି ରଇବା କେ ମିସା ତାକେ ଦେକତ୍‌ ନାଇ ଆରି କେବେ ମିସା ଦେକିନାପାରତ୍‌ । ଲକ୍‌ମନ୍‌ ତାକେ ଡାକ୍‌ପୁଟା କର୍‌ବାଇ ଆରି ତାର୍‌ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍‌ । 17 ଏ ଜିବନର୍‌ ବିସଇନେଇ ଜେତ୍‌କି ଲକ୍‌ମନ୍‌ ସାଉକାର୍‌ ଅଇ ଆଚତ୍‌, ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ନିକ ବଲି ନ ବାବ୍‌ବାକେ ତିଆର୍‌ । ଦନ୍‌ ସଁପତି ଉପ୍‌ରେ ବେସି ଆସା କର୍‌ବାର୍‌ ନାଇ ବଲି ସେମନ୍‌କେ ସିକା । କାଇକେବଇଲେ ଡାବୁ ଦାପ୍‌ରେ ମାୟାଅଇଜାଇସି । ତାର୍‌ ବାଦୁଲେ ସେମନ୍‌କେ ଲଡାକେ ଲାଗ୍‌ବା ବିସଇ ସବୁ ଦେବାକେ ପର୍‌ମେସରର୍‌ଟାନେ ଆସା ରକ୍‍ବାକେ ସିକାଇଦେସ୍‌ । ସେ ଆକା ଆମର୍‌ପାଇ କାଇଟା ନ ଦେକି, ସବୁ ବିସଇ ସାର୍‌ଦା କର୍‌ବାକେ ଦେଇସି । 18 ଦରମ୍‌ ମନେ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌କେ କଇଦେସ୍‌ । ଅର୍‌କିତ୍‌ ଲକ୍‌ମନ୍‌କେ କାଇଟା ନ ବାବି ଦେବାକେ, ତାକର୍‌ ଟାନେ ରଇଲାଟା ସାର୍‌ଦା ସଙ୍ଗ୍‍ ବାଟାକର୍‌ବାକେ କଇଦେସ୍‌ । 19 ଏନ୍ତାରି ତାକର୍‌ ନିକ କାମ୍‌ସବୁ ଗଟେକ୍‌ ବଡ୍‌ ଦନ୍‌ ଇସାବେ ସେମନ୍‌ ସର୍‌ଗେ ସଙ୍ଗଇଆଚତ୍‌ । ସେନ୍ତାର୍‌ ଆଲେ ସେମନ୍‌ ତାକର୍‌ ନିଜର୍‌ପାଇ ଜିବନ୍‌ ମିଲାଇବାଇ । 20 ଏ ତିମତି, ପର୍‌ମେସର୍‌ ତକେ ଜନ୍‌ଟା କର୍‌ବାକେ ଦାଇତ୍‌ ଦେଲାଆଚେ, ସେ ଦାଇତ୍‌ ନିକ ସଙ୍ଗ୍‍ କର୍‌ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍‌ତା ଆରି ପର୍‌ମେସରର୍‌ ବିସଇଟାନେ ରଇବା ସତ୍‌ ସିକିଆ ଜନ୍‌ ଲକ୍‌ ବିରଦ୍‌ କଲାଇନି, ସେମନର୍‌ ଟାନେଅନି ଦୁରିକେ ର । ସେଟା ସେମନ୍‌ ସିକ୍‌ବା ଗିଆନ୍‌ ବଲି ବୁଲ୍‌ ବୁଜ୍‌ଲାଇନି । 21 ଏ ବୁଲ୍‌ ସିକିଆ କେତେଲକ୍‌ ମାନିକରି କିରିସ୍‌ଟର୍‌ ବିସଇଟାନେ ରଇବା ସତ୍‌ ସିକିଆ ଚାଡିଦେଇଆଚତ୍‌ । ପର୍‌ମେସର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତର୍‌ ସଙ୍ଗ୍‍ ସବୁବେଲେ ରଅ । ଆମେନ୍‌ !

In Other Versions

1 Timothy 6 in the ANGEFD

1 Timothy 6 in the ANTPNG2D

1 Timothy 6 in the AS21

1 Timothy 6 in the BAGH

1 Timothy 6 in the BBPNG

1 Timothy 6 in the BBT1E

1 Timothy 6 in the BDS

1 Timothy 6 in the BEV

1 Timothy 6 in the BHAD

1 Timothy 6 in the BIB

1 Timothy 6 in the BLPT

1 Timothy 6 in the BNT

1 Timothy 6 in the BNTABOOT

1 Timothy 6 in the BNTLV

1 Timothy 6 in the BOATCB

1 Timothy 6 in the BOATCB2

1 Timothy 6 in the BOBCV

1 Timothy 6 in the BOCNT

1 Timothy 6 in the BOECS

1 Timothy 6 in the BOGWICC

1 Timothy 6 in the BOHCB

1 Timothy 6 in the BOHCV

1 Timothy 6 in the BOHLNT

1 Timothy 6 in the BOHNTLTAL

1 Timothy 6 in the BOICB

1 Timothy 6 in the BOILNTAP

1 Timothy 6 in the BOITCV

1 Timothy 6 in the BOKCV

1 Timothy 6 in the BOKCV2

1 Timothy 6 in the BOKHWOG

1 Timothy 6 in the BOKSSV

1 Timothy 6 in the BOLCB

1 Timothy 6 in the BOLCB2

1 Timothy 6 in the BOMCV

1 Timothy 6 in the BONAV

1 Timothy 6 in the BONCB

1 Timothy 6 in the BONLT

1 Timothy 6 in the BONUT2

1 Timothy 6 in the BOPLNT

1 Timothy 6 in the BOSCB

1 Timothy 6 in the BOSNC

1 Timothy 6 in the BOTLNT

1 Timothy 6 in the BOVCB

1 Timothy 6 in the BOYCB

1 Timothy 6 in the BPBB

1 Timothy 6 in the BPH

1 Timothy 6 in the BSB

1 Timothy 6 in the CCB

1 Timothy 6 in the CUV

1 Timothy 6 in the CUVS

1 Timothy 6 in the DBT

1 Timothy 6 in the DGDNT

1 Timothy 6 in the DHNT

1 Timothy 6 in the DNT

1 Timothy 6 in the ELBE

1 Timothy 6 in the EMTV

1 Timothy 6 in the ESV

1 Timothy 6 in the FBV

1 Timothy 6 in the FEB

1 Timothy 6 in the GGMNT

1 Timothy 6 in the GNT

1 Timothy 6 in the HARY

1 Timothy 6 in the HNT

1 Timothy 6 in the IRVA

1 Timothy 6 in the IRVB

1 Timothy 6 in the IRVG

1 Timothy 6 in the IRVH

1 Timothy 6 in the IRVK

1 Timothy 6 in the IRVM

1 Timothy 6 in the IRVM2

1 Timothy 6 in the IRVO

1 Timothy 6 in the IRVP

1 Timothy 6 in the IRVT

1 Timothy 6 in the IRVT2

1 Timothy 6 in the IRVU

1 Timothy 6 in the ISVN

1 Timothy 6 in the JSNT

1 Timothy 6 in the KAPI

1 Timothy 6 in the KBT1ETNIK

1 Timothy 6 in the KBV

1 Timothy 6 in the KJV

1 Timothy 6 in the KNFD

1 Timothy 6 in the LBA

1 Timothy 6 in the LBLA

1 Timothy 6 in the LNT

1 Timothy 6 in the LSV

1 Timothy 6 in the MAAL

1 Timothy 6 in the MBV

1 Timothy 6 in the MBV2

1 Timothy 6 in the MHNT

1 Timothy 6 in the MKNFD

1 Timothy 6 in the MNG

1 Timothy 6 in the MNT

1 Timothy 6 in the MNT2

1 Timothy 6 in the MRS1T

1 Timothy 6 in the NAA

1 Timothy 6 in the NASB

1 Timothy 6 in the NBLA

1 Timothy 6 in the NBS

1 Timothy 6 in the NBVTP

1 Timothy 6 in the NET2

1 Timothy 6 in the NIV11

1 Timothy 6 in the NNT

1 Timothy 6 in the NNT2

1 Timothy 6 in the NNT3

1 Timothy 6 in the PDDPT

1 Timothy 6 in the PFNT

1 Timothy 6 in the RMNT

1 Timothy 6 in the SBIAS

1 Timothy 6 in the SBIBS

1 Timothy 6 in the SBIBS2

1 Timothy 6 in the SBICS

1 Timothy 6 in the SBIDS

1 Timothy 6 in the SBIGS

1 Timothy 6 in the SBIHS

1 Timothy 6 in the SBIIS

1 Timothy 6 in the SBIIS2

1 Timothy 6 in the SBIIS3

1 Timothy 6 in the SBIKS

1 Timothy 6 in the SBIKS2

1 Timothy 6 in the SBIMS

1 Timothy 6 in the SBIOS

1 Timothy 6 in the SBIPS

1 Timothy 6 in the SBISS

1 Timothy 6 in the SBITS

1 Timothy 6 in the SBITS2

1 Timothy 6 in the SBITS3

1 Timothy 6 in the SBITS4

1 Timothy 6 in the SBIUS

1 Timothy 6 in the SBIVS

1 Timothy 6 in the SBT

1 Timothy 6 in the SBT1E

1 Timothy 6 in the SCHL

1 Timothy 6 in the SUSU

1 Timothy 6 in the SUSU2

1 Timothy 6 in the SYNO

1 Timothy 6 in the TBIAOTANT

1 Timothy 6 in the TBT1E

1 Timothy 6 in the TBT1E2

1 Timothy 6 in the TFTIP

1 Timothy 6 in the TFTU

1 Timothy 6 in the TGNTATF3T

1 Timothy 6 in the THAI

1 Timothy 6 in the TNFD

1 Timothy 6 in the TNT

1 Timothy 6 in the TNTIK

1 Timothy 6 in the TNTIL

1 Timothy 6 in the TNTIN

1 Timothy 6 in the TNTIP

1 Timothy 6 in the TNTIZ

1 Timothy 6 in the TOMA

1 Timothy 6 in the TTENT

1 Timothy 6 in the UBG

1 Timothy 6 in the UGV

1 Timothy 6 in the UGV2

1 Timothy 6 in the UGV3

1 Timothy 6 in the VBL

1 Timothy 6 in the VDCC

1 Timothy 6 in the YALU

1 Timothy 6 in the YAPE

1 Timothy 6 in the YBVTP

1 Timothy 6 in the ZBP