Colossians 2 (SNT)

1 କାଇକେବଇଲେ ତମର୍‌ପାଇ, ଲାଉଦିକିଆର୍‌ ଲକ୍‌ମନ୍‌କେ ଆରି ଏବେ ଜେତ୍‌କି ଲକ୍‌ ମକେ ନ ଦେକିରଇଲାଇ, ସେ ସବୁଲକର୍‌ ପାଇ, ମୁଇ କେତେକ୍‌ କସ୍‌ଟ କଲିନି, ସେଟା ତମେ ଜାନା ବଲିକରି ମନ୍‌କଲିନି । 2 ଏ ସବୁ ବିସଇ ତମ୍‌କେ ଆତ୍‌ମା ଇସାବେ ସାର୍‌ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍‌ ମନ୍‌ ଅଇକରି ଆଲାଦ୍‌ କରାକରି ଅଇସା । ତମେ ପୁରାପୁରୁନ୍‌ ବୁଜ୍‌ବାବେଲେ ବେସି ଆସା ଆରି ସାର୍‌ଦା ଅଇରଇସା । ଜଦି ତମ୍‌କେ ଏ ଆସା ରଇଲେ, ପର୍‌ମେସର୍‌ ଜଜ୍‌ନା କଲାଟା ଜାନିପାରାସ୍‌ । ସେ ଆସା ପୁର୍‌ବେ ରଇଲା ଲକ୍‌ମନ୍‌କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍‌ଟର୍‌ ବିସଇସେ । 3 ସେ ନିଜେ ଏ କବରର୍‌ ଅରତ୍‌ ବୁଜାଇପାର୍‌ସି । ସେଟା ଗଟେକ୍‌ ବେସି ମୁଲିଅ ରଇବା ବିସଇ । 4 କେ ମିସା କାତାର୍‌ ଚାଲାକିସଙ୍ଗ୍‍ ତମ୍‌କେ ନ ନାଡାଅତ୍‌ ବଲି ଆସାକରି ଏଟା ମୁଇ ତମ୍‌କେ ଲେକ୍‌ଲିନି । ସେମନ୍‌ କଇବା କାତା ସତ୍‌ପାରା ଲାଗ୍‌ଲେମିସା ନାଡାଇ ଉଆନାଇ । 5 କାଇକେବଇଲେ ଗାଗଡ୍‌ ଇସାବେ ମୁଇ ତମର୍‌ ସଙ୍ଗ୍‍ ନ ରଇଲେ ମିସା ଆତ୍‌ମା ଇସାବେ ଆଚି । ତମେ କିରିସ୍‌ଟକେ ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କଲାଟା ଆରି ଗଟେକ୍‌ ମନ୍‌ ଅଇରଇବାଟା ଦେକି ମୁଇ ବେସି ସାର୍‌ଦା ଅଇଲିନି । 6 ତେବେ ଜିସୁକିରିସ୍‌ଟକେ ତମର୍‌ ମାପ୍‌ରୁ ଇସାବେ ଜେନ୍ତି ବିସ୍‌ବାସ୍‌ କରିଆଚାସ୍‌, ସେନ୍ତାରି ତାର୍‌ସଙ୍ଗ୍‍ ମିସିକରି ରୁଆ । 7 କିରିସ୍‌ଟର୍‌ ବିସଇ ବିସ୍‌ବାସ୍‌ କରିରଇବା କବର୍‌ ଡାଟ୍‌ସଙ୍ଗ୍‍ ଦାରିରୁଆ । ତାର୍‌ ବିସଇ ଅଦିକ୍‌ ଅଦିକ୍‌ ସିକା ଆରି ବିସ୍‌ବାସେ ଡାଟ୍‌ ଉଆ । ଜେନ୍ତିକି ତମ୍‌କେ ସିକାଇଲାପାରା, ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରୁଆ । 8 କେ ମିସା ନିଜର୍‌ ଚାଲାକିକରି ପର୍‌ମେସରର୍‌ ବିସଇ ତିଆର୍‌କରି ରଇବାଟା ସଙ୍ଗ୍‍ ତମ୍‌କେ ପାନ୍ଦେ ନ ଲାଗାଅତ୍‌, ସେଟାର୍‌ପାଇ ଜାଗ୍‍ରତ୍‌ ଅଇରୁଆ । ସେମନ୍‌ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍‌ ବିସଇ ନଏଁ । ସେଟା ବିନ୍‌ ଲକର୍‌ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍‌ ବିତ୍‌ରେ ରଇବା ନିୟମ୍‌ । ମାତର୍‌ କିରିସ୍‌ଟର୍‌ ବିସଇଟାନେ ରଇବା, ସତ୍‌ ସିକିଆ ନଏଁ । 9 କାଇକେବଇଲେ ନର୍‌ରୁପ୍‌ ଦାରିରଇବାବେଲେ ମିସା କିରିସ୍‌ଟ ପୁରାପୁରୁନ୍‌ ପର୍‌ମେସର୍‌ ରଇଲା । 10 ଆରି ତମେ ତାର୍‌ ସଙ୍ଗ୍‍ ମିସିରଇଲାର୍‌ପାଇ ଆତ୍‌ମା ଇସାବେ ପୁରାପୁରୁନ୍‌ ଅଇଆଚାସ୍‌ । ବିନ୍‌ ବିନ୍‌ ବପୁ ଆରି ଅଦିକାର୍‌ ଉପ୍‌ରେ ରଇ, କିରିସ୍‌ଟର୍‌ ସାସନ୍‌ ବଡ୍‌ । 11 ତମେ କିରିସ୍‌ଟ ସଙ୍ଗ୍‍ ମିସ୍‌ଲାର୍‌ପାଇ ସୁନତ୍‌ ଅଇଲାପାରା ଅଇଆଚାସ୍‌ । ଜେନ୍ତିକି ତମର୍‌ ପାପର୍‌ ଗୁନ୍‌ଚଲନେ ଅନି ମୁକ୍‌ଲିଆଚାସ୍‌ । ଗାଗଡ୍‌ ଇସାବେ ସୁନତ୍‌ ଅଇଆଚାସ୍‌ ବଲି ମୁଇ କଇନାଇ, ମାତର୍‌ କିରିସ୍‌ଟସେ ତମର୍‌ ପାପର୍‌ ଗୁନ୍‌ଚଲନେଅନି ମୁକ୍‌ଲାଇଆଚେ । 12 ତମେ ଜେଡେବେଲେ ଡୁବନ୍‌ ନେବାକେ ପାନିଟାନେ ବୁଡ୍‌ଲାସ୍‌, ସେଟା ତମର୍‌ ପାପର୍‌ ଗୁନ୍‌ଚଲନ୍‌ କିରିସ୍‌ଟର୍‌ ସଙ୍ଗ୍‍ ମରିକରି ତପିଅଇଲାପାରା ଅଇରଇଲାସ୍‌ । ପାନିବିତ୍‌ରେଅନି ବାରଇଲାଟା ନୁଆ ଗୁନ୍‌ଚଲନ୍‌ ଦାରି କିରିସ୍‌ଟର୍‌ ସଙ୍ଗ୍‍ ଆରି ତରେକ୍‌ ଉଟ୍‌ଲାପାରା ଅଇଲା । ପର୍‌ମେସର୍‌ ତାର୍‌ ବପୁସଙ୍ଗ୍‍ ମଲାତେଇଅନି ଜିବନ୍‌କରି କିରିସ୍‌ଟକେ ଉଟାଇଲା ବଲି ତମେ ବିସ୍‌ବାସ୍‌ କଲାର୍‌ପାଇ ଏଟା ତମ୍‌କେ ଗଟ୍‌ଲା । 13 ତମେ ଜିଉଦି ନ ଅଇଲା ଲକ୍‌ମନ୍‌ ପର୍‌ମେସରର୍‌ ନିୟମ୍‌ ନ ମାନ୍‌ଲାର୍‌ପାଇ ତାର୍‌ଟାନେଅନି ବେଗ୍‌ଲି ରଇଲାସ୍‌ । ଆରି ତମର୍‌ ପାପର୍‌ ଗୁନ୍‌ଚଲନର୍‌ ବପୁଅନି ମୁକ୍‌ଲି ନ ରଇଲାସ୍‌ । ମାତର୍‌ ପର୍‌ମେସର୍‌ କିରିସ୍‌ଟର୍‌ ସଙ୍ଗ୍‍ ଗଟେକ୍‌ ନୁଆ ଜିବନ୍‌ କରି ତମ୍‌କେ ଉଟାଇଆଚେ । ସେ ଆମର୍‌ ସବୁ ପାପ୍‌ କେମାକରି ଦେଲାଆଚେ । 14 ଆମେ କରିରଇବା ସବୁ ପାପ୍‌ ଲେକାଅଇରଇବା ଚିଟିପତର୍‌ ଜନ୍‌ଟା କି ଆମ୍‌କେ ଦସିକରିରଇଲା, ସେ ସବୁ ପର୍‌ମେସର୍‌ ଲିବାଇଦେଲା । ଲେକ୍‌ଲାଟାମନ୍‌ କୁରୁସ୍‌କାଟେ କୁଟି ମାରି କୁରୁପ୍‌ନାସ୍‌ କଲା । 15 ସାସନ୍‌ କରି ଅଦିକାରେ ରଇବା ସବୁ କାରାପ୍‌ ଆତ୍‌ମାମନ୍‌କେ ସେ ଆରାଇଲା । କିରିସ୍‌ଟ କୁରୁସ୍‌କାଟେ ମଲାକେ, ସେ ସବୁ ସାସନ୍‌କାରିଆମନ୍‌କେ ଆରାଇଲା ବଲି ଦେକାଇଲା । 16 ତେବର୍‌ପାଇ ତମର୍‌ କାଇବା, ପିଇବା, ବିସଇ ଅ କି ତାକର୍‌ କେତେଟା ପରବ୍‌ଚନ୍ଦ୍‌ଟାନେ କି ଉଆଁସ୍‌ରାତି ବେଲେ କି ବିସ୍‌ରାମ୍‌ବାରେ ତମେ ମିସାସ୍‌ନାଇ, ବଲି କାକେ ବିଚାର୍‌ କର୍‌ବାକେ ଦିଆସ୍‌ନାଇ । 17 ଏ ସବୁ ନିୟମ୍‌ ପର୍‌ମେସର୍‌ ଆମ୍‌କେ ଦେବିବଲି କାତାଦେଇରଇବା ବିସଇର୍‌ ଚିନ୍‌ । ଏ ସବୁ ନିୟମର୍‌ ଚିନ୍‌ କିରିସ୍‌ଟର୍‌ଟାନେ ପୁରାପୁରୁନ୍‌ ସିଦ୍‌ ଅଇସି । 18 ନିଜ୍‌କେ ନିଚ୍‌କରି ସେମନ୍‌ ଉପାସନା କଲାପାରା ଦୁତ୍‌ମନ୍‌କେ ଉପାସନା କର୍‌ବାକେ, କାକେମିସା ବାଦିଅ କର୍‌ବାକେ ଦିଆସ୍‌ନାଇ । ସେନ୍ତାର୍‌କଲେ ପର୍‌ମେସର୍‌ କାତାଦେଇରଇବା ପୁରୁସ୍‌କାର୍‌ ତମ୍‌କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍‌ଲକ୍‌, ପର୍‌ମେସର୍‌ଟାନେ ଅନି ଦର୍‌ସନ୍‌ ଦେକିଆଚି ବଲିକରି ଅଦିକାର୍‌ ସଙ୍ଗ୍‍ ସିକାଇଲାନି । ସେ ତାର୍‌ ଚାଲାକିସଙ୍ଗ୍‍ ନିଜେ ତିଆର୍‌କରିରଇବା ବିସଇର୍‌ ଲାଗି ବଡ୍‌ପନ୍‌ ଅଇସି, ମାତର୍‌ ସତଇସେ ସେନ୍ତାରି ବଡ୍‌ପନ୍‌ ଅଇବାକେ କାଇଟାମିସା ନାଇ । 19 କିରିସ୍‌ଟର୍‌ ବିସଇଟାନେ ରଇବା ସତ୍‌ ସିକିଆ ଚାଡିଦେଲାଇ ଆଚତ୍‌ । କିରିସ୍‌ଟ ଜେ କି ଗାଗଡର୍‌ ମୁଣ୍ଡ୍‌ ଅଇଆଚେ । ମୁଣ୍ଡ୍‌ ଜେନ୍ତାର୍‌କି ଗାଗଡ୍‌କେ ବାଟ୍‌ ଦେକାଇସି, ସେନ୍ତାରିସେ ତାର୍‌ ଲକ୍‌ମନ୍‌ ଗଟେକ୍‌ ଅଇରଇବାକେ କିରିସ୍‌ଟ ବାଟ୍‌ ଦେକାଇସି । ଗାଗଡର୍‌ ସନ୍ଦି ଆରି ଚିର୍‌ ଗାଗଡ୍‌କେ ଗଟେକ୍‌ କରି ସଙ୍ଗଇଲାପାରା । ଆରି ପର୍‌ମେସର୍‌ ମନ୍‌କଲାପାରା ସେଟା ବଡ୍‌ସି । 20 ତମେ କିରିସ୍‌ଟର୍‌ ସଙ୍ଗ୍‍ ମଲାର୍‌ପାଇ ଏ ଜଗତର୍‌ ସାସନ୍‌କାରିଆମନର୍‌ ଟାନେଅନି ମୁକ୍‌ଲିଆଚାସ୍‌ । ତେବେ ଏ ଜଗତେ ରଇବା ନିୟମ୍‌ମନ୍‌ ଏବେ ଜାକ କାଇକେ ମାନିଆଚାସ୍‌ ? 21 ଏନ୍ତାରିଟାମନ୍‌ ଦାରାନାଇ କି କାଆନାଇ କି, ଏନ୍ତାରିଟାମନ୍‌ ଚିଆନାଇ ମିସା । ଏ ନିୟମ୍‌ମନ୍‌ କାଇକେ ମାନିକରି ଆଚାସ୍‌ ? 22 ଏ ସବୁଜାକ ନିୟମ୍‌ ମାନିକରି ଚାଲ୍‌ଲେ ତମ୍‌କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌କଲାଟା । 23 ଏ ରକାମର୍‌ ନିୟମ୍‌ ବେସି ଗିଆନ୍‌ ରଇଲାପାରା ଡିସ୍‌ସି । ବାଦିଅକରି ଦୁତ୍‌ମନ୍‌କେ ଉପାସନା କର୍‌ବାଟାନେ ଆରି ଲକ୍‌ମନ୍‌କେ ଦେକାଇଅଇଲା ପାରା ନିଜ୍‌କେ ନିଚ୍‌କରି ଆରି ଗାଗଡ୍‌କେ କସ୍‌ଟ ଦେବା ବିସଇ ସିକାଇବାଇ । ମାତର୍‌ ଏ ସବୁ ନିୟମ୍‌ ଲକ୍‌ମନର୍‌ ପାପର୍‌ ଗୁନ୍‌ଚଲନ୍‌ ଜାଗ୍‌ରତ୍‌ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ ।

In Other Versions

Colossians 2 in the ANGEFD

Colossians 2 in the ANTPNG2D

Colossians 2 in the AS21

Colossians 2 in the BAGH

Colossians 2 in the BBPNG

Colossians 2 in the BBT1E

Colossians 2 in the BDS

Colossians 2 in the BEV

Colossians 2 in the BHAD

Colossians 2 in the BIB

Colossians 2 in the BLPT

Colossians 2 in the BNT

Colossians 2 in the BNTABOOT

Colossians 2 in the BNTLV

Colossians 2 in the BOATCB

Colossians 2 in the BOATCB2

Colossians 2 in the BOBCV

Colossians 2 in the BOCNT

Colossians 2 in the BOECS

Colossians 2 in the BOGWICC

Colossians 2 in the BOHCB

Colossians 2 in the BOHCV

Colossians 2 in the BOHLNT

Colossians 2 in the BOHNTLTAL

Colossians 2 in the BOICB

Colossians 2 in the BOILNTAP

Colossians 2 in the BOITCV

Colossians 2 in the BOKCV

Colossians 2 in the BOKCV2

Colossians 2 in the BOKHWOG

Colossians 2 in the BOKSSV

Colossians 2 in the BOLCB

Colossians 2 in the BOLCB2

Colossians 2 in the BOMCV

Colossians 2 in the BONAV

Colossians 2 in the BONCB

Colossians 2 in the BONLT

Colossians 2 in the BONUT2

Colossians 2 in the BOPLNT

Colossians 2 in the BOSCB

Colossians 2 in the BOSNC

Colossians 2 in the BOTLNT

Colossians 2 in the BOVCB

Colossians 2 in the BOYCB

Colossians 2 in the BPBB

Colossians 2 in the BPH

Colossians 2 in the BSB

Colossians 2 in the CCB

Colossians 2 in the CUV

Colossians 2 in the CUVS

Colossians 2 in the DBT

Colossians 2 in the DGDNT

Colossians 2 in the DHNT

Colossians 2 in the DNT

Colossians 2 in the ELBE

Colossians 2 in the EMTV

Colossians 2 in the ESV

Colossians 2 in the FBV

Colossians 2 in the FEB

Colossians 2 in the GGMNT

Colossians 2 in the GNT

Colossians 2 in the HARY

Colossians 2 in the HNT

Colossians 2 in the IRVA

Colossians 2 in the IRVB

Colossians 2 in the IRVG

Colossians 2 in the IRVH

Colossians 2 in the IRVK

Colossians 2 in the IRVM

Colossians 2 in the IRVM2

Colossians 2 in the IRVO

Colossians 2 in the IRVP

Colossians 2 in the IRVT

Colossians 2 in the IRVT2

Colossians 2 in the IRVU

Colossians 2 in the ISVN

Colossians 2 in the JSNT

Colossians 2 in the KAPI

Colossians 2 in the KBT1ETNIK

Colossians 2 in the KBV

Colossians 2 in the KJV

Colossians 2 in the KNFD

Colossians 2 in the LBA

Colossians 2 in the LBLA

Colossians 2 in the LNT

Colossians 2 in the LSV

Colossians 2 in the MAAL

Colossians 2 in the MBV

Colossians 2 in the MBV2

Colossians 2 in the MHNT

Colossians 2 in the MKNFD

Colossians 2 in the MNG

Colossians 2 in the MNT

Colossians 2 in the MNT2

Colossians 2 in the MRS1T

Colossians 2 in the NAA

Colossians 2 in the NASB

Colossians 2 in the NBLA

Colossians 2 in the NBS

Colossians 2 in the NBVTP

Colossians 2 in the NET2

Colossians 2 in the NIV11

Colossians 2 in the NNT

Colossians 2 in the NNT2

Colossians 2 in the NNT3

Colossians 2 in the PDDPT

Colossians 2 in the PFNT

Colossians 2 in the RMNT

Colossians 2 in the SBIAS

Colossians 2 in the SBIBS

Colossians 2 in the SBIBS2

Colossians 2 in the SBICS

Colossians 2 in the SBIDS

Colossians 2 in the SBIGS

Colossians 2 in the SBIHS

Colossians 2 in the SBIIS

Colossians 2 in the SBIIS2

Colossians 2 in the SBIIS3

Colossians 2 in the SBIKS

Colossians 2 in the SBIKS2

Colossians 2 in the SBIMS

Colossians 2 in the SBIOS

Colossians 2 in the SBIPS

Colossians 2 in the SBISS

Colossians 2 in the SBITS

Colossians 2 in the SBITS2

Colossians 2 in the SBITS3

Colossians 2 in the SBITS4

Colossians 2 in the SBIUS

Colossians 2 in the SBIVS

Colossians 2 in the SBT

Colossians 2 in the SBT1E

Colossians 2 in the SCHL

Colossians 2 in the SUSU

Colossians 2 in the SUSU2

Colossians 2 in the SYNO

Colossians 2 in the TBIAOTANT

Colossians 2 in the TBT1E

Colossians 2 in the TBT1E2

Colossians 2 in the TFTIP

Colossians 2 in the TFTU

Colossians 2 in the TGNTATF3T

Colossians 2 in the THAI

Colossians 2 in the TNFD

Colossians 2 in the TNT

Colossians 2 in the TNTIK

Colossians 2 in the TNTIL

Colossians 2 in the TNTIN

Colossians 2 in the TNTIP

Colossians 2 in the TNTIZ

Colossians 2 in the TOMA

Colossians 2 in the TTENT

Colossians 2 in the UBG

Colossians 2 in the UGV

Colossians 2 in the UGV2

Colossians 2 in the UGV3

Colossians 2 in the VBL

Colossians 2 in the VDCC

Colossians 2 in the YALU

Colossians 2 in the YAPE

Colossians 2 in the YBVTP

Colossians 2 in the ZBP