Hebrews 8 (SNT)
1 ଏ ସବୁ କାତାଇଅନି ତମ୍କେ ବୁଜତ୍ ବଲି ମୁଇ ମନ୍ କଲିନି ଜେ, ଏ ଆମର୍ ବଡ୍ ପୁଜାରି ସରଗର୍ ସବୁର୍ ଉପ୍ରେ ପର୍ମେସରର୍ ଉଜାବାଟେ ବସ୍ଲା ଆଚେ । 2 ଆରି ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ସେ ବଡ୍ ପୁଜାରି ଇସାବେ ସେବା କଲାନି । ସେ ତୁମ୍କୁଡିଆ ଲକ୍ମନ୍ ତିଆର୍କଲାଟା ନଏଁ, ମାତର୍ ସେଟା ମାପ୍ରୁ ତିଆର୍ କଲାଆଚେ । 3 ସବୁ ବଡ୍ପୁଜାରିମନ୍ ଲକ୍ମନ୍ ଦେଇରଇବା ପସୁମନ୍ ଆରି ବିନ୍ ରକାମର୍ ବଲି ପର୍ମେସର୍କେ ସର୍ପି ଦେବାକେ ବାଚ୍ଲାଇ ଆଚତ୍ । ତେବର୍ପାଇ ଆମର୍ ବଡ୍ ପୁଜାରି ମିସା କାଇଟା ମିସା ପର୍ମେସର୍କେ ସର୍ପାଇବାର୍ ଆଚେ । 4 ମାତର୍ ଏ ଜଗତେ ସେବା କରେନାଇ । ସେ ଜଦି ଏ ଜଗତେ ରଇତା, ତେବେ ସେ ଗଟେକ୍ ପୁଜାରି ନ ଅଇତା । କାଇକେ ବଇଲେ ଜିଉଦିମନର୍ ନିୟମ୍ ଇସାବେ ଦାନ୍ ସର୍ପିଦେବାକେ ପୁଜାରିମନ୍ ରଇଲାଇ । 5 ମାତର୍ ତାକର୍ ସେବା କର୍ବା ଜାଗା ସର୍ଗେ ରଇବା ସତ୍ ବିସଇ ଅବ୍କା ଗଟେକ୍ ଚାଇପାରା । ସମାନ୍ ସେନ୍ତାରିସେ ମସାର୍ ବେଲେ ଅଇଲା । ସେ ଜେଡେବଲ୍ ଗଟେକ୍ ତୁମ୍କୁଡିଆ ତିଆର୍ କର୍ବାକେ ଜାଇତେରଇଲା, ପରମେସର୍ ତାକେ ତିଆର୍ଲା, “ଜାଗ୍ରତ୍ ! ତୁଇ ସୁକଲ୍ ତୁମ୍କୁଡିଆଇ ଜେତ୍କି କର୍ସୁ ବଇଲେ, ମୁଇ ତକେ ସେଟା ପର୍ବତେ ଦେକାଇଲା ରକାମ୍ କର୍ବାର୍ ଆଚେ ।” 6 ଏ ଜଗତର୍ ପୁଜାରିମନର୍ କାମ୍ତେଇଅନି ଜନ୍ କାମ୍ ପର୍ମେସର୍ ଜିସୁକେ ସର୍ପିଦେଲା, ସେ କାମ୍ ଅଦିକ୍ ଗୁର୍ତୁ ରଇବାଟା । ସେନ୍ତାରିସେ ଜନ୍ ନୁଆ ରାଜିନାମାସଙ୍ଗ୍ ସେ ପର୍ମେସର୍ ଆରି ମନୁସ୍ଜାତିକେ ଆରିତରେକ୍ ମିସାଇଲା, ସେଟା ପୁର୍ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍ମେସରର୍ ସପତ୍ ସବୁ ବେସି ନିକ ଆଚେ । 7 ପର୍ତୁମର୍ ରାଜିନାମାତେଇ ଜଦି କାଇ ବୁଲ୍ ନ ରଇତା, ତେବେ ପର୍ମେସର୍ ସେଟା ନ ବାଦ୍ଲାଇତା । 8 ମାତର୍ ସେ ରାଜିନାମା ମାନିକରି ରଇଲା ଲକ୍ମନର୍ ଚଲାଚଲ୍ତି ସଙ୍ଗ୍ ପର୍ମେସର୍ ସାର୍ଦା ନ ରଇଲା । କାଇକେବଇଲେ ସାସ୍ତରର୍ ମାପ୍ରୁର୍ ବାକିଅଟାନେ ଲେକା ଅଇଲାଆଚେ,“ଆଗ୍କେ ଗଟେକ୍ ବେଲା ଆଇଲାନିଜେଡେବେଲ୍ କି ଇସ୍ରାଏଲର୍ ଲକ୍ମନ୍କେ ଆରି ଜିଉଦାର୍ ଲକ୍ମନ୍କେ ମର୍ ନିଜର୍ କର୍ବାକେ ମୁଇ ଗଟେକ୍ ନୁଆ ରାଜିନାମା ଟିକ୍ କର୍ବି ।” 9 ଏ ନୁଆ ରାଜିନାମା ଆଗର୍ ରାଜିନାମା ପାରା ନ ରଏ । ସେ ରାଜିନାମା ତାକର୍ ଆନିଦାଦିମନ୍କେ ମିସର୍ଦେସେଅନି ଡାକି ଆନ୍ଲାବେଲେ ମୁଇ କରିରଇଲି । ଆଗର୍ ରାଜିନାମାର୍ ମର୍ ଆଦେସ୍ ସବୁ ସେମନ୍ ମାନତ୍ନାଇ । ତେବର୍ପାଇ ମୁଇ ଆରି ସେମନର୍ବାଟେ ନ ଦେକି । 10 ମାପ୍ରୁ ଆରିତରେକ୍ କଇଲା, ଇସ୍ରାଏଲର୍ ଲକ୍ମନ୍କେ ମର୍ ନିଜର୍ କର୍ବାକେ ମୁଇ ଜନ୍ ନୁଆ ରାଜିନାମା ତିଆର୍କର୍ବି ସେଟା ଏନ୍ତାରି ରଇସି । ମୁଇ ମର୍ ଆଦେସ୍ ତାକର୍ ଚିନ୍ତା କଲାଟାନେ ଦେବି ଆରି ତାକର୍ ମନ୍ ବିତ୍ରେ ଲେକ୍ବି । ଆରି ମୁଇ ତାକର୍ ପର୍ମେସର୍ ଅଇରଇବି ଆରି ସେମନ୍ ମର୍ ନିଜର୍ ଅଇରଇବାଇ । 11 ଏଟାର୍ଲାଗି କେ ମିସା ମର୍ ବିସଇରେ ତାର୍ ସଙ୍ଗର୍ ଲକ୍ମନ୍କେ ସିକାଇବାକେ ନ ପଡେ । ଆରି ମୁଇ କେ ବଲି କେ ମିସା ତାକର୍ ବାଇମନ୍କେ ବାତାଇବାକେ ନ ପଡେ । କାଇକେବଇଲେ, ସେବେଲେ ଗୁଲାଇ ଲକ୍ ବଡ୍ ଅଅତ୍ କି ସାନ୍ ଅଅତ୍ ମୁଇ କେ ବଲି ଜାନ୍ବାଇ । 12 ମୁଇ ସେମନର୍ ସବୁ ପାପ୍ କେମା କର୍ବି ଆରିସେମନ୍ କାଇ ଅନିଆଇ କଲାଟା ମିସା ମନେ ନ ଏତାଇ । 13 ଏବେ ଗଟେକ୍ ନୁଆ ରାଜିନାମା ଆଚେ ବଲି ପର୍ମେସର୍ କଇଲାକେ ପୁର୍ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍ଟା ପୁର୍ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।
In Other Versions
Hebrews 8 in the ANGEFD
Hebrews 8 in the ANTPNG2D
Hebrews 8 in the AS21
Hebrews 8 in the BAGH
Hebrews 8 in the BBPNG
Hebrews 8 in the BBT1E
Hebrews 8 in the BDS
Hebrews 8 in the BEV
Hebrews 8 in the BHAD
Hebrews 8 in the BIB
Hebrews 8 in the BLPT
Hebrews 8 in the BNT
Hebrews 8 in the BNTABOOT
Hebrews 8 in the BNTLV
Hebrews 8 in the BOATCB
Hebrews 8 in the BOATCB2
Hebrews 8 in the BOBCV
Hebrews 8 in the BOCNT
Hebrews 8 in the BOECS
Hebrews 8 in the BOGWICC
Hebrews 8 in the BOHCB
Hebrews 8 in the BOHCV
Hebrews 8 in the BOHLNT
Hebrews 8 in the BOHNTLTAL
Hebrews 8 in the BOICB
Hebrews 8 in the BOILNTAP
Hebrews 8 in the BOITCV
Hebrews 8 in the BOKCV
Hebrews 8 in the BOKCV2
Hebrews 8 in the BOKHWOG
Hebrews 8 in the BOKSSV
Hebrews 8 in the BOLCB
Hebrews 8 in the BOLCB2
Hebrews 8 in the BOMCV
Hebrews 8 in the BONAV
Hebrews 8 in the BONCB
Hebrews 8 in the BONLT
Hebrews 8 in the BONUT2
Hebrews 8 in the BOPLNT
Hebrews 8 in the BOSCB
Hebrews 8 in the BOSNC
Hebrews 8 in the BOTLNT
Hebrews 8 in the BOVCB
Hebrews 8 in the BOYCB
Hebrews 8 in the BPBB
Hebrews 8 in the BPH
Hebrews 8 in the BSB
Hebrews 8 in the CCB
Hebrews 8 in the CUV
Hebrews 8 in the CUVS
Hebrews 8 in the DBT
Hebrews 8 in the DGDNT
Hebrews 8 in the DHNT
Hebrews 8 in the DNT
Hebrews 8 in the ELBE
Hebrews 8 in the EMTV
Hebrews 8 in the ESV
Hebrews 8 in the FBV
Hebrews 8 in the FEB
Hebrews 8 in the GGMNT
Hebrews 8 in the GNT
Hebrews 8 in the HARY
Hebrews 8 in the HNT
Hebrews 8 in the IRVA
Hebrews 8 in the IRVB
Hebrews 8 in the IRVG
Hebrews 8 in the IRVH
Hebrews 8 in the IRVK
Hebrews 8 in the IRVM
Hebrews 8 in the IRVM2
Hebrews 8 in the IRVO
Hebrews 8 in the IRVP
Hebrews 8 in the IRVT
Hebrews 8 in the IRVT2
Hebrews 8 in the IRVU
Hebrews 8 in the ISVN
Hebrews 8 in the JSNT
Hebrews 8 in the KAPI
Hebrews 8 in the KBT1ETNIK
Hebrews 8 in the KBV
Hebrews 8 in the KJV
Hebrews 8 in the KNFD
Hebrews 8 in the LBA
Hebrews 8 in the LBLA
Hebrews 8 in the LNT
Hebrews 8 in the LSV
Hebrews 8 in the MAAL
Hebrews 8 in the MBV
Hebrews 8 in the MBV2
Hebrews 8 in the MHNT
Hebrews 8 in the MKNFD
Hebrews 8 in the MNG
Hebrews 8 in the MNT
Hebrews 8 in the MNT2
Hebrews 8 in the MRS1T
Hebrews 8 in the NAA
Hebrews 8 in the NASB
Hebrews 8 in the NBLA
Hebrews 8 in the NBS
Hebrews 8 in the NBVTP
Hebrews 8 in the NET2
Hebrews 8 in the NIV11
Hebrews 8 in the NNT
Hebrews 8 in the NNT2
Hebrews 8 in the NNT3
Hebrews 8 in the PDDPT
Hebrews 8 in the PFNT
Hebrews 8 in the RMNT
Hebrews 8 in the SBIAS
Hebrews 8 in the SBIBS
Hebrews 8 in the SBIBS2
Hebrews 8 in the SBICS
Hebrews 8 in the SBIDS
Hebrews 8 in the SBIGS
Hebrews 8 in the SBIHS
Hebrews 8 in the SBIIS
Hebrews 8 in the SBIIS2
Hebrews 8 in the SBIIS3
Hebrews 8 in the SBIKS
Hebrews 8 in the SBIKS2
Hebrews 8 in the SBIMS
Hebrews 8 in the SBIOS
Hebrews 8 in the SBIPS
Hebrews 8 in the SBISS
Hebrews 8 in the SBITS
Hebrews 8 in the SBITS2
Hebrews 8 in the SBITS3
Hebrews 8 in the SBITS4
Hebrews 8 in the SBIUS
Hebrews 8 in the SBIVS
Hebrews 8 in the SBT
Hebrews 8 in the SBT1E
Hebrews 8 in the SCHL
Hebrews 8 in the SUSU
Hebrews 8 in the SUSU2
Hebrews 8 in the SYNO
Hebrews 8 in the TBIAOTANT
Hebrews 8 in the TBT1E
Hebrews 8 in the TBT1E2
Hebrews 8 in the TFTIP
Hebrews 8 in the TFTU
Hebrews 8 in the TGNTATF3T
Hebrews 8 in the THAI
Hebrews 8 in the TNFD
Hebrews 8 in the TNT
Hebrews 8 in the TNTIK
Hebrews 8 in the TNTIL
Hebrews 8 in the TNTIN
Hebrews 8 in the TNTIP
Hebrews 8 in the TNTIZ
Hebrews 8 in the TOMA
Hebrews 8 in the TTENT
Hebrews 8 in the UBG
Hebrews 8 in the UGV
Hebrews 8 in the UGV2
Hebrews 8 in the UGV3
Hebrews 8 in the VBL
Hebrews 8 in the VDCC
Hebrews 8 in the YALU
Hebrews 8 in the YAPE
Hebrews 8 in the YBVTP
Hebrews 8 in the ZBP