Matthew 1 (SNT)

1 ଏଟା ଅଇଲାନି ଜିସୁକିରିସ୍‌ଟର୍‌ ଆନିଦାଦିମନର୍‌ ନାଉଁ ତାଲିକା । ସେ ଦାଉଦ୍‌ ବଁସର୍‌ ରଇଲା ଆରି ଦାଉଦ୍‌ ଅବ୍‌ରାଆମ୍ ବଁସର୍‌ ରଇଲା । 2 ଅବ୍‌ରାଅମର୍‌ ପଅ ଇସାକ୍‌, ଇସାକର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜିଉଦା ଆରି ତାର୍‌ ବାଇମନ୍‌ । 3 ଜିଉଦା ପେରସ୍‌ ଆରି ଜେରଅର୍‌ ବାବା ରଇଲା, ତାକର୍‌ ମାଆ ଅଇଲାନି ତାମର୍‌ । ପେରସର୍‌ ପଅ ଏସ୍‌ରନ୍‌ । 4 ଏସ୍‌ରନର୍‌ ପଅ ଆରାମ୍‌, ଆରାମର୍‌ ପଅ ଅମିନାଦବ୍‌ ଅମିନାଦବର୍‌ ପଅ ନଅସନ୍‌, ନଅସନର୍‌ ପିଲା ସଲ୍‌ମନ୍‌ 5 ସଲ୍‌ମନର୍‌ ପଅର୍‌ ନାଉଁ ବୟଜ୍‌, ବୟଜର୍‌ ମାଆ ରାଅବ୍‌ । ବୟଜର୍‌ ପଅର୍‌ ନାଉଁ ଅବେଦ୍‌ ଆରି ଅବେଦର୍‌ ମାଆର୍‌ ନାଉଁ ରୁତ୍‌ । ଅବେଦର୍‌ ପଅ ଜସୟ, 6 ଦାଉଦ୍‌ ରାଜାର୍‌ ସାସନ୍‌ ବେଲେ ଅନି ଜେଡେବଲ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ବାବିଲନ୍‌ ଦେସେ ବାନ୍ଦି ନେଇରଇଲା ଜାକ ସେତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜସୟର୍‌ ପଅ ଦାଉଦ୍‌ ରାଜା । ଉରିୟର୍‌ ମାଇଜିର୍‌ ପେଟେ ଅନି ସଲ୍‌ମନ୍‌କେ ଜନମ୍‌ ଦେଲା, 7 ସଲମନର୍‌ ପଅ ରିଅବିୟାମ୍‌ ରିଅବିୟାମର୍‌ ପଅ ଅବିୟ । 8 ଅବିୟର୍‌ ପଅ ଆସା, ଆସାର୍‌ ପଅ ଜିଅସାପଟ୍‌, ଜିଅସାପଟର୍‌ ପଅ ଜରାମ୍‌, ଜରାମର୍‌ ପଅ ଉଜିୟ । 9 ଉଜିୟର୍‌ ପଅ ଜତାମ୍‌, ଜତାମର୍‌ ପଅ ଆଅସ୍‌, ଆଅସର୍‌ ପଅ ଇଜକିୟ । 10 ଇଜକିୟର୍‌ ପଅ ମନସେଅ, ମନସେଅର୍‌ ପଅ ଆମନ୍‌, ଆମନର୍‌ ପଅ ଜସିୟ । 11 ଜସିୟ ବାବିଲନ୍‌ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍‌ ବାଇମନ୍‌ ଜନମ୍‌ ଅଇଲାଇ । 12 ବାବିଲନେ ବନ୍ଦିଅଇ ସାର୍‌ଲା ପଚେଅନି ଜିସୁର୍‌ ଜନମ୍‌ ଜାକ ଏତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍‌ଟିଏଲ୍‌ ଜନମ୍‌ ଅଇଲା, ସଲ୍‌ଟିଏଲର୍‌ ପଅ ଜିରୁବାବେଲ୍‌, 13 ଜିରୁବାବେଲର୍‌ ପଅ ଅବିଉଦ୍‌, ଅବିଉଦର୍‌ ପଅ ଏଲିୟାକିମ୍‌, ଏଲିୟାକିମର୍‌ ପଅ ଅଜୁର୍‌ । 14 ଅଜୁର୍‌ ପଅ ସାଦକ୍‌, ସାଦକର୍‌ ପଅ ଆକିମ୍‌, ଜାକିନର୍‌ ପଅ ଏଲିଉଦ୍‌, ଏଲିଉଦର୍‌ ପଅ ଏଲାଜାର୍‌, ଏଲାଜାରର୍‌ ପଅ ମତ୍‌ତାନ୍‌ । 15 ମତ୍‌ତାନର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜସେପ୍‌ । 16 ଏ ଜସେପ୍‌ ମରିୟମ୍‌କେ ବିବା ଅଇରଇଲା । ମରିୟମର୍‌ ପେଟେଅନି ଜିସୁ ଜନମ୍‌ ଅଇରଇଲା । ଜିସୁ କିରିସ୍‌ଟକେ ମସିଅ ବଲି ମିସା ନାଉଁ ଆଚେ । 17 ଏନ୍ତାରି ଅବ୍‌ରାଆମର୍‌ତେଇ ଅନି ଦାଉଦ୍‍ ରାଜାର୍‌ ଜାକ ଚଉଦ ଉତାର୍‌, ଦାଉଦର୍‌ତେଇ ଅନି ବାବିଲନ୍‌ ବନ୍ଦିରଇଲା ଜାକ ଚଉଦ ଉତାର୍‌, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍‌ଟର୍‌ ଜନମ୍‌ ଜାକ ଚଉଦ ଉତାର୍‌ । 18 ଏଟା ଅଇଲାନି ଜିସୁ କିରିସ୍‌ଟର୍‌ ଜନମ୍‌ ବିସଇ । ଜିସୁର୍‌ ମା ମରିୟମର୍‌ ସଙ୍ଗ୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାର୍‌ ପାଇ ବିବା ମାଙ୍ଗ୍‌ନି ଅଇରଇଲା । ମାତର୍‌ ସେମନର୍‌ ବିବା ନ ଅଇତେ ସୁକଲ୍‌ ଆତ୍‌ମାଇ ଅନି ଗାଗ୍‌ଡେ ଅଇରଇବାଟା ମରିୟମ୍‌ ଜାନିପାର୍‌ଲା । 19 ଜସେପ୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା ଆରି ସବୁବେଲେ ସତ୍‌ କାମ୍‌ କର୍‌ତେରଇଲା । ଆରି ମରିୟମ୍‌କେ ଲକ୍‌ମନର୍‌ ଟାନେ ନିନ୍ଦା କାତା ସୁନାଇବାକେ ମନ୍‍ ନ କର୍‌ତେ ରଇଲା । ସେଟାର୍‌ପାଇ କେ ନାଜାନ୍‌ତେ ତାର୍‌ ବିବା ମାଙ୍ଗ୍‌ନି ପିଟାଇଦେବାକେ ଉପାଇ ପାଁଚ୍‌ତେ ରଇଲା । 20 ସେ ଏନ୍ତି ଉପାଇ ପାଁଚ୍‌ଲା ବେଲେ, ଜସେପ୍‌କେ ଗଟେକ୍‌ ପର୍‌ମେସରର୍‌ ଦୁତ୍‌ ସପ୍‍ନେ ଦେକାଇ ଅଇ କଇଲା, ଏ ଦାଉଦର୍‌ ନାତିର୍‌ ତିତି ଜସେପ୍‌, ଡର୍‌ନାଇ । ମରିୟମ୍‌କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍‌ ଆତ୍‌ମାଇ ଅନି ସେ ଗାଗ୍‌ଡେ ଅଇଲାଆଚେ । 21 ତାର୍‌ଟାନେଅନି ଗଟେକ୍‌ ପିଲା ଜନମ୍‌ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍‌, କାଇକେବଇଲେ ସେ ତାର୍‌ ଲକ୍‌ମନ୍‌କେ ସେମନର୍‌ ପାପେଅନି ଉଦାର୍‌ କର୍‌ସି । 22 ଆଇବା ଦିନ୍‌ମନ୍‌କେ କାଇଟା ଅଇସି ବଲି, ପର୍‌ମେସର୍‌ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ ଅଇବାକେ ଏ ସବୁ ଅଇଲା । 23 ଗଟେକ୍‌ ଦାଙ୍ଗ୍‌ଡି ଗାଗ୍‌ଡେ ଅଇ ପିଲା ଜନମ୍‌ କର୍‌ସି, ଆରି ସେ ପିଲା ଲକ୍‌ମନର୍‌ ଟାନେ ଇମାନୁଏଲ୍‌ ବଲି ନାମାଇ ଅଇସି, ଏ ନାଉଁର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌ ଆମର୍‌ ସଙ୍ଗ୍‌ ଆଚେ । 24 ଜସେପ୍‌ ସଇଲା ଟାନେଅନି ଉଟି, ପର୍‌ମେସରର୍‌ ଦୁତ୍‌ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍‌କେ ବିବା ଅଇଲା । 25 ମାତର୍‌ ସେ ପିଲା ଜନମ୍‌ ନ ଅଇବା ଜାକ ମରିୟମ୍‌ ସଙ୍ଗ୍‍ ସୁଆବସା କରେନାଇ । ଜସେପ୍‌ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।

In Other Versions

Matthew 1 in the ANGEFD

Matthew 1 in the ANTPNG2D

Matthew 1 in the AS21

Matthew 1 in the BAGH

Matthew 1 in the BBPNG

Matthew 1 in the BBT1E

Matthew 1 in the BDS

Matthew 1 in the BEV

Matthew 1 in the BHAD

Matthew 1 in the BIB

Matthew 1 in the BLPT

Matthew 1 in the BNT

Matthew 1 in the BNTABOOT

Matthew 1 in the BNTLV

Matthew 1 in the BOATCB

Matthew 1 in the BOATCB2

Matthew 1 in the BOBCV

Matthew 1 in the BOCNT

Matthew 1 in the BOECS

Matthew 1 in the BOGWICC

Matthew 1 in the BOHCB

Matthew 1 in the BOHCV

Matthew 1 in the BOHLNT

Matthew 1 in the BOHNTLTAL

Matthew 1 in the BOICB

Matthew 1 in the BOILNTAP

Matthew 1 in the BOITCV

Matthew 1 in the BOKCV

Matthew 1 in the BOKCV2

Matthew 1 in the BOKHWOG

Matthew 1 in the BOKSSV

Matthew 1 in the BOLCB

Matthew 1 in the BOLCB2

Matthew 1 in the BOMCV

Matthew 1 in the BONAV

Matthew 1 in the BONCB

Matthew 1 in the BONLT

Matthew 1 in the BONUT2

Matthew 1 in the BOPLNT

Matthew 1 in the BOSCB

Matthew 1 in the BOSNC

Matthew 1 in the BOTLNT

Matthew 1 in the BOVCB

Matthew 1 in the BOYCB

Matthew 1 in the BPBB

Matthew 1 in the BPH

Matthew 1 in the BSB

Matthew 1 in the CCB

Matthew 1 in the CUV

Matthew 1 in the CUVS

Matthew 1 in the DBT

Matthew 1 in the DGDNT

Matthew 1 in the DHNT

Matthew 1 in the DNT

Matthew 1 in the ELBE

Matthew 1 in the EMTV

Matthew 1 in the ESV

Matthew 1 in the FBV

Matthew 1 in the FEB

Matthew 1 in the GGMNT

Matthew 1 in the GNT

Matthew 1 in the HARY

Matthew 1 in the HNT

Matthew 1 in the IRVA

Matthew 1 in the IRVB

Matthew 1 in the IRVG

Matthew 1 in the IRVH

Matthew 1 in the IRVK

Matthew 1 in the IRVM

Matthew 1 in the IRVM2

Matthew 1 in the IRVO

Matthew 1 in the IRVP

Matthew 1 in the IRVT

Matthew 1 in the IRVT2

Matthew 1 in the IRVU

Matthew 1 in the ISVN

Matthew 1 in the JSNT

Matthew 1 in the KAPI

Matthew 1 in the KBT1ETNIK

Matthew 1 in the KBV

Matthew 1 in the KJV

Matthew 1 in the KNFD

Matthew 1 in the LBA

Matthew 1 in the LBLA

Matthew 1 in the LNT

Matthew 1 in the LSV

Matthew 1 in the MAAL

Matthew 1 in the MBV

Matthew 1 in the MBV2

Matthew 1 in the MHNT

Matthew 1 in the MKNFD

Matthew 1 in the MNG

Matthew 1 in the MNT

Matthew 1 in the MNT2

Matthew 1 in the MRS1T

Matthew 1 in the NAA

Matthew 1 in the NASB

Matthew 1 in the NBLA

Matthew 1 in the NBS

Matthew 1 in the NBVTP

Matthew 1 in the NET2

Matthew 1 in the NIV11

Matthew 1 in the NNT

Matthew 1 in the NNT2

Matthew 1 in the NNT3

Matthew 1 in the PDDPT

Matthew 1 in the PFNT

Matthew 1 in the RMNT

Matthew 1 in the SBIAS

Matthew 1 in the SBIBS

Matthew 1 in the SBIBS2

Matthew 1 in the SBICS

Matthew 1 in the SBIDS

Matthew 1 in the SBIGS

Matthew 1 in the SBIHS

Matthew 1 in the SBIIS

Matthew 1 in the SBIIS2

Matthew 1 in the SBIIS3

Matthew 1 in the SBIKS

Matthew 1 in the SBIKS2

Matthew 1 in the SBIMS

Matthew 1 in the SBIOS

Matthew 1 in the SBIPS

Matthew 1 in the SBISS

Matthew 1 in the SBITS

Matthew 1 in the SBITS2

Matthew 1 in the SBITS3

Matthew 1 in the SBITS4

Matthew 1 in the SBIUS

Matthew 1 in the SBIVS

Matthew 1 in the SBT

Matthew 1 in the SBT1E

Matthew 1 in the SCHL

Matthew 1 in the SUSU

Matthew 1 in the SUSU2

Matthew 1 in the SYNO

Matthew 1 in the TBIAOTANT

Matthew 1 in the TBT1E

Matthew 1 in the TBT1E2

Matthew 1 in the TFTIP

Matthew 1 in the TFTU

Matthew 1 in the TGNTATF3T

Matthew 1 in the THAI

Matthew 1 in the TNFD

Matthew 1 in the TNT

Matthew 1 in the TNTIK

Matthew 1 in the TNTIL

Matthew 1 in the TNTIN

Matthew 1 in the TNTIP

Matthew 1 in the TNTIZ

Matthew 1 in the TOMA

Matthew 1 in the TTENT

Matthew 1 in the UBG

Matthew 1 in the UGV

Matthew 1 in the UGV2

Matthew 1 in the UGV3

Matthew 1 in the VBL

Matthew 1 in the VDCC

Matthew 1 in the YALU

Matthew 1 in the YAPE

Matthew 1 in the YBVTP

Matthew 1 in the ZBP