Matthew 6 (SNT)

1 ଲକ୍‌ମନ୍‌କେ ଦେକାଇଅଇବାକେ ସବୁର୍‌ ମୁଆଟେ ନିକ କାମ୍‌ କରାନାଇ । ସେଟା କଲେ ସର୍‌ଗେ ରଇବା ତମର୍‌ ବାବାର୍‌ ଟାନେଅନି ପୁରୁସ୍‌କାର୍‌ ନ ପାଆସ୍‌ । 2 ତେବେ ଗଟେକ୍‌ ଗରିବ୍‌ ଲକ୍‌କେ ଦାନ୍‌ ଦେବା ବେଲେ କୁଟିଆଲ୍‌ମନର୍‌ ପାରା ଦେକାଇ ନ ଉଆ । ସେମନ୍‌ ଲକ୍‌ମନର୍‌ତେଇ ଅନି ଡାକ୍‌ପୁଟା ପାଇବାକେ ପାର୍‌ତନା ଗରେ ଆରି ସାଇ ମଜାଇ ଦାନ୍‌ଦରମ୍‌ ଦେକାଇବାଇ । ମୁଇ ସତ୍‌ କଇଲିନି ଜେ, ସେମନ୍‌ ଇତିଅନି ସେମନର୍‌ ବୁତି ପୁରାପୁରୁନ୍‌ ପାଇସାରି ଆଚତ୍‌ । 3 ମାତର୍‌ ତମେ ଅବାବେ ରଇଲା ଲକ୍‌କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍‌ ଲଗର୍‍ ମଇତର୍‌ ମିସା ଏ କାତା ନାଜାନ । 4 ତମର୍‌ ଏ ଦାନ୍‌ ଲୁଚ୍‌ତେ ଅଇରଇଲେ ମିସା ସବୁ ଦେକ୍‌ବା ବାବା ପର୍‌ମେସର୍‌ ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି । 5 ପାର୍‌ତନା କର୍‌ବା ବେଲେ କୁଟିଆଲ୍‌ ବିସ୍‌ବାସିମନର୍‌ ପାରା ଉଆନାଇ । କାଇକେ ବଇଲେ ସେମନ୍‌ ଲକ୍‌ମନ୍‌କେ ଦେକାଇ ଅଇବାକେ ପାର୍‌ତନା ଗର୍‌ମନ୍‌କେ ଆରି ଗାଉଁର୍‌ ମଜା ଡାଣ୍ଡେ ଟିଆ ଅଇକରି ପାର୍‌ତନା କର୍‌ବାକେ ମନ୍‌ କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ନିଜର୍‌ ନିଜର୍‌ ପୁରୁସ୍‌କାର୍‌ ପାଇଲାଇବେ । 6 ମାତର୍‌ ତମେ ପାର୍‌ତନା କର୍‌ବାକେ ତମର୍‌ ବାକ୍‌ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍‌ ଡାବିଅଇଦିଆସ୍‌ ଆରି ନ ଡିସାଇ ଅଇବା ତମର୍‌ ସର୍‌ଗର୍‌ ବାବାର୍‌ ଲଗେ ପାର୍‌ତନା କରା । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମର୍‌ ବାବା ତମ୍‌କେ ପୁରୁସ୍‌କାର୍‌ ଦେଇସି । 7 ପାର୍‌ତନା କର୍‌ବା ବେଲେ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାରା ଅରତ୍‌ ନଇଲା କାତା ତର୍‌କେ ତର୍‌ କଇ ଆଉଲି ନ ଉଆ, ବେସି ପର୍‌ ପାର୍‌ତନା କଲେ ସେ ପର୍‌ମେସର୍‌ ସୁନ୍‌ସି ବଲି, ସେମନ୍‌ ମନେ ବାବ୍‌ବାଇ । 8 ସେମନର୍‌ ପାରା ଉଆ ନାଇ । ତମେ ମାଙ୍ଗ୍‌ବା ଆଗ୍‌ତୁ ଜାଇଟା ଦର୍‌କାର୍‌, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ସେଟା ସବୁ ଜାନ୍‍ସି । 9 ସେଟାର୍‌ ପାଇ ତମେ ଏନ୍ତାରି ପାର୍‌ତନା କର୍‌ବାର୍‌ ଆଚେ ।ଏ ଆମର୍‌ ସରଗର୍‌ ବାବା,ତମର୍‌ ସୁକଲ୍‌ ନାଉଁ ଡାକ୍‍ପୁଟା ପାଅ । 10 ତମର୍‌ ସାସନ୍‌ ଆସ । ସର୍‌ଗେ ତମର୍‌ ମନ୍‍ କଲାଟା ଜେନ୍ତାରି ସିଦ୍‌ ଅଇଲାନି,ଏ ରାଇଜେ ମିସା ସେନ୍ତାରି ତମେ ମନ୍‍ କଲାଟା ସିଦ୍‌ ଅ । 11 ଆଜି ଆମ୍‌କେ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ । 12 ଆମର୍‌ ବିରଦେ ଦସ୍‌ କରିରଇବା ଲକ୍‌ମନ୍‌କେଆମେ ଜେନ୍ତାର୍‌ କେମା କଲୁନି, ସେନ୍ତାରି ଆମର୍‌ ସବୁ ଦସ୍‌ କେମା କରା । 13 ବେସି କସ୍‌ଟ ରଇବା ପରିକା ଆମ୍‍କେ ମୁରଚ୍‍ବାକେ ଦିଆ ନାଇ,ମାତର୍‌ କାରାପ୍‌ କାମେଅନି ରକିଆ କରାଜେନ୍ତିକି ତମର୍‌ ରାଇଜ୍‌, ତମର୍‌ ବପୁ,ଆରି ଡାକ୍‌ପୁଟା ସବୁ ଜୁଗେଜୁଗେ ତମର୍‌ ଅଇକରି ରଅ । ଆମେନ୍‌ ! 14 “ତମର୍‌ ବିରଦେ ଦସ୍‌ କରିରଇବା ବିନ୍‌ ଲକ୍‌ମନ୍‌କେ ଜଦି ତମେ କେମା କର୍‌ସା, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ମିସା ତମ୍‌କେ କେମା କର୍‌ସି । 15 ମାତର୍‌ ତମେ ଜଦି ବିନ୍‌ ଲକ୍‌ମନ୍‌କେ କେମା ନ କରାସ୍‌, ସରଗର୍‌ ବାବା ମିସା ତମେ କରିରଇବା ପାପ୍‌ଦସ୍‌ କେମା ନ କରେ ।” 16 “ଉପାସ୍‌ କର୍‌ବା ବେଲେ ଦରମ୍‌ ବଲି ଦେକାଇଅଇଲା ଲକର୍‌ ପାରା ବାଇରେ ସପାସୁତର୍‌ ଅଇବାଟା ଚାଡିଦେବାର୍‌ ନାଇ । ସେମନ୍‌ ଉପାସ୍‌ କଲୁନି ବଲି ଲକର୍‌ ଲଗେ ଦେକାଇ ଅଇବାକେ ସେନ୍ତାରି କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ଏନ୍ତି କର୍‌ବାର୍‌ ଲାଗି ନିଜର୍‌ ପୁରୁସ୍‌କାର୍‌ ସବୁ ପାଇଲାଇବେ । 17 ମାତର୍‌ ତମେ ଉପାସ୍‌ କର୍‌ବା ବେଲେ, ମୁଣ୍ଡେ ଚିକନ୍‌ଲାଗାଇ ଅଇ ସପା ସୁତ୍‌ରା ରୁଆ । 18 ଜେନ୍ତିକି ଉପାସ୍‌ କଲାସ୍‌ନି ବଲି ବିନ୍‌ ଲକ୍‌ମନ୍‌ ନାଜାନତ୍‌ । ମାତର୍‌ ତମର୍‌ ନ ଡିସ୍‌ବା ବାବା ସବୁ କାତା ଜାନେ । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।”। 19 “ଏ ଦୁନିଆଇ ନିଜର୍‌ପାଇ ଦନ୍‌ ଅର୍‌ଜା ନାଇ । ଇତି ସଙ୍ଗଇଲା ଦନ୍‌ ଅଲ୍‌ମା କାଇ ଚିଲମ୍‌ ଦାର୍‌ସି ଆରି ଚର୍‌ମନ୍‌ କତି କାଣା କରି ଚରାଇନେବାଇ । 20 ସର୍‌ଗେ ତମର୍‌ ପାଇ ଏନ୍ତାରି ଦନ୍‌ ଅର୍‌ଜି ସଙ୍ଗୁଆ । ତେଇ ଅଲ୍‌ମା ଆରି ଚିଲମ୍‌ ନ ଦାରେ । ଆରି ଚର୍‌ମନ୍‌ ମିସା କତି କାଣାକରି ଚରାଇ ନେଇ ନାପାରତ୍‌ । ଜାଗ୍‌ରତ୍‌ ! 21 କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।” 22 “ତମର୍‌ ଆଁକି ଅଇଲାନି ଗାଗଡର୍‌ ବତି । ଜେଡେବେଲା ଆଁକି ନିର୍‌ମଲ୍‌ ରଇସି, ତେବେ ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ବର୍‌ତି ଅଇରଇସି । 23 ମାତର୍‌ ଜେବେ ତମର୍‌ ଆଁକି ନସିରଇସି, ତେବେ ସବୁ ଗାଗଡ୍‌ ଆନ୍ଦାର୍‌ ଅଇସି । ତେବର୍‌ପାଇ ତମର୍‌ ମନ୍‌ ବିତ୍‌ରର୍‌ ଉଜଲ୍‌ ଜେବେ ଆନ୍ଦାର୍‌ ଅଇସି, ତେବେ ସେ ଆନ୍ଦାର୍‌ କେଡେକ୍‌ ବଡ୍‌ ବିପଦ୍‌ ।” 24 “କେ ମିସା ଗଟେକ୍‌ ଲକ୍‌ ଦୁଇଟା ସାଉକାରର୍‌ ସେବାକରି ନାପାରେ । ସେ ଗଟେକ୍‌ ଲକ୍‌କେ ମାନ୍‌ସି ଆରି ଗଟେକ୍‍ ଲକ୍‌କେ ଗିନ୍‌ କର୍‌ସି । ନଇଲେ ଗଟେକ୍‌ ଲକ୍‌କେ ବିସ୍‌ବାସ୍‌ କର୍‌ସି ଆରି ଗଟେକ୍‍ ଲକ୍‌କେ ବିସ୍‌ବାସ୍‌ ନ କରେ । ତମେ ଏକାତର୍‌ ପର୍‌ମେସର୍‌କେ ଆରି ଡାବୁକାସୁକେ ସେବାକରି ନାପାରାସ୍‌ ।” 25 ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, ବଁଚ୍‌ବାକେ କାଇଟା କାଇବୁବେ ? ଆରି ଗାଗଡର୍‌ ପାଇ କାଇଟା ପିନ୍ଦ୍‌ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍‌ତେଇଅନି ଜିବନ୍‌, ଆରି ବସ୍‌ତର୍‌ ତେଇଅନି ଗାଗଡ୍‌ ମୁକିଅ ଆଚେ । 26 ଚଡଇମନ୍‌କେ ଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, କି କଲ୍‌କିତେଇ ନ ସଙ୍ଗଅତ୍‌, ଅଇଲେ ମିସା ସରଗର୍‌ ବାବା ସେମନ୍‌କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍‌ତେଇଅନି ମୁକିଅ ନୁଆସ୍‌ କି ? 27 ବଁଚ୍‌ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍‌ ଅଇ ଜେ ତାର୍‌ କଣ୍ଡେକ୍‌ ମିସା ବଁଚ୍‍ବା ଦିନ୍‍ ପାର୍‌ସି କି ? ନାଇ ନାପାରେ । 28 ବସ୍‌ତର୍‌ ପାଇ କାଇକେ ବିକଲ୍‌ ଅଇଲାସ୍‌ନି ? ଦେକା, ବନର୍‌ ପୁଲ୍‌ମନ୍‌ କେନ୍ତି ବଡ୍‌ଲାଇନି, ସେମନ୍‌ କାମ୍‌ଦାମ୍‌ କରତ୍‌ ନାଇ କି ନିଜର୍‌ ପାଇ ବସ୍‌ତର୍‌ ତିଆର୍‌ କରତ୍‌ ନାଇ, 29 ମାତର୍‌ ମୁଇ ତମ୍‌କେ କଇଲିନି, ରାଜା ସଲ୍‌ମନ୍‌ ତାର୍‌ ସବୁ ଦନ୍‌ ସଁପତି ସଙ୍ଗ୍‍ ମିସା ଏ ପୁଲ୍‌ ପାରା ସୁନ୍ଦର୍‌ ବସ୍‌ତର୍‌ କେବେ ପିନ୍ଦି ନ ରଇଲା । 30 ଆଜି ପଦାଇ ରଇଲା ଗାଁସ୍‌ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍‌ମେସର୍‌ ଏନ୍ତି ସୁନ୍ଦର୍‌ ବେସ୍‌ ଦେଇସି, ତେବେ ଏ ଅଲପ୍‌ ବିସ୍‌ବାସିମନ୍‌, ସେ ବାଇଦରେ ତମ୍‌କେ ଅଦିକ୍‌ ନିମାନ୍‌ ବସ୍‌ତର୍‌ ନ ଦେଏ କି ? ଦେଇସିସେ । 31 ଏଟାର୍‌ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍‌ବି ବଲି ଚିନ୍ତା କରାନାଇ । 32 କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ କଜିବୁଲ୍‌ବାଇ । ଆରି ଏ ସବୁ ବିସଇ ଜେ ତମ୍‌କେ ଲଡା, ସେଟା ତମର୍‌ ସରଗର୍‌ ବାବା ଜାନେ । 33 ମାତର୍‌ ତମେ ତାର୍‌ ରାଇଜ୍‌ ଆରି ସେ ତମର୍‌ଟାନେଅନି କାଇଟା ମନ୍‍ କଲାନି, ସେ ବିସଇ କଜା । ସେନ୍ତାର୍‌ କଲେ, ସେ ତମ୍‌କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି । 34 ଆରି, କାଲିକର୍‌ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍‌ ଚିନ୍ତା କାଲିକେ କରା । ଜନ୍‌ ଦିନର୍‌ କସ୍‌ଟ, ସେଦିନର୍‌ପାଇ ଅଦିକ୍‌ ଅଇସି ।

In Other Versions

Matthew 6 in the ANGEFD

Matthew 6 in the ANTPNG2D

Matthew 6 in the AS21

Matthew 6 in the BAGH

Matthew 6 in the BBPNG

Matthew 6 in the BBT1E

Matthew 6 in the BDS

Matthew 6 in the BEV

Matthew 6 in the BHAD

Matthew 6 in the BIB

Matthew 6 in the BLPT

Matthew 6 in the BNT

Matthew 6 in the BNTABOOT

Matthew 6 in the BNTLV

Matthew 6 in the BOATCB

Matthew 6 in the BOATCB2

Matthew 6 in the BOBCV

Matthew 6 in the BOCNT

Matthew 6 in the BOECS

Matthew 6 in the BOGWICC

Matthew 6 in the BOHCB

Matthew 6 in the BOHCV

Matthew 6 in the BOHLNT

Matthew 6 in the BOHNTLTAL

Matthew 6 in the BOICB

Matthew 6 in the BOILNTAP

Matthew 6 in the BOITCV

Matthew 6 in the BOKCV

Matthew 6 in the BOKCV2

Matthew 6 in the BOKHWOG

Matthew 6 in the BOKSSV

Matthew 6 in the BOLCB

Matthew 6 in the BOLCB2

Matthew 6 in the BOMCV

Matthew 6 in the BONAV

Matthew 6 in the BONCB

Matthew 6 in the BONLT

Matthew 6 in the BONUT2

Matthew 6 in the BOPLNT

Matthew 6 in the BOSCB

Matthew 6 in the BOSNC

Matthew 6 in the BOTLNT

Matthew 6 in the BOVCB

Matthew 6 in the BOYCB

Matthew 6 in the BPBB

Matthew 6 in the BPH

Matthew 6 in the BSB

Matthew 6 in the CCB

Matthew 6 in the CUV

Matthew 6 in the CUVS

Matthew 6 in the DBT

Matthew 6 in the DGDNT

Matthew 6 in the DHNT

Matthew 6 in the DNT

Matthew 6 in the ELBE

Matthew 6 in the EMTV

Matthew 6 in the ESV

Matthew 6 in the FBV

Matthew 6 in the FEB

Matthew 6 in the GGMNT

Matthew 6 in the GNT

Matthew 6 in the HARY

Matthew 6 in the HNT

Matthew 6 in the IRVA

Matthew 6 in the IRVB

Matthew 6 in the IRVG

Matthew 6 in the IRVH

Matthew 6 in the IRVK

Matthew 6 in the IRVM

Matthew 6 in the IRVM2

Matthew 6 in the IRVO

Matthew 6 in the IRVP

Matthew 6 in the IRVT

Matthew 6 in the IRVT2

Matthew 6 in the IRVU

Matthew 6 in the ISVN

Matthew 6 in the JSNT

Matthew 6 in the KAPI

Matthew 6 in the KBT1ETNIK

Matthew 6 in the KBV

Matthew 6 in the KJV

Matthew 6 in the KNFD

Matthew 6 in the LBA

Matthew 6 in the LBLA

Matthew 6 in the LNT

Matthew 6 in the LSV

Matthew 6 in the MAAL

Matthew 6 in the MBV

Matthew 6 in the MBV2

Matthew 6 in the MHNT

Matthew 6 in the MKNFD

Matthew 6 in the MNG

Matthew 6 in the MNT

Matthew 6 in the MNT2

Matthew 6 in the MRS1T

Matthew 6 in the NAA

Matthew 6 in the NASB

Matthew 6 in the NBLA

Matthew 6 in the NBS

Matthew 6 in the NBVTP

Matthew 6 in the NET2

Matthew 6 in the NIV11

Matthew 6 in the NNT

Matthew 6 in the NNT2

Matthew 6 in the NNT3

Matthew 6 in the PDDPT

Matthew 6 in the PFNT

Matthew 6 in the RMNT

Matthew 6 in the SBIAS

Matthew 6 in the SBIBS

Matthew 6 in the SBIBS2

Matthew 6 in the SBICS

Matthew 6 in the SBIDS

Matthew 6 in the SBIGS

Matthew 6 in the SBIHS

Matthew 6 in the SBIIS

Matthew 6 in the SBIIS2

Matthew 6 in the SBIIS3

Matthew 6 in the SBIKS

Matthew 6 in the SBIKS2

Matthew 6 in the SBIMS

Matthew 6 in the SBIOS

Matthew 6 in the SBIPS

Matthew 6 in the SBISS

Matthew 6 in the SBITS

Matthew 6 in the SBITS2

Matthew 6 in the SBITS3

Matthew 6 in the SBITS4

Matthew 6 in the SBIUS

Matthew 6 in the SBIVS

Matthew 6 in the SBT

Matthew 6 in the SBT1E

Matthew 6 in the SCHL

Matthew 6 in the SUSU

Matthew 6 in the SUSU2

Matthew 6 in the SYNO

Matthew 6 in the TBIAOTANT

Matthew 6 in the TBT1E

Matthew 6 in the TBT1E2

Matthew 6 in the TFTIP

Matthew 6 in the TFTU

Matthew 6 in the TGNTATF3T

Matthew 6 in the THAI

Matthew 6 in the TNFD

Matthew 6 in the TNT

Matthew 6 in the TNTIK

Matthew 6 in the TNTIL

Matthew 6 in the TNTIN

Matthew 6 in the TNTIP

Matthew 6 in the TNTIZ

Matthew 6 in the TOMA

Matthew 6 in the TTENT

Matthew 6 in the UBG

Matthew 6 in the UGV

Matthew 6 in the UGV2

Matthew 6 in the UGV3

Matthew 6 in the VBL

Matthew 6 in the VDCC

Matthew 6 in the YALU

Matthew 6 in the YAPE

Matthew 6 in the YBVTP

Matthew 6 in the ZBP