Philippians 2 (SNT)

1 ଜଦି କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ତମର୍‌ ମନ୍‌ ସାର୍‌ଦା ଅଇଲାଆଚେ, ଆରି ତାର୍‌ ଆଲାଦର୍‌ ଲାଗି ସାନ୍ତି ପାଇଆଚାସ୍‌, ଜଦି ସୁକଲ୍‌ଆତ୍‌ମାର୍‌ ସଙ୍ଗ୍‍ ମିସିବିଡିକରି ଆଚାସ୍‌, ଆରି ଜଦି କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଆଚେ, 2 ସେନ୍ତାର୍‌ଆଲେ, ମୁଇ ତମ୍‌କେ ଜୁଆର୍‌ କରି କଇଲିନି, ତମର୍‌ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଉଆ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସମାନ୍‌ ଇସାବେ ଆଲାଦ୍‌ କରା । ଗଟେକ୍‌ ଚିନ୍ତା କରା ଆରି ତମର୍‌ ଆତ୍‌ମାଇ ଗଟେକ୍‌ ଅଇକରି ତମର୍‌ ବାବ୍‌ବାଟା ଗଟେକ୍‌ ଅ । ଏନ୍ତାରି କରି ମକେ ପୁରାପୁରୁନ୍‌ ସାର୍‌ଦା କରାଆ । 3 ବିନ୍‌ ଲକ୍‌ମନର୍‌ ଟାନେଅନି ନିଜେ ବଡ୍‌ ଅଇବାକେ ଚେସ୍‌ଟା କରାନାଇ । ଅବ୍‌କା ବଡ୍‌ପନ୍‌ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍‌ ବାଦୁଲେ ନିଜ୍‌କେ ସାନ୍‌ କରା । ବିନ୍‌ ଲକର୍‌ ଟାନେଅନି, ନିଜେ ମୁଇ ବଡ୍‌ ବଲି ବାବାନାଇ । 4 ମର୍‌ ନିଜର୍‌ପାଇ କାଇଟାକଲେ ଅଦିକ୍‌ ନିକ ରଇସି ବଲି ଅବ୍‌କା ସେଟାସେ ବାବି ବାବି ରୁଆନାଇ । ବିନ୍‌ ଲକର୍‌ପାଇ ଜନ୍‌ ବିସଇ ନିକ ରଇସି, ସେଟାମିସା ଏତାଇରୁଆ । 5 କିରିସ୍‌ଟ ଜିସୁର୍‌ ମନ୍‌ ଜେନ୍ତି ରଇଲା, ତମର୍‌ ମନ୍‌ମିସା ସେ ରକାମ୍‌ ଅ । 6 ସେ ପର୍‌ମେସରର୍‌ ପାରା ସବୁ ରକାମ୍‌ ରଇଲେ ମିସା, ତାର୍‍ ସଙ୍ଗ୍‍ ସମାନ୍‌ଅଇ ରଇବା ଅଦିକାର୍‌ ନିଜର୍‌ପାଇ ଦାରିକରି ରଇବି ବଲି ମନ୍‌ କରେ ନାଇ । 7 ତାର୍‌ ବାଦୁଲେ ସେ ନିଜେ ମନ୍‌କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍‌ ଗତିଦାଙ୍ଗ୍‌ଡାର୍‍ ରୁପ୍‌ ଦାରିଆଇଲା । ନର୍‌ ଲକ୍‌ ପାରା ଅଇକରି ନର୍‌ ଲକର୍‌ ବାନିମୁର୍‌ତି ଦାରି ଜାତ୍‌ଅଇଲା । 8 ନର୍‌ଲକ୍‌ ପାରା ଅଇ ଆଇଲାପଚେ, ସେ ପର୍‌ମେସରର୍‌ ଆଦେସ୍‌ ମାନିକରି, ନିଜ୍‌କେ ଆରି ଅଦିକ୍‌ ସାନ୍‌କଲା । ଲକ୍‌ମନ୍‌ ମରାଅତ୍‌ବଲି ସର୍‌ପାଇଅଇଲା । ଅବ୍‌କା ମର୍‌ବାକେ ନାଇ, ମାତର୍‌ କୁରୁସ୍‌ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା । 9 ତେବର୍‌ପାଇ ପର୍‌ମେସର୍‌ ତାକେ ସବୁର୍‌ତେଇଅନି ଉପ୍‌ରେ ଉଟାଇଲା । ଆରି ସବୁର୍‌ ନାଉଁଟାନେଅନି ଅଦିକ୍‌ ଡାକ୍‌ପୁଟା ଆରି ଅଦିକାର୍‌ ରଇବା ନାଉଁ ତାକେ ଦେଲା । 10 ଜେନ୍ତିକି ସରଗ୍‌ପୁରେ, ମଚ୍‌ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍‌ କର୍‌ବାଇ । ସେଟାର୍‌ପାଇ ପର୍‌ମେସର୍‌ ଏ ସବୁ କଲାଆଚେ । 11 ଆରି ସବୁ ଲକ୍‌ ଜିସୁକିରିସ୍‌ଟସେ ମାପ୍‌ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍‌ମେସର୍‌ ଡାକ୍‌ପୁଟା ପାଇସି । 12 ତେବର୍‌ ପାଇ, ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ତମେ ଜେନ୍ତାରିକି, ମାପ୍‌ରୁର୍‌ ଆଦେସ୍‌ ମାନିକରି ରଇଆଚାସ୍‌, ଜାଗିରଇ ଡରିକରି ତମର୍‌ ମୁକ୍‌ତିର୍‌ କାମ୍‌ ପୁରାପୁରୁନ୍‌ କରା । ମୁଇ ରଇଲାବେଲେସେ ନାଇ, ମାତର୍‌ ମୁଇ ଦୁରିକେ ରଇଲେ ମିସା ଏଟା କରା । 13 ପର୍‌ମେସର୍‌ ନିଜେ ତମର୍‌ ବିତ୍‌ରେ ଏ କାମ୍‌ କଲାର୍‌ପାଇ ତମେ ଏଟା କରିପାର୍‌ସା । ତମ୍‌କେ ଜାଇଟା କରତ୍‌ ବଲି ସେ ମନ୍‍ କଲାନି, ସେ ସମାନ୍‌ ମନ୍‍ କର୍‍ବାଟା, ତମ୍‌କେ ମିସା ଦେଇସି । ଆରି ସେଟା କର୍‌ବାକେ ବପୁ ମିସା ଦେଇସି । 14 ମୁର୍‌ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍‌ଜାକ କାମ୍‌ କରା । 15 ଏନ୍ତାରିକଲେ, ତମେ କାରାପ୍‌ କାମ୍‌ କଲାସ୍‌ନି ବଲି ବିନ୍‌ଲକ୍‌ କାଇ ଦସ୍‌ ନ ଦାରତ୍‌ ଆରି ତମେ ସୁକଲ୍‌ ଅଇସା । ପାପ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନର୍‌ ମଜାଇ ପର୍‌ମେସରର୍‌ ସିଦ୍‌ ପିଲାଟକି ଇସାବେ ତମେ ରଇସା । ତାକର୍‌ ବିତ୍‌ରେ ଆନ୍ଦାର୍‌ ଜଗତେ ଉଜଲ୍‌ ଜଟକ୍‌ଲା ପାରା ତମର୍‌ ଚଲାଚଲ୍‌ତି ଡିସ୍‌ସି । 16 ନ ସାର୍‌ବା ଜିବନର୍‌ କବର୍‌ ସବୁ ଲକ୍‌କେ ଜାନାଆ । ଏନ୍ତାରିକଲେ, କିରିସ୍‌ଟ ବାଅଡ୍‌ବା ଦିନେ ମୁଇ ତମର୍‌ ବିସଇର୍‌ ଲାଗି ବଡ୍‌ପନ୍‌ ଅଇବି । ତମର୍‌ ବିତ୍‌ରେ ଆବଡ୍‌ ଅଇକରି କରିରଇବା କାମ୍‌ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍‌ସି । 17 ସୁବ୍‌କବର୍‌ ବିସ୍‌ବାସ୍‌ କଲାର୍‌ପାଇ, ତମେ ଜେନ୍ତାରି ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ଲାସ୍‌ନି, ସେନ୍ତାରିସେ ମୁଇ ମିସା ସୁବ୍‌କବର୍‌ ଜାନାଇଲାର୍‌ ପାଇ ଦୁକ୍‌ କସ୍‌ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍‌ଦା ଅଇ ତମର୍‌ସଙ୍ଗ୍‍ ସାର୍‌ଦା କର୍‌ବି । 18 ସେନ୍ତାରିସେ ତମେମିସା ସାର୍‌ଦା ଅଇକରି ମର୍‌ସଙ୍ଗ୍‍ ସାର୍‌ଦା କର୍‌ବାର୍‌ ଆଚେ । 19 ଜଦି ମାପ୍‌ରୁ ମନ୍‍କଲେ, ତିମତିକେ ତମର୍‌ଟାନେ ଦାପ୍‌ରେ ପାଟାଇବାକେ ମନ୍‍ କଲିନି । ତାର୍‌ଟାନେଅନି ତମେ ନିକ ଆଚାସ୍‌ ବଲି ସୁନ୍‌ଲେ, ମୁଇ ମିସା ସାର୍‌ଦା ଅଇବି । 20 ତିମତିକେ ଚାଡିଦେଲେ ଆରି ତମର୍‌ ବିସଇ କେ ମିସା, ଅଦିକ୍‌ ଚିନ୍ତା କର୍‌ବା ଲକ୍‌ ମର୍‌ ଲଗେ ନାଇ । ସେ ତମର୍‌ ଦୁକ୍‌ ସୁକ୍‌ ବିସଇନେଇ ସତଇସେ ଚିନ୍ତା କର୍‌ସି । 21 ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍‌ ନିଜର୍‌ ନିଜର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ । ଜିସୁକିରିସ୍‌ଟ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କରତ୍‌ ନାଇ । 22 ତମେତା ଜାନିଆଚାସ୍‌, ତିମତି ନିଜ୍‌କେ ସତ୍‌ବାବେ କାମ୍‌ କର୍‌ବା ଲକ୍‌ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍‌ ପଅ, ତାର୍‌ ବାବା ସଙ୍ଗ୍‍ ସେବା କର୍‌ସି, ସେନ୍ତାରିସେ ସେ ମର୍‌ସଙ୍ଗ୍‍ ସୁବ୍‌କବର୍‌ ଜାନାଇବା କାମେ ମିସିଆଚେ । 23 ତେବର୍‌ ପାଇ, ମକେ କାଇଟା ଗଟ୍‌ସି, ସେଟା ଜାନ୍‌ଲା ଦାପ୍‌ରେ, ତାକେ ତମର୍‌ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି । 24 ମୁଇ ମାପ୍‌ରୁର୍‌ ଲଗେ ବିସ୍‌ବାସ୍‌ କଲିନିଜେ, ମୁଇ ନିଜେ ମିସା ଦାପ୍‌ରେ ତମ୍‌କେ ଦେକ୍‌ବାକେ ଆଇବି । 25 ମାତର୍‌ ଆମର୍‌ ବାଇ ଏପାପର୍‌ଦିତକେ ତମର୍‌ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍‌ଲିନି । ସେ ମର୍‌ ସଙ୍ଗ୍‍ କାମ୍‌ କରି ସୁବ୍‍କବରର୍‌ ଦେକାରକା ପାଇ ଆବଡ୍‍ କଲା । ତମର୍‌ ବାଦୁଲେ ମର୍‌ ସବୁ ବିସଇ ପୁରାପୁରୁନ୍‌ କର୍‌ବାକେ ତାକେ ତମେ ପାଟାଇରଇଲାସ୍‌ । 26 କାଇକେ ବଇଲେ ସେ ତମ୍‌କେ ଦେକ୍‌ବାକେ ବେସି ମନ୍‍ କଲାନି । ଆରି ତାକେ ବେମାର୍‌ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍‌ ବଲି ସେ ଜାନିରଇଲା । 27 ଉଁ, ସେ ମର୍‌ବା ଉପ୍‌ରେ ରଇଲା । ଆରି ପର୍‌ମେସର୍‌ ତାକେ ଦୟାକଲା । ଅବ୍‌କା ତାକେସେ ନାଇ, ମାତର୍‌ ଜେନ୍ତିକି ମର୍‌ପାଇ ଦୁକ୍‌ଉପ୍‌ରେ ଦୁକ୍‌ ନ ଆସ ବଲି ମକେ ମିସା ଦୟାକଲା । 28 ତେବର୍‌ପାଇ ମୁଇ ତାକେ ଆରିତରେକ୍‌ ବେସି ସାର୍‌ଦା ସଙ୍ଗ୍‍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍‌ ଦେକି ସାର୍‌ଦା ଅଇସା ଆରି ମୁଇ ମିସା ଦୁକ୍‌ ନ କରି । 29 ତେବର୍‌ପାଇ ତାକେ ଗଟେକ୍‌ ବିସ୍‌ବାସି ବାଇ ଇସାବେ ସାର୍‌ଦା ସଙ୍ଗ୍‍ ଡାକିନିଆ । ତାର୍‌ପାରା ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ । 30 କାଇକେବଇଲେ କିରିସ୍‌ଟର୍‌ ଲାଗି ବଲିକରି ସେ ତାର୍‌ ଜିବନ୍‌ ବିପଦେ ପାକାଇଲା । ଆରି ତମେ ମର୍‌ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍‌ କଲା ।

In Other Versions

Philippians 2 in the ANGEFD

Philippians 2 in the ANTPNG2D

Philippians 2 in the AS21

Philippians 2 in the BAGH

Philippians 2 in the BBPNG

Philippians 2 in the BBT1E

Philippians 2 in the BDS

Philippians 2 in the BEV

Philippians 2 in the BHAD

Philippians 2 in the BIB

Philippians 2 in the BLPT

Philippians 2 in the BNT

Philippians 2 in the BNTABOOT

Philippians 2 in the BNTLV

Philippians 2 in the BOATCB

Philippians 2 in the BOATCB2

Philippians 2 in the BOBCV

Philippians 2 in the BOCNT

Philippians 2 in the BOECS

Philippians 2 in the BOGWICC

Philippians 2 in the BOHCB

Philippians 2 in the BOHCV

Philippians 2 in the BOHLNT

Philippians 2 in the BOHNTLTAL

Philippians 2 in the BOICB

Philippians 2 in the BOILNTAP

Philippians 2 in the BOITCV

Philippians 2 in the BOKCV

Philippians 2 in the BOKCV2

Philippians 2 in the BOKHWOG

Philippians 2 in the BOKSSV

Philippians 2 in the BOLCB

Philippians 2 in the BOLCB2

Philippians 2 in the BOMCV

Philippians 2 in the BONAV

Philippians 2 in the BONCB

Philippians 2 in the BONLT

Philippians 2 in the BONUT2

Philippians 2 in the BOPLNT

Philippians 2 in the BOSCB

Philippians 2 in the BOSNC

Philippians 2 in the BOTLNT

Philippians 2 in the BOVCB

Philippians 2 in the BOYCB

Philippians 2 in the BPBB

Philippians 2 in the BPH

Philippians 2 in the BSB

Philippians 2 in the CCB

Philippians 2 in the CUV

Philippians 2 in the CUVS

Philippians 2 in the DBT

Philippians 2 in the DGDNT

Philippians 2 in the DHNT

Philippians 2 in the DNT

Philippians 2 in the ELBE

Philippians 2 in the EMTV

Philippians 2 in the ESV

Philippians 2 in the FBV

Philippians 2 in the FEB

Philippians 2 in the GGMNT

Philippians 2 in the GNT

Philippians 2 in the HARY

Philippians 2 in the HNT

Philippians 2 in the IRVA

Philippians 2 in the IRVB

Philippians 2 in the IRVG

Philippians 2 in the IRVH

Philippians 2 in the IRVK

Philippians 2 in the IRVM

Philippians 2 in the IRVM2

Philippians 2 in the IRVO

Philippians 2 in the IRVP

Philippians 2 in the IRVT

Philippians 2 in the IRVT2

Philippians 2 in the IRVU

Philippians 2 in the ISVN

Philippians 2 in the JSNT

Philippians 2 in the KAPI

Philippians 2 in the KBT1ETNIK

Philippians 2 in the KBV

Philippians 2 in the KJV

Philippians 2 in the KNFD

Philippians 2 in the LBA

Philippians 2 in the LBLA

Philippians 2 in the LNT

Philippians 2 in the LSV

Philippians 2 in the MAAL

Philippians 2 in the MBV

Philippians 2 in the MBV2

Philippians 2 in the MHNT

Philippians 2 in the MKNFD

Philippians 2 in the MNG

Philippians 2 in the MNT

Philippians 2 in the MNT2

Philippians 2 in the MRS1T

Philippians 2 in the NAA

Philippians 2 in the NASB

Philippians 2 in the NBLA

Philippians 2 in the NBS

Philippians 2 in the NBVTP

Philippians 2 in the NET2

Philippians 2 in the NIV11

Philippians 2 in the NNT

Philippians 2 in the NNT2

Philippians 2 in the NNT3

Philippians 2 in the PDDPT

Philippians 2 in the PFNT

Philippians 2 in the RMNT

Philippians 2 in the SBIAS

Philippians 2 in the SBIBS

Philippians 2 in the SBIBS2

Philippians 2 in the SBICS

Philippians 2 in the SBIDS

Philippians 2 in the SBIGS

Philippians 2 in the SBIHS

Philippians 2 in the SBIIS

Philippians 2 in the SBIIS2

Philippians 2 in the SBIIS3

Philippians 2 in the SBIKS

Philippians 2 in the SBIKS2

Philippians 2 in the SBIMS

Philippians 2 in the SBIOS

Philippians 2 in the SBIPS

Philippians 2 in the SBISS

Philippians 2 in the SBITS

Philippians 2 in the SBITS2

Philippians 2 in the SBITS3

Philippians 2 in the SBITS4

Philippians 2 in the SBIUS

Philippians 2 in the SBIVS

Philippians 2 in the SBT

Philippians 2 in the SBT1E

Philippians 2 in the SCHL

Philippians 2 in the SUSU

Philippians 2 in the SUSU2

Philippians 2 in the SYNO

Philippians 2 in the TBIAOTANT

Philippians 2 in the TBT1E

Philippians 2 in the TBT1E2

Philippians 2 in the TFTIP

Philippians 2 in the TFTU

Philippians 2 in the TGNTATF3T

Philippians 2 in the THAI

Philippians 2 in the TNFD

Philippians 2 in the TNT

Philippians 2 in the TNTIK

Philippians 2 in the TNTIL

Philippians 2 in the TNTIN

Philippians 2 in the TNTIP

Philippians 2 in the TNTIZ

Philippians 2 in the TOMA

Philippians 2 in the TTENT

Philippians 2 in the UBG

Philippians 2 in the UGV

Philippians 2 in the UGV2

Philippians 2 in the UGV3

Philippians 2 in the VBL

Philippians 2 in the VDCC

Philippians 2 in the YALU

Philippians 2 in the YAPE

Philippians 2 in the YBVTP

Philippians 2 in the ZBP