Philippians 3 (SNT)
1 ସାରାସାରି ପଚେ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ଆଗ୍ତୁ କଇଲାଟା ଆରିତରେକ୍ କଇବାକେ ମକେ ବିଜାର୍ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍ ବିସଇ ସିକାଉମନର୍ଟାନେଅନି ତମେ ଜାଗ୍ରତ୍ ଅଇରଇସା । 2 କୁକୁର୍ମନର୍ ପାରା ରଇବା ସେନ୍ତାରି ଲକ୍ମନର୍ ଟାନେଅନି ଜାଗର୍ତା ରୁଆ । କାଇକେବଇଲେ ସେମନ୍ କାରାପ୍ ବିସଇ କଲାଇନି । ବିସ୍ବାସି ଅଇବା ମନସ୍ ପିଲାମନ୍ ସବୁ ସୁନତ୍ ଅଇବାର୍ ଆଚେ ବଲି କଇଲାଇନି । 3 କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ । 4 ମୁଇତା ଆମର୍ ରିତିନିତି ଇସାବେ ଚାଲ୍ବାକେ ଅଦିକ୍ ମନ୍ କର୍ତି । ଜଦି କେଆଲେ ବିନ୍ ଲକ୍ ରିତିନିତିକେ ଆସା କର୍ବାଇ, ସେନ୍ତାର୍ଆଲେ ସେମନର୍ତେଇଅନି ମୁଇ ଅଦିକ୍ କର୍ତି । 5 ପର୍ମେସର୍ ଆମର୍ ଆନିଦାଦିମନ୍କେ ତିଆର୍ଲାପାରା ଗଟେକ୍ ଆଟ୍ ଅଇଲାକେ ମକେ ସୁନତ୍ କରିରଇଲାଇ । ମୁଇ ଗଟେକ୍ ଇସ୍ରାଏଲର୍ ଲକ୍ । ଦେକ୍ବାକେ ଗାଲେ ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ । ମୁଇ ଗଟେକ୍ ଏବ୍ରିଅ ଆରି ଆମର୍ ଆନିଦାଦିମନ୍ ମିସା ଏବ୍ରିଅ ରଇଲାଇ । ମସାର୍ ରିତିନିତି ମାନ୍ବାକେ ଗଟେକ୍ ପାରୁସି ପାରା ରଇଲି । 6 ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି । 7 ମାତର୍ ଆଗେ ମୁଇ ଜେତ୍କି ସବୁ ବିସଇ ବେସି ମୁଲିଅ ଆଚେବଲି ବାବ୍ତେରଇଲି, ଏବେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ସେଟାମନ୍ ସବୁ ଚୁଚାଇସେ ବଲି ଜାନ୍ଲିନି । 8 ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି । 9 ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି । 10 ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି । 11 ସେନ୍ତାରି ପର୍ମେସର୍ ଜେତ୍କି ଲକ୍କେ ମଲାତେଇଅନି ଜିବନ୍ କରି ଉଟାଇସି, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍ ଅଇବି । 12 ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇ କିରିସ୍ଟ ମକେ ବାଚ୍ଲା ଆଚେ । 13 ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । 14 ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି । 15 ସେନ୍ତାର୍ଆଲେ ଆସା, ଆମେ ଜେତ୍କି ଲକ୍ ସୁକଲ୍ ଅଇଆଚୁ, ଏ ରକାମ୍ ବିସଇ ସମାନ୍ ଇସାବେ ଚିନ୍ତା କର୍ତେରଉଁ । ଆରି ଜଦି ଏ ସବୁ ବିସଇର୍ପାଇ ତମେ ମର୍ ସଙ୍ଗ୍ ରାଜି ଉଆସ୍ନାଇ, ଟିକ୍ ସଙ୍ଗ୍ ଚିନ୍ତା କର୍ବାକେ ପର୍ମେସର୍ ତମ୍କେ ସାଇଜ କର୍ସି । 16 କେନ୍ତି ମିସା ପର୍ମେସର୍ ଜେତ୍କି ବିସଇ ସବୁ ଆମ୍କେ ଦେକାଇ ସାରାଇଆଚେ, ସେ ସବୁଜାକ ଆମେ ମାନ୍ବାର୍ ଆଚେ । 17 ଏ ମର୍ ବାଇବଇନିମନ୍, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍ ସଙ୍ଗ୍ ରଇଲାବେଲେ ଜେନ୍ତି ଚଲାଚଲ୍ତି କର୍ତେରଇଲୁ, ସେଟା ଜାଗ୍ରତ୍ ସଙ୍ଗ୍ ଦେକା ଆରି ସେନ୍ତାରି ଚଲାଚଲ୍ତି କରା । 18 କାଇକେ ବଇଲେ ମୁଇ ତମ୍କେ ଆଗ୍ତୁ କେତେତର୍ କଇ ସାରାଇଆଚି, ଆରି ଏବେ ବେସି ଦୁକର୍ ସଙ୍ଗ୍ କାନ୍ଦିକରି କଇଲିନି, ବେସି ଲକ୍ କିରିସ୍ଟର୍ ବିରଦି ଇସାବେ ଚଲାଚଲ୍ତି କର୍ବାଇ । 19 ସାରାସାରି ପର୍ମେସର୍ ସେମନ୍କେ ବିନାସ୍ କର୍ସି । ସେମନ୍ ଅବ୍କା ଗାଗଡ୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ମନ୍ କଲାଇନି । ଲାଜର୍ ବିସଇ କରି ସାର୍ଦା କଲାଇନି । ଅବ୍କା ଏ ଜଗତର୍ ବିସଇସେ ଚିନ୍ତା କଲାଇନି । 20 ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି । 21 ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।
In Other Versions
Philippians 3 in the ANGEFD
Philippians 3 in the ANTPNG2D
Philippians 3 in the AS21
Philippians 3 in the BAGH
Philippians 3 in the BBPNG
Philippians 3 in the BBT1E
Philippians 3 in the BDS
Philippians 3 in the BEV
Philippians 3 in the BHAD
Philippians 3 in the BIB
Philippians 3 in the BLPT
Philippians 3 in the BNT
Philippians 3 in the BNTABOOT
Philippians 3 in the BNTLV
Philippians 3 in the BOATCB
Philippians 3 in the BOATCB2
Philippians 3 in the BOBCV
Philippians 3 in the BOCNT
Philippians 3 in the BOECS
Philippians 3 in the BOGWICC
Philippians 3 in the BOHCB
Philippians 3 in the BOHCV
Philippians 3 in the BOHLNT
Philippians 3 in the BOHNTLTAL
Philippians 3 in the BOICB
Philippians 3 in the BOILNTAP
Philippians 3 in the BOITCV
Philippians 3 in the BOKCV
Philippians 3 in the BOKCV2
Philippians 3 in the BOKHWOG
Philippians 3 in the BOKSSV
Philippians 3 in the BOLCB
Philippians 3 in the BOLCB2
Philippians 3 in the BOMCV
Philippians 3 in the BONAV
Philippians 3 in the BONCB
Philippians 3 in the BONLT
Philippians 3 in the BONUT2
Philippians 3 in the BOPLNT
Philippians 3 in the BOSCB
Philippians 3 in the BOSNC
Philippians 3 in the BOTLNT
Philippians 3 in the BOVCB
Philippians 3 in the BOYCB
Philippians 3 in the BPBB
Philippians 3 in the BPH
Philippians 3 in the BSB
Philippians 3 in the CCB
Philippians 3 in the CUV
Philippians 3 in the CUVS
Philippians 3 in the DBT
Philippians 3 in the DGDNT
Philippians 3 in the DHNT
Philippians 3 in the DNT
Philippians 3 in the ELBE
Philippians 3 in the EMTV
Philippians 3 in the ESV
Philippians 3 in the FBV
Philippians 3 in the FEB
Philippians 3 in the GGMNT
Philippians 3 in the GNT
Philippians 3 in the HARY
Philippians 3 in the HNT
Philippians 3 in the IRVA
Philippians 3 in the IRVB
Philippians 3 in the IRVG
Philippians 3 in the IRVH
Philippians 3 in the IRVK
Philippians 3 in the IRVM
Philippians 3 in the IRVM2
Philippians 3 in the IRVO
Philippians 3 in the IRVP
Philippians 3 in the IRVT
Philippians 3 in the IRVT2
Philippians 3 in the IRVU
Philippians 3 in the ISVN
Philippians 3 in the JSNT
Philippians 3 in the KAPI
Philippians 3 in the KBT1ETNIK
Philippians 3 in the KBV
Philippians 3 in the KJV
Philippians 3 in the KNFD
Philippians 3 in the LBA
Philippians 3 in the LBLA
Philippians 3 in the LNT
Philippians 3 in the LSV
Philippians 3 in the MAAL
Philippians 3 in the MBV
Philippians 3 in the MBV2
Philippians 3 in the MHNT
Philippians 3 in the MKNFD
Philippians 3 in the MNG
Philippians 3 in the MNT
Philippians 3 in the MNT2
Philippians 3 in the MRS1T
Philippians 3 in the NAA
Philippians 3 in the NASB
Philippians 3 in the NBLA
Philippians 3 in the NBS
Philippians 3 in the NBVTP
Philippians 3 in the NET2
Philippians 3 in the NIV11
Philippians 3 in the NNT
Philippians 3 in the NNT2
Philippians 3 in the NNT3
Philippians 3 in the PDDPT
Philippians 3 in the PFNT
Philippians 3 in the RMNT
Philippians 3 in the SBIAS
Philippians 3 in the SBIBS
Philippians 3 in the SBIBS2
Philippians 3 in the SBICS
Philippians 3 in the SBIDS
Philippians 3 in the SBIGS
Philippians 3 in the SBIHS
Philippians 3 in the SBIIS
Philippians 3 in the SBIIS2
Philippians 3 in the SBIIS3
Philippians 3 in the SBIKS
Philippians 3 in the SBIKS2
Philippians 3 in the SBIMS
Philippians 3 in the SBIOS
Philippians 3 in the SBIPS
Philippians 3 in the SBISS
Philippians 3 in the SBITS
Philippians 3 in the SBITS2
Philippians 3 in the SBITS3
Philippians 3 in the SBITS4
Philippians 3 in the SBIUS
Philippians 3 in the SBIVS
Philippians 3 in the SBT
Philippians 3 in the SBT1E
Philippians 3 in the SCHL
Philippians 3 in the SUSU
Philippians 3 in the SUSU2
Philippians 3 in the SYNO
Philippians 3 in the TBIAOTANT
Philippians 3 in the TBT1E
Philippians 3 in the TBT1E2
Philippians 3 in the TFTIP
Philippians 3 in the TFTU
Philippians 3 in the TGNTATF3T
Philippians 3 in the THAI
Philippians 3 in the TNFD
Philippians 3 in the TNT
Philippians 3 in the TNTIK
Philippians 3 in the TNTIL
Philippians 3 in the TNTIN
Philippians 3 in the TNTIP
Philippians 3 in the TNTIZ
Philippians 3 in the TOMA
Philippians 3 in the TTENT
Philippians 3 in the UBG
Philippians 3 in the UGV
Philippians 3 in the UGV2
Philippians 3 in the UGV3
Philippians 3 in the VBL
Philippians 3 in the VDCC
Philippians 3 in the YALU
Philippians 3 in the YAPE
Philippians 3 in the YBVTP
Philippians 3 in the ZBP