Revelation 8 (SNT)

1 ମେଣ୍ଡାପିଲା ଜେଡେବେଲେ ସାତ୍‌ ତମର୍‌ ସିଲ୍‌ ବାଙ୍ଗାଇଲା, ସେଡ୍‌କିବେଲେ ସର୍‌ଗେ ସମାନ୍‌ ଅଦ୍‌ଗଟା ଜାକ ଚିମ୍‌ରା ଅଇଗାଲା । 2 ତାର୍‌ପଚେ ପର୍‌ମେସରର୍‌ ମୁଆଟେ ସାତ୍‌ଟା ଦୁତ୍‌ମନ୍‌କେ ଟିଆଅଇ ରଇଲାଟା ମୁଇ ଦେକ୍‌ଲି । ସେ ମନ୍‌କେ ସାତ୍‌ଟା ମଇରି ଦିଆଅଇ ରଇଲା । 3 ତେଇ ଆରି ଗଟେକ୍‌ ଦୁତ୍‌ ଆସିକରି ବେଦିଲଗେ ଟିଆ ଆଇଲା । ତାର୍‌ ଆତେ ଗନ୍ଦ୍‌ରସ୍‌ ପଡାଇବା ଗଟେକ୍‌ ସୁନାର୍‌ ଗିନା ରଇଲା । ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‌ ମିସାଇବାକେ ତାକେ ବେସି ଗନ୍ଦ୍‌ରସ୍‌ ଦିଆଅଇରଇଲା । ତାର୍‌ପଚେ ସେ ସେଟା ବସ୍‍ବା ଜାଗାର୍‍ ମୁଆଟେ ରଇବା ସୁନାର୍‌ ବେଦି ଉପ୍‌ରେ ସରପ୍‌ସି । 4 ପଡ୍‌ତେରଇବା ଦୁପର୍‌ ଦୁଆଁ ପର୍‌ମେସରର୍‌ ଲକ୍‌ମନର୍‌ ପାର୍‌ତନା ସଙ୍ଗ୍‍ ଉପ୍‌ରେ ଗାଲା । ପର୍‌ମେସରର୍‌ ମୁଆଟେ ଟିଆଅଇରଇବା ଦୁତ୍‌ ସେଟା ଦାରିରଇଲା । 5 ତାର୍‌ପଚେ ସେ ଦୁତ୍‌ ଦୁପ୍‌ ପଡାଇବା ଅର୍‌କି ନେଇକରି ବେଦିଟାନର୍‌ ଜଇସଙ୍ଗ୍‌ ବର୍‌ତି କଲା । ସେଟା ସେ ଦର୍‌ତନି ଉପ୍‌ରେ ପିଙ୍ଗିଦେଲା । ତେଇ ଗୁଡ୍‌ଗାଡ୍‌ କରି ଗଡ୍‌ଗଡି ମାର୍‌ଲା ଆରି ବିଜ୍‌ଲି ମାରି ଦର୍‌ତନି ଚୁଲ୍‌ବୁଲ୍‌ଲା । 6 ତାର୍‌ପଚେ ସାତ୍‌ଟା ମଇରି ଦାରିରଇବା ସାତ୍‌ଟା ଦୁତ୍‌ ସେଟା ପୁକ୍‌ବାକେ ତିଆର୍‌ଅଇଲାଇ । 7 ପର୍‌ତୁମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା ଆରି ଏଦେ ଦେକା ! କାରାପାକ୍‌ନା ଆରି ଜଇ ଜନ୍‌ଟା କି ବନି ସଙ୍ଗ୍‍ ମିସିରଇଲା, ସେଟା ଦର୍‌ତନି ଉପ୍‌ରେ ଡାଲିଅଇଲା । ଦର୍‌ତନି ତିନ୍‌ବାଗ୍‌ ଅନି ଗଟେକ୍‍ ବାଗ୍‌ ପଡିଗାଲା । ତାର୍‌ ସଙ୍ଗ୍‍ ତିନ୍‌ବାଗେ ଅନି ଗଟେକ୍‌ ବାଗର୍‌ ଗଚ୍‌ମନ୍‌ ଆରି ସବୁ ଗାଁସ୍‌ମନ୍‌ ମିସା ପଡିଗାଲା । 8 ତାର୍‌ପଚେ ଦୁଇଲମର୍‌ ଦୁତ୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା ! ଗଟେକ୍‌ ବଡ୍‌ କୁପ୍‌ଲି, ଜନ୍‌ଟା ଜଇ ଲାଗ୍‌ତେରଇଲା, ସେଟା ସମ୍‌ଦୁର୍‌ ବିତ୍‌ରେ ପିଙ୍ଗା ଅଇଲା । ଆରି ସମ୍‌ଦୁରର୍‌ ପାନି ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ବନି ଅଇଗାଲା । 9 ଆରି ସମ୍‌ଦୁର୍‌ ବିତ୍‌ରେ ରଇବା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଜଁତ୍‌ଜିଆଦ୍‌ ମରିଗାଲାଇ । ଆରି ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ପାନି ଜାଜ୍‌ ମିସା କୁରୁପ୍‌ନାସ୍‌ ଅଇଗାଲା । 10 ତାର୍‌ପଚେ ତିନ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା ! ସେ ଦାପ୍‍ରେସେ ଆକାସେ ଅନି ଜଇଅଲା ପାରା ଲାଗ୍‌ତେରଇବା ଗଟେକ୍‌ ବଡ୍‌ ତାରା ବାଦ୍‌ଲେଅନି ଅଦର୍‌ଲା । ସେଟା ତିନ୍‌ବାଗେଅନି ଗଟେକ୍‌ ବାଗର୍‌ ଗାଡ୍‌ମନ୍‌କେ ଆରି ଜଲାମନର୍‌ ଉପ୍‌ରେ ଅଦର୍‌ଲା । 11 ସେ ତାରାର୍‌ ନାଉଁ ଅଇଲାନି ଲାଗ୍‌ଦଣାତିକ୍‌ତତା । ତାରା ଅଦର୍‌ଲାକେ ତିନ୍‌ବାଗେ ଅନି ଗଟେକ୍‌ବାଗ୍‌ ପାନି ପିତା ଅଇଗାଲା । ସେ ପିତା ପାନି କାଇକରି ବେସିଲକ୍‌ମନ୍‌ ମରିଗାଲାଇ । 12 ତାର୍‌ପଚେ ଚାର୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା ! ବେଲର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌କେ ମାଡ୍‌ ଅଇଲା । ସେନ୍ତାରିସେ ଜନର୍‌ ତିନ୍‌ବାଗେଅନି ଗଟେକ୍‌ ବାଗ୍‌, ଆରି ତାରା ମନର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ନସ୍‌ଟ ଅଇଗାଲା । ତେବର୍‌ ପାଇ ଜନ୍‌ ଆରି ତାରାମନର୍‌ ଉଜଲ୍‌ ଦେବାଟା ତିନ୍‌ବାଗେଅନି ଗଟେକ୍‌ ବାଗ୍‌ ଉନା ଅଇଗାଲା । ତାର୍‌ପଚେ ଦିନ୍‌ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଆରି ରାତି ମିସା ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ଉଜଲ୍‌ ନ ରଇଲା । 13 ତାର୍‌ପଚେ ମୁଇ ଆରି ଦେକ୍‌ଲି ଆରି ଏଦେ ଦେକା ! ଗଟେକ୍‌ ଗିଦ୍‌ ବେସି ଉପ୍‌ରେ ଉଡ୍‌ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍‌ତା, କାଇ ଇନସ୍‌ତା । ଜେଡେବେଲେ ବାକି ତିନ୍‌ଟା ଦୁତ୍‌ମନର୍‌ ମଇରି ଟାନେଅନି ସବଦ୍‌ ଆଇଲାବେଲେ, ଦର୍‌ତନି ଟାନେ ରଇବା ସବୁ ଲକ୍‌ମନର୍‌ ପାଇ କେତେକ୍‌ ଇନସ୍‌ତା ଅଇସି ।”

In Other Versions

Revelation 8 in the ANGEFD

Revelation 8 in the ANTPNG2D

Revelation 8 in the AS21

Revelation 8 in the BAGH

Revelation 8 in the BBPNG

Revelation 8 in the BBT1E

Revelation 8 in the BDS

Revelation 8 in the BEV

Revelation 8 in the BHAD

Revelation 8 in the BIB

Revelation 8 in the BLPT

Revelation 8 in the BNT

Revelation 8 in the BNTABOOT

Revelation 8 in the BNTLV

Revelation 8 in the BOATCB

Revelation 8 in the BOATCB2

Revelation 8 in the BOBCV

Revelation 8 in the BOCNT

Revelation 8 in the BOECS

Revelation 8 in the BOGWICC

Revelation 8 in the BOHCB

Revelation 8 in the BOHCV

Revelation 8 in the BOHLNT

Revelation 8 in the BOHNTLTAL

Revelation 8 in the BOICB

Revelation 8 in the BOILNTAP

Revelation 8 in the BOITCV

Revelation 8 in the BOKCV

Revelation 8 in the BOKCV2

Revelation 8 in the BOKHWOG

Revelation 8 in the BOKSSV

Revelation 8 in the BOLCB

Revelation 8 in the BOLCB2

Revelation 8 in the BOMCV

Revelation 8 in the BONAV

Revelation 8 in the BONCB

Revelation 8 in the BONLT

Revelation 8 in the BONUT2

Revelation 8 in the BOPLNT

Revelation 8 in the BOSCB

Revelation 8 in the BOSNC

Revelation 8 in the BOTLNT

Revelation 8 in the BOVCB

Revelation 8 in the BOYCB

Revelation 8 in the BPBB

Revelation 8 in the BPH

Revelation 8 in the BSB

Revelation 8 in the CCB

Revelation 8 in the CUV

Revelation 8 in the CUVS

Revelation 8 in the DBT

Revelation 8 in the DGDNT

Revelation 8 in the DHNT

Revelation 8 in the DNT

Revelation 8 in the ELBE

Revelation 8 in the EMTV

Revelation 8 in the ESV

Revelation 8 in the FBV

Revelation 8 in the FEB

Revelation 8 in the GGMNT

Revelation 8 in the GNT

Revelation 8 in the HARY

Revelation 8 in the HNT

Revelation 8 in the IRVA

Revelation 8 in the IRVB

Revelation 8 in the IRVG

Revelation 8 in the IRVH

Revelation 8 in the IRVK

Revelation 8 in the IRVM

Revelation 8 in the IRVM2

Revelation 8 in the IRVO

Revelation 8 in the IRVP

Revelation 8 in the IRVT

Revelation 8 in the IRVT2

Revelation 8 in the IRVU

Revelation 8 in the ISVN

Revelation 8 in the JSNT

Revelation 8 in the KAPI

Revelation 8 in the KBT1ETNIK

Revelation 8 in the KBV

Revelation 8 in the KJV

Revelation 8 in the KNFD

Revelation 8 in the LBA

Revelation 8 in the LBLA

Revelation 8 in the LNT

Revelation 8 in the LSV

Revelation 8 in the MAAL

Revelation 8 in the MBV

Revelation 8 in the MBV2

Revelation 8 in the MHNT

Revelation 8 in the MKNFD

Revelation 8 in the MNG

Revelation 8 in the MNT

Revelation 8 in the MNT2

Revelation 8 in the MRS1T

Revelation 8 in the NAA

Revelation 8 in the NASB

Revelation 8 in the NBLA

Revelation 8 in the NBS

Revelation 8 in the NBVTP

Revelation 8 in the NET2

Revelation 8 in the NIV11

Revelation 8 in the NNT

Revelation 8 in the NNT2

Revelation 8 in the NNT3

Revelation 8 in the PDDPT

Revelation 8 in the PFNT

Revelation 8 in the RMNT

Revelation 8 in the SBIAS

Revelation 8 in the SBIBS

Revelation 8 in the SBIBS2

Revelation 8 in the SBICS

Revelation 8 in the SBIDS

Revelation 8 in the SBIGS

Revelation 8 in the SBIHS

Revelation 8 in the SBIIS

Revelation 8 in the SBIIS2

Revelation 8 in the SBIIS3

Revelation 8 in the SBIKS

Revelation 8 in the SBIKS2

Revelation 8 in the SBIMS

Revelation 8 in the SBIOS

Revelation 8 in the SBIPS

Revelation 8 in the SBISS

Revelation 8 in the SBITS

Revelation 8 in the SBITS2

Revelation 8 in the SBITS3

Revelation 8 in the SBITS4

Revelation 8 in the SBIUS

Revelation 8 in the SBIVS

Revelation 8 in the SBT

Revelation 8 in the SBT1E

Revelation 8 in the SCHL

Revelation 8 in the SUSU

Revelation 8 in the SUSU2

Revelation 8 in the SYNO

Revelation 8 in the TBIAOTANT

Revelation 8 in the TBT1E

Revelation 8 in the TBT1E2

Revelation 8 in the TFTIP

Revelation 8 in the TFTU

Revelation 8 in the TGNTATF3T

Revelation 8 in the THAI

Revelation 8 in the TNFD

Revelation 8 in the TNT

Revelation 8 in the TNTIK

Revelation 8 in the TNTIL

Revelation 8 in the TNTIN

Revelation 8 in the TNTIP

Revelation 8 in the TNTIZ

Revelation 8 in the TOMA

Revelation 8 in the TTENT

Revelation 8 in the UBG

Revelation 8 in the UGV

Revelation 8 in the UGV2

Revelation 8 in the UGV3

Revelation 8 in the VBL

Revelation 8 in the VDCC

Revelation 8 in the YALU

Revelation 8 in the YAPE

Revelation 8 in the YBVTP

Revelation 8 in the ZBP