Romans 3 (SNT)

1 ତେବେ ଜିଉଦି ନଇଲା ଲକ୍‌ମନର୍‌ତେଇଅନି ଜିଉଦିମନର୍‌ ଅଦିକ୍‌ ସୁବିଦା କାଇଟା ? ସୁନତ୍‌ କଲେ କାଇ ଲାବ୍‌ ? 2 ସବୁ ରକାମର୍‌ ଲାବ୍‌ ଆଚେ । ତେବେ ପର୍‌ତୁମ୍‌, ପରମେସର୍‌ ତାର୍‌ କବର୍‌ ଜାନାଇବା ଦାଇତ୍‌ ଜିଉଦିମନର୍‌ ଆତେ ଦେଲା ଆଚେ । 3 ତେବେ କାଇଟା ଅଇସି ? ଜିଉଦିମନର୍‌ ବିତ୍‌ରେଅନି କେତେ ଲକ୍‌ ବିସ୍‌ବାସ୍‌ ନ କଲେ ପରମେସର୍‌ କାତା ଦେଇରଇବାଟା ପୁରାପୁରୁନ୍‌ ନ ଅଏ କି ? 4 କେବେ ନାଇ । ମୁନୁସ୍‌ମନ୍‌ ସବୁ ଲକ୍‌ ମିଚୁଆ ଅଇଲେ ମିସା, ପରମେସର୍‌ ସତ୍‌ସେ । ସାସ୍‌ତରେ ଲେକା ଆଚେ,“ତମର୍‌ ବାକିଅ ଅନି ତମେସେ ସତ୍‌ ବଲି ଚିନାଇ ଉଆ,ତମେ ବିଚାର୍‌ କରାଇ ଅଇଲାବେଲେ ଜିତି କରି ରୁଆ ।” 5 ଇତି ଗଟେକ୍‌ ପର୍‌ସନ୍‌ ଅଇପାରେ, “ଆମର୍‌ କାରାପ୍‌ ଚଲାଚଲ୍‌ତି, ପରମେସରର୍‌ ଦରମ୍‌କେ ଚିନାଇ ଦେଇସି ବଇଲେ, ସେ ଆମ୍‌କେ ଡଣ୍ଡ୍‌ଦେଇ ଅନିଆଇ କଲାନି ବଲି କଇପାରିଅଇସି କି ? 6 କେବେ ନାଇ । ପରମେସର୍‌ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍‌ ନିଆଇ ବିଚାର୍‌ କର୍‌ସି ?” 7 “ଜଦି ମୁଇ ମିଚ୍‌ କ‍ଇବାଟା ପରମେସରର୍‌ ସତ୍‌ ଅଦିକ୍‌ ଡିସି କରି ଡାକ୍‌ପୁଟା କରାଇସି ବ‍ଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି ?” 8 ସେନ୍ତାର୍‌ଆଲେ “ଆସା, ଆମେ କାରାପ୍‌ କାମ୍‌ କରୁ ଜେନ୍ତାରି କି ତେଇଅନି ନିକ ବିସ‍ଇ ବାର‍ଇସି” ବଲି କ‍ଇଅଇସି କି ? ନାଇ, କ‍ଇ ନ‍ଏ । ମୁଇ ସମାନ୍‍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍‌ ମକେ ଇଜତ୍‌ ଜିକ୍‌ଲାଇନି । ସେମନ୍‌ ସେଟାର୍‌ ପାଇ ଜନ୍‌ ଡଣ୍ଡ୍ ପାଇବାର୍‍ ରଇଲାଇ, ସତଇସେ ପାଇବାଇ । 9 ତେବେ କାଇ ଜିଉଦିମନର୍‌ ଜିଉନା କାଉନା, ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ଅଦିକ୍‌ ନିକ କି ? ନାଇ, ମୁଲ୍‍କେ ନାଇ ! ମୁଇ ଆଗ୍‌ତୁଅନି କଇଲି ଆଚି ଜେ, ସେମନ୍‌ ଦୁଇ ଦଲ୍‌ ଜାକ ପାପର୍‌ ସାସନେ ଆଚତ୍‌ । 10 ସାସ୍‌ତରେ ଲେକା ଆଚେ,ଦରମ୍‌ ଲକ୍‌ କେ ନାଇ ଗଟେକ୍‌ ଲକ୍‌ ମିସା ନାଇ, 11 କେ ମିସା ଗିଆନ୍‌ ରଇବା ଲକ୍‌ ନାଇ ।ସତଇସେ ପରମେସର୍‌କେ ଉପାସନା କର୍‌ବା ଲକ୍‌ ନାଇ । 12 ସେମନ୍‌ ସବୁ ଲକ୍‌ ପରମେସର୍‌ଟାନେଅନି ଅନି ଦୁରିକେ ଜାଇ ଆଚତ୍‌ ।ସେମନ୍‌ ବାଟ୍‌ ବାନା ଅଇଗାଲାଇ ଆଚତ୍‌ ।କେ ଗଟେକ୍‌ ଲକ୍‌ ମିସା ସତ୍‌ କାମ୍‌ କରତ୍‌ ନାଇ । 13 ସେମନର୍‌ କାତା କଇବାଟାନେ ଅଦିକ୍‌ ନାଡାଇବାଟା ଆଚେ,ଟଣ୍ଡେଅନି ଗାଡ୍‌ ଗାଲାପାରା ମିଚ୍‌ କାତା ବାରଇଲାନି ।ଜିବ୍‌ତଲେ ନାଗ୍‌ ସାପର୍‌ ବିସ୍‌ ପାରା ଆଚେ । 14 ସେମନର୍‌ କାତା, ପିତା ଅଇ, ଅବିସାପେ ପୁରୁନ୍‌ ଅଇଆଚେ । 15 ସେମନ୍‌ ମାର୍‌ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି । 16 ସେମନ୍‌ ଜନ୍‌ବାଟେ ଗାଲାଇନି, ତେଇ କୁରୁପ୍‌ନାସ୍‌ ଅଇବାଟା ଆରି କସ୍‌ଟ ଅଇବାଟା ଉବଜ୍‌ଲାନି । 17 ସେମନ୍‌ ସାନ୍ତିର୍‌ ବାଟ୍‌ ନାଜାନତ୍‌, 18 କି ପରମେସର୍‌କେ ଡର୍‌ବାଟା ସିକତ୍‌ ନାଇ । 19 ଆମେ ଜାନୁ, ଜନ୍‌ ଲକ୍‌ମନ୍‌ ନିୟମର୍‌ ସାସନ୍‍ ତଲେ ଆଚତ୍‌, ତେଇର୍‍ ସବୁ ବିଦିବିଦାନ୍‌ ମାନ୍‌ବାକେ ବାଦିଅ । ପରମେସର୍‌ ଜେଡେବଲ୍‌ ଗୁଲାଇ ଜଗତର୍‌ ବିଚାର୍‌ କର୍‌ସି, ନିୟମ୍‌ ନ ମାନ୍‌ଲା ଲକ୍‌ମନ୍‌ କାଇ କାମ୍‌ ମିସା ଦେକାଇକରି, ଦସ୍‌ କରିନାଇ ବଲି କ‍ଇନାପାରତ୍‌ । 20 ମାତର୍‌ ନିୟମର୍‌ ରିତିନିତି ମାନିକରି କେ ମିସା ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ଅଇନାପାରେ । ନିୟମେଅନି ସେ ଲକ୍‌ ଅବ୍‍କା ପାପର୍‌ ବଜ୍‍ସେ ପାଇସି । 21 ମାତର୍‌ ଏବେ ଲକ୍‌ମନ୍‌ ତାର୍‌ ମୁଆଟେ ଦରମ୍‌ ବଲି ଏଜାଇ ଅଇବାକେ, ପରମେସର୍‌ ଜନ୍‌ଟା ଜଜ୍‌ନା କରି ରଇଲା, ସେଟା ସେ ଆମ୍‌କେ ଜାନାଇଦେଲାଆଚେ । ମାତର୍‌ ଏଟା ନିୟମ୍‌ ମାନ୍‌ଲାକେ ଅଏନାଇ । ଏ ଜଜ୍‌ନା ମସାର୍‌ ନିୟମେ ଆରି ବିନ୍‌ ବବିସତ୍‌ବକ୍‌ତାମନର୍‌ ଟାନେ ମିସା ରଇଲା । 22 ଉଜେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାକେ ଏବେ ଆମେ ପରମେସରର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇ ଅଇଆଚୁ । ପରମେସର୍‌ କେତେ ଲକ୍‌କେ ଆଲାଦ୍‌ କରି ଆରି କେତେକ୍‌ ଲକ୍‌କେ ଗିନ୍‌ କରେନାଇ । କିରିସ୍‌ଟକେ ବିସ୍‌ବାସ୍‌କର୍‌ବା ସବୁ ଲକ୍‌ମନ୍‌କେ ଏ ଅଦିକାର ଦେଲାଆଚେ । 23 ସବୁ ଲକ୍‌ ପାପ୍‌ କଲାଇ ଆଚତ୍‌ ଆରି ପରମେସରର୍‌ ପୁରାପୁରୁନ୍‌ ମଇମାଇଅନି ଉନା ଅଇଗାଲାଇ ଆଚତ୍‌ । 24 ମାତର୍‌ ପରମେସର୍‌ କିରିସ୍‌ଟ ଜିସୁର୍‌ତେଇଅନି ଇନାମେ ନ ସାର୍‌ବା ଜିବନ୍‌ ଦୁକାନି ଦାନ୍‌ କଲାଆଚେ । ଜନ୍‌ ଲକ୍‌ମନ୍‌ ସେଟା ମିଲାଇଆଚତ୍‌, ସେମନ୍‌କେ ମାପ୍‌ରୁ ଜିସୁ ମୁକ୍‌ତି ଦେଇସି । ସେମନ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାଇ । 25 ପରମେସର୍‌ ଜିସୁକେ ଦାନ୍‌କଲା, ଜେନ୍ତିକି ତାର୍‌ ମରନ୍‌, ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ପାପ୍‌ କେମାର୍‌ ବାଟ୍‌ ଦେକାଇସି । ସେ ନିଜର୍‌ ଦରମ୍‌ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍‌ଚିକରି ଲକ୍‌ମନ୍‌ ଆଗ୍‌ତୁ କରିରଇବା ପାପ୍‌ ଦାରେ ନାଇ । 26 ମାତର୍‌ ଏବେ ସେ ତାର୍‌ ଦରମ୍‌ ଅଇଲାଟା ଦେକାଇବାକେ ସେ ସବୁ ପାପ୍‌, ଜନ୍‌ ପାପ୍‌ କି ଜିସୁ କୁର୍‌ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍‌ଲାଗି ପର୍‌ମେସର୍‌ ପୁରାପୁରୁନ୍‌ ଦରମ୍‌ ଆଚେ । ଆରି ଜେତ୍‌କି ଲକ୍‌ ଜିସୁକେ ବିସ୍‌ବାସ୍‌ କର୍‌ବାଇ ସେ ସବୁ ଦରମ୍‌ ଲକ୍‌ ବଲି ଏଜାଇଅଇବାଇ । 27 ସେନ୍ତାର୍‌ଆଲେ ଆମେ କାଇ ବିସଇନେଇ ବଡ୍‌ପନ୍‌ ଅଇବାର୍‌ ଆଚେ ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍‌ପନ୍‌ ଦେକାଇବାକେ କାଇ ବିସଇ ଆଚେ କି ? ଆମେ ପୁରାପୁରି ନିୟମ୍‌ ମାନ୍‌ଲୁନି ବଲିକରି କି ? ନାଇ, ଅବ୍‌କା ବିସ୍‌ବାସ୍‌ କର୍‌ବାଟାସେ ଆମର୍‌ ବଡ୍‌ପନ୍‌ ଦେକାଇବାଟା । 28 ଆମେ ସତଇସେ ବୁଜି ପାର୍‌ଲୁ ଜେ, ଗଟେକ୍‌ ଲକ୍‌ ଅବ୍‌କା ବିସ୍‌ବାସ୍‌ କରିସେ ଦରମ୍‌ ଲକ୍‌ ବଲାଇ ଅଇସି, ନିୟମ୍‌ ମାନିକରି ନାଇ । 29 ପରମେସର୍‌ କାଇ ଉଜେ ଜିଉଦିମନର୍‌ସେ ପରମେସର୍‌ କି ? ସେ କାଇ ଜିଉଦିନଇଲା ଲକ୍‌ମନର୍‌ ପରମେସର୍‌ ନଏଁ କି ? ସତଇସେ ସେ ସବୁ ଲକର୍‌ ପରମେସର୍‌ । 30 ପରମେସର୍‌ ଗଟେକ୍‌ସେ । ଜିଉଦି ଆରି ଜିଉଦିନଇଲା ଲକର୍‌ ପାଇ ସମାନ୍‌ । ସେମନର୍‌ ବିସ୍‌ବାସ୍‌ ପାଇ ସେମନ୍‌କେ ଦରମ୍‌ ଲକ୍‌ ଇସାବେ ବାଚ୍‌ସି । 31 ଏଟାର୍‌ ଅରତ୍‌ କାଇଟା, ଏନ୍ତାରି ବିସ୍‌ବାସ୍‌ କରି ନିୟମ୍‌ ନସାଇଦେଉଁ କି ? ନାଇ, ଆମେ ଜଦି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବୁ ବଇଲେ, ନିୟମ୍‌କେ ମିସା ଡାଟ୍‌ କର୍‌ବୁ ।

In Other Versions

Romans 3 in the ANGEFD

Romans 3 in the ANTPNG2D

Romans 3 in the AS21

Romans 3 in the BAGH

Romans 3 in the BBPNG

Romans 3 in the BBT1E

Romans 3 in the BDS

Romans 3 in the BEV

Romans 3 in the BHAD

Romans 3 in the BIB

Romans 3 in the BLPT

Romans 3 in the BNT

Romans 3 in the BNTABOOT

Romans 3 in the BNTLV

Romans 3 in the BOATCB

Romans 3 in the BOATCB2

Romans 3 in the BOBCV

Romans 3 in the BOCNT

Romans 3 in the BOECS

Romans 3 in the BOGWICC

Romans 3 in the BOHCB

Romans 3 in the BOHCV

Romans 3 in the BOHLNT

Romans 3 in the BOHNTLTAL

Romans 3 in the BOICB

Romans 3 in the BOILNTAP

Romans 3 in the BOITCV

Romans 3 in the BOKCV

Romans 3 in the BOKCV2

Romans 3 in the BOKHWOG

Romans 3 in the BOKSSV

Romans 3 in the BOLCB

Romans 3 in the BOLCB2

Romans 3 in the BOMCV

Romans 3 in the BONAV

Romans 3 in the BONCB

Romans 3 in the BONLT

Romans 3 in the BONUT2

Romans 3 in the BOPLNT

Romans 3 in the BOSCB

Romans 3 in the BOSNC

Romans 3 in the BOTLNT

Romans 3 in the BOVCB

Romans 3 in the BOYCB

Romans 3 in the BPBB

Romans 3 in the BPH

Romans 3 in the BSB

Romans 3 in the CCB

Romans 3 in the CUV

Romans 3 in the CUVS

Romans 3 in the DBT

Romans 3 in the DGDNT

Romans 3 in the DHNT

Romans 3 in the DNT

Romans 3 in the ELBE

Romans 3 in the EMTV

Romans 3 in the ESV

Romans 3 in the FBV

Romans 3 in the FEB

Romans 3 in the GGMNT

Romans 3 in the GNT

Romans 3 in the HARY

Romans 3 in the HNT

Romans 3 in the IRVA

Romans 3 in the IRVB

Romans 3 in the IRVG

Romans 3 in the IRVH

Romans 3 in the IRVK

Romans 3 in the IRVM

Romans 3 in the IRVM2

Romans 3 in the IRVO

Romans 3 in the IRVP

Romans 3 in the IRVT

Romans 3 in the IRVT2

Romans 3 in the IRVU

Romans 3 in the ISVN

Romans 3 in the JSNT

Romans 3 in the KAPI

Romans 3 in the KBT1ETNIK

Romans 3 in the KBV

Romans 3 in the KJV

Romans 3 in the KNFD

Romans 3 in the LBA

Romans 3 in the LBLA

Romans 3 in the LNT

Romans 3 in the LSV

Romans 3 in the MAAL

Romans 3 in the MBV

Romans 3 in the MBV2

Romans 3 in the MHNT

Romans 3 in the MKNFD

Romans 3 in the MNG

Romans 3 in the MNT

Romans 3 in the MNT2

Romans 3 in the MRS1T

Romans 3 in the NAA

Romans 3 in the NASB

Romans 3 in the NBLA

Romans 3 in the NBS

Romans 3 in the NBVTP

Romans 3 in the NET2

Romans 3 in the NIV11

Romans 3 in the NNT

Romans 3 in the NNT2

Romans 3 in the NNT3

Romans 3 in the PDDPT

Romans 3 in the PFNT

Romans 3 in the RMNT

Romans 3 in the SBIAS

Romans 3 in the SBIBS

Romans 3 in the SBIBS2

Romans 3 in the SBICS

Romans 3 in the SBIDS

Romans 3 in the SBIGS

Romans 3 in the SBIHS

Romans 3 in the SBIIS

Romans 3 in the SBIIS2

Romans 3 in the SBIIS3

Romans 3 in the SBIKS

Romans 3 in the SBIKS2

Romans 3 in the SBIMS

Romans 3 in the SBIOS

Romans 3 in the SBIPS

Romans 3 in the SBISS

Romans 3 in the SBITS

Romans 3 in the SBITS2

Romans 3 in the SBITS3

Romans 3 in the SBITS4

Romans 3 in the SBIUS

Romans 3 in the SBIVS

Romans 3 in the SBT

Romans 3 in the SBT1E

Romans 3 in the SCHL

Romans 3 in the SUSU

Romans 3 in the SUSU2

Romans 3 in the SYNO

Romans 3 in the TBIAOTANT

Romans 3 in the TBT1E

Romans 3 in the TBT1E2

Romans 3 in the TFTIP

Romans 3 in the TFTU

Romans 3 in the TGNTATF3T

Romans 3 in the THAI

Romans 3 in the TNFD

Romans 3 in the TNT

Romans 3 in the TNTIK

Romans 3 in the TNTIL

Romans 3 in the TNTIN

Romans 3 in the TNTIP

Romans 3 in the TNTIZ

Romans 3 in the TOMA

Romans 3 in the TTENT

Romans 3 in the UBG

Romans 3 in the UGV

Romans 3 in the UGV2

Romans 3 in the UGV3

Romans 3 in the VBL

Romans 3 in the VDCC

Romans 3 in the YALU

Romans 3 in the YAPE

Romans 3 in the YBVTP

Romans 3 in the ZBP