Romans 5 (SNT)

1 ଏବେ ଆମେ ବିସ୍‌ବାସ୍‌ କଲାର୍‌ ପାଇ ପରମେସର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇଅଇଲୁ ଆଚୁ ଆରି ମାପ୍‌ରୁ ଜିସୁ କିରିସ୍‌ଟର ଲାଗି ପରମେସର୍‌ ସଙ୍ଗ୍‍ ସାନ୍ତି ସଙ୍ଗ୍‍ ଆଚୁ । 2 କାଇକେବଇଲେ ଆମେ ବିସ୍‌ବାସ୍‌ କଲାର୍‌ ପାଇସେ ତାର୍‍ ଜିବନ୍‌ ଦୁକାଇଲାଟାନେ ଆମ୍‌କେ ଆନି ଆଚେ । ଜନ୍‌ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍‌ଦା ସଙ୍ଗ୍‍ ବଡ୍‌ପନର୍‌ କାତା କଇବୁ । କାଇକେବଇଲେ ପରମେସରର୍‌ ଡାକ୍‌ପୁଟାର୍‌ତେଇ ମିସ୍‌ବୁ ବଲି ଆମ୍‌କେ ଆସା ଆଚେ । 3 ସବୁ ରକାମର୍‌ ଦୁକ୍‌ କସ୍‌ଟ ମୁର୍‍ଚି କରି ସାର୍‌ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍‌ଟ ମୁରଚ୍‌ଲେ, ମନେ ସାଆସ୍‌ ଆଇସି । 4 ସାଆସ୍‍ ଦାରି ରଇଲେ ପରମେସର୍‌ ସାର୍‍ଦା ଅଇସି । ତାର୍‍ ସାର୍‍ଦାଇଅନି ଆସା ଆଇସି । 5 ଏ ଆସା ଆମ୍‌କେ ମୁର୍‌ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍‌ ଆମ୍‌କେ ସୁକଲ୍‌ଆତ୍‌ମା ଦେଇ କରି ଆମର୍‌ ମନେ ତାର୍‌ ଆଲାଦ୍‌ ବର୍‌ତି କରିଦେଲାଆଚେ । ସୁକଲ୍‌ଆତ୍‌ମା ଆମର୍‌ ପାଇ ରଇବା ପର୍‌ମେସରର୍‌ ଦାନ୍‌ । 6 ଆମ୍‌କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍‌ ଟିକ୍‌ କଲା ବେଲାଇ କିରିସ୍‌ଟ ପାପିମନର୍‌ ପାଇ ମଲା । 7 ଦରମ୍‌ ଲକର୍‌ ପାଇ କେ ମିସା ଗଟେକ୍‌ ଲକ୍‌ ମର୍‌ବାଟା ଆମେ ନାଜାନୁ, ମାତର୍‌ ଏନ୍ତାରି ମିସା ଅଇସି ଜେ, ଗଟେକ୍‌ ନିମାନ୍‌ ଲକର୍‌ପାଇ ନିଜର୍‌ ଜିବନ୍‌ ଦେବାକେ କେ ଆଲେ ସାସ୍‌ କର୍‌ବାଇ । 8 ମାତର୍‌ ଆମେ ପାପି ରଇଲାବେଲେ ଜିସୁ ଆମର୍‌ ପାଇ ନିଜର୍‌ ଜିବନ୍‌ ସର୍‌ପିଦେଲା । ଇତିଅନି ପରମେସର୍‌ ଆମ୍‌କେ କେତେକ୍‌ ଆଲାଦ୍‌ କଲାନି, ସେଟା ଜାନାପଡିଆଚେ । 9 କିରିସ୍‌ଟର୍‌ ବନିର୍‌ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ କଲାଆଚେ । ସେନ୍ତି ଆଲେ ପରମେସରର୍‌ ବଡ୍‌ ରିସାଇଅନି ଆମ୍‌କେ ରକିଆ କର୍‌ବାକେ କିରିସ୍‌ଟ କେତେକ୍‌ ମନ୍‌ଦିଆନ୍‌ ନ ଦେଏ ! 10 ଆମେ ପରମେସରର୍‌ ସତ୍‌ରୁ ରଇଲାବେଲେ ତାର୍‌ ପିଲା ଆମର୍‌ ପାଇ ଜିବନ୍‌ ଦେଲା । ତେଇଅନି ପରମେସର୍‌ ସଙ୍ଗ୍‌ ଆମେ ଆରିତରେକ୍‌ ଜଡିଅଇଲୁ । ତାର୍‍ ସଙ୍ଗ୍‌ ଆରିତରେକ୍‌ ଜଡିଅଇଲା ପଚେ, ଏବେ କିରିସ୍‌ଟର୍‌ ଜିବନର୍‌ ଲାଗି ଆମେ ରକିଆ ପାଇବାକେ କେତେକ୍‌ ଅଦିକ୍‌ ନ ପାଉ ? 11 ଅବ୍‌କା ସେତ୍‌କିସେ ନଏ, ମାପ୍‌ରୁ ଜିସୁକିରିସ୍‌ଟର୍‌ ତେଇଅନି ପରମେସର୍‌ ଜନ୍‌ ସବୁ କାମ୍‌ କଲାଆଚେ, ସେଟାର୍‌ ପାଇ ଆମର୍‌ ମନ୍‌ ଉଡୁକ୍‌ଦୁଡୁକ୍‌ ଆରି ସାର୍‌ଦାଇ ପୁରୁନ୍‌ ଅଇଆଚେ। ସେ ଜିସୁ ପରମେସର୍‌ ସଙ୍ଗ୍‌ ଆମ୍‌କେ ଆରିତରେକ୍‌ ମିସାଇଲା ଆଚେ । 12 ପର୍‌ତମେ ଗଟେକ୍‌ ଲକ୍‌ସେ ପାପ୍‌ କରିରଇଲା । ଆରି ପାପର୍‌ ଲାଗି ମରନ୍‌ ଆଇଲା । ସବୁ ଲକ୍‌ ପାପ୍‌ କଲାର୍‌ ପାଇ ମରନ୍‌ ସବୁ ମୁନୁସ୍‌ ଜାତିକେ ଡାବିଅଇଲା । 13 ନିୟମ୍‌ ମିଲ୍‌ବା ଆଗ୍‌ତୁ ଲକ୍‌ମନ୍‌ ପାପ୍‌ କର୍‌ତେରଇଲାଇ । ମାତର୍‌ ନିୟମ୍‌ ନ ରଇବାଟାନେ ପାପର୍‌ ଇସାବ୍‌ ନ ଅଇତେରଇଲା । 14 ଆଦମର୍‌ ବେଲାଇଅନି ମସାର୍‌ ବେଲା ଜାକ, କେ ଆଦମର୍‌ ପାରା କାତା ନ ମାନି, ସେ କରି ରଇବା ପାପ୍‌ ପାରା ନ କରିର‍ଇଲେ ମିସା, ସବୁ ଲକ୍‌ ମଲାଇ । ଜେ ଆଇବାର୍‌ ରଇଲା, ସେ ଆଦମର୍‌ ଗଟେକ୍‌ ରୁପ୍‌ । 15 ମାତର୍‌ ପରମେସରର୍‌ ଇସାବ୍‌ ନଇଲା ଦାନ୍‌ ଆରି ଆଦମର୍‌ ପାପ୍‌ ବିତ୍‌ରେ କେତେକ୍‌ କେତେକ୍‌ ଦୁର୍‌ ଆଚେ । ଗଟେକ୍‌ ଲକର୍‌ ପାପର୍‌ ପାଇ ବେସି ଲକର୍‌ ମରନ୍‌ ଅଇଲା । ମାତର୍‌ ପରମେସର୍‌ ତାର୍‌ ଜିବନ୍‌ଦୁକାଇଲାକେ, ଲକ୍‌ମନର୍‌ ପାଇ ଆରି ଗଟେକ୍‌ ଲକ୍‌କେ ଇନାମେ ଦେଲା । ସେ ବଡ୍‌ ଇନାମ୍‌ ଜିସୁ କିରିସ୍‌ଟର୍‌ ଜିବନ୍‌ ଦୁକାଇଲାକେ ପୁରାପୁରୁନ୍‌ ଅଇଲା । 16 ସେ ଗଟେକ୍‌ ପାପ୍‍ କାମ୍‍ ଅଇଲା ପଚେ ସବୁ ମୁନୁସ୍‌ ଜାତି ବିଚାର୍‌ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍‌ ଏବେ ଜବର୍‌ ଲକର୍‌ ପାପର୍‌ ଲାଗି ଲକ୍‌ମନର୍‌ ଆସା ନ ରଇଲେ ମିସା, ପର୍‌ମେସର୍‌ ଦାନ୍‌ କଲାକେ ଦସି ନାଇ ବଲି ଏଜାଇଅଇଲାଇ । 17 ଏଲେମିସା ଗଟେକ୍‌ ମୁନୁସର୍‌ ପାପର୍‌ ପାଇ ସବୁ ଲକ୍‌କେ ମରନର୍‌ ଡଣ୍ଡ୍‌ ଆଇଲା । ମାତର୍‌ ସେ ଗଟେକ୍‌ ମୁନୁସ୍‌ ଜନ୍‌ଟାକି କିରିସ୍‌ଟ, ଜାଇଟା କଲାଆଚେ ସେଟା କେଡେକ୍‌ ବଡ୍‌ ବିସଇ ! ଜେତେକ୍‌ ଲକ୍‌ ପରମେସର୍‌ ବଡ୍‌ ଜିବନ୍‌ଦୁକାଇଲାଟା ଜବର୍‌ ଅଇତେ ଇନାମେ ମିଲାଇଆଚତ୍‌, ସେମନ୍‌ ଜିସୁକିରିସ୍‌ଟର୍‌ ବାଟେଅନି ସବୁ ଲକ୍‌ ତାର୍‌ଟାନେ ଦରମ୍‌ ବଲାଇ ଅଇବାଇ । ସେମନ୍‌ କିରିସ୍‌ଟର୍‌ ସଙ୍ଗ୍‌ ଜିତି କରି ଜିଉନା କାଉନା କରି ସାସନ୍‌ କର୍‌ବାଇ । 18 ଗଟେକ୍‌ ଲକର୍‌ ପାପ୍‌ ଜେନ୍ତି ଗୁଲାଇ ଲକ୍‌କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍‌ ଲକର୍‌ ଦରମ୍‌ ଗୁଲାଇ ଲକର୍‌ପାଇ ମୁକ୍‌ତି ଆରି ନ ସାର୍‌ବା ଜିବନ୍‌ ଆନିଦେଲାଆଚେ । 19 ଗଟେକ୍‌ ଲକ୍‌ ଆଦେସ୍‍ ନ ମାନ୍‌ଲାର୍‌ ପାଇ ଜେନ୍ତିକି ସବୁ ଲକ୍‌ ପାପି ଅଇଲାଇ, ସେନ୍ତି ଗଟେକ୍‌ ଲକ୍‌ ଆଦେସ୍‌ ମାନ୍‌ଲେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇଅଇବାଇ । 20 ନିୟମ୍‌ ଚାଲ୍‌ଲାର୍‌ ପାଇ କାରାପ୍‌ କାମ୍‌ ବଡ୍‌ଲା । ମାତର୍‌ ପାପ୍‌ ବଡି ବଡି ଗାଲାକେ ପରମେସରର୍‌ ଜିବନ୍‌ଦୁକାନି ମିସା ବେସି ବଡ୍‌ଲା । 21 ପାପ୍‌ ଜେନ୍ତିକି ସବୁର୍‌ପାଇ ମରନର୍‌ ଡଣ୍ଡ୍‌ ଆନିରଇଲା, ସେନ୍ତି ପରମେସରର୍‌ ଜିବନ୍‌ଦୁକାନି ମାପ୍‌ରୁ ଜିସୁ କିରିସ୍‌ଟର୍‌ ସାଇଜେ ଅନି ଆମ୍‌କେ ଦରମ୍‌ ବାଟେ ଡାକିନେଇ ନ ସାର୍‌ବା ଜିବନ୍‌ ଦେଇସି ।

In Other Versions

Romans 5 in the ANGEFD

Romans 5 in the ANTPNG2D

Romans 5 in the AS21

Romans 5 in the BAGH

Romans 5 in the BBPNG

Romans 5 in the BBT1E

Romans 5 in the BDS

Romans 5 in the BEV

Romans 5 in the BHAD

Romans 5 in the BIB

Romans 5 in the BLPT

Romans 5 in the BNT

Romans 5 in the BNTABOOT

Romans 5 in the BNTLV

Romans 5 in the BOATCB

Romans 5 in the BOATCB2

Romans 5 in the BOBCV

Romans 5 in the BOCNT

Romans 5 in the BOECS

Romans 5 in the BOGWICC

Romans 5 in the BOHCB

Romans 5 in the BOHCV

Romans 5 in the BOHLNT

Romans 5 in the BOHNTLTAL

Romans 5 in the BOICB

Romans 5 in the BOILNTAP

Romans 5 in the BOITCV

Romans 5 in the BOKCV

Romans 5 in the BOKCV2

Romans 5 in the BOKHWOG

Romans 5 in the BOKSSV

Romans 5 in the BOLCB

Romans 5 in the BOLCB2

Romans 5 in the BOMCV

Romans 5 in the BONAV

Romans 5 in the BONCB

Romans 5 in the BONLT

Romans 5 in the BONUT2

Romans 5 in the BOPLNT

Romans 5 in the BOSCB

Romans 5 in the BOSNC

Romans 5 in the BOTLNT

Romans 5 in the BOVCB

Romans 5 in the BOYCB

Romans 5 in the BPBB

Romans 5 in the BPH

Romans 5 in the BSB

Romans 5 in the CCB

Romans 5 in the CUV

Romans 5 in the CUVS

Romans 5 in the DBT

Romans 5 in the DGDNT

Romans 5 in the DHNT

Romans 5 in the DNT

Romans 5 in the ELBE

Romans 5 in the EMTV

Romans 5 in the ESV

Romans 5 in the FBV

Romans 5 in the FEB

Romans 5 in the GGMNT

Romans 5 in the GNT

Romans 5 in the HARY

Romans 5 in the HNT

Romans 5 in the IRVA

Romans 5 in the IRVB

Romans 5 in the IRVG

Romans 5 in the IRVH

Romans 5 in the IRVK

Romans 5 in the IRVM

Romans 5 in the IRVM2

Romans 5 in the IRVO

Romans 5 in the IRVP

Romans 5 in the IRVT

Romans 5 in the IRVT2

Romans 5 in the IRVU

Romans 5 in the ISVN

Romans 5 in the JSNT

Romans 5 in the KAPI

Romans 5 in the KBT1ETNIK

Romans 5 in the KBV

Romans 5 in the KJV

Romans 5 in the KNFD

Romans 5 in the LBA

Romans 5 in the LBLA

Romans 5 in the LNT

Romans 5 in the LSV

Romans 5 in the MAAL

Romans 5 in the MBV

Romans 5 in the MBV2

Romans 5 in the MHNT

Romans 5 in the MKNFD

Romans 5 in the MNG

Romans 5 in the MNT

Romans 5 in the MNT2

Romans 5 in the MRS1T

Romans 5 in the NAA

Romans 5 in the NASB

Romans 5 in the NBLA

Romans 5 in the NBS

Romans 5 in the NBVTP

Romans 5 in the NET2

Romans 5 in the NIV11

Romans 5 in the NNT

Romans 5 in the NNT2

Romans 5 in the NNT3

Romans 5 in the PDDPT

Romans 5 in the PFNT

Romans 5 in the RMNT

Romans 5 in the SBIAS

Romans 5 in the SBIBS

Romans 5 in the SBIBS2

Romans 5 in the SBICS

Romans 5 in the SBIDS

Romans 5 in the SBIGS

Romans 5 in the SBIHS

Romans 5 in the SBIIS

Romans 5 in the SBIIS2

Romans 5 in the SBIIS3

Romans 5 in the SBIKS

Romans 5 in the SBIKS2

Romans 5 in the SBIMS

Romans 5 in the SBIOS

Romans 5 in the SBIPS

Romans 5 in the SBISS

Romans 5 in the SBITS

Romans 5 in the SBITS2

Romans 5 in the SBITS3

Romans 5 in the SBITS4

Romans 5 in the SBIUS

Romans 5 in the SBIVS

Romans 5 in the SBT

Romans 5 in the SBT1E

Romans 5 in the SCHL

Romans 5 in the SUSU

Romans 5 in the SUSU2

Romans 5 in the SYNO

Romans 5 in the TBIAOTANT

Romans 5 in the TBT1E

Romans 5 in the TBT1E2

Romans 5 in the TFTIP

Romans 5 in the TFTU

Romans 5 in the TGNTATF3T

Romans 5 in the THAI

Romans 5 in the TNFD

Romans 5 in the TNT

Romans 5 in the TNTIK

Romans 5 in the TNTIL

Romans 5 in the TNTIN

Romans 5 in the TNTIP

Romans 5 in the TNTIZ

Romans 5 in the TOMA

Romans 5 in the TTENT

Romans 5 in the UBG

Romans 5 in the UGV

Romans 5 in the UGV2

Romans 5 in the UGV3

Romans 5 in the VBL

Romans 5 in the VDCC

Romans 5 in the YALU

Romans 5 in the YAPE

Romans 5 in the YBVTP

Romans 5 in the ZBP