Job 24 (IRVO)
1 କାହିଁକି ସର୍ବଶକ୍ତିମାନଙ୍କ ଦ୍ୱାରା ସମୟ ନିରୂପିତ ହୋଇ ନାହିଁଓ ତାହାଙ୍କୁ ଜାଣିବା ଲୋକମାନେ କାହିଁକି ତାହାଙ୍କ ଦିନ ଦେଖନ୍ତି ନାହିଁ? 2 କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି,ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି। 3 ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି,ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି। 4 ସେମାନେ ଦୀନହୀନକୁ ବାଟରୁ ତଡ଼ି ଦିଅନ୍ତି;ଦେଶସ୍ଥ ଦରିଦ୍ରମାନେ ଏକତ୍ର ଲୁଚନ୍ତି। 5 ଦେଖ, ସେମାନେ ପ୍ରାନ୍ତରସ୍ଥ ବନ୍ୟ ଗର୍ଦ୍ଦଭ ତୁଲ୍ୟଆପଣା ଆପଣା କାର୍ଯ୍ୟରେ ବାହାରି ଯତ୍ନପୂର୍ବକ ଆହାର ଅନ୍ଵେଷଣ କରନ୍ତି;ଅରଣ୍ୟ ସେମାନଙ୍କ ବାଳକଗଣ ନିମନ୍ତେ ଆହାର ଉତ୍ପନ୍ନ କରେ। 6 ସେମାନେ କ୍ଷେତ୍ରରେ ଆପଣାମାନଙ୍କ ଖାଦ୍ୟ କାଟନ୍ତିଓ ଦୁଷ୍ଟର ଦ୍ରାକ୍ଷାକ୍ଷେତ୍ରର ଅବଶିଷ୍ଟ ଫଳ ସାଉଣ୍ଟନ୍ତି। 7 ସେମାନେ ସାରାରାତ୍ରି ବସ୍ତ୍ର ବିନା ଉଲଙ୍ଗ ହୋଇ ଶୟନ କରନ୍ତିଓ ଶୀତକାଳରେ ସେମାନଙ୍କର ଆଚ୍ଛାଦନ ବସ୍ତ୍ର ନ ଥାଏ। 8 ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି,ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି। 9 କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତିଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି; 10 ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତିଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି; 11 ସେମାନେ ଏହି ଲୋକମାନଙ୍କ ପ୍ରାଚୀର ଭିତରେ ତୈଳ ପ୍ରସ୍ତୁତ କରନ୍ତିଓ ସେମାନଙ୍କ ଦ୍ରାକ୍ଷାଯନ୍ତ୍ର ଦଳି ତୃଷିତ ହୁଅନ୍ତି। 12 ଜନପୂର୍ଣ୍ଣ ନଗରରୁ ଲୋକେ କାତରୋକ୍ତି କରନ୍ତି,ଆହତ ଲୋକର ପ୍ରାଣ ଡାକ ପକାଏ;ତଥାପି ପରମେଶ୍ୱର ଏହା ଦୋଷ ରୂପେ ଗଣନା କରନ୍ତି ନାହିଁ। 13 ସେମାନଙ୍କର କେହି କେହି ଆଲୁଅର ବିଦ୍ରୋହୀ;ତହିଁର ମାର୍ଗ ସେମାନେ ଜାଣନ୍ତି ନାହିଁ,ଅବା ତହିଁର ପଥରେ ରହନ୍ତି ନାହିଁ। 14 ହତ୍ୟାକାରୀ ପ୍ରଭାତ ସମୟରେ ଉଠିଦରିଦ୍ର ଓ ଦୀନହୀନକୁ ବଧ କରେଓ ରାତ୍ରିରେ ସେ ଚୋର ପରି ହୁଏ। 15 ପାରଦାରିକର ଚକ୍ଷୁ ମଧ୍ୟ ସନ୍ଧ୍ୟାକାଳର ଅପେକ୍ଷା କରି କହେ,କେହି ମୋତେ ଦେଖିବ ନାହିଁଓ ସେ ଆପଣା ମୁଖ ଅନ୍ୟ ରୂପ କରେ। 16 ସେମାନେ ଅନ୍ଧକାରରେ ଗୃହ ସିନ୍ଧି କରନ୍ତି;ସେମାନେ ଦିନ ବେଳେ ଲୁଚି ରହନ୍ତି,ସେମାନେ ଆଲୁଅ ଜାଣନ୍ତି ନାହିଁ। 17 କାରଣ ସେସମସ୍ତଙ୍କ ପ୍ରତି ପ୍ରଭାତ ମୃତ୍ୟୁଚ୍ଛାୟା ପରି ଅଟେ;ସେମାନେ ମୃତ୍ୟୁୁଚ୍ଛାୟାର ଭୟାନକତା ଜାଣନ୍ତି।” 18 “ସେ ଜଳ ଉପରେ ଶୀଘ୍ରଗାମୀ;ଦେଶରେ ସେମାନଙ୍କ ଅଧିକାର ଅଭିଶପ୍ତ ଅଟେ;ସେ ଦ୍ରାକ୍ଷାକ୍ଷେତ୍ରର ପଥ ଆଡ଼କୁ ଫେରେ ନାହିଁ। 19 ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମଜଳକୁ,ସେପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ। 20 ଗର୍ଭ ତାହାକୁ ପାସୋରି ଯିବ;କୀଟ ସୁସ୍ୱାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ,ସେ ଆଉ ସ୍ମରଣ କରାଯିବ ନାହିଁ;ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗାଯିବ। 21 ସେ ନିଃସନ୍ତାନା ବନ୍ଧ୍ୟାକୁ ଗ୍ରାସ କରେଓ ବିଧବାର ମଙ୍ଗଳ କରେ ନାହିଁ। 22 ସେ ଆପଣା ଶକ୍ତିରେ ବିକ୍ରମୀ ଲୋକକୁ ମଧ୍ୟ ଟାଣି ପକାଏ,ସେ ଉଠିଲେ କାହାରି ଜୀବନର ସ୍ଥିରତା ନ ଥାଏ। 23 ପରମେଶ୍ୱର ସେମାନଙ୍କୁ ନିରାପଦରେ ରହିବାକୁ ଦିଅନ୍ତିଓ ସେମାନେ ତହିଁରେ ନିର୍ଭର ରଖନ୍ତି ଓ ତାହାଙ୍କ ଦୃଷ୍ଟି ସେମାନଙ୍କ ମାର୍ଗରେ ଥାଏ। 24 ସେମାନେ ଉନ୍ନତ ହୁଅନ୍ତି; ତଥାପି ଅଳ୍ପ କାଳରେ ଅନ୍ତର୍ହିତ ହୁଅନ୍ତି;ହଁ, ସେମାନେ ଅବନତ ହୁଅନ୍ତି, ସେମାନେ ଅନ୍ୟ ସମସ୍ତଙ୍କ ପରି ପଥରୁ ଘେନାଯାʼନ୍ତି,ଆଉ ଶସ୍ୟଶିଁଷାର ଅଗ୍ରଭାଗ ପରି କଟାଯାʼନ୍ତି। 25 ପୁଣି, ବର୍ତ୍ତମାନ ଯଦି ଏପରି ନ ହୁଏ, ତେବେ କିଏ ଆମ୍ଭକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରିବଓ ଆମ୍ଭ କଥାକୁ ନିରର୍ଥକ କରିବ?”
In Other Versions
Job 24 in the ANGEFD
Job 24 in the ANTPNG2D
Job 24 in the AS21
Job 24 in the BAGH
Job 24 in the BBPNG
Job 24 in the BBT1E
Job 24 in the BDS
Job 24 in the BEV
Job 24 in the BHAD
Job 24 in the BIB
Job 24 in the BLPT
Job 24 in the BNT
Job 24 in the BNTABOOT
Job 24 in the BNTLV
Job 24 in the BOATCB
Job 24 in the BOATCB2
Job 24 in the BOBCV
Job 24 in the BOCNT
Job 24 in the BOECS
Job 24 in the BOGWICC
Job 24 in the BOHCB
Job 24 in the BOHCV
Job 24 in the BOHLNT
Job 24 in the BOHNTLTAL
Job 24 in the BOICB
Job 24 in the BOILNTAP
Job 24 in the BOITCV
Job 24 in the BOKCV
Job 24 in the BOKCV2
Job 24 in the BOKHWOG
Job 24 in the BOKSSV
Job 24 in the BOLCB
Job 24 in the BOLCB2
Job 24 in the BOMCV
Job 24 in the BONAV
Job 24 in the BONCB
Job 24 in the BONLT
Job 24 in the BONUT2
Job 24 in the BOPLNT
Job 24 in the BOSCB
Job 24 in the BOSNC
Job 24 in the BOTLNT
Job 24 in the BOVCB
Job 24 in the BOYCB
Job 24 in the BPBB
Job 24 in the BPH
Job 24 in the BSB
Job 24 in the CCB
Job 24 in the CUV
Job 24 in the CUVS
Job 24 in the DBT
Job 24 in the DGDNT
Job 24 in the DHNT
Job 24 in the DNT
Job 24 in the ELBE
Job 24 in the EMTV
Job 24 in the ESV
Job 24 in the FBV
Job 24 in the FEB
Job 24 in the GGMNT
Job 24 in the GNT
Job 24 in the HARY
Job 24 in the HNT
Job 24 in the IRVA
Job 24 in the IRVB
Job 24 in the IRVG
Job 24 in the IRVH
Job 24 in the IRVK
Job 24 in the IRVM
Job 24 in the IRVM2
Job 24 in the IRVP
Job 24 in the IRVT
Job 24 in the IRVT2
Job 24 in the IRVU
Job 24 in the ISVN
Job 24 in the JSNT
Job 24 in the KAPI
Job 24 in the KBT1ETNIK
Job 24 in the KBV
Job 24 in the KJV
Job 24 in the KNFD
Job 24 in the LBA
Job 24 in the LBLA
Job 24 in the LNT
Job 24 in the LSV
Job 24 in the MAAL
Job 24 in the MBV
Job 24 in the MBV2
Job 24 in the MHNT
Job 24 in the MKNFD
Job 24 in the MNG
Job 24 in the MNT
Job 24 in the MNT2
Job 24 in the MRS1T
Job 24 in the NAA
Job 24 in the NASB
Job 24 in the NBLA
Job 24 in the NBS
Job 24 in the NBVTP
Job 24 in the NET2
Job 24 in the NIV11
Job 24 in the NNT
Job 24 in the NNT2
Job 24 in the NNT3
Job 24 in the PDDPT
Job 24 in the PFNT
Job 24 in the RMNT
Job 24 in the SBIAS
Job 24 in the SBIBS
Job 24 in the SBIBS2
Job 24 in the SBICS
Job 24 in the SBIDS
Job 24 in the SBIGS
Job 24 in the SBIHS
Job 24 in the SBIIS
Job 24 in the SBIIS2
Job 24 in the SBIIS3
Job 24 in the SBIKS
Job 24 in the SBIKS2
Job 24 in the SBIMS
Job 24 in the SBIOS
Job 24 in the SBIPS
Job 24 in the SBISS
Job 24 in the SBITS
Job 24 in the SBITS2
Job 24 in the SBITS3
Job 24 in the SBITS4
Job 24 in the SBIUS
Job 24 in the SBIVS
Job 24 in the SBT
Job 24 in the SBT1E
Job 24 in the SCHL
Job 24 in the SNT
Job 24 in the SUSU
Job 24 in the SUSU2
Job 24 in the SYNO
Job 24 in the TBIAOTANT
Job 24 in the TBT1E
Job 24 in the TBT1E2
Job 24 in the TFTIP
Job 24 in the TFTU
Job 24 in the TGNTATF3T
Job 24 in the THAI
Job 24 in the TNFD
Job 24 in the TNT
Job 24 in the TNTIK
Job 24 in the TNTIL
Job 24 in the TNTIN
Job 24 in the TNTIP
Job 24 in the TNTIZ
Job 24 in the TOMA
Job 24 in the TTENT
Job 24 in the UBG
Job 24 in the UGV
Job 24 in the UGV2
Job 24 in the UGV3
Job 24 in the VBL
Job 24 in the VDCC
Job 24 in the YALU
Job 24 in the YAPE
Job 24 in the YBVTP
Job 24 in the ZBP