Proverbs 15 (IRVO)
1 କୋମଳ ଉତ୍ତର କ୍ରୋଧକୁ ଦମନ କରେ;ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ। 2 ଜ୍ଞାନୀମାନଙ୍କ ଜିହ୍ୱା ପ୍ରକୃତ ରୂପେ ଜ୍ଞାନ ବ୍ୟକ୍ତ କରେ;ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଉଦ୍ଗାର କରେ। 3 ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ। 4 ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ;ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ। 5 ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ;ପୁଣି, ଅନୁଯୋଗ ଯେ ଘେନେ, ସେ ବୁଦ୍ଧି ପ୍ରାପ୍ତ ହୁଏ। 6 ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ;ପୁଣି, ଦୁଷ୍ଟର ଆୟରେ କ୍ଳେଶ ଥାଏ। 7 ଜ୍ଞାନବାନର ଓଷ୍ଠାଧର ବିଦ୍ୟା ବିତରଣ କରେ;ମାତ୍ର ମୂର୍ଖର ମନ ସେପରି କରେ ନାହିଁ। 8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ;ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର। 9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ;ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି। 10 ବିପଥଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ;ପୁଣି, ଯେଉଁ ଲୋକ ଅନୁଯୋଗ ଘୃଣା କରେ, ସେ ମରିବ। 11 ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ;ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ? 12 ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ,ସେ ଜ୍ଞାନୀର ନିକଟକୁ ଯାଏ ନାହିଁ। 13 ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ;ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ। 14 ବୁଦ୍ଧିମାନର ମନ ଜ୍ଞାନ ଖୋଜେ;ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ। 15 ଦୁଃଖୀ ଲୋକର ସବୁ ଦିନ ଅମଙ୍ଗଳ;ମାତ୍ର ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ। 16 ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷାସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ। 17 ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷାପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ। 18 କ୍ରୋଧୀ ଲୋକ କଳି ଜନ୍ମାଏ;ପୁଣି, କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ। 19 ଅଳସର ବାଟ କଣ୍ଟାବାଡ଼ ପରି,ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ। 20 ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ;ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ। 21 ନିର୍ବୋଧ ପ୍ରତି ଅଜ୍ଞାନତା ଆନନ୍ଦଜନକ;ମାତ୍ର ବୁଦ୍ଧିମାନ ଲୋକ ଆପଣା ଗତି ସରଳ କରେ। 22 ମନ୍ତ୍ରଣା ଅଭାବରେ ସଂକଳ୍ପ ବିଫଳ ହୁଏ;ମାତ୍ର ବହୁତ ମନ୍ତ୍ରୀ ଦ୍ୱାରା ତାହା ସ୍ଥିରୀକୃତ ହୁଏ। 23 ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ,ପୁଣି ଯଥାକାଳର କଥା କିପରି ଉତ୍ତମ! 24 ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ। 25 ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ;ମାତ୍ର ବିଧବାର ସୀମା ସେ ସ୍ଥିର କରିବେ; 26 କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ;ମାତ୍ର ମନୋହର କଥା ଶୁଚି। 27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ,ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ। 28 ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ;ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଢାଳି ପକାଏ। 29 ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଆନ୍ତି;ପୁଣି, ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି। 30 ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ;ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ। 31 ଯେଉଁ କର୍ଣ୍ଣ ଜୀବନଦାୟକ ଅନୁଯୋଗ ଶୁଣେ,ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ। 32 ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣକୁ ତୁଚ୍ଛ କରେ;ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ। 33 ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ;ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।
In Other Versions
Proverbs 15 in the ANGEFD
Proverbs 15 in the ANTPNG2D
Proverbs 15 in the AS21
Proverbs 15 in the BAGH
Proverbs 15 in the BBPNG
Proverbs 15 in the BBT1E
Proverbs 15 in the BDS
Proverbs 15 in the BEV
Proverbs 15 in the BHAD
Proverbs 15 in the BIB
Proverbs 15 in the BLPT
Proverbs 15 in the BNT
Proverbs 15 in the BNTABOOT
Proverbs 15 in the BNTLV
Proverbs 15 in the BOATCB
Proverbs 15 in the BOATCB2
Proverbs 15 in the BOBCV
Proverbs 15 in the BOCNT
Proverbs 15 in the BOECS
Proverbs 15 in the BOGWICC
Proverbs 15 in the BOHCB
Proverbs 15 in the BOHCV
Proverbs 15 in the BOHLNT
Proverbs 15 in the BOHNTLTAL
Proverbs 15 in the BOICB
Proverbs 15 in the BOILNTAP
Proverbs 15 in the BOITCV
Proverbs 15 in the BOKCV
Proverbs 15 in the BOKCV2
Proverbs 15 in the BOKHWOG
Proverbs 15 in the BOKSSV
Proverbs 15 in the BOLCB
Proverbs 15 in the BOLCB2
Proverbs 15 in the BOMCV
Proverbs 15 in the BONAV
Proverbs 15 in the BONCB
Proverbs 15 in the BONLT
Proverbs 15 in the BONUT2
Proverbs 15 in the BOPLNT
Proverbs 15 in the BOSCB
Proverbs 15 in the BOSNC
Proverbs 15 in the BOTLNT
Proverbs 15 in the BOVCB
Proverbs 15 in the BOYCB
Proverbs 15 in the BPBB
Proverbs 15 in the BPH
Proverbs 15 in the BSB
Proverbs 15 in the CCB
Proverbs 15 in the CUV
Proverbs 15 in the CUVS
Proverbs 15 in the DBT
Proverbs 15 in the DGDNT
Proverbs 15 in the DHNT
Proverbs 15 in the DNT
Proverbs 15 in the ELBE
Proverbs 15 in the EMTV
Proverbs 15 in the ESV
Proverbs 15 in the FBV
Proverbs 15 in the FEB
Proverbs 15 in the GGMNT
Proverbs 15 in the GNT
Proverbs 15 in the HARY
Proverbs 15 in the HNT
Proverbs 15 in the IRVA
Proverbs 15 in the IRVB
Proverbs 15 in the IRVG
Proverbs 15 in the IRVH
Proverbs 15 in the IRVK
Proverbs 15 in the IRVM
Proverbs 15 in the IRVM2
Proverbs 15 in the IRVP
Proverbs 15 in the IRVT
Proverbs 15 in the IRVT2
Proverbs 15 in the IRVU
Proverbs 15 in the ISVN
Proverbs 15 in the JSNT
Proverbs 15 in the KAPI
Proverbs 15 in the KBT1ETNIK
Proverbs 15 in the KBV
Proverbs 15 in the KJV
Proverbs 15 in the KNFD
Proverbs 15 in the LBA
Proverbs 15 in the LBLA
Proverbs 15 in the LNT
Proverbs 15 in the LSV
Proverbs 15 in the MAAL
Proverbs 15 in the MBV
Proverbs 15 in the MBV2
Proverbs 15 in the MHNT
Proverbs 15 in the MKNFD
Proverbs 15 in the MNG
Proverbs 15 in the MNT
Proverbs 15 in the MNT2
Proverbs 15 in the MRS1T
Proverbs 15 in the NAA
Proverbs 15 in the NASB
Proverbs 15 in the NBLA
Proverbs 15 in the NBS
Proverbs 15 in the NBVTP
Proverbs 15 in the NET2
Proverbs 15 in the NIV11
Proverbs 15 in the NNT
Proverbs 15 in the NNT2
Proverbs 15 in the NNT3
Proverbs 15 in the PDDPT
Proverbs 15 in the PFNT
Proverbs 15 in the RMNT
Proverbs 15 in the SBIAS
Proverbs 15 in the SBIBS
Proverbs 15 in the SBIBS2
Proverbs 15 in the SBICS
Proverbs 15 in the SBIDS
Proverbs 15 in the SBIGS
Proverbs 15 in the SBIHS
Proverbs 15 in the SBIIS
Proverbs 15 in the SBIIS2
Proverbs 15 in the SBIIS3
Proverbs 15 in the SBIKS
Proverbs 15 in the SBIKS2
Proverbs 15 in the SBIMS
Proverbs 15 in the SBIOS
Proverbs 15 in the SBIPS
Proverbs 15 in the SBISS
Proverbs 15 in the SBITS
Proverbs 15 in the SBITS2
Proverbs 15 in the SBITS3
Proverbs 15 in the SBITS4
Proverbs 15 in the SBIUS
Proverbs 15 in the SBIVS
Proverbs 15 in the SBT
Proverbs 15 in the SBT1E
Proverbs 15 in the SCHL
Proverbs 15 in the SNT
Proverbs 15 in the SUSU
Proverbs 15 in the SUSU2
Proverbs 15 in the SYNO
Proverbs 15 in the TBIAOTANT
Proverbs 15 in the TBT1E
Proverbs 15 in the TBT1E2
Proverbs 15 in the TFTIP
Proverbs 15 in the TFTU
Proverbs 15 in the TGNTATF3T
Proverbs 15 in the THAI
Proverbs 15 in the TNFD
Proverbs 15 in the TNT
Proverbs 15 in the TNTIK
Proverbs 15 in the TNTIL
Proverbs 15 in the TNTIN
Proverbs 15 in the TNTIP
Proverbs 15 in the TNTIZ
Proverbs 15 in the TOMA
Proverbs 15 in the TTENT
Proverbs 15 in the UBG
Proverbs 15 in the UGV
Proverbs 15 in the UGV2
Proverbs 15 in the UGV3
Proverbs 15 in the VBL
Proverbs 15 in the VDCC
Proverbs 15 in the YALU
Proverbs 15 in the YAPE
Proverbs 15 in the YBVTP
Proverbs 15 in the ZBP