1 Corinthians 1 (SNT)

1 ମୁଇ ପାଉଲ୍‌ ଆରି ଆମର୍‌ ସଙ୍ଗର୍‌ ବିସ୍‌ବାସି ସସ୍‌ତିନା ଜୁଆର୍‌ ଜାନାଇଲୁନି । ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ପେରିତ୍‌ ଅଇବାକେ ମକେ ବାଚିଆଚେ । 2 କରନ୍ତିୟ ନଅରେ ରଇବା ପର୍‌ମେସରର୍‌ ମଣ୍ଡ୍‌ଲିର୍‌ ଲକ୍‌ମନ୍‌କେ ଲେକ୍‌ଲୁନି । ପର୍‌ମେସର୍‌ ତମ୍‌କେ ଜିସୁକିରିସ୍‌ଟ ସଙ୍ଗ୍‌ ମିସାଇ, ତାର୍‌ ନିଜର୍‌ ଲକ୍‌ କଲାଆଚେ । ଆରି ମାପ୍‌ରୁ ଜିସୁକିରିସ୍‌ଟକେ ଉପାସନା କର୍‌ବା, ସବୁ ଜାଗାଇ ରଇବା ଲକର୍‌ ସଙ୍ଗ୍‌ ତମ୍‌କେ ସୁକଲ୍‌ ଅଇବାକେ ବାଚିଆଚେ । ସେ ଆମର୍‌ ମାପ୍‌ରୁ ଆରି ତାକର୍‌ ମିସା । 3 ଆମର୍‌ ବାବା ପର୍‌ମେସର୍‌ ଆରି ଜିସୁ କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ । 4 କିରିସ୍‌ଟ ଜିସୁର୍‌ଟାନେ ପର୍‌ମେସରର୍‌ ଜେନ୍ତି ଜିବନ୍‌ ଦୁକାଇରଇଲା, ସେ ଜିବନ୍‌ ଦୁକାନିର୍‌ ଲାଗି, ମୁଇ ସବୁବେଲେ ତମର୍‌ ବିସଇନେଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । 5 କାଇକେବଇଲେ ତମେ କିରିସ୍‌ଟ ସଙ୍ଗ୍‍ ମିସିକରି ଆଚାସ୍‌ ବଲି ପର୍‌ମେସର୍‌ ତମ୍‌କେ ଲଡାକେ ଅଇବା ସବୁ ବିସଇ, ତମର୍‌ କାତା ଅଇବା ବପୁ ଆରି ସବୁ ରକାମର୍‌ ଗିଆନ୍‌ ଦେଇଆଚେ । 6 କିରିସ୍‌ଟର୍‌ ବିସଇନେଇ ତମ୍‌କେ ଜନ୍‌ କବର୍‌ କଇରଇଲୁ, ସେଟା ଟିକ୍‌ ଆକା ବଲି ଜାନା ପଡ୍‌ଲାନି । 7 ତେବେ ତମେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍‌ ଆତ୍‌ମାର୍‍ ଦାନ୍‌ ମିଲାଇ ଆଚାସ୍‍ । 8 ଜେନ୍ତିକି ଆମର୍‌ ମାପ୍‌ରୁ ଜିସୁ ଆଇବା ଦିନେ ତମ୍‌କେ କାଇ ମିସା ନିନ୍ଦା ନ ଅ । ଏଟାର୍‌ପାଇ ମାପ୍‌ରୁ ତମ୍‌କେ ସାରାସାରି ଜାକ ମିସା ତବିର୍‌ କରି ସଙ୍ଗଇସି । 9 ଜନ୍‌ ପର୍‌ମେସରର୍‌ ଲାଗି ତମେ ତାର୍‌ ପଅ ଜିସୁ କିରିସ୍‌ଟ, ଆମର୍‌ ମାପ୍‌ରୁର୍‌ସଙ୍ଗ୍‌ ମିସିବିଡି ରଇବାକେ ବାଚିଅଇ ଆଚାସ୍‌, ସେ ସେନ୍ତି କର୍‌ସି ଆକା ବଲି ଡାଟ୍‌ ସଙ୍ଗ୍‌ ବିସ୍‌ବାସ୍‌ କଲାସ୍‌ନି । 10 ଏ ମର୍‌ ବାଇବଇନିମନ୍‌, ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ମୁଇ ତମ୍‌କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍‌ ଗଟେକ୍‌ କାତାଇ ରାଜି ଉଆ, ଆରି ତମର୍‌ ତମର୍‌ ବିତ୍‌ରେ ବେଗ୍‌ଲା ବେଗ୍‌ଲି ଉଆନାଇ । ମାତର୍‌ ତମେ ଗଟେକ୍‌ ଦଲ୍‌, ଗଟେକ୍‌ ମନ୍‌ ଆରି ଗଟେକ୍‌ କାତାଇ ରାଜି ଉଆ । 11 ତମର୍‌ ତମର୍‌ ବିତ୍‌ରେ ଲାଗାଜଡା ଆଚେ ବଲି ମୁଇ କିଲିୟର୍‌ କୁଟୁମେ ଅନି ସୁନିଆଚି । 12 ମୁଇ ବାବ୍‌ଲିନି, ତମର୍‌ ବିତ୍‌ରେ କେତେଲକ୍‌ କଇବାଇ, ଆମେ ପାଉଲର୍‍ ବାଟେ ଜିବାଲକ୍‌, କେତେଲକ୍‌ ଆପଲର୍‌ ବାଟେ ଜିବାଲକ୍‌, କେତେଲକ୍‌ କେପାର୍‌ ବାଟେ ଜିବା ଲକ୍‌, ଆରି କେତେଲକ୍‌ ଆମେ କିରିସ୍‌ଟର୍‌ ବାଟେ ଜିବା ଲକ୍‌ । 13 କିରିସ୍‌ଟକେ ମୁକା ମୁକା କରି ବାଗ୍‌ ବାଗ୍‌ କଲାପାରା ଦଲ୍‌ ଅଇଆଚାସ୍‌ । ମୁଇ ପାଉଲ୍‌, ତମର୍‌ ପାଇ କୁର୍‌ସେ ମରିରଇଲି କି ? କି ତମେ ପାଉଲର୍‌ ନାଉଁ ଦାରି ଡୁବନ୍‌ ନେଇରଇଲାସ୍‌ ? 14 ସେଟାର୍‌ପାଇ କିରିସ୍‌ପ ଆରି ଗାଅକେ ଚାଡ୍‌ଲେ ତମର୍‌ ବିତ୍‌ରେ ଆରି କାକେ ମିସା ଡୁବନ୍‌ ଦେଇ ନାଇ ବଲି ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । 15 ତମେ ମର୍‌ ନାଉଁ ଦାରି ଡୁବନ୍‌ ନେଇଆଚାସ୍‌ ବଲି କେଡେବେଲେ କେ ମିସା କଇଦେବାଇ । 16 ଉଁ ତିପାନ୍‌କେ ଆରି ତାର୍‌ କୁଟୁମର୍‌ ଲକ୍‌କେ ମିସା ଡୁବନ୍‌ ଦେଇରଇଲି । ଆରି କାକେ ଡୁବନ୍‌ ଦେଲିଆଚି କି ନାଇ ବଲି ମକେ ଏତ୍‌ ଆସେ ନାଇ । 17 କାଇକେବଇଲେ କିରିସ୍‌ଟ ମକେ ଡୁବନ୍‌ ଦେବାକେ ପାଟାଏ ନାଇ, ନିମାନ୍‌ କବର୍‌ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍‌ମନର୍‌ ଗିଆନ୍‌ ଇସାବେ ସେଟା ମୁଇ କର୍‌ତି, ସେନ୍ତାର୍‌ ଆଲେ କିରିସ୍‌ଟର୍‌ କୁର୍‌ସର୍‍ କବରର୍‌ ବପୁ ଉନା ଅଇତା । 18 କୁରୁପ୍‌ନାସ୍‌ ଅଇଜାଇତେରଇବା ଲକ୍‌ମନର୍‌ପାଇ, କୁରୁସେ ଅଇଲା କିରିସ୍‌ଟର୍‌ ମରନର୍‌ କାତା, କାଇ ମୁଲିଅ ନାଇ । ମାତର୍‌, ଆମର୍‌ପାଇ ସେଟା ପର୍‌ମେସରର୍‌ ବପୁ । ଆମେ ମୁକ୍‌ତି ପାଇତେରଇବା ଲକ୍‌ମନ୍‍ । 19 ତେବେ ଦରମ୍‌ ସାସ୍‌ତରେ ଏନ୍ତି ଲେକାଆଚେ,ମୁଇ ଗିଆନ୍‌ ରଇବା ଲକ୍‌ମନର୍‌ ଗିଆନ୍‌ ନସାଇବି,ଆରି ବୁଦି ରଇବା ଲକ୍‌ମନର୍‌ ବୁଦିକାଇ ଲଡାକେ ନ ଆଇଲା ପାରା କର୍‌ବି । 20 ତେବେ ଗିଆନ୍‌ ରଇବା ଲକ୍‌ମନର୍‌ ବିସଇ କାଇଟା କଇଅଇସି ? ସାସ୍‌ତର୍‌ ସିକାଉମନର୍‌ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍‌ ଦଦାପେଲା ଅଇବା ଲକ୍‌ମନର୍‌ ବିସଇ କାଇଟା କଇଅଇସି ? ପର୍‌ମେସର୍‌ ଏ ଜଗତର୍‌ ଗିଆନ୍‌ ରଇବା ଲକ୍‌ମନ୍‌କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ? 21 ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ ଚାଲାକିସଙ୍ଗ୍‍ ପର୍‌ମେସର୍‌କେ ନ ଜାନତ୍‌ ବଲି, ସେ ନିଜର୍‌ ଗିଆନ୍‌ ଇସାବେ ଟିକ୍‌କଲା । ଆମେ ଜାନାଇବା ବିସଇ ଜନ୍‌ଟା କି କାଇ ମୁଲିଅ ନାଇ ବଲି ଲକ୍‌ମନ୍‌ କଇବାଇ, ସେଟା ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ମୁକ୍‌ତି ଦେବାକେ ପର୍‌ମେସର୍‌ ସାର୍‌ଦା ଅଇଲା । 22 ଜିଉଦିମନ୍‌ କାବା ଅଇଜିବା ଚିନ୍‌ ପାଇ ଦାବି କଲାଇନି । ଗିରିକ୍‌ମନ୍‌ ଗିଆନ୍‌ କଜ୍‌ଲାଇନି । 23 ମାତର୍‌ ଆମେ କୁରୁସ୍‌ ଉପ୍‌ରେ ଚଗାଇ ଅଇରଇବା କିରିସ୍‌ଟର୍‌ ବିସଇ ଜାନାଇଲୁନି । ଏ କାତା ସୁନ୍‌ଲେ ଜିଉଦିମନ୍‌ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍‌ମନ୍‌ ସେ କାତାର୍‌ କାଇ ମୁଲିଅ ନାଇ ବଲି ବାବ୍‌ଲାଇନି । 24 ମାତର୍‌ ଜିଉଦି ଅଅତ୍‌, କି ଜିଉଦି ନଇଲା ଲକ୍‌ ଅଅତ୍‌, ଜନ୍‌ ଲକ୍‌ମନ୍‌ ବାଚି ଅଇଆଚତ୍‌, ସେମନର୍‌ ପାଇ କିରିସ୍‌ଟ ପର୍‌ମେସରର୍‌ ବପୁ ଆରି ପର୍‌ମେସରର୍‌ ଗିଆନ୍‌ ପାରା ଆଚେ । 25 ତେବେ ଜନ୍‌ଟା ପର୍‌ମେସରର୍‌ ବକୁଆ ବିସଇ ସେଟା ମୁନୁସର୍‌ ଗିଆନେ ଅନି ଅଦିକ୍‌ ଆଚେ, ଆରି ଜନ୍‌ଟା ପର୍‌ମେସରର୍‌ ଦୁର୍‌ବଲ୍‌ ବିସଇ, ସେଟା ମୁନୁସର୍‌ ବପୁଟାନେଅନି ଅଦିକ୍‌ ବପୁ । 26 ଏ ବାଇବଇନିମନ୍‌, ପର୍‌ମେସର୍‌ ତମ୍‌କେ ବାଚ୍‌ଲା ବେଲେ ତମେ କେନ୍ତାର୍‌ ରଇଲାସ୍‌ ବାବିଦେକା । ଜଗତର୍‌ ବିଦି ଇସାବେ ବେସିଲକ୍‌ ଗିଆନି ନ ରଇଲାସ୍‌ । ବେସିଲକ୍‌ ନେତା ନ ରଇଲାସ୍‌ ଆରି ବଡ୍‌ ଗରେ ଜନମ୍‌ ନ ଅଇରଇଲାସ୍‌ । 27 ପର୍‌ମେସର୍‌ ଗିଆନି ଲକ୍‌ମନ୍‌କେ ଲାଜ୍‌ କରାଇବାକେ ଜଗତର୍‌ ଦୁର୍‌ବଲ୍‌ ଲକ୍‌ମନ୍‌କେ ବାଚ୍‌ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍‌ମନ୍‌ ଆରି ବପୁ ରଇବା ଲକ୍‌ମନ୍‌ ଲାଜ୍‌ ଅଇଜିବାଇ । 28 ତେବର୍‌ ପାଇ, ପର୍‌ମେସର୍‌ ଏ ଜଗତର୍‌ କାଇ ଲଡାକେ ନ ଆସେ ବଲି କଇବା ଲକ୍‌ମନ୍‌କେ, ଆରି ସବୁବେଲେ ତଲେ ରଇ ଲକ୍‍ମନ୍‍ ଗିନ୍‌ କର୍‌ତେରଇବା ଲକ୍‌କେ ବାଚ୍‌ଲାଆଚେ । 29 ଜେନ୍ତାର୍‌ କି ଜଗତ୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ବଡ୍‌ ବଲି ନାମାଇ ଅଇବାଇ, ସେମନ୍‌ କାଇ ଲଡାକେ ନ ଆସତ୍‌ ଆରି ପର୍‌ମେସରର୍‌ ମୁଆଟେ କେ ମିସା ବଡ୍‌ପନ୍‌ ଅଇ ନ କଅତ୍‌ । 30 ମାତର୍‌ ପର୍‌ମେସର୍‌ ତମ୍‌କେ କିରିସ୍‌ଟ ଜିସୁର୍‌ ସଙ୍ଗ୍‌ ମିସାଇଆଚେ ଆରି ସେ କିରିସ୍‌ଟକେସେ ଆମର୍‌ପାଇ ଗିଆନ୍‌ ପାରା କରିଆଚେ । ତାର୍‌ଲାଗି ଆମେ ପର୍‌ମେସର୍‌ ସଙ୍ଗ୍‍ ସତ୍‌ ମିସାବିଡା ଅଇଲାଟା ଆରିତରେକ୍‌ ଜଡିଅଇଲାଆଚେ । ଆମେ ଦରମ୍‌ ଆରି ସୁକଲ୍‌ ଲକ୍‌ ଅଇ ପାପେ ଅନି ମୁକ୍‌ତି ପାଇଆଚୁ । 31 ମାତର୍‌ ଜେନ୍ତି ଦରମ୍‌ ସାସ୍‌ତରେ ଲେକା ଅଇଆଚେ, ଜେ ଜଦି ବଡ୍‌ପନ୍‌ ଅଇସି, ତେବେ ସେ ମାପ୍‌ରୁ କଲା କାମ୍‌ ତେଇ ବଡ୍‌ପନ୍‌ ଅ ।

In Other Versions

1 Corinthians 1 in the ANGEFD

1 Corinthians 1 in the ANTPNG2D

1 Corinthians 1 in the AS21

1 Corinthians 1 in the BAGH

1 Corinthians 1 in the BBPNG

1 Corinthians 1 in the BBT1E

1 Corinthians 1 in the BDS

1 Corinthians 1 in the BEV

1 Corinthians 1 in the BHAD

1 Corinthians 1 in the BIB

1 Corinthians 1 in the BLPT

1 Corinthians 1 in the BNT

1 Corinthians 1 in the BNTABOOT

1 Corinthians 1 in the BNTLV

1 Corinthians 1 in the BOATCB

1 Corinthians 1 in the BOATCB2

1 Corinthians 1 in the BOBCV

1 Corinthians 1 in the BOCNT

1 Corinthians 1 in the BOECS

1 Corinthians 1 in the BOGWICC

1 Corinthians 1 in the BOHCB

1 Corinthians 1 in the BOHCV

1 Corinthians 1 in the BOHLNT

1 Corinthians 1 in the BOHNTLTAL

1 Corinthians 1 in the BOICB

1 Corinthians 1 in the BOILNTAP

1 Corinthians 1 in the BOITCV

1 Corinthians 1 in the BOKCV

1 Corinthians 1 in the BOKCV2

1 Corinthians 1 in the BOKHWOG

1 Corinthians 1 in the BOKSSV

1 Corinthians 1 in the BOLCB

1 Corinthians 1 in the BOLCB2

1 Corinthians 1 in the BOMCV

1 Corinthians 1 in the BONAV

1 Corinthians 1 in the BONCB

1 Corinthians 1 in the BONLT

1 Corinthians 1 in the BONUT2

1 Corinthians 1 in the BOPLNT

1 Corinthians 1 in the BOSCB

1 Corinthians 1 in the BOSNC

1 Corinthians 1 in the BOTLNT

1 Corinthians 1 in the BOVCB

1 Corinthians 1 in the BOYCB

1 Corinthians 1 in the BPBB

1 Corinthians 1 in the BPH

1 Corinthians 1 in the BSB

1 Corinthians 1 in the CCB

1 Corinthians 1 in the CUV

1 Corinthians 1 in the CUVS

1 Corinthians 1 in the DBT

1 Corinthians 1 in the DGDNT

1 Corinthians 1 in the DHNT

1 Corinthians 1 in the DNT

1 Corinthians 1 in the ELBE

1 Corinthians 1 in the EMTV

1 Corinthians 1 in the ESV

1 Corinthians 1 in the FBV

1 Corinthians 1 in the FEB

1 Corinthians 1 in the GGMNT

1 Corinthians 1 in the GNT

1 Corinthians 1 in the HARY

1 Corinthians 1 in the HNT

1 Corinthians 1 in the IRVA

1 Corinthians 1 in the IRVB

1 Corinthians 1 in the IRVG

1 Corinthians 1 in the IRVH

1 Corinthians 1 in the IRVK

1 Corinthians 1 in the IRVM

1 Corinthians 1 in the IRVM2

1 Corinthians 1 in the IRVO

1 Corinthians 1 in the IRVP

1 Corinthians 1 in the IRVT

1 Corinthians 1 in the IRVT2

1 Corinthians 1 in the IRVU

1 Corinthians 1 in the ISVN

1 Corinthians 1 in the JSNT

1 Corinthians 1 in the KAPI

1 Corinthians 1 in the KBT1ETNIK

1 Corinthians 1 in the KBV

1 Corinthians 1 in the KJV

1 Corinthians 1 in the KNFD

1 Corinthians 1 in the LBA

1 Corinthians 1 in the LBLA

1 Corinthians 1 in the LNT

1 Corinthians 1 in the LSV

1 Corinthians 1 in the MAAL

1 Corinthians 1 in the MBV

1 Corinthians 1 in the MBV2

1 Corinthians 1 in the MHNT

1 Corinthians 1 in the MKNFD

1 Corinthians 1 in the MNG

1 Corinthians 1 in the MNT

1 Corinthians 1 in the MNT2

1 Corinthians 1 in the MRS1T

1 Corinthians 1 in the NAA

1 Corinthians 1 in the NASB

1 Corinthians 1 in the NBLA

1 Corinthians 1 in the NBS

1 Corinthians 1 in the NBVTP

1 Corinthians 1 in the NET2

1 Corinthians 1 in the NIV11

1 Corinthians 1 in the NNT

1 Corinthians 1 in the NNT2

1 Corinthians 1 in the NNT3

1 Corinthians 1 in the PDDPT

1 Corinthians 1 in the PFNT

1 Corinthians 1 in the RMNT

1 Corinthians 1 in the SBIAS

1 Corinthians 1 in the SBIBS

1 Corinthians 1 in the SBIBS2

1 Corinthians 1 in the SBICS

1 Corinthians 1 in the SBIDS

1 Corinthians 1 in the SBIGS

1 Corinthians 1 in the SBIHS

1 Corinthians 1 in the SBIIS

1 Corinthians 1 in the SBIIS2

1 Corinthians 1 in the SBIIS3

1 Corinthians 1 in the SBIKS

1 Corinthians 1 in the SBIKS2

1 Corinthians 1 in the SBIMS

1 Corinthians 1 in the SBIOS

1 Corinthians 1 in the SBIPS

1 Corinthians 1 in the SBISS

1 Corinthians 1 in the SBITS

1 Corinthians 1 in the SBITS2

1 Corinthians 1 in the SBITS3

1 Corinthians 1 in the SBITS4

1 Corinthians 1 in the SBIUS

1 Corinthians 1 in the SBIVS

1 Corinthians 1 in the SBT

1 Corinthians 1 in the SBT1E

1 Corinthians 1 in the SCHL

1 Corinthians 1 in the SUSU

1 Corinthians 1 in the SUSU2

1 Corinthians 1 in the SYNO

1 Corinthians 1 in the TBIAOTANT

1 Corinthians 1 in the TBT1E

1 Corinthians 1 in the TBT1E2

1 Corinthians 1 in the TFTIP

1 Corinthians 1 in the TFTU

1 Corinthians 1 in the TGNTATF3T

1 Corinthians 1 in the THAI

1 Corinthians 1 in the TNFD

1 Corinthians 1 in the TNT

1 Corinthians 1 in the TNTIK

1 Corinthians 1 in the TNTIL

1 Corinthians 1 in the TNTIN

1 Corinthians 1 in the TNTIP

1 Corinthians 1 in the TNTIZ

1 Corinthians 1 in the TOMA

1 Corinthians 1 in the TTENT

1 Corinthians 1 in the UBG

1 Corinthians 1 in the UGV

1 Corinthians 1 in the UGV2

1 Corinthians 1 in the UGV3

1 Corinthians 1 in the VBL

1 Corinthians 1 in the VDCC

1 Corinthians 1 in the YALU

1 Corinthians 1 in the YAPE

1 Corinthians 1 in the YBVTP

1 Corinthians 1 in the ZBP