1 Peter 4 (SNT)

1 କିରିସ୍‌ଟ ନିଜର୍‌ ଗାଗ୍‌ଡେ ଦୁକ୍‌କସ୍‌ଟ ମୁର୍‌ଚିକରି ଜେନ୍ତାରି ଚିନ୍ତା କର୍‌ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍‌ ଉଆ । କାଇକେବଇଲେ ଜେ ଗାଗ୍‌ଡେ ଦୁକ୍‌କସ୍‌ଟ ମୁରଚ୍‌ସି, ସେ ଆରି ପାପ୍‌ କର୍‌ବାକେ ମନ୍‌ ନ କରେ । 2 ତେବର୍‌ପାଇ ତମର୍‌ ମନ୍‌କେ ଜାଗରତ୍‌ କରା । ଜେନ୍ତାରିକି, ଏବେ ଅନି ତମର୍‌ ମରନ୍‌ ଜାକ, ପର୍‌ମେସର୍‌ ମନ୍‌ କଲା ଇସାବେ ଚଲାଚଲ୍‌ତି କର୍‌ସା । ତମର୍‌ ପାପର୍‌ ଗୁନ୍‌ ଚଲନ୍‌ ଇସାବେ କରାନାଇ । 3 କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ ଜନ୍‌ଟା କର୍‌ବାକେ ମନ୍‍ କର୍‌ବାଇ, ସେନ୍ତାରି ତମେମିସା କର୍‌ତେ ରଇଲାସ୍‌ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍‌ ଗାଲା । ତମର୍‌ ଗାଗଡର୍‌ ପାପେରଇବା ଗୁନ୍‌ଚଲନ୍‌ ଇସାବେ ଲାଜର୍‌ ବିସଇ, ପାଦ୍‌ରା କାମ୍‌ କର୍‌ବାକେ ମନ୍‌ କର୍‌ବା ବିସଇ, ମାତିରଇବା ବିସଇ, କରାପ୍‌ ବିସଇଟାନେ ମଜାମଜ୍‌ଲିସ୍‌ କର୍‌ବା ବିସଇ ଆରି ପର୍‌ମେସର୍‌ ଗିନ୍‌କର୍‌ବା ପୁତ୍‍ଲା ପୁଜା କର୍‌ବାଟାମନ୍‌ କର୍‌ତେରଇଲାସ୍‌ । 4 ମାତର୍‌ ଏବେ, ବିସ୍‌ବାସ୍‌ ନ କଲା ଲକ୍‌ମନ୍‌ କାବାଅଇଗାଲାଇନି ଆରି ତମ୍‌କେ ନିନ୍ଦାର୍‌ କାତା କଇଲାଇନି । କାଇକେବଇଲେ ସେମନ୍‌ କରିରଇବା କାରାପ୍‌ ମଜାମଜ୍‌ଲିସ୍‌ ବିସଇତେଇ ତମେ ମିସାସ୍‌ ନାଇ । 5 ମାତର୍‌ ସେମନ୍‌ ନିଜେ ପର୍‌ମେସର୍‌କେ ଇସାବ୍‌ ଦେବାକେ ପଡ୍‌ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍‌ କର୍‌ବାକେ ଜାଗିଆଚେ । 6 ସେଟାର୍‌ପାଇ ସୁବ୍‌କବର୍‌ ମରିରଇବା ଲକ୍‌ମନ୍‌କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍‌ମନ୍‌ ପାଇବା ଡଣ୍ଡ୍‌ ସେମନ୍‌ ପାଇରଇକରି ମରିରଇଲେ ମିସା ତାକର୍‌ ଆତ୍‌ମା ପର୍‌ମେସରର୍‌ ପାରା ବଁଚ୍‌ବାକେ ସୁବ୍‌ କବର୍‌ ଜାନାଇରଇଲାଇ । 7 ମାତର୍‌ ସବୁ ବିସଇ ସାର୍‌ବା ବେଲା ଲଗେ କେଟ୍‌ଲାବେ । ତେବର୍‌ପାଇ ନିଜେ ଜାଗରତ୍‌ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍‍ ପାର୍‌ତନା କରିପାରାସ୍‌ । 8 ସବୁର୍‌ଟାନେଅନି ମୁକିଅ ବିସଇ ଅଇଲାନି ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍‌ କଲେ, ତମର୍‌ ତମର୍‌ ପାପ୍‌ ବିସଇ ଚିନ୍ତା ନ କରି ମୁର୍‌ଚିକରି କେମା ଦିଆଦିଇ ଅଇସା । 9 ତମର୍‌ ବିତ୍‌ରେ ମୁର୍‌ମୁରା ନଅଇ ଗଟେକ୍‍ ଲକ୍‌ ଆରି ଗଟେକ୍‍ ଲକ୍‌କେ ଗତିଆ କରି ଡାକାଡାକି ଉଆ । 10 ତାକେ ବିସ୍‌ବାସ୍‌ କର୍‌ବା ସବୁଲକ୍‌କେ ପର୍‌ମେସର୍‌ ବିନ୍‌ ବିନ୍‌ ଦାନ୍‌ ସର୍‌ପିଦେଲା ଆଚେ । ଗଟେକ୍‌ ବିସ୍‌ବାସ୍‌ ରଇବା ଗତିଦାଙ୍ଗ୍‌ଡା ପାରା ସେ ଦେଇରଇବା ଦାନ୍‌ ବିନ୍‌ ଲକର୍‌ ମଙ୍ଗଲ୍‌ ଅଇବାକେ ଦିଆସ୍‌ । 11 ଜନ୍‌ ଲକ୍‌ମନ୍‌ କବର୍‌ ଜାନାଇଲାଇନି, ଆମେ ପର୍‌ମେସରର୍‌ କବର୍‌ ଜାନାଇଲୁନି, ବଲି ଜାଗ୍‌ରତ୍‌ ରଇବାର୍‌ ଆଚେ । ଜନ୍‌ ଲକ୍‌ମନ୍‌ ତାକର୍‌ ବାଇବଇନିମନ୍‌କେ ସେବା କଲାଇନି, ଆମେ ପର୍‌ମେସର୍‌ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍‌ । ତମେ କରିରଇବା ସବୁ କାମେ ଜିସୁକିରିସ୍‌ଟର୍‌ଟାନେଅନି ପର୍‌ମେସର୍‌ ଡାକ୍‌ପୁଟା ପାଅ । ସେ ଆକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମଇମା ଆରି ବପୁ ପାଇସି । ଆମେନ୍‌ ! 12 ଏ ମର୍‌ ମଇତର୍‌ମନ୍‌, ତମେ ବେସି ଦୁକ୍‌ କସ୍‌ଟ ମୁର୍‌ଚିକରି ରଇବାବେଲେ କାବାଅଇଜିବାର୍‌ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍‌ଲାନି ବଲି ବାବ୍‌ବାର୍‌ ନାଇ । 13 ତାର୍‌ ବାଦୁଲେ, କିରିସ୍‌ଟ ଦୁକ୍‌ କସ୍‌ଟ ମୁର୍‌ଚିକରି ରଇଲାର୍‍ ପାରା ତମ୍‌କେ ମୁରଚ୍‌ବାକେ ଆଇଲେ, ସାର୍‌ଦା ଉଆ । ଜନ୍‌ ଦିନେ ସେ ତାର୍‌ ଡାକ୍‌ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍‌ ସାର୍‌ଦା ଅଇସା । 14 କିରିସ୍‌ଟର୍‌ ସିସ୍‌ ଅଇଲାର୍‌ ପାଇ ଲକ୍‌ମନ୍‌ ତମ୍‌କେ ନିନ୍ଦା କଲେ, ତମେ କେଡେକ୍‌ କରମର୍‌ ଲକ୍‌ ! କାଇକେବଇଲେ ବେସି ମଇମା ରଇବା ପର୍‌ମେସରର୍‌ ଆତ୍‌ମା ତମର୍‌ଟାନେ ଆଚେ ବଲି ଜାନିପାର୍‌ସା । 15 ତମର୍‌ ବିତ୍‌ରେ ଜଦି କେ ମିସା ନର୍‌ ମାର୍‌ଲାର୍‌ ପାଇ ନଇଲେ ଚର୍‌ ଅଇଲାର୍‌ ପାଇ କି ନିୟମ୍‌ ନ ମାନ୍‌ଲାର୍‌ପାଇ କି ବିନ୍‌ ଲକର୍‌ ବିସଇତେଇ ମୁଣ୍ଡ୍‌ ପୁରାଇଲାର୍‌ପାଇ ଦୁକ୍‌ କସ୍‌ଟ ପାଆନାଇ । 16 ମାତର୍‌ କିରିସ୍‌ଟକେ ବିସ୍‌ବାସ୍‌କରି ଜଦି ଦୁକ୍‌ କସ୍‌ଟ ପାଇଲେ ଲାଜ୍‌ ନ ଅଇ ପର୍‌ମେସର୍‌କେ ଡାକ୍‌ପୁଟା କରା । କାଇକେବଇଲେ ତମ୍‌କେ କିରିସ୍‌ଟର୍‌ ଲକ୍‌ ଇସାବେ ଲେକାଅଇଲା ଆଚେ । 17 କାଇକେବଇଲେ ପର୍‌ମେସର୍‌ ସବୁ ଲକ୍‌କେ ବିଚାର୍‌ କର୍‌ବାଦିନ୍‌ ଲଗେ କେଟ୍‌ଲା ଆଚେ । ଆରି ସେ ତାର୍‌ ନିଜର୍‌ ଲକ୍‌କେ ପର୍‌ତୁମ୍‌ ବିଚାର୍‌ କର୍‌ସି । ଜଦି ସେଟା ଆମର୍‌ ସଙ୍ଗ୍‍ ଆରାମ୍‌ ଅଇଲେ, ତାର୍‌ ସୁବ୍‌ କବର୍‌ ଚାଡିଦେଲା ଲକ୍‌ମନର୍‌ ଦସା କେନ୍ତାର୍‍ ଅଇସି ? 18 ଦରମ୍‌ ସାସ୍‌ତରେ ଲେକାଅଇଲାପାରା,“ଜଦି ଦରମ୍‌ ଲକ୍‌ ମୁକ୍‌ତି ପାଇବାଟା ଆବଡ୍‌ପର୍‌ମେସରର୍‌ ବିସଇ କାଇ ଚିନ୍ତା ନ କର୍‌ବା ପାପିମନର୍‌ ବିସଇ କେନ୍ତାର୍‍ ରଇସି ?” 19 ତେବର୍‌ପାଇ ପର୍‌ମେସର୍‌ ମନ୍‌ କଲାକେ ତମେ ଜଦି ଦୁକ୍‌ କସ୍‌ଟ ମୁର୍‌ଚିକରି ଆଚାସ୍‌, ସେନ୍ତାର୍‍ ଆଲେ ନିକ କାମ୍‌ କର୍‌ବାକେ ଲାଗିରୁଆ ଆରି ନିଜେ ତାକେ ସର୍‌ପିଉଆ । ସେ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ।

In Other Versions

1 Peter 4 in the ANGEFD

1 Peter 4 in the ANTPNG2D

1 Peter 4 in the AS21

1 Peter 4 in the BAGH

1 Peter 4 in the BBPNG

1 Peter 4 in the BBT1E

1 Peter 4 in the BDS

1 Peter 4 in the BEV

1 Peter 4 in the BHAD

1 Peter 4 in the BIB

1 Peter 4 in the BLPT

1 Peter 4 in the BNT

1 Peter 4 in the BNTABOOT

1 Peter 4 in the BNTLV

1 Peter 4 in the BOATCB

1 Peter 4 in the BOATCB2

1 Peter 4 in the BOBCV

1 Peter 4 in the BOCNT

1 Peter 4 in the BOECS

1 Peter 4 in the BOGWICC

1 Peter 4 in the BOHCB

1 Peter 4 in the BOHCV

1 Peter 4 in the BOHLNT

1 Peter 4 in the BOHNTLTAL

1 Peter 4 in the BOICB

1 Peter 4 in the BOILNTAP

1 Peter 4 in the BOITCV

1 Peter 4 in the BOKCV

1 Peter 4 in the BOKCV2

1 Peter 4 in the BOKHWOG

1 Peter 4 in the BOKSSV

1 Peter 4 in the BOLCB

1 Peter 4 in the BOLCB2

1 Peter 4 in the BOMCV

1 Peter 4 in the BONAV

1 Peter 4 in the BONCB

1 Peter 4 in the BONLT

1 Peter 4 in the BONUT2

1 Peter 4 in the BOPLNT

1 Peter 4 in the BOSCB

1 Peter 4 in the BOSNC

1 Peter 4 in the BOTLNT

1 Peter 4 in the BOVCB

1 Peter 4 in the BOYCB

1 Peter 4 in the BPBB

1 Peter 4 in the BPH

1 Peter 4 in the BSB

1 Peter 4 in the CCB

1 Peter 4 in the CUV

1 Peter 4 in the CUVS

1 Peter 4 in the DBT

1 Peter 4 in the DGDNT

1 Peter 4 in the DHNT

1 Peter 4 in the DNT

1 Peter 4 in the ELBE

1 Peter 4 in the EMTV

1 Peter 4 in the ESV

1 Peter 4 in the FBV

1 Peter 4 in the FEB

1 Peter 4 in the GGMNT

1 Peter 4 in the GNT

1 Peter 4 in the HARY

1 Peter 4 in the HNT

1 Peter 4 in the IRVA

1 Peter 4 in the IRVB

1 Peter 4 in the IRVG

1 Peter 4 in the IRVH

1 Peter 4 in the IRVK

1 Peter 4 in the IRVM

1 Peter 4 in the IRVM2

1 Peter 4 in the IRVO

1 Peter 4 in the IRVP

1 Peter 4 in the IRVT

1 Peter 4 in the IRVT2

1 Peter 4 in the IRVU

1 Peter 4 in the ISVN

1 Peter 4 in the JSNT

1 Peter 4 in the KAPI

1 Peter 4 in the KBT1ETNIK

1 Peter 4 in the KBV

1 Peter 4 in the KJV

1 Peter 4 in the KNFD

1 Peter 4 in the LBA

1 Peter 4 in the LBLA

1 Peter 4 in the LNT

1 Peter 4 in the LSV

1 Peter 4 in the MAAL

1 Peter 4 in the MBV

1 Peter 4 in the MBV2

1 Peter 4 in the MHNT

1 Peter 4 in the MKNFD

1 Peter 4 in the MNG

1 Peter 4 in the MNT

1 Peter 4 in the MNT2

1 Peter 4 in the MRS1T

1 Peter 4 in the NAA

1 Peter 4 in the NASB

1 Peter 4 in the NBLA

1 Peter 4 in the NBS

1 Peter 4 in the NBVTP

1 Peter 4 in the NET2

1 Peter 4 in the NIV11

1 Peter 4 in the NNT

1 Peter 4 in the NNT2

1 Peter 4 in the NNT3

1 Peter 4 in the PDDPT

1 Peter 4 in the PFNT

1 Peter 4 in the RMNT

1 Peter 4 in the SBIAS

1 Peter 4 in the SBIBS

1 Peter 4 in the SBIBS2

1 Peter 4 in the SBICS

1 Peter 4 in the SBIDS

1 Peter 4 in the SBIGS

1 Peter 4 in the SBIHS

1 Peter 4 in the SBIIS

1 Peter 4 in the SBIIS2

1 Peter 4 in the SBIIS3

1 Peter 4 in the SBIKS

1 Peter 4 in the SBIKS2

1 Peter 4 in the SBIMS

1 Peter 4 in the SBIOS

1 Peter 4 in the SBIPS

1 Peter 4 in the SBISS

1 Peter 4 in the SBITS

1 Peter 4 in the SBITS2

1 Peter 4 in the SBITS3

1 Peter 4 in the SBITS4

1 Peter 4 in the SBIUS

1 Peter 4 in the SBIVS

1 Peter 4 in the SBT

1 Peter 4 in the SBT1E

1 Peter 4 in the SCHL

1 Peter 4 in the SUSU

1 Peter 4 in the SUSU2

1 Peter 4 in the SYNO

1 Peter 4 in the TBIAOTANT

1 Peter 4 in the TBT1E

1 Peter 4 in the TBT1E2

1 Peter 4 in the TFTIP

1 Peter 4 in the TFTU

1 Peter 4 in the TGNTATF3T

1 Peter 4 in the THAI

1 Peter 4 in the TNFD

1 Peter 4 in the TNT

1 Peter 4 in the TNTIK

1 Peter 4 in the TNTIL

1 Peter 4 in the TNTIN

1 Peter 4 in the TNTIP

1 Peter 4 in the TNTIZ

1 Peter 4 in the TOMA

1 Peter 4 in the TTENT

1 Peter 4 in the UBG

1 Peter 4 in the UGV

1 Peter 4 in the UGV2

1 Peter 4 in the UGV3

1 Peter 4 in the VBL

1 Peter 4 in the VDCC

1 Peter 4 in the YALU

1 Peter 4 in the YAPE

1 Peter 4 in the YBVTP

1 Peter 4 in the ZBP