1 Thessalonians 5 (SNT)

1 ଏ ବାଇମନ୍‌, ମାପ୍‌ରୁ ଜିସୁର୍‍ ଦିନ୍‍ କେବେ ଆରି କେଡେବେଲେ ଗଟ୍‌ସି, ସେ ବିସଇ ତମ୍‌କେ ଆରି ଅଦିକ୍‌ ଲେକ୍‌ବାକେ ଲଡା ନାଇ, 2 କାଇକେବଇଲେ ମାପ୍‌ରୁର୍‌ ଦିନ୍‌ ଗଟେକ୍‌ ଚର୍‌ ରାତିଆ ଗରେ ଆସି ପୁର୍‌ଲାପାରା କେଟ୍‌ସି । 3 ଜେଡେବେଲେ ଲକ୍‌ମନ୍‌ ସାନ୍ତିସଙ୍ଗ୍‍ ରଇକରି ଆମ୍‌କେ ଆରି କାଇ ବିପଦ୍‌ ନ ଆସେ ବଲି ବାବ୍‌ତେରଇବାଇ, ସେଡ୍‍କିବେଲେ ଅଟାତ୍‌ ଗାଗ୍‌ଡେଅଇ ରଇଲା ମାଇଜିକେ ପିଲା ଜନମ୍‌ ଅଇବାବେଲର୍‌ ଦୁକାସୁକାପାରା ବିନାସର୍‌ ବେଲା ଆସି କେଟ୍‌ସି । ଆରି ସେମନ୍‌ କାଇଟା କଲେମିସା ତେଇଅନି ବଁଚି ନାପାରତ୍‌ । 4 ମାତର୍‌ ଏ ବାଇବଇନିମନ୍‌, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍‌ ନାଇ । ତେବେ ସେ ଦିନ୍‍ ତମର୍‌ ନାଜାନ୍‌ତେ ଆରି ଜାଗ୍‌ରତ୍‌ ନ ରଇଲା ବେଲାଇ ଚର୍‌ପାରା ଅଇ ନ ଆସେ । 5 ତମେ ସବୁଲକ୍‌ ଉଜଲ୍‌ ଆରି ଦିନ୍‍ ବେଲର୍‍ ପିଲାମନ୍‌ । ଆମେ ରାତିଆଇ କି ଆନ୍ଦାରେ ରଉନାଇ । 6 ତେବେ ଆସା, ଆମେ ବିନ୍‌ ଲକ୍‌ମନର୍‌ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍‌ରତ୍‌ସଙ୍ଗ୍‍ ରଉଁ । 7 ତେବେ ଜନ୍‌ ଲକ୍‌ମନ୍‌ ସଇବାଇ, ସେମନ୍‌ ରାତିବେଲେ ସଇବାଇ । ଆରି ଜନ୍‌ ଲକ୍‌ମନ୍‌ ମାତ୍‌ବାଇ, ସେମନ୍‌ ରାତିଆ ମାତ୍‌ବାଇ । 8 ଆମର୍‌ ବିସ୍‌ବାସ୍‌ ଆରି ଆମର୍‌ ଆଲାଦ୍‌ ଗଟେକ୍‌ ରକିଆ ପାଇବା ଲୁଆର୍‌ ବସ୍‌ତର୍‌ ପାରା ରକିଆ କର୍‌ସି । ଆମର୍‌ ଆସା ଗଟେକ୍‌ ଲୁଆର୍‌ ଟପି ପାରା ଆମ୍‌କେ ରକିଆ କର୍‌ସି । 9 କାଇକେବଇଲେ ପର୍‌ମେସର୍‌ ଆମ୍‌କେ ରିସାର୍‌ ମୁତାର୍‍ ଡଣ୍ଡ୍‌ ପାଇବାକେ ନ ବାଚିକରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଲାଗି, ମୁକ୍‌ତି ପାଇବାକେ ତିଆର୍‌ କଲାଆଚେ । 10 ସେ ଆମର୍‌ ଲାଗି ତାର୍‌ ଜିବନ୍‌ ଦେଲା । ଜେନ୍ତିକି ଆମେ ଜାଗ୍‌ରତ୍‌ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍‌ ସଙ୍ଗ୍‍ ଜିଇକରି ରଇବାର୍‌ ଅଇସି । 11 ତେବେ ତମେ ଜେନ୍ତାରି କଲାସ୍‌ନି, ସେନ୍ତାରି ନିଜର୍‌ ଲକ୍‌ମନ୍‌କେ ଦୁକ୍‌ ସାରାଆ । ଆରି ସାଇଜ କର୍‌ତେରୁଆ । 12 ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ କସ୍‌ଟ କର୍‌ବାଇ, ଆରି ମାପ୍‌ରୁର୍‌ ସେବା କାମେ ମିସିକରି, ନେତା ପାରା ରଇକରି ତମ୍‌କେ ସିକାଇବାଇ, ସେମନ୍‌କେ ମାନିଅ କରା । 13 ତାକର୍‌ କାମର୍‌ ଲାଗି ସେମନ୍‌କେ ଜିବନ୍‌ ପରାନ୍‌ ଦେଇକରି ଆଲାଦ୍‌ କରା । ନିଜର୍‌ ନିଜର୍‌ ଲକ୍‌ମନର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍ ରୁଆ । 14 ଏ ବାଇବଇନିମନ୍‌, ଆମେ ତମ୍‌କେ ଗୁଆରି କଲୁନି । ପାଇଟି କାବାଡ୍‌ ନ କରି ବାଡୁ ଅଇ ରଇବା ଲକ୍‌ମନ୍‌କେ ଜାଗ୍‍ରତ୍‍ କରା । ତାକ୍‌ଲା ପୁଣ୍ଡ୍‌ଲା ଲକ୍‌ମନ୍‌କେ ଜତନ୍‌ କରା । ଡର୍‌ବା ଲକ୍‌ମନ୍‌କେ ସାଆସ୍‌ ଦିଆସ୍‌ । ଲକ୍‌ମନର୍‌ କୁଆ କାତା ମୁର୍‍ଚି କରି ରୁଆ । 15 ଜାଗର୍‌ତା, କେ ମିସା କାର୍‌ଆଲେ ଅନିଆଇର୍‌ ବାଦୁଲେ ଅନିଆଇ ନ କରା । ତାର୍‌ ବାଦୁଲେ ନିଜର୍‌ ନିଜର୍‌ ବିତ୍‌ରେ ଆରି ସବୁଲକର୍‌ ପାଇ ସବୁବେଲେ ମଙ୍ଗଲ୍‌ କର୍‌ବାକେ ଚେସ୍‌ଟା କରା । 16 ସବୁବେଲେ ସାର୍‌ଦାଅଇ ରୁଆ । 17 ସବୁବେଲେ ପାର୍‌ତନା କରା । 18 ସବୁ ସୁକ୍‌ ଦୁକ୍‌ ବେଲେ ମାପ୍‌ରୁକେ ଦନିଅବାଦ୍‌ ଦିଆସ୍‌ । କାଇକେବଇଲେ କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସିକରି ଜିଉନା କାଉନା କଲାସ୍‌ନି ବଲି ପର୍‌ମେସର୍‌ ତମର୍‍ଟାନେ ଅନି ମାଙ୍ଗ୍‍ଲାନି । 19 ସୁକଲ୍‌ଆତ୍‌ମାକେ ଏଲା କରାନାଇ । 20 ସୁକଲ୍‌ଆତ୍‌ମା କଇଲା କାତା ଏଲା କରାନାଇ । 21 ସବୁ ବିସଇ ପରିକା କରି ଦେକା, ଜନ୍‌ଟା ସତ୍‌, ସେଟା ଚାଡାନାଇ । 22 ସବୁ ରକାମର୍‌ କାରାପ୍‌ କାମେଅନି ଦୁରିକେ ରୁଆ । 23 ନିଜେ ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ପୁରାପୁରୁନ୍‌ କରି ସୁକଲ୍‌ କର । ଆରି ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ବେଲେ, ତମର୍‌ ଆତ୍‌ମା, ଜିବନ୍‌, ଗାଗଡ୍‌ କାଇ ଦସ୍‌ ପାପ୍‌ ନ ଅଇକରି ସଙ୍ଗଇ ରଅ । 24 ଜେ ତମ୍‌କେ ବାଚ୍‌ଲା ଆଚେ, ସେ ସେଟା କର୍‌ସି । କାଇକେବଇଲେ ସେ ବିସ୍‌ବାସ୍‌ ରକ୍‍ବା ଲକ୍‍ । 25 ଏ ବାଇବଇନିମନ୍‌, ଆମର୍‌ପାଇ ମିସା ପାର୍‌ତନା କରା । 26 ସବୁ ବାଇମନ୍‌କେ ସୁକଲ୍‌ ରଇ, ଆତେ ଦାରି ଜୁଆର୍‌ କରା । 27 ସବୁ ବାଇବଇନିମନର୍‌ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍‌ରୁର୍‌ ନାଉଁ ଦାରି ତମ୍‌କେ ମୁଇ ତିଆର୍‍ଲିନି। 28 ମାପ୍‌ରୁ ଜିସୁ ଜିବନ୍‍ ଦୁକାଇ ଦୟା କଲାଟା ତମର୍‍ ସଙ୍ଗ୍‍ ର ।

In Other Versions

1 Thessalonians 5 in the ANGEFD

1 Thessalonians 5 in the ANTPNG2D

1 Thessalonians 5 in the AS21

1 Thessalonians 5 in the BAGH

1 Thessalonians 5 in the BBPNG

1 Thessalonians 5 in the BBT1E

1 Thessalonians 5 in the BDS

1 Thessalonians 5 in the BEV

1 Thessalonians 5 in the BHAD

1 Thessalonians 5 in the BIB

1 Thessalonians 5 in the BLPT

1 Thessalonians 5 in the BNT

1 Thessalonians 5 in the BNTABOOT

1 Thessalonians 5 in the BNTLV

1 Thessalonians 5 in the BOATCB

1 Thessalonians 5 in the BOATCB2

1 Thessalonians 5 in the BOBCV

1 Thessalonians 5 in the BOCNT

1 Thessalonians 5 in the BOECS

1 Thessalonians 5 in the BOGWICC

1 Thessalonians 5 in the BOHCB

1 Thessalonians 5 in the BOHCV

1 Thessalonians 5 in the BOHLNT

1 Thessalonians 5 in the BOHNTLTAL

1 Thessalonians 5 in the BOICB

1 Thessalonians 5 in the BOILNTAP

1 Thessalonians 5 in the BOITCV

1 Thessalonians 5 in the BOKCV

1 Thessalonians 5 in the BOKCV2

1 Thessalonians 5 in the BOKHWOG

1 Thessalonians 5 in the BOKSSV

1 Thessalonians 5 in the BOLCB

1 Thessalonians 5 in the BOLCB2

1 Thessalonians 5 in the BOMCV

1 Thessalonians 5 in the BONAV

1 Thessalonians 5 in the BONCB

1 Thessalonians 5 in the BONLT

1 Thessalonians 5 in the BONUT2

1 Thessalonians 5 in the BOPLNT

1 Thessalonians 5 in the BOSCB

1 Thessalonians 5 in the BOSNC

1 Thessalonians 5 in the BOTLNT

1 Thessalonians 5 in the BOVCB

1 Thessalonians 5 in the BOYCB

1 Thessalonians 5 in the BPBB

1 Thessalonians 5 in the BPH

1 Thessalonians 5 in the BSB

1 Thessalonians 5 in the CCB

1 Thessalonians 5 in the CUV

1 Thessalonians 5 in the CUVS

1 Thessalonians 5 in the DBT

1 Thessalonians 5 in the DGDNT

1 Thessalonians 5 in the DHNT

1 Thessalonians 5 in the DNT

1 Thessalonians 5 in the ELBE

1 Thessalonians 5 in the EMTV

1 Thessalonians 5 in the ESV

1 Thessalonians 5 in the FBV

1 Thessalonians 5 in the FEB

1 Thessalonians 5 in the GGMNT

1 Thessalonians 5 in the GNT

1 Thessalonians 5 in the HARY

1 Thessalonians 5 in the HNT

1 Thessalonians 5 in the IRVA

1 Thessalonians 5 in the IRVB

1 Thessalonians 5 in the IRVG

1 Thessalonians 5 in the IRVH

1 Thessalonians 5 in the IRVK

1 Thessalonians 5 in the IRVM

1 Thessalonians 5 in the IRVM2

1 Thessalonians 5 in the IRVO

1 Thessalonians 5 in the IRVP

1 Thessalonians 5 in the IRVT

1 Thessalonians 5 in the IRVT2

1 Thessalonians 5 in the IRVU

1 Thessalonians 5 in the ISVN

1 Thessalonians 5 in the JSNT

1 Thessalonians 5 in the KAPI

1 Thessalonians 5 in the KBT1ETNIK

1 Thessalonians 5 in the KBV

1 Thessalonians 5 in the KJV

1 Thessalonians 5 in the KNFD

1 Thessalonians 5 in the LBA

1 Thessalonians 5 in the LBLA

1 Thessalonians 5 in the LNT

1 Thessalonians 5 in the LSV

1 Thessalonians 5 in the MAAL

1 Thessalonians 5 in the MBV

1 Thessalonians 5 in the MBV2

1 Thessalonians 5 in the MHNT

1 Thessalonians 5 in the MKNFD

1 Thessalonians 5 in the MNG

1 Thessalonians 5 in the MNT

1 Thessalonians 5 in the MNT2

1 Thessalonians 5 in the MRS1T

1 Thessalonians 5 in the NAA

1 Thessalonians 5 in the NASB

1 Thessalonians 5 in the NBLA

1 Thessalonians 5 in the NBS

1 Thessalonians 5 in the NBVTP

1 Thessalonians 5 in the NET2

1 Thessalonians 5 in the NIV11

1 Thessalonians 5 in the NNT

1 Thessalonians 5 in the NNT2

1 Thessalonians 5 in the NNT3

1 Thessalonians 5 in the PDDPT

1 Thessalonians 5 in the PFNT

1 Thessalonians 5 in the RMNT

1 Thessalonians 5 in the SBIAS

1 Thessalonians 5 in the SBIBS

1 Thessalonians 5 in the SBIBS2

1 Thessalonians 5 in the SBICS

1 Thessalonians 5 in the SBIDS

1 Thessalonians 5 in the SBIGS

1 Thessalonians 5 in the SBIHS

1 Thessalonians 5 in the SBIIS

1 Thessalonians 5 in the SBIIS2

1 Thessalonians 5 in the SBIIS3

1 Thessalonians 5 in the SBIKS

1 Thessalonians 5 in the SBIKS2

1 Thessalonians 5 in the SBIMS

1 Thessalonians 5 in the SBIOS

1 Thessalonians 5 in the SBIPS

1 Thessalonians 5 in the SBISS

1 Thessalonians 5 in the SBITS

1 Thessalonians 5 in the SBITS2

1 Thessalonians 5 in the SBITS3

1 Thessalonians 5 in the SBITS4

1 Thessalonians 5 in the SBIUS

1 Thessalonians 5 in the SBIVS

1 Thessalonians 5 in the SBT

1 Thessalonians 5 in the SBT1E

1 Thessalonians 5 in the SCHL

1 Thessalonians 5 in the SUSU

1 Thessalonians 5 in the SUSU2

1 Thessalonians 5 in the SYNO

1 Thessalonians 5 in the TBIAOTANT

1 Thessalonians 5 in the TBT1E

1 Thessalonians 5 in the TBT1E2

1 Thessalonians 5 in the TFTIP

1 Thessalonians 5 in the TFTU

1 Thessalonians 5 in the TGNTATF3T

1 Thessalonians 5 in the THAI

1 Thessalonians 5 in the TNFD

1 Thessalonians 5 in the TNT

1 Thessalonians 5 in the TNTIK

1 Thessalonians 5 in the TNTIL

1 Thessalonians 5 in the TNTIN

1 Thessalonians 5 in the TNTIP

1 Thessalonians 5 in the TNTIZ

1 Thessalonians 5 in the TOMA

1 Thessalonians 5 in the TTENT

1 Thessalonians 5 in the UBG

1 Thessalonians 5 in the UGV

1 Thessalonians 5 in the UGV2

1 Thessalonians 5 in the UGV3

1 Thessalonians 5 in the VBL

1 Thessalonians 5 in the VDCC

1 Thessalonians 5 in the YALU

1 Thessalonians 5 in the YAPE

1 Thessalonians 5 in the YBVTP

1 Thessalonians 5 in the ZBP