Acts 4 (SNT)

1 ପିତର୍‌ ଆରି ଜଅନ୍‌ ଲକ୍‌ମନ୍‌କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍‌ କେତେଟା ପୁଜାରି ଆରି ଜାଗୁଆଲ୍‌ମନର୍‌ ସେନାପତି ଆରି କେତେଟା ସାଦୁକିମନ୍‌ ଆସି କେଟ୍‌ଲାଇ । 2 ସେମନ୍‌ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍‌ ସିସ୍‌ ଦୁଇଲକ୍‌ ଜିସୁ ମଲାତେଇଅନି ଉଟ୍‌ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍‌ମନ୍‌ ମଲାଟାନେଅନି ଉଟ୍‌ବାଇବଲି ପର୍‌ମାନ୍‌ କର୍‌ତେ ରଇଲାଇ । 3 ସେଟାର୍‌ପାଇ ସେ ଦୁଇଟା ପେରିତ୍‌ ସିସ୍‌ମନ୍‌କେ ଦାରି ବାନ୍ଦ୍‌ଲାଇ । ଆରି ସେ ଦିନେ ବେସି ଅଲ୍‌ସମ୍‌ ଅଇଜାଇରଇଲାକେ ଆର୍‌କର୍‌ ଦିନ୍‌ ଜାକ ବନ୍ଦିଗରେ ରକିରଇଲାଇ । 4 ମାତର୍‌ ବେସି ଲକ୍‌ ସେମନର୍‌ ସିକିଆ ସୁନିକରି ବିସ୍‌ବାସ୍‌ କଲାଇ, ଆରି ତାକର୍‌ ବିତ୍‌ରେଅନି ମୁନୁସ୍‌ପିଲା ସେ ଅଦିକ୍‌ ଅଇକରି ପାକାପାକି ପାଁଚ୍‌ଅଜାର୍‌ ଅଇଲାଇ । 5 ତାର୍‌ ଆର୍‌କର୍‌ ଦିନେ ଜିଉଦି ନେତାମନ୍‌, ଆରି ପାର୍‌ଚିନ୍‌ମନ୍‌ ଆରି ନିୟମ୍‌ ସିକାଉମନ୍‌ ଜିରୁସାଲମେ ରୁଣ୍ଡ୍‌ଲାଇ । 6 ସେମନର୍‌ ବିତ୍‌ରେ ବଡ୍‌ପୁଜାରି ଆନାନ୍‌, କାୟାପା, ଜଅନ୍‌, ଆଲେକ୍‌ଜାଣ୍ଡାର୍‌ ଆରି ବଡ୍‌ ପୁଜାରିର୍‌ କୁଟୁମେ ରଇବା ବିନ୍‌ ଲକ୍‌ମନ୍‌ ମିସ୍‌ଲାଇ । 7 ପେରିତ୍‌ମନ୍‌କେ ସେମନର୍‌ ମୁଆଟେ ଡାକାଇ ପାଚାର୍‌ଲାଇ, “ତମେ ଏଟା ସବୁ କେନ୍ତାର୍‌ କଲାସ୍‌ନି ? କାର୍‌ ବପୁସଙ୍ଗ୍‍ ନଇଲେ କାର୍‌ ନାଉଁଦାରି ଏଟା କଲାସ୍‌ନି ?” 8 ସେଟାର୍‌ପାଇ ପିତର୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇ ସେମନ୍‌କେ କଇଲା, “ତମେ ଜେ କି ଆମର୍‌ ସାସନ୍‌କାରିଆମନ୍‌ ଆରି ପାର୍‌ଚିନ୍‌ମନ୍‌ ! 9 ଜଦି ଆଜି ଏ ଚଟାର୍‌ ପାଇ କରିରଇଲା ନିମାନ୍‌ କାମର୍‌ଲାଗି ଆମ୍‌କେ ପର୍‌ସନ୍‌ କଲାସ୍‌ନି ଆରି ସେ କେନ୍ତାର୍‌ ନିମାନ୍‌ ଅଇଲା ବଲି ଜାନ୍‌ବାକେ ମନ୍‌ କଲାସ୍‌ନି, 10 ତେବେ ତମେ ଆରି ଇସ୍‌ରାଏଲର୍‌ ସବୁ ଲକ୍‌ ଜାନ୍‌ବାର୍‌ ଦର୍‌କାର୍‌ ଜେ, ତମର୍‌ ମୁଆଟେ ଟିଆଅଇରଇଲା ଏ ଲକ୍‌ ଅବ୍‌କା ନାଜ୍‌ରିତ୍‌ ଗଡର୍‌ ଜିସୁକିରିସ୍‌ଟର୍‌ ବପୁସଙ୍ଗ୍‍ ପୁରାପୁରୁନ୍‌ ନିମାନ୍‌ ଅଇଲା ଆଚେ । ସେ ଜିସୁକେ ତମେ କୁର୍‌ସେ ମରାଇଲାସ୍‌ । ମାତର୍‌ ପର୍‌ମେସର୍‌ ତାକେ ମଲାତେଇଅନି ଆରି ତରେକ୍‌ ଉଟାଇଲା ଆଚେ ।” 11 ଜିସୁର୍‌ ବିସଇ ଦରମ୍‌ ସାସ୍‌ତରେ ଲେକା ଅଇଲାଆଚେ,ଗର୍‌ ତିଆର୍‌କରୁମନ୍‌ ଜନ୍‌ ପାକ୍‌ନା ନଏଁ ବଲି ପିଙ୍ଗିଦେଇ ରଇଲାଇ,ସେଟାସେ କନର୍‌ ମୁକିଅ ପାକ୍‌ନା ଅଇଲା । 12 ସେ ଆକା ଆମ୍‌କେ ମୁକ୍‌ତି ଦେଇସି । ଗୁଲାଇ ଜଗତର୍‌ପାଇ ପର୍‌ମେସର୍‌ ତାକେସେ ଦେଲା ଆଚେ । ଜେ କି ଆମ୍‌କେ ରକିଆ କର୍‌ସି । 13 ବଡ୍‌ସବାର୍‌ ଲକ୍‌ମନ୍‌ ପିତର୍‌ ଆରି ଜଅନର୍‌ ସାଆସ୍‌ ଦେକି କାବା ଅଇଗାଲାଇ । ସେମନ୍‌ ପାଟ୍‌ସାଟ୍‌ ନ ପଡି ଅବ୍‌କା ଲକ୍‌ମନ୍‌ସେ ବଲି ଜାନିରଇଲାଇ । ଆରି ସେମନ୍‌ ଦୁଇ ଲକ୍‌ ଜିସୁର୍‌ ସଙ୍ଗ୍‍ ରଇଲାଇ ବଲି ଚିନିରଇଲାଇ । 14 ମାତର୍‌ ତାକର୍‌ ବିରୁଦେ କାଇବଲି କଇନାପାର୍‌ଲାଇ, କାଇକେ ବଇଲେ ନିମାନ୍‌ ଅଇଲା ଲକ୍‌କେ ପିତର୍‌ ଆରି ଜଅନ୍‍ସଙ୍ଗ୍‍ ଟିଆଅଇରଇଲାଟା ଦେକ୍‌ଲାଇ । 15 ସେଟାର୍‌ ପାଇ ସେମନ୍‌ ସିସ୍‌ମନ୍‌କେ ସେ ସବାଇଅନି ବାର୍‌କରାଇଦେଇକରି ତାକର୍‌ ତାକର୍‌ ବିତ୍‌ରେ କାତାବାର୍‌ତା ଅଇବାର୍‌ ଦାର୍‌ଲାଇ । 16 ସେମନ୍‌ କାତା ଅଇଲାଇ, “ଆମେ ଏମନ୍‌କେ କାଇଟା କରୁ ? ଏମନ୍‌ କରିରଇବା ଏ କାବା ଅଇଜିବା କାମ୍‌ ବିସଇ ଜିରୁସାଲମର୍‌ ସବୁ ଲକ୍‌ ଜାନିଗାଲାଇ ଆଚତ୍‌ । ଏ ସତ୍‌ ଗଟେନାଇ କି ନାଜାନୁ ବଲି କଇ ନାପାରୁ । 17 ମାତର୍‌ ଏ କାତା ଲକ୍‌ମନର୍‌ ବିତ୍‌ରେ ଆରି ଅଦିକ୍‌ ଉଡ୍‌ରା ଅଇ ନ ଜାଅ, ଜିସୁର୍‌ ବିସଇ ଆରି କେବେ କାର୍‌ ମୁଆଟେ ନ କଇବାକେ ସେମନ୍‌କେ ଆମେ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ କରାଇଦେଉଁ ।” 18 ସେଟାର୍‌ ପାଇ ସେମନ୍‌ ପିତର୍‌ ଆରି ଜଅନ୍‌କେ ଆରି ତରେକ୍‌ ବିତ୍‌ରେ ଡାକ୍‌ଲାଇ । ଆରି କେବେମିସା ଜିସୁର୍‌ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍‍ରତ୍‌ କରାଇଦେଲାଇ । 19 ମାତର୍‌ ପିତର୍‌ ଆରି ଜଅନ୍‌ କଇଲାଇ, “ତମର୍‌ ବାଦିଅ ଅଇବୁ, କି ପରମେସରର୍‌ ବାଦିଅ ଅଇବୁ, କନ୍‌ ବିସଇ ପରମେସରର୍‌ ମୁଆଟେ ଟିକ୍‌ ସେଟା ତମେ ବିଚାର୍‌ କରା । 20 କାଇକେ ବଇଲେ ଆମେ ଜାଇଟା ଦେକ୍‌ଲୁ ଆଚୁ ଆରି ସୁନ୍‌ଲୁ ଆଚୁ ସେଟା ନ କଇକରି ରଇନାପାରୁ ।” 21 ମାତର୍‌ ବଡ୍‌ସବାର୍‌ ଲକ୍‌ ଆରି ଡାଟ୍‌ସଙ୍ଗ୍‍ ସେମନ୍‌କେ ଦମ୍‌କାଇକରି ଚାଡି ଦେଲାଇ । ସେମନ୍‌କେ ଡଣ୍ଡ୍‌ଦେବାଟା କସ୍‌ଟ ବଲି ସେମନ୍‌ ଜାନିପାର୍‌ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍‌ ଲାଗି ଲକ୍‌ମନ୍‌ ପର୍‌ମେସର୍‌କେ ଜୁଆର୍‌ କର୍‌ତେ ରଇଲାଇ । 22 ଜନ୍‌ ଲକ୍‌ କାବା ଅଇଜିବା କାମର୍‌ଲାଗି ନିମାନ୍‌ ଅଇରଇଲା, ତାକେ ଚାଲିସ୍‌ ବରସେଅନି ଅଦିକ୍‌ ଅଇରଇଲା । 23 ପିତର୍‌ ଆରି ଜଅନ୍‌ ମୁକଲ୍‌ଲା ଦାପ୍‌ରେ ନିଜର୍‌ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ଜାଇଟା କଇରଇଲାଇ, ସେଟା ସେମନ୍‌କେ ଜାନାଇଲାଇ । 24 ବିସ୍‌ବାସିମନ୍‌ ସବୁ କାତା ସୁନ୍‌ଲା ପଚେ ଗଟେକ୍‌ ଅଇ ପର୍‌ମେସର୍‌କେ ଏ ପାର୍‌ତନା କଲାଇ, ଏ ମାପ୍‌ରୁ ! ସରଗ୍‌, ଦର୍‌ତନି, ସମ୍‌ଦୁର୍‌ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍‌ କଲାସ୍‌ ! 25 ତମେ ସୁକଲ୍‌ ଆତ୍‌ମାଇଅନି ଆମର୍‌ ଆନିଦାଦିମନର୍‌ ଆରି ତମର୍‌ ଦାଙ୍ଗ୍‌ଡା ଦାଉଦର୍‌ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍‌ । ସେ କଇରଇଲା,ଜିଉଦି ନଇଲା ଲକ୍‌ମନ୍‌ କାଇକେ ରିସା ଅଇଲାଇ ?ଲକ୍‌ମନ୍‌ କାଇକେ ଚୁଚାଇ ସଡ୍‌ଜଁତର୍‌ କଲାଇ ? 26 ମାପ୍‌ରୁର୍‌ ବିରଦେ ଆରିତାକର ମସିଆର୍‌ ବିରଦେଜଗତର୍‌ ରାଜାମନ୍‌ ଆରି ସାସନ୍‌କାରିଆମନ୍‌ଜୁଜ୍‌ବାକେ ନିଜ୍‌କେ ତିଆର୍‌ ଅଇ ରୁଣ୍ଡ୍‌ଲାଇ । 27 କାଇକେବଇଲେ ଏ ନଅରେ ଏରଦ୍‌ ଆରି ପନ୍ତିୟ ପିଲାତ୍‌ ଇସ୍‌ରାଏଲିୟମନର୍‌ ସଙ୍ଗ୍‍ ଆରି ଜିଉଦି ନ ଅଇରଇବା ଲକର୍‌ସଙ୍ଗ୍‍ ମିସି ଜିସୁର୍‌ ବିରଦେ ଜଜ୍‌ନା କଲାଇ । ସେ ସେ ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଆରି ତମେ ବାଚ୍‌ଲା ମସିଅ । 28 ତମର୍‌ ବପୁ ଆରି ମନ୍‌ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍‌ କରି ରଇଲାସ୍‌, ସେମନ୍‌ ଗଟେକ୍‌ ଅଇ ସେ ସବୁ କର୍‌ବାକେ ଲାଗିପଡ୍‌ଲାଇ । 29 “ଏ ମାପ୍‌ରୁ, ସେମନ୍‌ ଆମ୍‌କେ ଜନ୍‌ ଦମକ୍‌ ଦେଲାଇ ଆଚତ୍‌ ସେ ବିସଇ ସୁନା ଆରି ନ ଡର୍‌ତେ ତମର୍‌ କାତା ଜାନାଇବାକେ ତମର୍‌ ଏ ଦାଙ୍ଗ୍‌ଡାମନ୍‌କେ ଡାଟ୍‌ କରା । 30 ନିମାନ୍‌ କର୍‌ବାକେ ତମର୍‌ ଆତ୍‌ ଲାମାଆ ଆରି ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଜିସୁର୍‌ ନାଏଁ ନ ଅଇବା କାମ୍‌ ଆରି କାବା ଅଇଜିବା କାମ୍‌ମନ୍‌ ସାଦନ୍‌ କରାଆ ।” 31 ସେମନ୍‌ ପାର୍‌ତନା କରିସାରାଇଲା ପଚେ ଜନ୍‌ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍‌ବୁଲିଗାଲା । ସେମନ୍‌ ସବୁ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲା । ଆରି ନ ଡର୍‌ତେ ପର୍‌ମେସରର୍‌ କାତା ଜାନାଇବାର୍‌ ଦାର୍‌ଲାଇ । 32 ସବୁ ବିସ୍‌ବାସିମନ୍‌ ଗଟେକ୍‌ ବିସଇ ଚିନ୍ତା କରି ମନ୍‌ କଲାଇ । କେ ମିସା ନିଜର୍‌ ସଁମ୍‌ପତି ନିଜର୍‌ ବଲି ଦାବି ନ କର୍‌ତେ ରଇଲାଇ । ତାକର୍‌ଟାନେ ଜେତ୍‌କି ରଇଲା ସେଟା ସବୁଲକ୍‌ ସମାନ୍‌ କରି ବାଟାସାଟା କର୍‌ତେ ରଇଲାଇ । 33 ପେରିତ୍‌ ସିସ୍‌ମନ୍‌ ବପୁସଙ୍ଗ୍‍ ସାକି ଦେବାର୍‌ ଦାର୍‌ଲାଇ । ପର୍‌ମେସର୍‌ ମାପ୍‌ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍‌ମେସର୍‌ ସବୁ ବିସ୍‌ବାସିମନ୍‌କେ ଅଦିକ୍‌ ଅଦିକ୍‌ ଜିବନ୍‌ ଦୁକାଇଲା । 34 ତାକର୍‌ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍‌ ନ ରଇଲା । ଜନ୍‌ ଲକ୍‌ମନ୍‌କେ ଗର୍‌ ଆରି ଜମିରଇଲା, ସେମନ୍‌ ସେଟା ବିକିକରି ଡାବୁ ଆନି, 35 ପେରିତ୍‌ମନ୍‌କେ ସର୍‌ପିଦେଇରଇଲା । ସେ ଡାବୁ, ପେରିତ୍‌ ମନ୍‌ ଅବାବେ ରଇଲା ଲକ୍‌ମନ୍‌କେ ବାଟାକରି ଦେଇତେରଇଲାଇ । 36 ସାଇପରସ୍‌ ନାଉଁର୍‌ ଗଟେକ୍‌ ଜାଗାଇ ଜନମ୍‌ କରିରଇବା ଲେବି କୁଟୁମର୍‌ ଜସେପ୍‌, ଜାକେ ପେରିତ୍‌ ସିସ୍‌ମନ୍‌ ବର୍‌ନବା ବଲି ନାଉଁ ଦେଇ ରଇଲାଇ । ବର୍‌ନବାର୍‌ ଅରତ୍‌ ଦୁକ୍‌ ସାରାଇବା ପିଲା । ସେ ତାର୍‌ ଜମି ବିକ୍‌ଲା ଆରି 37 ଡାବୁ ପେରିତ୍‌ ସିସ୍‌ମନ୍‌କେ ସର୍‌ପିଦେଲା ।

In Other Versions

Acts 4 in the ANGEFD

Acts 4 in the ANTPNG2D

Acts 4 in the AS21

Acts 4 in the BAGH

Acts 4 in the BBPNG

Acts 4 in the BBT1E

Acts 4 in the BDS

Acts 4 in the BEV

Acts 4 in the BHAD

Acts 4 in the BIB

Acts 4 in the BLPT

Acts 4 in the BNT

Acts 4 in the BNTABOOT

Acts 4 in the BNTLV

Acts 4 in the BOATCB

Acts 4 in the BOATCB2

Acts 4 in the BOBCV

Acts 4 in the BOCNT

Acts 4 in the BOECS

Acts 4 in the BOGWICC

Acts 4 in the BOHCB

Acts 4 in the BOHCV

Acts 4 in the BOHLNT

Acts 4 in the BOHNTLTAL

Acts 4 in the BOICB

Acts 4 in the BOILNTAP

Acts 4 in the BOITCV

Acts 4 in the BOKCV

Acts 4 in the BOKCV2

Acts 4 in the BOKHWOG

Acts 4 in the BOKSSV

Acts 4 in the BOLCB

Acts 4 in the BOLCB2

Acts 4 in the BOMCV

Acts 4 in the BONAV

Acts 4 in the BONCB

Acts 4 in the BONLT

Acts 4 in the BONUT2

Acts 4 in the BOPLNT

Acts 4 in the BOSCB

Acts 4 in the BOSNC

Acts 4 in the BOTLNT

Acts 4 in the BOVCB

Acts 4 in the BOYCB

Acts 4 in the BPBB

Acts 4 in the BPH

Acts 4 in the BSB

Acts 4 in the CCB

Acts 4 in the CUV

Acts 4 in the CUVS

Acts 4 in the DBT

Acts 4 in the DGDNT

Acts 4 in the DHNT

Acts 4 in the DNT

Acts 4 in the ELBE

Acts 4 in the EMTV

Acts 4 in the ESV

Acts 4 in the FBV

Acts 4 in the FEB

Acts 4 in the GGMNT

Acts 4 in the GNT

Acts 4 in the HARY

Acts 4 in the HNT

Acts 4 in the IRVA

Acts 4 in the IRVB

Acts 4 in the IRVG

Acts 4 in the IRVH

Acts 4 in the IRVK

Acts 4 in the IRVM

Acts 4 in the IRVM2

Acts 4 in the IRVO

Acts 4 in the IRVP

Acts 4 in the IRVT

Acts 4 in the IRVT2

Acts 4 in the IRVU

Acts 4 in the ISVN

Acts 4 in the JSNT

Acts 4 in the KAPI

Acts 4 in the KBT1ETNIK

Acts 4 in the KBV

Acts 4 in the KJV

Acts 4 in the KNFD

Acts 4 in the LBA

Acts 4 in the LBLA

Acts 4 in the LNT

Acts 4 in the LSV

Acts 4 in the MAAL

Acts 4 in the MBV

Acts 4 in the MBV2

Acts 4 in the MHNT

Acts 4 in the MKNFD

Acts 4 in the MNG

Acts 4 in the MNT

Acts 4 in the MNT2

Acts 4 in the MRS1T

Acts 4 in the NAA

Acts 4 in the NASB

Acts 4 in the NBLA

Acts 4 in the NBS

Acts 4 in the NBVTP

Acts 4 in the NET2

Acts 4 in the NIV11

Acts 4 in the NNT

Acts 4 in the NNT2

Acts 4 in the NNT3

Acts 4 in the PDDPT

Acts 4 in the PFNT

Acts 4 in the RMNT

Acts 4 in the SBIAS

Acts 4 in the SBIBS

Acts 4 in the SBIBS2

Acts 4 in the SBICS

Acts 4 in the SBIDS

Acts 4 in the SBIGS

Acts 4 in the SBIHS

Acts 4 in the SBIIS

Acts 4 in the SBIIS2

Acts 4 in the SBIIS3

Acts 4 in the SBIKS

Acts 4 in the SBIKS2

Acts 4 in the SBIMS

Acts 4 in the SBIOS

Acts 4 in the SBIPS

Acts 4 in the SBISS

Acts 4 in the SBITS

Acts 4 in the SBITS2

Acts 4 in the SBITS3

Acts 4 in the SBITS4

Acts 4 in the SBIUS

Acts 4 in the SBIVS

Acts 4 in the SBT

Acts 4 in the SBT1E

Acts 4 in the SCHL

Acts 4 in the SUSU

Acts 4 in the SUSU2

Acts 4 in the SYNO

Acts 4 in the TBIAOTANT

Acts 4 in the TBT1E

Acts 4 in the TBT1E2

Acts 4 in the TFTIP

Acts 4 in the TFTU

Acts 4 in the TGNTATF3T

Acts 4 in the THAI

Acts 4 in the TNFD

Acts 4 in the TNT

Acts 4 in the TNTIK

Acts 4 in the TNTIL

Acts 4 in the TNTIN

Acts 4 in the TNTIP

Acts 4 in the TNTIZ

Acts 4 in the TOMA

Acts 4 in the TTENT

Acts 4 in the UBG

Acts 4 in the UGV

Acts 4 in the UGV2

Acts 4 in the UGV3

Acts 4 in the VBL

Acts 4 in the VDCC

Acts 4 in the YALU

Acts 4 in the YAPE

Acts 4 in the YBVTP

Acts 4 in the ZBP