Acts 6 (SNT)
        
        
          1 ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି । 2 ସେଟାର୍ ପାଇ ବାର୍ଟା ପେରିତ୍ ସିସ୍ମନ୍ ସବୁ ବିସ୍ବାସିମନ୍କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍ବାର୍ ଆଚେ ବଲିକରି ପର୍ମେସରର୍ ବାକିଅ ସିକାଇବାଟା ଜଦି ଆମେ ଏଲା କର୍ବୁ ବଇଲେ ସେଟା ନିକ ବିସଇ ନଏଁ । 3 ସେଟାର୍ ପାଇ ଏ ବାଇବଇନିମନ୍, ତମର୍ ବିତ୍ରେଅନି ସୁକଲ୍ଆତ୍ମାଇ ଆରି ଗିଆନେ ପୁରାପୁରୁନ୍ ଅଇରଇବା ଲକ୍ ବଲି ସବୁଲକ୍ ଜାନିରଇବା ସାତ୍ ଲକ୍କେ ବାଚା । ଆମେ ସେମନ୍କେ ଏ ସବୁ ବିସଇ କର୍ବାକେ ଦାଇତ୍ ଦେବୁ । 4 ସେନ୍ତାର୍ ଆଲେ ପାର୍ତନା ଆରି ପର୍ମେସରର୍ ବାକିଅ ସିକାଇବାକେ ଆମେ ସବୁ ଦିଆନ୍ ଦେଇପାରିଅଇସି ।”  5 ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ । 6 ବିସ୍ବାସିମନ୍ ଏ ସାତ୍ଲକ୍କେ ପେରିତ୍ମନର୍ ଲଗେ ଆନ୍ଲାଇ । ସେମନ୍କେ, ଆତ୍ ସଙ୍ଗଇ ପାର୍ତନା କଲାଇ ।  7 ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।  8 ପର୍ମେସର୍ଟାନେ ବେସି ଆସିର୍ବାଦ୍ ପାଇ ଆରି ବପୁ ସଙ୍ଗ୍ ପୁରୁନ୍ ଅଇରଇବା ତିପାନ୍, ଲକ୍ମନର୍ ବିତ୍ରେ ବେସି ନ ଅଇବା କାମ୍ମନ୍, କାବା ଅଇଜିବା କାମ୍ମନ୍ ସାଦନ୍ କଲା । 9 ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ । 10 ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ । 11 ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ । 12 ଏନ୍ତାରିକରି ସେମନ୍ ଲକ୍ମନ୍କେ, ପାର୍ଚିନ୍ମନ୍ ଆରି ସାସ୍ତର୍ ସିକାଉମନ୍କେ ରିସା ଅଇବା କାତା କଇଲାଇ । ଆରି ତିପାନ୍କେ ଦାରି ବଡ୍ସବାଇ ନେଲାଇ । 13 ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି । 14 ନାଜରିତର୍ ଜିସୁ ମନ୍ଦିର୍ ବାଙ୍ଗାଇ ପାକାଇସି ଆରି ଆମେ ମସାର୍ ଟାନେଅନି ପାଇ ରଇବା ସବୁ ବିଦିବିଦାନ୍ ବାଦ୍ଲାଇ ଦେଇସି ବଲି ଏ ଲକ୍ କଇବାଟା ଆମେ ସୁନି ଆଚୁ ।” 15 ସେଡ୍କି ବେଲେ ବଡ୍ସବାଇ ବସି ରଇବା ସବୁ ଲକ୍ ଆକିଗାଡି ତିପାନର୍ ବାଟେ ଦେକ୍ଲାଇ ଜେ, ଏଦେ ଦେକା ! ତାର୍ ମୁ ସରଗର୍ ଦୁତ୍ ପାରା ଡିସ୍ତେ ରଇଲା ।
        
        
          In Other Versions
        
        
  
    Acts 6 in the ANGEFD
  
  
    Acts 6 in the ANTPNG2D
  
  
    Acts 6 in the AS21
  
  
    Acts 6 in the BAGH
  
  
    Acts 6 in the BBPNG
  
  
    Acts 6 in the BBT1E
  
  
    Acts 6 in the BDS
  
  
    Acts 6 in the BEV
  
  
    Acts 6 in the BHAD
  
  
    Acts 6 in the BIB
  
  
    Acts 6 in the BLPT
  
  
    Acts 6 in the BNT
  
  
    Acts 6 in the BNTABOOT
  
  
    Acts 6 in the BNTLV
  
  
    Acts 6 in the BOATCB
  
  
    Acts 6 in the BOATCB2
  
  
    Acts 6 in the BOBCV
  
  
    Acts 6 in the BOCNT
  
  
    Acts 6 in the BOECS
  
  
    Acts 6 in the BOGWICC
  
  
    Acts 6 in the BOHCB
  
  
    Acts 6 in the BOHCV
  
  
    Acts 6 in the BOHLNT
  
  
    Acts 6 in the BOHNTLTAL
  
  
    Acts 6 in the BOICB
  
  
    Acts 6 in the BOILNTAP
  
  
    Acts 6 in the BOITCV
  
  
    Acts 6 in the BOKCV
  
  
    Acts 6 in the BOKCV2
  
  
    Acts 6 in the BOKHWOG
  
  
    Acts 6 in the BOKSSV
  
  
    Acts 6 in the BOLCB
  
  
    Acts 6 in the BOLCB2
  
  
    Acts 6 in the BOMCV
  
  
    Acts 6 in the BONAV
  
  
    Acts 6 in the BONCB
  
  
    Acts 6 in the BONLT
  
  
    Acts 6 in the BONUT2
  
  
    Acts 6 in the BOPLNT
  
  
    Acts 6 in the BOSCB
  
  
    Acts 6 in the BOSNC
  
  
    Acts 6 in the BOTLNT
  
  
    Acts 6 in the BOVCB
  
  
    Acts 6 in the BOYCB
  
  
    Acts 6 in the BPBB
  
  
    Acts 6 in the BPH
  
  
    Acts 6 in the BSB
  
  
    Acts 6 in the CCB
  
  
    Acts 6 in the CUV
  
  
    Acts 6 in the CUVS
  
  
    Acts 6 in the DBT
  
  
    Acts 6 in the DGDNT
  
  
    Acts 6 in the DHNT
  
  
    Acts 6 in the DNT
  
  
    Acts 6 in the ELBE
  
  
    Acts 6 in the EMTV
  
  
    Acts 6 in the ESV
  
  
    Acts 6 in the FBV
  
  
    Acts 6 in the FEB
  
  
    Acts 6 in the GGMNT
  
  
    Acts 6 in the GNT
  
  
    Acts 6 in the HARY
  
  
    Acts 6 in the HNT
  
  
    Acts 6 in the IRVA
  
  
    Acts 6 in the IRVB
  
  
    Acts 6 in the IRVG
  
  
    Acts 6 in the IRVH
  
  
    Acts 6 in the IRVK
  
  
    Acts 6 in the IRVM
  
  
    Acts 6 in the IRVM2
  
  
    Acts 6 in the IRVO
  
  
    Acts 6 in the IRVP
  
  
    Acts 6 in the IRVT
  
  
    Acts 6 in the IRVT2
  
  
    Acts 6 in the IRVU
  
  
    Acts 6 in the ISVN
  
  
    Acts 6 in the JSNT
  
  
    Acts 6 in the KAPI
  
  
    Acts 6 in the KBT1ETNIK
  
  
    Acts 6 in the KBV
  
  
    Acts 6 in the KJV
  
  
    Acts 6 in the KNFD
  
  
    Acts 6 in the LBA
  
  
    Acts 6 in the LBLA
  
  
    Acts 6 in the LNT
  
  
    Acts 6 in the LSV
  
  
    Acts 6 in the MAAL
  
  
    Acts 6 in the MBV
  
  
    Acts 6 in the MBV2
  
  
    Acts 6 in the MHNT
  
  
    Acts 6 in the MKNFD
  
  
    Acts 6 in the MNG
  
  
    Acts 6 in the MNT
  
  
    Acts 6 in the MNT2
  
  
    Acts 6 in the MRS1T
  
  
    Acts 6 in the NAA
  
  
    Acts 6 in the NASB
  
  
    Acts 6 in the NBLA
  
  
    Acts 6 in the NBS
  
  
    Acts 6 in the NBVTP
  
  
    Acts 6 in the NET2
  
  
    Acts 6 in the NIV11
  
  
    Acts 6 in the NNT
  
  
    Acts 6 in the NNT2
  
  
    Acts 6 in the NNT3
  
  
    Acts 6 in the PDDPT
  
  
    Acts 6 in the PFNT
  
  
    Acts 6 in the RMNT
  
  
    Acts 6 in the SBIAS
  
  
    Acts 6 in the SBIBS
  
  
    Acts 6 in the SBIBS2
  
  
    Acts 6 in the SBICS
  
  
    Acts 6 in the SBIDS
  
  
    Acts 6 in the SBIGS
  
  
    Acts 6 in the SBIHS
  
  
    Acts 6 in the SBIIS
  
  
    Acts 6 in the SBIIS2
  
  
    Acts 6 in the SBIIS3
  
  
    Acts 6 in the SBIKS
  
  
    Acts 6 in the SBIKS2
  
  
    Acts 6 in the SBIMS
  
  
    Acts 6 in the SBIOS
  
  
    Acts 6 in the SBIPS
  
  
    Acts 6 in the SBISS
  
  
    Acts 6 in the SBITS
  
  
    Acts 6 in the SBITS2
  
  
    Acts 6 in the SBITS3
  
  
    Acts 6 in the SBITS4
  
  
    Acts 6 in the SBIUS
  
  
    Acts 6 in the SBIVS
  
  
    Acts 6 in the SBT
  
  
    Acts 6 in the SBT1E
  
  
    Acts 6 in the SCHL
  
  
    Acts 6 in the SUSU
  
  
    Acts 6 in the SUSU2
  
  
    Acts 6 in the SYNO
  
  
    Acts 6 in the TBIAOTANT
  
  
    Acts 6 in the TBT1E
  
  
    Acts 6 in the TBT1E2
  
  
    Acts 6 in the TFTIP
  
  
    Acts 6 in the TFTU
  
  
    Acts 6 in the TGNTATF3T
  
  
    Acts 6 in the THAI
  
  
    Acts 6 in the TNFD
  
  
    Acts 6 in the TNT
  
  
    Acts 6 in the TNTIK
  
  
    Acts 6 in the TNTIL
  
  
    Acts 6 in the TNTIN
  
  
    Acts 6 in the TNTIP
  
  
    Acts 6 in the TNTIZ
  
  
    Acts 6 in the TOMA
  
  
    Acts 6 in the TTENT
  
  
    Acts 6 in the UBG
  
  
    Acts 6 in the UGV
  
  
    Acts 6 in the UGV2
  
  
    Acts 6 in the UGV3
  
  
    Acts 6 in the VBL
  
  
    Acts 6 in the VDCC
  
  
    Acts 6 in the YALU
  
  
    Acts 6 in the YAPE
  
  
    Acts 6 in the YBVTP
  
  
    Acts 6 in the ZBP