Hebrews 4 (SNT)
1 ପର୍ମେସର୍ ଆମ୍କେ କାତା ଦେଇରଇଲାଜେ, ସେ ଆମର୍ପାଇ ଗଟେକ୍ ପୁଣ୍ଡ୍ବା ଜାଗା ତିଆର୍ କଲାଆଚେ । ତେବର୍ ପାଇ ଆମେ ଜାଗରତ୍ ରଇବାକେ ପଡ୍ସି । ଜେନ୍ତିକି ଆମର୍ ବିତ୍ରେ ସେନ୍ତାରି କେ ନ ରଅତ୍, ଜେ କି ସେ ଜାଗାଇ ପୁରିନାପାରତ୍ । 2 କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ । 3 ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ,“ମର୍ ରିସାଇ ମୁଇ ସପତ୍ କରିଆଚି ।ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।”ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା । 4 କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।” 5 ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।” 6 ପର୍ତମେ ଜେତ୍କିଲକ୍ ସୁବ୍କବର୍ ସୁନିରଇଲାଇ, ନିଜେ ବିସ୍ବାସ୍ କରତ୍ ନାଇ ଆରି ସେମନ୍ ସେ ପୁଣ୍ଡ୍ବା ଜାଗା ପାଅତ୍ ନାଇ । ତାର୍ପଚେ ପର୍ମେସର୍ ବିନ୍ ଲକ୍ମନ୍ ପୁର୍ବାକେ ଆଦେସ୍ ଦେଲା । 7 ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା,“ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେତମର୍ ମନ୍ ଆଁଟ୍ କରା ନାଇ ।” 8 ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା । 9 ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ । 10 କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ । 11 ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ । 12 ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା । 13 ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ । 14 ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ । 15 ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ । 16 ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
In Other Versions
Hebrews 4 in the ANGEFD
Hebrews 4 in the ANTPNG2D
Hebrews 4 in the AS21
Hebrews 4 in the BAGH
Hebrews 4 in the BBPNG
Hebrews 4 in the BBT1E
Hebrews 4 in the BDS
Hebrews 4 in the BEV
Hebrews 4 in the BHAD
Hebrews 4 in the BIB
Hebrews 4 in the BLPT
Hebrews 4 in the BNT
Hebrews 4 in the BNTABOOT
Hebrews 4 in the BNTLV
Hebrews 4 in the BOATCB
Hebrews 4 in the BOATCB2
Hebrews 4 in the BOBCV
Hebrews 4 in the BOCNT
Hebrews 4 in the BOECS
Hebrews 4 in the BOGWICC
Hebrews 4 in the BOHCB
Hebrews 4 in the BOHCV
Hebrews 4 in the BOHLNT
Hebrews 4 in the BOHNTLTAL
Hebrews 4 in the BOICB
Hebrews 4 in the BOILNTAP
Hebrews 4 in the BOITCV
Hebrews 4 in the BOKCV
Hebrews 4 in the BOKCV2
Hebrews 4 in the BOKHWOG
Hebrews 4 in the BOKSSV
Hebrews 4 in the BOLCB
Hebrews 4 in the BOLCB2
Hebrews 4 in the BOMCV
Hebrews 4 in the BONAV
Hebrews 4 in the BONCB
Hebrews 4 in the BONLT
Hebrews 4 in the BONUT2
Hebrews 4 in the BOPLNT
Hebrews 4 in the BOSCB
Hebrews 4 in the BOSNC
Hebrews 4 in the BOTLNT
Hebrews 4 in the BOVCB
Hebrews 4 in the BOYCB
Hebrews 4 in the BPBB
Hebrews 4 in the BPH
Hebrews 4 in the BSB
Hebrews 4 in the CCB
Hebrews 4 in the CUV
Hebrews 4 in the CUVS
Hebrews 4 in the DBT
Hebrews 4 in the DGDNT
Hebrews 4 in the DHNT
Hebrews 4 in the DNT
Hebrews 4 in the ELBE
Hebrews 4 in the EMTV
Hebrews 4 in the ESV
Hebrews 4 in the FBV
Hebrews 4 in the FEB
Hebrews 4 in the GGMNT
Hebrews 4 in the GNT
Hebrews 4 in the HARY
Hebrews 4 in the HNT
Hebrews 4 in the IRVA
Hebrews 4 in the IRVB
Hebrews 4 in the IRVG
Hebrews 4 in the IRVH
Hebrews 4 in the IRVK
Hebrews 4 in the IRVM
Hebrews 4 in the IRVM2
Hebrews 4 in the IRVO
Hebrews 4 in the IRVP
Hebrews 4 in the IRVT
Hebrews 4 in the IRVT2
Hebrews 4 in the IRVU
Hebrews 4 in the ISVN
Hebrews 4 in the JSNT
Hebrews 4 in the KAPI
Hebrews 4 in the KBT1ETNIK
Hebrews 4 in the KBV
Hebrews 4 in the KJV
Hebrews 4 in the KNFD
Hebrews 4 in the LBA
Hebrews 4 in the LBLA
Hebrews 4 in the LNT
Hebrews 4 in the LSV
Hebrews 4 in the MAAL
Hebrews 4 in the MBV
Hebrews 4 in the MBV2
Hebrews 4 in the MHNT
Hebrews 4 in the MKNFD
Hebrews 4 in the MNG
Hebrews 4 in the MNT
Hebrews 4 in the MNT2
Hebrews 4 in the MRS1T
Hebrews 4 in the NAA
Hebrews 4 in the NASB
Hebrews 4 in the NBLA
Hebrews 4 in the NBS
Hebrews 4 in the NBVTP
Hebrews 4 in the NET2
Hebrews 4 in the NIV11
Hebrews 4 in the NNT
Hebrews 4 in the NNT2
Hebrews 4 in the NNT3
Hebrews 4 in the PDDPT
Hebrews 4 in the PFNT
Hebrews 4 in the RMNT
Hebrews 4 in the SBIAS
Hebrews 4 in the SBIBS
Hebrews 4 in the SBIBS2
Hebrews 4 in the SBICS
Hebrews 4 in the SBIDS
Hebrews 4 in the SBIGS
Hebrews 4 in the SBIHS
Hebrews 4 in the SBIIS
Hebrews 4 in the SBIIS2
Hebrews 4 in the SBIIS3
Hebrews 4 in the SBIKS
Hebrews 4 in the SBIKS2
Hebrews 4 in the SBIMS
Hebrews 4 in the SBIOS
Hebrews 4 in the SBIPS
Hebrews 4 in the SBISS
Hebrews 4 in the SBITS
Hebrews 4 in the SBITS2
Hebrews 4 in the SBITS3
Hebrews 4 in the SBITS4
Hebrews 4 in the SBIUS
Hebrews 4 in the SBIVS
Hebrews 4 in the SBT
Hebrews 4 in the SBT1E
Hebrews 4 in the SCHL
Hebrews 4 in the SUSU
Hebrews 4 in the SUSU2
Hebrews 4 in the SYNO
Hebrews 4 in the TBIAOTANT
Hebrews 4 in the TBT1E
Hebrews 4 in the TBT1E2
Hebrews 4 in the TFTIP
Hebrews 4 in the TFTU
Hebrews 4 in the TGNTATF3T
Hebrews 4 in the THAI
Hebrews 4 in the TNFD
Hebrews 4 in the TNT
Hebrews 4 in the TNTIK
Hebrews 4 in the TNTIL
Hebrews 4 in the TNTIN
Hebrews 4 in the TNTIP
Hebrews 4 in the TNTIZ
Hebrews 4 in the TOMA
Hebrews 4 in the TTENT
Hebrews 4 in the UBG
Hebrews 4 in the UGV
Hebrews 4 in the UGV2
Hebrews 4 in the UGV3
Hebrews 4 in the VBL
Hebrews 4 in the VDCC
Hebrews 4 in the YALU
Hebrews 4 in the YAPE
Hebrews 4 in the YBVTP
Hebrews 4 in the ZBP